Browsing Category

ଦେଶ ବିଦେଶ

ତେଲେଙ୍ଗାନାରେ ବିଆରଏସକୁ ପରାଜିତ କରିବ କଂଗ୍ରେସ ! ଏଗଜିଟ୍ ପୋଲ ରିପୋର୍ଟ ପରେ ହତାସ କେସିଆର

କନକ ବ୍ୟୁରୋ : ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ସରିଛି । ବାକି ରହିଛି ଫଳାଫଳ । ଫଳାଫଳ ଆସିବା ପୂର୍ବରୁ ଏଗଜିଟ୍ ପୋଲ ରିପୋର୍ଟ ସମସ୍ତଙ୍କ ନିଦ ହଜାଇ ଦେଇଛି । ଯଦି ଏଗଜିଟ୍ ପୋଲ ରିପୋର୍ଟ ସତ୍ୟ ହୁଏ ତେବେ ତେଲେଙ୍ଗାନାରେ ବିଆରଏସ ବା ଭାରତ ରାଷ୍ଟ୍ରସମିତି କ୍ଷମତଚ୍ୟୁତ…
Read More...

ଆଜିି ଆସିବ ୪ ରାଜ୍ୟର ନିର୍ବାଚନ ଫଳାଫଳ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କ’ଣ ରହିଛି ଜନତାଙ୍କ ମୁଡ୍, ସାରା ଦେଶର…

କନକ ବ୍ୟୁରୋ: ୨୪ ପୂର୍ବର ସେମିଫାଇନାଲ । ଆଜି ଆସିବ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଡର ବିଧାନସଭା ନିର୍ବାଚନର ଫଳାଫଳ । ବିଧାନସଭା ଫଳାଫଳ କଂଗ୍ରେସ ଓ ବିଜେପି ପାଇଁ ଏସିଡ ଟେଷ୍ଟ ହୋଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ-ବିଜେପି ମଧ୍ୟରେ ସିଧାସଳଖ ମୁକାବିଲା…
Read More...

ଏଗଜିଟ୍ ପୋଲ ରିପୋର୍ଟ ଆସିବା ପରେ ରାଜସ୍ଥାନ ରାଜନୀତି ସରଗରମ । ରିପୋର୍ଟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର,…

କନକ ବ୍ୟୁରୋ : ରାଜସ୍ଥାନରେ ଏବେ କଂଗ୍ରେସ ସରକାର ରହିଛି । କିନ୍ତୁ ଚଳିତ ବିଧାନସଭା ନିର୍ବାଚନର ଫଳାଫଳ ନିର୍ଣ୍ଣୟ କରିବ କି, କଂଗ୍ରେସର ସରକାର ରହିବ ନା ବିଜେପି କ୍ଷମତାକୁ ଫେରିବ । ଏସବୁ ଭିତରେ ଆସନ୍ତା କାଲି ନିର୍ବାଚନ ଫଳାଫଳ ଆସିବ । କିନ୍ତୁ ଏଗଜିଟ୍ ପୋଲ ରିପୋର୍ଟ ଯାହା ରହିଛି ତାହା…
Read More...

ଆଜି ଗଣତି । ମଧ୍ୟପ୍ରଦେଶରେ କିଏ ମାରିପାରେ ବାଜି?

କନକ ବ୍ୟୁରୋ : ଦେଶର ପ୍ରମୁଖ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଭୋଟ ଗ୍ରହଣ ସରିଛି । ଡିସେମ୍ବର ୩ତାରିଖ ୪ ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା ହେବ । ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏଗଜିଟ୍ ପୋଲ ବା ପୂର୍ବ ଆକଳନ ରିପୋର୍ଟ ପ୍ରକାଶ କରିଛନ୍ତି ବିଭିନ୍ନ ସର୍ଭେ ସଂସ୍ଥା । ସଭେ…
Read More...

ଦମଦାର ଚରିତ୍ର ସହ ବଡ ପରଦାକୁ ଫେରିବେ ପ୍ରଭାସ । ସାଉଥ ସୁପରଷ୍ଟାରଙ୍କ ନୂଆ ସିନେମା ସାଲାରର ପ୍ରଥମ ଟ୍ରେଲର ରିଲିଜ

କନକ ବ୍ୟୁରୋ : ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’ର ଟ୍ରେଲର ରିଲିଜ । ୩ମିନିଟ୍ ୪୭ ସେକେଣ୍ଡର ଏହି ଟ୍ରେଲରରେ ପ୍ରଭାସଙ୍କ ଦମଦାର ଆକ୍ସନର ଝଲକ ଦେଖିବାକୁ ମିଳିଛି । ମାଫିଆରାଜକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି…
Read More...

