Browsing Category

ଦେଶ ବିଦେଶ

ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ରମିଜ ରାଜାଙ୍କୁ ବରଖାସ୍ତ: ଜାଣନ୍ତୁ କିଏ ହେଲେ ନୂଆ ପିସିବି ମୁଖ୍ୟ

କନକ ବ୍ୟୁରୋ: ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ରମିଜ ରାଜାଙ୍କୁ ବରଖାସ୍ତ କରିଦିଆଯାଇଛି । ରମିଜ ରାଜା ଲଗାତାର ନିଜ ବୟାନ ଯୋଗୁଁ ବିବାଦରେ ରହିଆସିଥିଲେ । ଏହାରି ଭିତରେ ଏହି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ରମିଜ ରାଜାଙ୍କ ସ୍ଥାନରେ ନଜମ ସେଠୀଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡର…
Read More...

କରୋନା ବ୍ୟାପିବା ଡର! ରାହୁଲ ଗାନ୍ଧୀଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଚିଠି: ‘ବନ୍ଦ କର ଭାରତ ଯୋଡୋ ଯାତ୍ରା’

କନକ ବ୍ୟୁରୋ: ବିଦେଶରେ ପୁଣି କରୋନା କାୟା ବିସ୍ତାର କରିବା ପରେ ଭାରତରେ ସତର୍କତାକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧୀଙ୍କୁ ଚେତାଇଦେଇଛନ୍ତି । ସାରା ଦେଶରେ ଚାଲିଥିବା ‘ଭାରତ ଯୋଡୋ ଯାତ୍ରାକୁ ଯଥାଶୀଘ୍ର ବନ୍ଦ କରିବାକୁ ରାହୁଲ ଗାନ୍ଧୀଙ୍କୁ କହିଛନ୍ତି କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ…
Read More...

କରୋନାକୁ ନେଇ ସତର୍କ ଭାରତ ସରକାର । ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କଲେ ସ୍ଥିତି…

କନକ ବ୍ୟୁରୋ: ଚୀନ୍ ପରେ ଅନ୍ୟ ୫ଟି ଦେଶରେ କରୋନା ପୁଣି କାୟା ବିସ୍ତାର କରିବା ପରେ ସତର୍କ ହୋଇଛନ୍ତି ଭାରତ ସରକାର । ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସ୍ଥିତି ସମୀକ୍ଷା କରୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏପେଟେ ଟେଷ୍ଟିଂ ଜାରି ରହିଛି । ଭୟଭୀତ ହେବାର କୌଣସି କାରଣ ନାହିଁ…
Read More...

ପୁଣି ଦିଲ୍ଲୀରେ ଓଡ଼ିଶାକୁ ଉପେକ୍ଷା । ଚଳିତ ବର୍ଷ ମଧ୍ୟ ସାଧାରଣତନ୍ତ୍ର ଦିବସ ପରେଡରୁ ପୁଣି ବାଦ୍ ପଡିଲା ଓଡ଼ିଶାର…

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସରେ ପୁଣି ବାଦ୍ ପଡିଲା ଓଡ଼ିଶାର ପ୍ରଜ୍ଞାପନ ମେଢ । ଚଳିତଥର ମଧ୍ୟ ପରେଡରେ ଦେଖିବାକୁ ମିଳିବନି ଓଡ଼ିଶାର ପ୍ରଜ୍ଞାପନ ମେଢ । ଲଗାତର ୩ ବର୍ଷ ହେଲା ଦିଲ୍ଲୀ ଦରବାରରେ ଓଡ଼ିଶାକୁ ଉପେକ୍ଷା କରାଯାଉଛି । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମସ୍ତ ପ୍ରସ୍ତୁତି ହୋଇ…
Read More...

ଆଜି ବିସିସଆଇ ଆପେକ୍ସ କାଉନ୍ସିଲ ବୈଠକ । କ୍ୟାପ୍ଟେନ୍ ରୋହିତ ଶର୍ମା ,କୋଚ୍ ରାହୁଲ ଦ୍ରାବିଡଙ୍କ ଉପରେ ନିଆଯାଇପାରେ ବଡ…

କନକ ବ୍ୟୁରୋ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତଥା ବିସିସିଆଇର ଆଜି ଆପେକ୍ସ କାଉନସିଲ ବୈଠକ ହେବ । ଦିନ ୧୧ଟାରେ ଭର୍ଚୁଆଲ ମୋଡର ହେବ ବିସିସିଆଇର ଏହି ବୈଠକ । ଟି-୨୦ ୱାର୍ଲଡ କପରେ ଭାରତର ଖରାପ ପ୍ରଦର୍ଶନକୁ ନେଇ ବୈଠକରେ ସମୀକ୍ଷା କରାଯିବା ସୂଚନା ରହିଛି । ଟି-୨୦ ବିଶ୍ୱକପ…
Read More...

