Browsing Category

Top 2

ରାଜନୀତି ମୈଦାନରେ ଆଟାକ ନୁହେଁ ଡିଫେନ୍ସ କରୁଛନ୍ତି ମୋଦି! ବଦଳୁଥିବା ରାଜନୈତିକ ସମୀକରଣକୁ ଦେଖି ହୋଇଛି କି ମ୍ୟାଚ୍…

କନକ ବ୍ୟୁରୋ:  ଗତ ଗୋଟିଏ ମାସ ମଧ୍ୟରେ ମୋଦିଙ୍କ ୩ ଥର ଓଡିଶା ଗସ୍ତ ସମୟରେ ଗୋଟିଏ ସମାନତା ଦେଖିବାକୁ ମିଳିଛି । ତାହା ହେଉଛି ରାଜ୍ୟ ସରକାରଙ୍କ ପ୍ରତି ମୋଦିଙ୍କ ଡିଫେନ୍ସ ମନୋଭାବ । ଅଥାର୍ତ ମୋଦିଙ୍କ ପାଇଁ ପଡିଆ ପ୍ରସ୍ତୁତ ହୋଇଛି । ସ୍ଲଗ ଓଭର ମଧ୍ୟ ରହିଛି କିନ୍ତୁ ଆଟାକ ବଦଳରେ ଡିଫେନ୍ସ…
Read More...

ତାଳଚେରରୁ ବଲାଙ୍ଗୀର: ପ୍ରଥମେ ବର୍ଷିଥିଲେ ପରେ ବଦଳିଗଲେ ମୋଦି, ଦ୍ୱନ୍ଦରେ ଗେରୁଆ ଦଳ ।

କନକ ବ୍ୟୁରୋ: ବିଜେପିର ଫୋକସ୍ ଓଡ଼ିଶା । ଆଉ ଏହି ମିଶନକୁ ପୂରଣ କରିବା ପାଇଁ ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟ ବିଜେପିକୁ ବଳ ଦେବା ପାଇଁ ଓଡ଼ିଶା ଆସୁଛନ୍ତି ହେଲେ ପୂର୍ବରୁ ମୋଦିଙ୍କ ସ୍ୱର ଏବଂ ବର୍ତ୍ତମାନର ସ୍ୱର ଭିତରେ ଆକାଶ ପାତାଳ ଫରକ ନଜର…
Read More...

ବଲାଙ୍ଗୀରରେ କ’ଣ କହିବେ ମୋଦି? କାଲି ଟାର୍ଗେଟରେ ରହିବ କିଏ, ନବୀନ ନା କଂଗ୍ରେସ?

କନକ ବ୍ୟୁରୋ : ୨୦ ଦିନ ମଧ୍ୟରେ ଆସନ୍ତାକାଲି ତୃତୀୟ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଲାଙ୍ଗୀରରେ ଏକ ବିଶାଳ ଜନସଭାରେ ଯୋଗ ଦେବାକୁ ଓଡିଶା ଆସୁଛନ୍ତି ମୋଦି । ଯାହା ରାଜ୍ୟ ରାଜନୀତିର ପାରାକୁ ବଢାଇ ଦେଇଛି । ହିନ୍ଦୀଭାଷୀ ଅଞ୍ଚଳରେ ବିଜେପି ଚିତ୍…
Read More...

ନବ ବିଜେଡିକୁ ଆସିଲେ କିଶୋର କରିବେ କ’ଣ? ଶଙ୍ଖ ଚିହ୍ନରୁ କିଏ ଲଢିବ ୨୦୧୯ ନିର୍ବାଚନ, କେଉଁ ଫର୍ମୁଲା ନେଇ ଆଗଉଛନ୍ତି…

କନକ ବ୍ୟୁରୋ : ଆସନ୍ତା ୨୪ରେ ବିଜେଡିରେ ଯୋଗ ଦେଇ ପାରନ୍ତି କଂଗ୍ରେସ ବିଧାୟକ ନବ ଦାସ । ଏନେଇ ପରୋକ୍ଷରେ ନବ ଇଙ୍ଗିତ କରିବା ପରେ ଜୋର ଧରିଛି ରାଜ୍ୟ ରାଜନୀତି । ପଶ୍ଚିମ ଓଡିଶାର ଟାଣୁଆ କଂଗ୍ରେସ ନେତା ଭାବେ ଜଣାଶୁଣା ନବ ଯଦି ବିଜେଡିରେ ଯୋଗ ଦିଅନ୍ତି ତେବେ ଝାରସୁଗୁଡାର ବିଜେଡି ନେତା ତଥା…
Read More...

ନବ ଦାସଙ୍କୁ ନେଇ ବିଜେଡିର ମିଶନ ‘ପଶ୍ଚିମ ଓଡିଶା’ । ୩୦ ବିଧାନସଭା ଆସନ ଉପରେ ନବୀନଙ୍କ ଆଖି ।

ରାଜ୍ୟରେ ଲଗାତର ଭାବେ ନିର୍ବାଚନ ହାରିଥିବା କଂଗ୍ରେସ ପାଇଁ ସମ୍ମାନର ଜିଲ୍ଲା ଥିଲା ଝାରସୁଗୁଡା । ଯେଉଁଠି ଦଳର ଚେହେରା ଭାବେ ନବ ଦାସ ବିଜୟ ବାନା ଉଡାଉଥିଲେ । ୨୦୧୭ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଗଠନ କରିବା ଠାରୁ ଆରମ୍ଭ କରି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପର୍ଯ୍ୟନ୍ତ…
Read More...

