Browsing Category

ଦେଶ ବିଦେଶ

ସୀମାରେ ଛକାପଂଝା ଭିତରେ ଭାରତ ଆସୁଛନ୍ତି ଚୀନର ବିଦେଶମନ୍ତ୍ରୀ କିନ ଗ୍ୟାଙ୍ଗ,ଜି ୨୦ ସମିଟରେ ଅଂଶଗ୍ରହଣ କରିବେ ଚୀନ…

କନକ ବ୍ୟୁରୋ : ଭାରତ ଆସୁଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ । ୨ ମାର୍ଚ୍ଚରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଭାଗ ନେବାକୁ ସେ ଭାରତ ଗସ୍ତରେ ଆସୁଛନ୍ତି । ଏନେଇ ଚାଇନା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଚାଇନା ବୈଦେଶିକ ମନ୍ତ୍ରଣାଳୟର…
Read More...

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ବିଜେପିର ରଣନୀତି, ଦିଲ୍ଲୀ ଦରବାରରେ ଶାହା ଓ ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଲା…

କନକ ବ୍ୟୁରୋ : ବିଜେପିର ମିଶନ ତେଲେଙ୍ଗାନା । ଚଳିତବର୍ଷ ହେବ ତେଲେଙ୍ଗାନା ବିଧ।।ନସଭା ନିର୍ବାଚନ । ରାଜ୍ୟରେ କେସିଆର ସରକାରଙ୍କୁ ହଟାଇ କିଭଳି ଶାସନ କ୍ଷମତା ହାତେଇବ ସେନେଇ ବିଜେପି ଆରମ୍ଭ କରିଛି କସରତ । ମଙ୍ଗଳବାର ଦିଲ୍ଲୀ ଦରବାରେ ବସିଛି ବୈଠକ । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି…
Read More...

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଝଟକା, ଆବେଦନ ଉପରେ ଶୁଣାଣୀ କରି ହାଇକୋର୍ଟ ଯିବାକୁ କହିଲେ…

କନକ ବ୍ୟୁରୋ : ଦୁର୍ନୀତି ମାମଲାରେ ପୂର୍ବରୁ ସତ୍ୟେନ୍ଦ୍ର ଜୈନ ଗିରଫ ହୋଇଥିବା ବେଳେ ଏବେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇଛନ୍ତି । ଏଥିସହ ଦୁଇ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି । ଯାହାକି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅଡୁଆରେ ପକାଇଛି । ଦିଲ୍ଲୀ ସରକାରରେ ମୋଟ୍ ୬ ଜଣ…
Read More...

ଯୁବପିଢ଼ୀ ନିକଟରେ ବଢ଼ୁଛି ହୃଦଘାତ ସମସ୍ୟା, ଖେଳୁ ଖେଳୁ ଚାଲିଯାଉଛି ଜୀବନ

କନକ ବ୍ୟୁରୋ : ବିବାହ ଉତ୍ସବ ଚାଲିଥିବ, ସବୁ ନାଚ ଗୀତ ଝୁମୁଥିବେ, ପରିବାରରେ ଖୁସିର ମାହୋଲ ଜମିଥିବ, ଆଉ ଏତିକିବେଳେ ସେଠାରେ ହଠାତ୍ ହୃତଘାତରେ ଜଣଙ୍କ ଜୀବନ ଚାଲିଯିବ । ଏ କୌଣସି କାହାଣୀ ନୁହେଁ । ହାଇଦ୍ରାବାଦର କଳାପଥରେ ଘଟିଥିବା ଏକ ସତ ଘଟଣା । ଏଠାରେ ବାହାଘର ପାଇଁ ଚାଲିଥିଲା ହଳଦୀ…
Read More...

ଉତର-ପୂର୍ବ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରୁ ଆସିଲା ବୁଥ ବାହୁଡା ମତ, ଜାଣନ୍ତୁ କେଉଁଠି କିଏ ଗଢିପାରେ ସରକାର…

କନକ ବ୍ୟୁରୋ : ଉତର-ପୂର୍ବର ୩ଟି ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ବିଧାନସଭା ନିର୍ବାଚନ ସରିଛି । ଜନତା କାହା ହାତକୁ ରାଜ୍ୟର ଶାସନ କ୍ଷମତା ଦେବେ ସେ ନିଷ୍ପତି ନେଇସାରିଛନ୍ତି । ତ୍ରିପୁରା. ମେଘାଳୟ, ନାଗାଲାଣ୍ଡରେ ଭୋଟ ପଡିବା ପରେ ଏବେ ଅପେକ୍ଷା ମାର୍ଚ୍ଚ ୨କୁ । କାରଣ ଏହି ଦିନ…
Read More...

ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଛାଡିଲେ ମନ୍ତ୍ରୀପଦ, ଇସ୍ତଫାକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

କନକ ବ୍ୟୁରୋ : ଦିଲ୍ଲୀ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିବା ମନୀଷ ସିସୋଦିଆ ଓ ଜେଲ ବିଭାଗ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । ସୂଚନା ମୁତାବକ ଏହି ଦୁଇଜଣ ମନ୍ତ୍ରୀଙ୍କ ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଞ୍ଜୁରୀ ଦେଇଛନ୍ତି । ମନୀଷ ଓ…
Read More...

ସିସୋଦିଆଙ୍କୁ ‘ସୁପ୍ରିମ୍’ ଝଟକା । ଶୁଣାଣି କରିବାକୁ କରିଲେ ମନା, କହିଲେ ଆଗ ହାଇକୋର୍ଟ ଯାଅ ।

କନକ ବ୍ୟୁରୋ : ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ଲାଗିଛି । ସିବିଆଇ ଗିରଫଦାରୀକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ସିସୋଦିଆ । ଯାହାର ଶୁଣାଣୀ କରି ସୁପ୍ରିମକୋର୍ଟ କହିଛନ୍ତି, ଆପଣ ସିଧାସଳଖ ସୁପ୍ରିମକୋର୍ଟ କାହିଁକି ଆସୁଛନ୍ତି ।…
Read More...

ପାକିସ୍ତାନ ଓ ଶ୍ରୀଲଙ୍କା ଠାରୁ ମଧ୍ୟ ଏହି ଦେଶର ଆର୍ଥିକ ସ୍ଥିତି ଆହୁରି ଗମ୍ଭୀର , ପିଆଜ କିଲୋ ୧୨ଶହ ତ ଚିକେନ …

କନକ ବ୍ୟୁରୋ : କରୋନା ପରେ ପରେ ସାରା ବିଶ୍ୱକୁ ଏବେ ଘାରିଛି ଆର୍ଥିକ ମାନ୍ଦାବସ୍ଥା । ଏହାରି ମଧ୍ୟରେ ପ୍ରଥମେ ଶ୍ରୀଲଙ୍କା ଓ ପରେ ପାକିସ୍ତାନର ସ୍ଥିତି ଦେଖି ଆପଣ ଚକିତ ହୋଇଯାଇଥିବେ । ହେଲେ ଏହି ଦୁଇଦେଶ ଠାରୁ ଏବେ ଫିଲିପାଇନ୍ସର ସ୍ଥିତି ଆହୁରି ଗମ୍ଭୀର ହୋଇପଡିଛି । ବିଶେଷ କରି…
Read More...

ପୁଟିନଙ୍କ ପାଖ ଲୋକ ହିଁ ତାଙ୍କ ହତ୍ୟା କରିବେ: ଯୁଦ୍ଧକୁ ନେଇ ଏକ ଇଣ୍ଟରଭ୍ୟୁରେ ଏଭଳି ସାଂଘାତିକ୍ ବୟାନ ଦେଲେ ୟୁକ୍ରେନ୍…

କନକ ବ୍ୟୁରୋ: ୟୁକ୍ରେନ - ରୁଷିଆ ଯୁଦ୍ଧକୁ ଏକ ବର୍ଷ ପୂରଣ ହୋଇ ସାରିଥିବାବେଳେ ଏବେ ପର୍ଯ୍ୟନ୍ତ ଯୁଦ୍ଧ ଶେଷ ହେବାର ନାଁ ନେଉନାହିଁ । ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର୍ ଜେଲେନସ୍କି ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ହତ୍ୟା…
Read More...

ବିହାର ବଜେଟ : ୭୫ ହଜାର ପୋଲିସ କର୍ମୀ ଓ ୪୨ ହଜାର ଶିକ୍ଷକ ନିଯୁକ୍ତି, ୧୦ ଲକ୍ଷ ଯୁବକଙ୍କୁ ରୋଜଗାର

କନକ ବ୍ୟୁରୋ : ବିହାର ବିଧାନସଭାରେ ଆଜି ୨୦୨୩-୨୪ପାଇଁ ବଜେଟ ଉପସ୍ଥାପନ କରାଯାଇଛି । ବିହାର ଅର୍ଥମନ୍ତ୍ରୀ ବିଜୟ ଚୌଧୁରୀ ଏହି ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ବିଶେଷ ଭାବେ ରାଜ୍ୟର ବେକାର ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଦିଆଯାଇଛି । ଏହାସହ ବଜେଟରେ କୁହାଯାଇଛି କି ବିହାର ପୋଲିସ…
Read More...