Browsing Category

ଦେଶ ବିଦେଶ

ଡଲାର ତୁଳନାରେ ପୁଣି ଟଙ୍କା ଦୁର୍ବଳ : ରେକର୍ଡ ନିମ୍ନସ୍ତରକୁ ଖସି ୮୦ ଟଙ୍କା ମୁହାଁ ଗୋଟିଏ ଡଲାର

କନକ ବ୍ୟୁରୋ : ଡଲାର ତୁଳନାରେ ଟଙ୍କା ପୁଣି ଦୁର୍ବଳ ହୋଇଛି । ବିଶ୍ୱ ବଜାରରେ ଡଲାରର ଚାହିଦା ବୃଦ୍ଧି ଓ ଭାରତରୁ ଡଲାର ଉଠାଣ ଯୋଗୁଁ ଡଲାର ତୁଳନାରେ ଟଙ୍କାର ମୂଲ୍ୟର ହ୍ରାସ ରେକର୍ଡ କରିଛି । ଏବେ ଗୋଟିଏ ଡଲାରର ମୂଲ୍ୟ ୭୯ ଟଙ୍କା ୪୮ ପଇସା ସ୍ତରକୁ ଖସି ଆସିଛି । ଏହା ଟଙ୍କାର ବିନିମୟ ମୂଲ୍ୟର…
Read More...

ଏଆଇଏଡିଏମକେରେ ଫାଟ: ଶେଷ ହେଲା ଦୁଇ ମୁଖ୍ୟ ନେତୃତ୍ୱ ପଲିସି, ଇ.କେ ପଲାନୀସ୍ୱାମୀ ହେଲେ ନୂଆ ମୁଖ୍ୟ ।

କନକ ବ୍ୟୁରୋ: ଏଆଇଏଡିଏମକେର କ୍ଷମତାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଇଡାପାଡି କେ ପଲାନୀସ୍ୱାମୀ ତଥା ଇପିଏସ୍ ଏବଂ ଓ ପନିରସେଲଭମ ତଥା ଇପିଏସଙ୍କ ମଧ୍ୟରେ ଲାଗିଥିବା ବିବାଦକୁ ନେଇ ଆଜି ଚେନ୍ନାଇରେ ଦଳର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ପରିସ୍ଥତି ଅଣାୟତ ହେବାରୁ ରାଜସ୍ୱ ବିଭାଗ…
Read More...

ଶିବସେନା ବିବାଦର ଘୁଞ୍ଚିଲା ଶୁଣାଣି । ନ୍ୟାୟପାଳିକାକୁ ନେଇ ପ୍ରଶ୍ନ ଉଠାଇଲେ ସଞ୍ଜୟ!

କନକ ବ୍ୟୁରୋ: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିବା ଶିବସେନାର ବିଦ୍ରୋହୀ ଦଳର ନେତା ଏକନାଥ ସିନ୍ଦେଙ୍କ ସମେତ ଦଳର ୧୬ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ । ସୋମବାର ମାମଲାର ଶୁଣାଣି କରିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ମାମଲାର ଜରୁରୀ…
Read More...

ନ୍ୟାସନାଲ ହେରାଲ୍ଡ ମାମଲା: ସୋନିଆ ଗାନ୍ଧୀଙ୍କୁ ତୃତୀୟ ଥର ପାଇଁ ନୋଟିସ୍ କଲା ଇଡି ।

କନକ ବ୍ୟୁରୋ: ନ୍ୟାସନାଲ ହେରାଲ୍ଡ ମାମଲାରେ ହାଜର ହେବାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତୃତୀୟ ଥର ପାଇଁ ନୋଟିସ୍ ଜାରି କଲା ଇଡି । ଜୁଲାଇ ୨୧ ତାରିଖ ପୂର୍ବରୁ ଇଡି ହାଜର ହେବାକୁ ନୂଆ ନୋଟିସ୍ ଜାରି କରିଛି କଂଗ୍ରେସ । ଏହା ପର୍ବରୁ ଦୁଇ ଥର ହାଜର ହେବାକୁ ସୋନିଆଙ୍କୁ ନୋଟିସ୍…
Read More...

ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରେ ଲୋକଙ୍କ କବଜା ଜାରି। ଏବେ ବି ରାଷ୍ଟ୍ରପତି ଫେରାର, ସମୁଦ୍ରଭିତରେ ଲୁଚି ରହିଥିବା…

କନକ ବ୍ୟୁରୋ: ଶ୍ରୀଲଙ୍କାରେ ଗଠନ ହେବ ନୂଆ ସରକାର । ଏନେଇ ଘନ ଘନ ବସୁଛି ବିରୋଧୀଦଳଙ୍କ ମିଳିତ ବୈଠକ । ମୁଖ୍ୟ ବିରୋଧୀ ଦଳ ସମାଗୀ ଜନ ବାଲବେଗୟା ବା ଏସଜିବି ଓ ଏହାର ସହଯୋଗୀ ଦଳ ସର୍ବଦଳୀୟ ସରକାର ଗଠନ କରିବା ପାଇଁ ସୋମବାର ବୈଠକ କରିଛନ୍ତି । ଯଦି ବିରୋଧୀ ଦଳଙ୍କ ପ୍ରୟାସ ସଫଳ ହୁଏ ତେବେ ଖୁବ…
Read More...