ଆସନ୍ତା ୨୬ସୁଦ୍ଧା ମିଳିବ ‘କାଳିଆ ଯୋଜନା’ ଟଙ୍କା ! ପ୍ରଥମ ପର୍ଯ୍ୟାୟରେ ୧୨ଲକ୍ଷ ୪୦ ହଜାର ହିତାଧିକାରୀଙ୍କ ଆକାଉଂଟକୁ…

କନକ ବ୍ୟୁରୋ : ଆସନ୍ତା ୨୬ ତାରିଖ ସୁଦ୍ଧା ଯୋଗ୍ୟହିତାଧୀକାରୀଙ୍କୁ ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ଟଙ୍କା ମିଳିବ । ପ୍ରଥମ ପର୍ଯ୍ୟାୟରେ ହିତାଧକାରୀଙ୍କ ଆକାଉଂଟକୁ ଯିବ ଟଙ୍କା । ଆଉ ଏଥିରେ ମୋଟ୍ ୧୨ ଲକ୍ଷ ୪୦ ହଜାର ହିତାଧୀକାରୀଙ୍କୁ ଟଙ୍କା ମିଳିବ । ତେବେ ବର୍ତ୍ତମାନ ଆବେଦନ କରିଥିବା…
Read More...

୨୦୧୯ ନିର୍ବାଚନ ପାଇଁ ସରଗରମ ରାଜନୈତିକ ପାଣିପାଗ : ବିଜେଡି, ବିଜେପି ଓ କଂଗ୍ରେସର ପୋଷ୍ଟର ୱାର

କନକ ବ୍ୟୁରୋ : ନୂଆବର୍ଷରେ ଅଭିନନ୍ଦନ ପୋଷ୍ଟର-ବ୍ୟାନରକୁ ନେଇ ଯାଜପୁର ଧର୍ମଶାଳାରେ ଜୋର ଧରିଛି ରାଜନୀତି । ସାଧାରଣରେ ନିର୍ବାଚନର ଭ୍ରମ ସୃଷ୍ଟି ହୋଇଛି । ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଅଭିନନ୍ଦନର ବାର୍ତ୍ତା ଦେଉଥିବା ବେଳେ ବିଜେପି ଓ କଂଗ୍ରେସ ଦେଉଛନ୍ତି…
Read More...

ସୋସିଆଲ ମିଡ଼ିଆରୁ କେନ୍ଦ୍ରକୁ ନବୀନଙ୍କ ଟର୍ଗେଟ । ମୋଦି ସରକାରଙ୍କ ବିରୋଧରେ ଆଣିଲେ ୯ ଦଫା ଅଭିଯୋଗ, କହିଲେ ହକ୍ ମାଗୁଛି…

କନକ ବ୍ୟୁରୋ: ସ୍ୱାଭିମାନି ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା । ଦେଶରେ ଆଞ୍ଚଳିକ  ଦଳ ମାନଙ୍କ ପ୍ରତି ଲୋକମାନଙ୍କ ସମର୍ଥନ କାହିଁକି ବଢୁଛି ଏହା ପଛର କାରଣ କହିଛନ୍ତି ନବୀନ । ଏହାସହ କେନ୍ଦ୍ର ସରକାରଙ୍କ ମନମାନି ଏବଂ ଓଡ଼ିଶା ପ୍ରତି କେତେ ଆନ୍ତରିକତା ରହିଛି ତାହାର…
Read More...

କାଳିଆ ଯୋଜନାରେ ଆପଣଙ୍କ ନାଁ ଅଛି କି ନାହିଁ ! ଗୋଟିଏ କ୍ଲିକରେ ଜାଣନ୍ତୁ ହିତାଧିକାରୀଙ୍କ ପୂରା ତାଲିକା

କନକ ବ୍ୟୁରୋ : କାଳିଆ ଯୋଜନାରେ ସାମିଲ ହେବାକୁ ଏବେ ଚାଷୀ ମାନଙ୍କ ମଧ୍ୟରେ ଏକରକମ ପ୍ରତିଯୋଗିତା ଆରମ୍ଭ ହୋଇଛି । ଲମ୍ବା ଲମ୍ବା ଲାଇନରେ ଛିଡା ହୋଇ ଚାଷୀ ମାନେ ଫର୍ମ ନେଉଥିବା ଦେଖିବାକୁ ମିଳିଛି । ଆଉ ଏସବୁ ଭିତରେ ସାମ୍ନାକୁ ଆସିଛି କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟ ହିତାଧିକାରୀ ତାଲିକା ।…
Read More...

ରାଜ୍ୟ ସରକାରଙ୍କୁ ଅର୍ଥ କମିଶନଙ୍କ ପ୍ରଶଂସା ଓ ପରାମର୍ଶ । ସରକାରଙ୍କ ଆର୍ଥିକ ପରିଚାଳନାକୁ ସ୍ୱାଗତ , ଶିକ୍ଷା ଓ…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ଅର୍ଥ କମିଶନଙ୍କ ପ୍ରଶଂସା । ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ନନ୍ଦକିଶୋର ସିଂହ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିବା ସହ ବିଭିନ୍ନ କ୍ଷେତ୍ରରେ ବିଚାର ବିମର୍ଷ କରି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ସରକାରଙ୍କ ଆର୍ଥିକ…
Read More...