Browsing Category

ଦେଶ ବିଦେଶ

ବଳ ପୂର୍ବକ ଋଣ ଅସୁଲି ନେଇ କଠୋର ହେଲା ରିଜର୍ଭ ବ୍ୟାଙ୍କ । ସବୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାକୁ କଡା ନିର୍ଦ୍ଦେଶ

କନକ ବ୍ୟୁରୋ : ସେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ହେଉ କି ଜାତୀୟକରଣ ବ୍ୟାଙ୍କ, ଏମାନେ ଋଣ ଖିଲାପିକାରୀଙ୍କ ଠାରୁ ବଳ ପୂର୍ବକ ଋଣ ଅସୁଲି କରୁଥିବା ନେଇ ବାରମ୍ବାର ଅଭିଯୋ ଆସିବା ପରେ ଏବେ ଏହା ଉପରେ କଠୋର ହୋଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ସଂପର୍କିତ…
Read More...

ଘରଭଡା ଉପରେ ଦେବାକୁ ପଡିବ ୧୮ପ୍ରତିଶତ ଜିଏସଟି । ୧୮ତାରିଖରୁ ନିୟମ ଲାଗୁ । ଜାଣନ୍ତୁ ପୁରା ବିବରଣୀ

କନକ ବ୍ୟୁରୋ: ଏଣିକି ଘର ଭଡା ଉପରେ ଦେବାକୁ ପଡିବ ଜିଏସଟି । ଅଗଷ୍ଟ ୧୮ ତାରିଖରୁ ଏହି ନିୟମ ଲାଗୁ ହେବ । ଜିଏସଟି ପରିଷଦର ୪୭ ତମ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି । ଏହି ସୂଚନା ଦିଆଯିବା ପରେ ଲୋକଙ୍କ ମନରେ ଛନକା ପଶିଛି । ହେଲେ ଲୋକଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିବାକୁ ସରକାରଙ୍କ…
Read More...

ବିହାରରେ ପୁଣି ମଦ ମୃତ୍ୟୁ: ବିଷାକ୍ତ ମଦ ପିଇ ୭ ମୃତ, ଏକାଧିକ ଗୁରୁତର

କନକ ବ୍ୟୁରୋ: ବିହାରରେ ଥରକୁ ଥର ମଦ ମୃତ୍ୟୁ ଘଟଣା ସାମନାକୁ ଆସୁଛି । ଚୋରା ମଦ ଯୋଗୁଁ ମୃତ୍ୟୁ ଘଟଣା ବନ୍ଦ ହେବାର ନାମ ନେଉନାହିଁ । ମଦ ତିଆରି, ବିକ୍ରୟ, ପିଇବା ରାଜ୍ୟରେ ବେଆଇନ ଅଟେ । ତଥାପି, ବିଷାକ୍ତ ମଦ ପିଇ ମୃତ୍ୟୁ ପ୍ରକ୍ରିୟା ବନ୍ଦ ହେଉନାହିଁ । ଏବେ ପୁଣି ଥରେ ସରନ ଜିଲାରେ…
Read More...

ହରଡ ଡାଲିର କୃତ୍ରିମ ଅଭାବ ଆଶଂକା କଲେ କେନ୍ଦ୍ର ସରକାର । ଷ୍ଟକ ଉପରେ ନଜର ରଖିବାକୁ ସବୁ ରଜ୍ୟକୁ ନୋଟିସ

କନକ ବ୍ୟୁରୋ : ସାରା ଦେଶରେ ହରଡ ଡାଲିର କୃତ୍ରିମ ଅଭାବ ଦେଖାଦେଇପାରେ । ଏଭଳି କିଛି ବର୍ଗ ଯୋଜନା କରୁଥିବା ସନ୍ଦେହ କରିଛନ୍ତି କେନ୍ଦ୍ର ସରକାର । ଏହି କାରଣରୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ମହଜୁଦକାରୀଙ୍କ ନିକଟରେ ଥିବା ଡାଲିର ପରିମାଣକୁ ତଦାରଖ କରିବା…
Read More...

ପାକିସ୍ତାନ ନିସ୍ତାର ମେଡିକାଲ ବିଶ୍ୱ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଉଡାଇଲେ ଭାରତୀୟ ତ୍ରୀରଙ୍ଗା, ଜାଣନ୍ତୁ କାରଣ

କନକ ବ୍ୟୁରୋ : ଦେଶ ସ୍ୱାଧୀନ ହେବା ପରେ ଅଖଣ୍ଡ ଭାରତ ଖଣ୍ଡ ଖଣ୍ଡ ହୋଇଗଲା । ରାଜନୈତିକ ପଶାପାଲିରେ ରାଜନୈତିକ ଫାଇଦା ଉର୍ଦ୍ଦେଶ୍ୟରେ ଭାତକୁ ଦୁଇଭାଗରେ ବିଭକ୍ତ କରିଦିଆଗଲା । ଗୋଟିଏ ପଟେ ମୁସଲିମ୍ ସଂପ୍ରଦାୟର ଲୋକେ ପାକିସ୍ତାନ ନାମରେ ଦେଶ ଗଠନ କରିଦେଲେ ଓ ଭାରତ ଏକ ସର୍ବଧର୍ମ ସମ୍ପର୍ଣ୍ଣ…
Read More...

