Browsing Category

Top 2

ହ୍ୱାଟସଆପ୍ ପାଇଁ ଚିନ୍ତା ବଢ଼ାଉଛି ଫେକ୍ ନ୍ୟୁଜ୍ । ଗୁଜବ ରୋକିବାକୁ ଜନତାଙ୍କ  ଠାରୁ ଲୋଡିଲା ସାହାଯ୍ୟ । 

ସଂପ୍ରତି ହ୍ଵାଟସଆପ୍, ଫେସବୁକ ପରି ସୋସିଆଲ ମିଡିଆ ଯୋଗାଯୋଗର ବଳିଷ୍ଠ ମାଧ୍ୟମ ପାଲଟିଛି। ସୂଚନା ଓ ମନୋରଞ୍ଜନ ପାଇଁ ବେଶ୍ ଖୋରାକ୍ ଯୋଗାଉଥିବା ଏହି ସୋସିଆଲ ମିଡିଆର ଅପବ୍ୟବହାର ଏବେ ଘାତକ ପ୍ରମାଣିତ ହେଉଛି। ସାରା ବିଶ୍ୱରେ ବୃଦ୍ଧି ପାଉଥିବା ‘ଫେକ୍ ନିଉଜ ସିଣ୍ଡ୍ରୋମ୍’ ବା ମିଛ ଖବରର…
Read More...

ନୂଆ ମୋଡ଼ରେ ପୋଲାଭରମ୍ ଜନଶୁଣାଣି ପ୍ରସଙ୍ଗ : ସମ୍ମତି ଜଣାଇଥିଲା କେନ୍ଦ୍ର, ଓହରିଗଲା

କନକ ବ୍ୟୁରୋ: ବହୁଚର୍ଚ୍ଚିତ ପୋଲାଭରମ ମାମଲା ପୁଣି ନୂଆ ମୋଡ ନେଇଛି । ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଓଡିଶା ଓ ଛତିଶଗଡରେ ସ୍ୱତନ୍ତ୍ର ସଂସ୍ଥା ନିୟୋଜିତ କରି ଜନଶୁଣାଣି ପାଇଁ କେନ୍ଦ୍ର ସରକାର ରାଜି ହୋଇଥିଲେ । ହେଲେ ଶନିବାର ସାନି ସତ୍ୟପାଠ ଦାଖଲ କରି ଏଥିରୁ ଓହିର ଯାଇଛନ୍ତି ।…
Read More...

ଢେଙ୍କାନାଳ ସେଲଟର ହୋମରେ ଝୁଲିଲା ତାଲା । ଅନ୍ତେବାସୀଙ୍କୁ ଜିଲ୍ଲା ପ୍ରଶାସନର ସ୍ଥାନାନ୍ତର

କନକ ବ୍ୟୁରୋ: ବନ୍ଦ ହେଲା ଢେଙ୍କାନାଳ ସ୍ଥିତ ଗୁଡନ୍ୟୁଜ ଡ୍ରିମ ହାଉସର ସେଲଟର ହୋମ । ବେଲଟିକିରିର ଏହି ସେଲଟର ହୋମରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଲା ପକାଯାଇଛି । ଏହାର ଅନ୍ତେବାସୀ ଓ କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଇଛି । ଏହି ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ପୁଲିସ…
Read More...

କନକ ନ୍ୟୁଜର ମହାପ୍ରଭାବ : ରାଜ୍ୟର ସମସ୍ତ ବେଆଇନ ସେବାଶ୍ରମରେ ପଡିବ ତାଲା

କନକ ବ୍ୟୁରୋ : କନକ ନ୍ୟୁଜ ମହାପ୍ରଭାବ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ରାଜ୍ୟର ସମସ୍ତ ବେଆଇନ ସେଲଟର ହୋମକୁ ବନ୍ଦ କରାଯିବ ବୋଲି କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ଢେଙ୍କାନାଳରେ ଗୁଡ ନ୍ୟୁଜ ଇଣ୍ଡିଆ ସେଲଟର ହୋମ ମଧ୍ୟ ବେଆଇନ ଭାବେ ଚାଲିଥିବା ମନ୍ତ୍ରୀ…
Read More...

ଆଗକୁ କ’ଣ ରହିବ ବିଜେପିର ଆଭିମୁଖ୍ୟ ? ଅପରାଜିତା ପୂରଣ କରିପାରିବେ କି ଦିଲ୍ଲୀପ ଓ ବିଜୟଙ୍କ ସ୍ଥାନ ?

କନକ ବ୍ୟୁରୋ : ଆଉ ମାତ୍ର ଚାରି ମାସ ରହିଲା ଲୋକସଭା ନିର୍ବାଚନ । ଜାତୀୟ ସ୍ତରରେ ରାଜନୈତିକ ଦଳ ଗୁଡ଼ିକ ଏବେଠାରୁ ଶକ୍ତି ଗୋଟାଇବାରେ ଲାଗିଲେଣି । ରାଜ୍ୟ ଗୁଡ଼ିକ ମଧ୍ୟ ପଛରେ ପଡ଼ିନାହାନ୍ତି । ଆଂଚଳିକ ଦଳ ଗୁଡ଼ିକ ମଧ୍ୟ ଏବେଠାରୁ ଗୋଟିଚାଳନା ଆରମ୍ଭ କରିଦେଲେଣି । କ୍ଷମତାଶୀନ ଏନଡ଼ିଏ ସରକାରକୁ…
Read More...