କାଲି ଆସିବ ଅଗ୍ନିପରୀକ୍ଷା ଫଳାଫଳ, ନେତାଙ୍କ ଛାତି ଧଡପଡ । ବିଜୟ ପାଇଁ ଇଶ୍ୱରଙ୍କ ଶରଣରେ ନେତା,ମନ୍ତ୍ରୀ, ପ୍ରାର୍ଥୀ

କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ଭୋଟ ଗଣତିର ଦିନକ ପୂର୍ବରୁ ବିଜେପିର ନେତ୍ରୀ ତଥା ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଦୌସା ଜିଲ୍ଲାର ମେହନ୍ଦିପୁର ବାଲାଜୀ ମନ୍ଦିରରେ ପହଁଚି ବ୍ୟାପକ ପୂଜାର୍ଚ୍ଚନା କରିଛନ୍ତି । ପ୍ରଥମେ ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା ପରେ ବାଲାଜୀ…
Read More...

ଆମେରିକାକୁ ଉତରକୋରିଆର ଧମକ । ସ୍ପେଶ ମିଶନରେ ବାଧା ନଦେବାକୁ କିମ ଜଙ୍ଗ ଉନ ଦେଲେ ଚେତାବନୀ

କନକ ବ୍ୟୁରୋ : ଆମେରିକାକୁ ଉତରକୋରିଆର ଧମକ । ଆମେରିକା ଯଦି ଉତରକୋରିଆର ମହାକାଶ ମିଶନ ଉପରେ କ୍ରୁର ଦୃଷ୍ଟି ପକାଏ ତେବେ ଏହାର କଡ଼ା ଜବାବ ଦିଆଯିବ ବୋଲି ଖୋଲା ଧମକ ଦେଇଛନ୍ତି ଏକଛତ୍ରବାଦ ଶାସକ କିମଜଙ୍ଗଉନ । କେବଳ ଜବାବ ନୁହେଁ ଏହା ଏକପ୍ରକାର ଯୁଦ୍ଧ ଡାକରା ବୋଲି ମାନି ସେହି ଅନରୂପ ଆକ୍ରମଣ…
Read More...

ହମାସକୁ ମୂଳପୋଛ କରିବାକୁ ଇସ୍ରାଏଲର ନୂଆ ରଣନୀତି । ଆତଙ୍କୀ ସଂଗଠନର ଟପକମାଣ୍ଡରଙ୍କୁ ମାରିବା ପାଇଁ ଆଇଡିଏଫର ନୂଆ…

କନକ ବ୍ୟୁରୋ : ହମାସକୁ ମୂଳପୋଛ କରିବାକୁ ଇସ୍ରାଏଲର ନୂଆ ରଣନୀତି । ହମାସର ଟପକମାଣ୍ଡରଙ୍କୁ ମାରିବା ପାଇଁ ଇସ୍ରାଏର ଆରମ୍ଭ କରିଛି ନୂଆ ଯୋଜନା । ୧୯୭୨ ମସିହାରେ ‘ରାଥ ଅଫ ଗଡ’ ରାସ୍ତାକୁ ପୁଣି ଆପଣାଇବାକୁ ଯାଉଛି ଇସ୍ରାଏଲ । ଗାଜାରେ ଅପରେସନ ଶେଷ କରିବା ପରେ ଇସ୍ରାଏଲ ହମାସ ଟପ କମାଣ୍ଡରଙ୍କ…
Read More...

ବିଦେଶରେ ପୁଣୀ ଜୀବନ ହାରିଲେ ଭାରତୀୟ ଛାତ୍ର । ନିଖୋଜର ୪ଦିନ ପରେ ଥେମସ ନଦୀରୁ ମିଳିଲା ୨୧ବର୍ଷୀୟ ମିତଲ କୁମାର ପଟେଲ…

କନକ ବ୍ୟୁରୋ : ଶୀତକାଳୀନ ଅଧିବେଶନ ପୂର୍ବରୁ ଶନିବାର ବସିଛି ସର୍ବଦଳୀୟ ବୈଠକ । କିଭଳି ସଂସଦର ଉଭୟ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବ ସେନେଇ ଦଳମାନଙ୍କ ମଧ୍ୟରେ ସମନ୍ୱୟ ବୈଠକ କରାଯାଇଛି । ସରକାର କହିଛନ୍ତି ସବୁ ପ୍ରସଙ୍ଗ ଉପରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ଅଛନ୍ତି ତେବେ ବିରୋଧୀଙ୍କୁ…
Read More...

ଶୀତକାଳୀନ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ । ସୁରୁଖୁରରେ ଗୃହକାର୍ଯ୍ୟ ଚଳାଇବାକୁ ସମସ୍ତ ଦଳଙ୍କୁ ସରକାରଙ୍କ…

କନକ ବ୍ୟୁରୋ : ଶୀତକାଳୀନ ଅଧିବେଶନ ପୂର୍ବରୁ ଶନିବାର ବସିଛି ସର୍ବଦଳୀୟ ବୈଠକ । କିଭଳି ସଂସଦର ଉଭୟ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବ ସେନେଇ ଦଳମାନଙ୍କ ମଧ୍ୟରେ ସମନ୍ୱୟ ବୈଠକ କରାଯାଇଛି । ସରକାର କହିଛନ୍ତି ସବୁ ପ୍ରସଙ୍ଗ ଉପରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ଅଛନ୍ତି ତେବେ ବିରୋଧୀଙ୍କୁ…
Read More...