ଆଫଗାନିସ୍ତାନରେ ମହିଳାଙ୍କୁ ବିଶ୍ୱବିଦ୍ୟାଳୟ ମନା । କଡ଼ା ନିର୍ଦ୍ଦେଶ ଜାରି କଲେ ତାଲିବାନ ସରକାର

କନକ ବ୍ୟୁରୋ: ଆଫଗାନିସ୍ତାନରେ ମହିଳାଙ୍କୁ ବିଶ୍ୱବିଦ୍ୟାଳୟ ମନା । ଆଫଗାନିସ୍ତାନରେ ତାଲିବାନ ସରକାର ଏପରି କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ନିୟମ ତୁରନ୍ତ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିୟମ ବଳବତର ରହିବ ।…
Read More...

ଚୀନରେ କାଳ ହେଲାଣି କରୋନା । ଆଲର୍ଟରେ ଭାରତ ସରକାର, ନମୁନାର ଜେନମ ସିକ୍ୱେନ୍ସ ପାଇଁ ସବୁ ରାଜ୍ୟକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ଚୀନରେ କାଳ ହେଲାଣି କରୋନା । କୋଭିଡ୍ ନିୟମ କୋହଳ କରାଯିବା ପରେ ବିଗିଡି ଯାଇଛି ସ୍ଥିତି । ସ୍ଥିତି ଏପରି ହୋଇଛି ଯେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ରୋଗୀଙ୍କୁ ବେଡ୍ ମିଳୁନି । ଚୀନ ଓ ଆମେରିକା ସମେତ ୫ଟି ଦେଶରେ କରୋନା ସଂକ୍ରମଣ ବଢିବା ପରେ କେନ୍ଦ୍ର ସରକାର ଆଲର୍ଟ…
Read More...

ବ୍ଲୁ ଓ ଗୋଲଡେନ ପରେ ଟ୍ୱିଟର ଆଣିଲା ଗ୍ରେ-ରଙ୍ଗର ଟିକ୍ ମାର୍କ: ଆଗକୁ ଅନେକ ନୂଆ ଫିଚର ଆଣିବାକୁ ଯାଉଛି ଟ୍ୱିଟର

କନକ ବ୍ୟୁରୋ: ଟ୍ୱିଟର ଆଣିଲା ନୂଆ ଫିଚ୍ର । ଜଣାଶୁଣା ଭେରିଫାଏଡ ଟ୍ୱିଟର ଆକାଉଁଟର ବ୍ଲୁଟିକ ହଟି ଏଣିକି ହେଲା ଗ୍ରେ-ଟିକ ମାର୍କ । ପ୍ରଧାନମନ୍ତ୍ରୀ ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନେକ ଜଣାଶୁଣା ବ୍ୟକ୍ତିଙ୍କ ଟ୍ୱିଟର ଆକାଉଁଟରେ ଏଣିକି ଆଉ ବ୍ଲୁ ରଙ୍ଗର ଟିକ୍ ମାର୍କ…
Read More...

ବିହାରରେ ମଦ ଖୋଜୁଛି ଡ୍ରୋନ, ସ୍ଥାନେ ସ୍ଥାନେ ପୁଲିସ କରୁଛି ଚଢାଉ: ବିଷାକ୍ତ ମଦ ପିଇ ୭ଜିଲ୍ଲାରରୁ ଶତାଧିକ ଲୋକଙ୍କ…

କନକ ବ୍ୟୁରୋ: ବିହାରରେ ମଦ ମୃ୍ତ୍ୟୁ ସଖ୍ୟା କ୍ରମାଗତ ଭାବେ ବଢିଚାଲିଥିବା ବେଳେ ଏବେ ମଦ ମାଫିଆଙ୍କ ଉପରେ ତୀକ୍ଷ୍ମଣ ନଜର ରଖୁଛି ଡ୍ରୋନ । ଯେଉଁଠି ବିଷାକ୍ତ ମଦ ରନ୍ଧାଯାଉଛି, ସେଥି ପହଂଚି ମଦମାଫିଆଙ୍କୁ ଧରୁଛି ଡ୍ରୋନ୍ । ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ଡ୍ରୋନ କ୍ୟାମେରା ମୁତୟନ ହୋଇଛି ।…
Read More...

ରାସ୍ତାରେ ଜଗିଥିଲେ ଦୁବୃର୍ତ୍ତ, ବାପାଙ୍କ ସାମ୍ନାରେ ଝିଅକୁ କଲେ ଅପହରଣ: ସିସିଟିଭିରେ କଏଦ ହେଲା ନାଟକୀୟ ଅପହରଣ ଘଟଣା

କନକ ବ୍ୟୁରୋ: ବାପା ସାମ୍ନାରେ ଝିଅକୁ ଅପହରଣ । ବାପାଙ୍କ ସହ ମନ୍ଦିର ଫେରୁଥିବା ବେଳେ ଝିଅକୁ ଉଠାଇନେଲେ ଦୃବୁର୍ତ । ତେଲେଙ୍ଗାନାର ଚାନ୍ଦୁରୀ ମଣ୍ଡଳର ମୁଡେପାଲେ ଗାଁରେ ଘଟିଛି ଏହି ଘଟଣା । ବାପା-ଝିଅ ମନ୍ଦିରକୁ ଯିବା ବେଳେ କାରରେ ୪ ଦୁବୁର୍ତ ଲୁଚି ରହିଥିଲେ । ସେମାନେ ମନ୍ଦିରରୁ ଫେରିବା…
Read More...