ଘରୋଇ କଳିରୁ ୟୁରୋପର ମଂଟେନେଗ୍ରୋରେ ଘଟିଛି ଭୟାବହ ଗୁଳିକାଣ୍ଡ । ଚାଲିଗଲା ୧୨ ଜୀବନ

କନକ ବ୍ୟୁରା: ୟୁରୋପର ମଂଟେନେଗ୍ରୋରେ ଘଟିଛି ଭୟାବହ ଗୁଳିକାଣ୍ଡ ଘଟିଛି । ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ଆଖିବୁଜା ଗୁଳି ଚଳାଇଛନ୍ତି । ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ପୋଲିସ୍ ସହ ଗୁଳି ବିନିମୟରେ ଆକ୍ରମଣକାରୀ ନିହତ ହୋଇଛି । ମଂଟେନେଗ୍ରୋ…
Read More...

ଭେଣ୍ଟିଲେଟରରେ ବିଶିଷ୍ଟ ଲେଖକ ସଲମାନ୍ ରୁଶଦୀ । ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ଛୁରାମାଡ଼

କନକ ବ୍ୟୁରୋ: ଭାରତ ଜନ୍ମିତ ବିଶିଷ୍ଟ ବ୍ରିଟିଶ ଲେଖକ ସଲମାନ ରୁଶ୍‌ଦିଙ୍କ ଉପରେ ଶୁକ୍ରବାର ଦିନ ନ୍ୟୁୟର୍କରେ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀକୁ ପୁଲିସ କାବୁ କରିଥିବା ବେଳେ ତାର ପରିଚୟ ଜଣାପଡ଼ି ନାହିଁ। ଆକ୍ରମଣ ପଛର କାରଣ ମଧ୍ୟ…
Read More...

ସଲମାନ ରୁଶଦିଙ୍କ ଉପରେ ଛୁରାମାଡ। ପଢନ୍ତୁ ପୂରା ଖବର …

କନକ ବ୍ୟୁରୋ: ଲେଖକ ସଲମାନ ରୁଶଦିଙ୍କ ଉପରେ ଛୁରାମାଡ ହୋଇଛି । ନ୍ୟୁୟର୍କରେ ତାଙ୍କ ଉପରେ ଆକ୍ରମଣ ହୋଇଛି । ଏକ କାର୍ଯ୍ୟକ୍ରମ ବେଳେ ଛୁରାମାଡ ହୋଇଥିବା ସୂଚନା ମିଳିଛି । ମଞ୍ଚ ଉପରେ ଏହି ଆକ୍ରମଣ କରାଯାଇଛି । Author Salman Rushdie has been attacked as he was about to…
Read More...

ୟୁରୋପରେ ବିଭିନ୍ନ ଦେଶରେ ଭୀଷଣ ଗରମ, ଆଗକୁ ହୋଇପାରେ ଦରଦାମ ବୃଦ୍ଧି।

କନକ ବ୍ୟୁରୋ: କିଛି ଦିନ ହେବ ବିଟ୍ରେନ ସହିତ ୟୁରୋପରେ ବିଭିନ୍ନ ଦେଶରେ ଭୀଷଣ ଗରମ ସାଙ୍ଗକୁ ପ୍ରଚଣ୍ଡ ତାତି ଅନୁଭୁତ ହେଉଛି । ସ୍ଥିତି ଏଭଳି ହୋଇଛି କି ୟୁରୋପିଆନ ୟୁନିୟନ ଓ ବ୍ରିଟେନର ପ୍ରାୟ ୬୦ ପ୍ରତିଶତ ସ୍ଥାନ ଏବେ ମରୁଡି ସମସ୍ୟା ଦେଇ ଗତିକରୁଛି । ଯାହା ଦ୍ୱାରା ପାଖାପାଖି ୨କୋଟି ଲୋକ…
Read More...

ଇଡି ଓ ସିବିଆଇ ସ୍କାନରରେ ପ.ବଙ୍ଗର ନେତା ଏବଂ ମନ୍ତ୍ରୀ। ସରକାରୀ ତଦନ୍ତକାରୀ ସଂସ୍ଥା ବନାମ ଟିଏମସି।

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଏବେ ମାରାଥନ ଚଢାଉ ଓ ଗିରଫ କରୁଛନ୍ତି ଉଭୟ ପ୍ରବର୍ତନ ନିର୍ଦ୍ଦେଶାଳୟ ଏବଂ ସିବିଆଇ । ଏହି ଦୁଇ ସରକାରୀ ତଦନ୍ତକାରୀ ସଂସ୍ଥାର ସ୍କାନରରେ ମୁଖ୍ୟତଃ ରହିଛନ୍ତି ପଶ୍ଚିମବଙ୍ଗ ସରକାରଙ୍କ ବଡ ବଡ ମନ୍ତ୍ରୀ ଓ ନେତା । ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି…
Read More...