ଇସ୍ତଫା ପତ୍ରରେ କ’ଣ ଲେଖିଲେ ବିଜୟ ମହାପାତ୍ର ?

କନକ ବ୍ୟୁରୋ : ବିଜେପି ଆଜି ଦୁଇ ତୁଙ୍ଗ ନେତାଙ୍କୁ ହରାଇଛି । ଗୋଟିଏ ଦିନରେ ଦଳ ଛାଡ଼ିଛନ୍ତି ବିଜେପିର ଦୁଇ ହେଭିୱେଟ୍ ନେତା ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର  । ଅମିତ ଶାହଙ୍କୁ ମିଳିତ ଇସ୍ତଫା ପତ୍ର ପଠାଇଛନ୍ତି ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର । ୨୦୧୯ ନିର୍ବାଚନ ପାଖେଇ ଆସୁଥିବା ବେଳେ…
Read More...

ଓଡିଶା ଆସି ଖୁସ୍ ହୋଇଗଲେ ଭାଇଜାନ । ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କଲେ, ଓଡିଆରେ ଦର୍ଶକଙ୍କୁ ପଚାରିଲେ ବାଲିଯାତ୍ରା…

କନକ ବ୍ୟୁରୋ : ଓଡିଶା ଆସି ଖୁସି ହୋଇଗଲେ ସଲମାନ ଖାନ୍ । ହକି ବିଶ୍ୱକପର ସେଲିବ୍ରେସନ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ସମେତ ଓଡିଶାବାସୀଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି ସଲମାନ । ସୁଲତାନ ବାରବାଟୀ ଷ୍ଟାଡିୟମରେ ପ୍ରବେଶ କରିବା ମାତ୍ରେ ଦର୍ଶକ ବେଶ ଉତ୍ସାହିତ ହୋଇଯାଇଥିଲେ ।…
Read More...

ନବୀନ ଓ ସଲମାନଙ୍କ ବିରଳ ଦୃଶ୍ୟ । ଫଟୋରେ ନେତା ନମ୍ବର ୱାନ ଓ ଭାଇଜାନ

କନକ ବ୍ୟୁରୋ : କଟକ ବାରବାଟୀରେ ନବୀନ ଓ ସଲମାନଙ୍କ ବିରଳ ଦୃଶ୍ୟ । ହକି ବିଶ୍ୱକପର ସେଲିବ୍ରେସନ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଲିଉଡ ଦବଙ୍ଗ ଖାନ କୁଣ୍ଢାଇ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଫଟୋରେ ଉଭୟ ସଲମାନ ଓ ନବୀନ ବେଶ ଉତ୍ସାହିତ ଥିବା ନଜରକୁ ଆସିଛି । ଏହି…
Read More...

କଳିଙ୍ଗରେ ଗୋଲ ବର୍ଷା କଲା ଭାରତୀୟ ହକି ଟିମ୍ । ଦକ୍ଷିଣ ଆଫ୍ରିକାକୁ ୫-୦ ଗୋଲରେ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଭାରତ…

କନକ ବ୍ୟୁରୋ: ପୁରୁଷ ହକି ବିଶ୍ୱକପର ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଆରମ୍ଭ କଲା ଭାରତୀୟ ହକି ଟିମ୍ ।  ୫-୦ ଗୋଲରେ ଦକ୍ଷିଣ ଆଫ୍ରିକା ଭଳି ଶକ୍ତିଶଳୀ ଦଳକୁ ମାତ୍ ଦେଇ ବିଜୟ ହାସଲ କରିଛି ଭାରତ । ମ୍ୟାଚର ପ୍ରଥମ କ୍ୱାର୍ଟରରେ ଭାରତୀୟ ଦଳ ୨-୦ ଗୋଲରେ ଆଗୁଆ ରହିଥିଲା । ଏହାପରେ ଦକ୍ଷିଣ…
Read More...

କଳିଙ୍ଗ ଷ୍ଟାଡିୟମରେ କମାଲ କଲେ କିଙ୍ଗଖାନ୍, ବାରବାଟୀରେ ଦୁଲକାଇବେ ସୁଲତାନ ।

କନକ ବ୍ୟୁରୋ : ବାରବାଟୀରେ ଜଲୱା ଦେଖାଇବେ ସଲମାନ୍ ଖାନ୍ । ହକି ବିଶ୍ୱକପ ସେଲିବ୍ରେସନରେ ଦର୍ଶକଙ୍କ ମନୋରଞ୍ଜନ କରିବେ ବଲିଉଡର ଦବଙ୍ଗ ଖାନ୍ । ଭାଇଜାନଙ୍କ ଏଣ୍ଟ୍ରିକୁ ଚାତକ ଭଳି ଚାହିଁ ରହିଛନ୍ତି ପ୍ରଂଶସକ । ସଲମାନଙ୍କୁ ନେଇ ଏତେ କ୍ରେଜ ରହିଛି ଯେ, ଦର୍ଶକ ଷ୍ଟାଡିୟମ ଖୋଲିବା ପୂର୍ବରୁ…
Read More...