ଗୁଜରାଟରେ ଲଗାଣ ବର୍ଷା ଯୋଗୁଁ ଜଳପ୍ରଳୟ। ପାଣି ଘେରରେ ହଜାର ହଜାର ଲୋକ, ୬୯ଜଣଙ୍କର ମୃତ୍ୟୁ ସୂଚନା।

କନକ ବ୍ୟୁରୋ: ଗୁଜରାଟରେ ପ୍ରବଳ ବର୍ଷା । ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ଲଗାତର ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମି ରହିଛି । ପାଣିରେ ଫସିରହିଥିବା ୩ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି ।…
Read More...

ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା। ହରହର ମହାଦେବ ଧ୍ୱନିରେ ପୁଣି ପ୍ରକମ୍ପିତ ହେଲା ପରିବେଶ।

କନକ ବ୍ୟୁରୋ: ହରହର ମହାଦେବ ଧ୍ୱନିରେ ପୁଣି ପ୍ରକମ୍ପିତ ହେଲା ପରିବେଶ । ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା । ବାଦଲ ଫଟା ବର୍ଷା ଯୋଗୁଁ ଶୁକ୍ରବାରଠାରୁ ଅମରନାଥ ଯାତ୍ରା ଉପରେ ପ୍ରଶାସନ କଟକଣା ଲଗାଇଥିଲା । ଯାତ୍ରା ପାଇଁ ଅନୁମତି ମିଳିଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ । ଜମ୍ମୁ…
Read More...

ନିଜକୁ ଗୁଳି କଲେ CRPF ଯବାନ । ଫୋନ୍ କରି ଦାବି କରିଥିଲେ, ‘ମୁଁ କେବଳ ଆଇଜିଙ୍କ ସହ କଥା ହେବାକୁ ଚାହୁଁଛି’

କନକ ବ୍ୟୁରୋ : ଜଣେ ସିଆରପିଏଫ୍ ଯବାନ ନିଜକୁ ନିଜ ହାତରେ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକଙ୍କୁ ବନ୍ଧକ ରଖିବା, ବାଲକୋନିକୁ ଆସି ଫାଙ୍କା ଗୁଳିଚାଳନା କରିବା ଏବଂ ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିବା ଘଟଣା ବର୍ତ୍ତମାନ ସାରା ଦେଶରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।…
Read More...

ଆସନ୍ତା ୫ ବର୍ଷ ମଧ୍ୟରେ ରାସ୍ତାରୁ ଗାଏବ ହୋଇଯିବ ପେଟ୍ରୋଲ ଗାଡି । ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଦାବି

କନକ ବ୍ୟୁରୋ: ନିଜର ମନ୍ତବ୍ୟକୁ ନେଇ ଏବେ ପୁଣିଥରେ ଚର୍ଚ୍ଚାରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଗଡକରୀ ନିଜ ନୂଆ ନୂଆ ଯୋଜନାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି । ଏହାବ୍ୟତୀତ ସଡକ ସୁରକ୍ଷା ସହ ପରିବେଶ ସୁରକ୍ଷା ପାଇଁ ସବୁଜ ଶକ୍ତି ଉପରେ ସୁବବେଳେ ଗୁରୁତ୍ୱ…
Read More...

୫-ଜି ନିଲାମୀରେ ଆଦାନୀ ଗ୍ରୁପର ଏଣ୍ଟ୍ରି । ମୁହାଁମୁହିଁ ହେବେ ଅମ୍ବାନୀ-ଆଦାନୀ

କନକ ବ୍ୟୁରୋ : ଦେଶରେ ଖୁବଶୀଘ୍ର ଆସିବାକୁ ଯାଉଛି ୫ଜି ସେବା । ଏନେଇ ଜୁଲାଇ ୨୬ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ସ୍ପେକଟ୍ରମ୍ ନିଲାମ୍ । ଜୁଲାଇ ୨୬ ତାରିଖରେ ହେବାକୁ ଯାଉଥିବା ନିଲାମୀରେ ଦେଶର ଦୁଇ ବିଗ୍ କର୍ପୋରେଟ୍ ହାଉସ୍ ମୁହାଁମୁହିଁ ହେବେ ବୋଲି କୁହାଯାଉଛି । କାରଣ ସ୍ପେକ୍ଟ୍ରମ୍…
Read More...