Browsing Category

ଦେଶ ବିଦେଶ

ଛତିଶଗଡରେ କଂଗ୍ରେସ ଫେଲ୍, ବିଜେପି ପାସ୍ । ଟ୍ରେଣ୍ଡରେ ମ୍ୟାଜିକ୍ ନମ୍ବରଠୁ ବହୁ ଆଗରେ ଭାରତୀୟ ଜନତା ପାର୍ଟି ।

କନକ ବ୍ୟୁରୋ: “ଛତିଶଗଡର ଲୋକମାନେ ଭୂପେଶ ବଘେଲ ସରକାରକୁ ରିଜେକ୍ଟ କରିଛନ୍ତି । ଆଉ ଭାରତୀୟ ଜନତା ପାର୍ଟିକୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି । ଭାରତୀୟ ଜନତା ପାର୍ଟି ମୋଦୀଙ୍କ ନାମ ଏବଂ କାମକୁ ନେଇ ନିର୍ବାଚନ ଲଢିଥିଲା, ଆଉ ତାର ଫଳାଫଳ ଦଳକୁ ମିଳିଛି । ଜନତାଙ୍କୁ ମୋଦୀଙ୍କ ଗ୍ୟାରେଣ୍ଟିଂକୁ…
Read More...

ବଙ୍ଗୋପସାଗରରେ ବାତ୍ୟା ‘ମିଗଜାଉମ୍’ । ୫ କିମି ବେଗରେ ଗତି କରୁଛି ବାତ୍ୟା

କନକ ବ୍ୟୁରୋ: ବଙ୍ଗୋପସାଗରରେ ବଳ ଗୋଟାଇ ଆଗକୁ ବଢୁଛି ବାତ୍ୟା ‘‘ମିଗଜାଉମ୍’ । ୬ ଘଣ୍ଟା ହେବ ୫ କିଲୋମିଟର ବେଗରେ ଗତି କରୁଛି । ପାଣିପାଗ ବିଭାଗର ତଥ୍ୟ ମୁତାବକ, ୫ ତାରିଖ ପୂର୍ବାହ୍ନରେ ନେଲୋର ଓ ମଛଲିପଟନମ୍ ଉପକୂଳ ଦେଇ ଅତିକ୍ରମ କରିବ । ସୂଚନା ମୁତାବକ, ବାତ୍ୟା ପ୍ରଭାବରେ ଘଣ୍ଟାକୁ…
Read More...

୨୪ ଫାଇନାଲ ପୂର୍ବରୁ ୨୩’ର ସେମିଫାଇନାଲରେ ବିଜେପିର ଜଲୱା । ୩ ରାଜ୍ୟରେ ଆଗୁଆ ଭାରତୀୟ ଜନତା ପାର୍ଟି । କାମ ଦେଲା…

କନକ ବ୍ୟୁରୋ: ୨୪’ ଫାଇନାଲ ପୂର୍ବରୁ ୨୩’ ସେମିଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରିଛି ଭାରତୀୟ ଜନତା ପାର୍ଟି । ରବିବାର ଆସୁଥିବା ୪ଟି ରାଜ୍ୟର ନିର୍ବାଚନୀ ଫଳାଫଳରୁ ୩ଟି ରାଜ୍ୟରେ ବିଜେପି ଆଗୁଆ ରହିଛି । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ସରକାରକୁ ଫେରୁଥିବା ଦେଖିବାକୁ ମିଳୁଥିବାବେଳେ,…
Read More...

ଯାତ୍ରୀବାହୀ ବସ୍ ଉପରକୁ ଆଖିବୁଜା ଗୁଳିମାଡ କଲେ ଆତଙ୍କବାଦୀ । ୮ ମୃତ, ୨୬ଯାତ୍ରୀ ଆହତ

କନକ ବ୍ୟୁରୋ: ଚଳନ୍ତା ବସ ଉପରକୁ ଆଖିବୁଜା ଗୁଳିମାଡ କଲେ ଆତଙ୍କବାଦୀ । ଫଳରେ ୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପାଖାପାଖି ୨୬ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି କାଶ୍ମୀରର ଗିଲଗିତ୍ ବାଲତିସ୍ତାନ ନିକଟରେ । ବସଟି ଗିଲଗିତରୁ ରାଓଲପିଣ୍ଡି ଯାଉଥିବାବେଳେ ଆତଙ୍କବାଦୀମାନେ ଆଖିବୁଜା…
Read More...

ତେଲେଙ୍ଗାନାରେ କଂଗ୍ରେସର ଖୁସି, କେସିଆର ଦୁଃଖୀ । ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ‘ହାତ’ । ଭାଙ୍ଗିଯିବ କେ.…

କନକ ବ୍ୟୁରୋ: ଭାଙ୍ଗିବାକୁ ଯାଉଛି କେସିଆରଙ୍କ ହାଟ୍ରିକ ସ୍ୱପ୍ନ । ତେଲେଙ୍ଗାନାରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖିଥିବା କେ ଚନ୍ଦ୍ରଶେଖର ରାଓଙ୍କ ସ୍ୱପ୍ନକୁ ଭାଙ୍ଗିରୁଜି ଚୁରମାର କରିଦେଇଛି କଂଗ୍ରେସ । ବର୍ତ୍ତମାନ ତେଲେଙ୍ଗାନାରୁ ଆସୁଥିବା ପ୍ରାରମ୍ଭିକ ଟ୍ରେଣ୍ଡରେ,…
Read More...

ରାଜସ୍ଥାନରେ ବଜାୟ ରହିବ ପରମ୍ପରା! ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ, ପଛରେ ପଡିଲା ‘ହାତ’ । 

କନକ ବ୍ୟୁରୋ: ରାଜସ୍ଥାନରେ କିଏ ଗଢିବ ସରକାର? କିଏ ହେବ ରାଜସ୍ଥାନର ମୁଖ୍ୟମନ୍ତ୍ରୀ? ରାଜସ୍ଥାନର ପୁଣି ବଜାୟ ରହିବ ପଟ୍ଟ ପରିବର୍ତ୍ତନ ପରମ୍ପରା । ଏସବୁ ଚର୍ଚ୍ଚା ଭିତରେ ଏବେ ଆସୁଛି ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ଟ୍ରେଣ୍ଡ । ଟ୍ରେଣ୍ଡ ଅନୁସାରେ ବିଜେପି ଏଠି କ୍ଷମତାକୁ ଫେରୁଥିବା…
Read More...

ଆସିଲା ରାମମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣ ପତ୍ରର ଫଟୋ । ସାରା ଦେଶରୁ ୬ ହଜାର ଲୋକଙ୍କୁ କରାଯିବ ନିମନ୍ତ୍ରଣ । ସୋସିଆଲ…

କନକ ବ୍ୟୁରୋ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପବିତ୍ର ଭୂମି ପୂଜନ ସମାରୋହ ଅଗଷ୍ଟ ୫ତାରିଖରେ ଅନୁଷ୍ଠିତ ହେବ। ଆଉ ଏଥିପାଇଁ ନିମନ୍ତ୍ରଣ କାର୍ଡର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଗାଢ ହଳଦିଆ ରଙ୍ଗର ଏହି ନିମନ୍ତ୍ରଣ କାର୍ଡକୁ ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି ଅବସରରେ…
Read More...

ଫିଲିଫାଇନ୍ସରେ  ବଡ ଧରଣର ଭୂକମ୍ପ  । ରିକ୍ଟର ସ୍କେଲରେ ୭.୫ ତୀବ୍ରତାର ଝଟକା । ଫିଲିପାଇନ୍ସ ଓ ଜାପାନ ଉପକୂଳରେ ସୁନାମୀ…

କନକ ବ୍ୟୁରୋ: ଦକ୍ଷିଣ ଫିଲିପାଇନ୍ସର ‘ମିଣ୍ଡାନାଓ’ରେ ବଡ଼ ଧରଣର ଭୂକମ୍ପ ଝଟକା । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୫ ରେକର୍ଡ କରାଯାଇଛି । କ୍ଷୟକ୍ଷତି ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ଭୂକମ୍ପ ପ୍ରଭାବରେ ଫିଲିପାଇନ୍ସ ଉପକୂଳ ଓ ଦକ୍ଷିଣ-ପଶ୍ଚିମ ଜାପାନ ଉପକୂଳରେ ସୁନାମୀ ଆସିବା…
Read More...

ସମୁଦ୍ରରେ ଦାନା ବାନ୍ଧୁଛି ବାତ୍ୟା । ଆଜି ନେଇପାରେ ବାତ୍ୟାର ରୂପ । ୫ ତାରିଖ ପୂର୍ବାହ୍ନରେ ଆନ୍ଧ୍ର ପଟ ଦେଇ ଅତିକ୍ରମ…

କନକ ବ୍ୟୁରୋ: ବଙ୍ଗୋପସାଗରରେ ଦାନାବନ୍ଧୁଛି ବାତ୍ୟା ।ସୃଷ୍ଟ ଲଘୁଚାପ ଘନିଭୂତ ହୋଇ ଗଭୀର ଅବପାତର ରୂପ ନେବା ପରେ ପଶ୍ଚିମ ଓ ଉତର-ପଶ୍ଚିମ ଦିଗରେ ଗତି କରୁଛି । ଏହା ଆହୁରି ଘନିଭୂତ ହୋଇ ଆଜି ବାତ୍ୟାର ରୂପ ନେଇପାରେ । ଏହା ଆସନ୍ତାକାଲି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ତତ୍ସଂଲଗ୍ନ ଉତର…
Read More...

ତେଲେଙ୍ଗାନାରେ ବିଆରଏସକୁ ପରାଜିତ କରିବ କଂଗ୍ରେସ ! ଏଗଜିଟ୍ ପୋଲ ରିପୋର୍ଟ ପରେ ହତାସ କେସିଆର

କନକ ବ୍ୟୁରୋ : ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ସରିଛି । ବାକି ରହିଛି ଫଳାଫଳ । ଫଳାଫଳ ଆସିବା ପୂର୍ବରୁ ଏଗଜିଟ୍ ପୋଲ ରିପୋର୍ଟ ସମସ୍ତଙ୍କ ନିଦ ହଜାଇ ଦେଇଛି । ଯଦି ଏଗଜିଟ୍ ପୋଲ ରିପୋର୍ଟ ସତ୍ୟ ହୁଏ ତେବେ ତେଲେଙ୍ଗାନାରେ ବିଆରଏସ ବା ଭାରତ ରାଷ୍ଟ୍ରସମିତି କ୍ଷମତଚ୍ୟୁତ…
Read More...