Browsing Category

ସ୍ପେଶାଲ୍ ରିପୋର୍ଟ

ଆପଣଙ୍କ ଆଣ୍ଡ୍ରଏଡ ସ୍ମାର୍ଟଫୋନ ହଜିଯାଇଛି କି ? କେଉଁଠି ଅଛି ଓ ଘରେ ବସି ଡାଟା କିପରି ଡିଲିଟ କରିବେ, ଜାଣନ୍ତୁ ଗୋଟିଏ…

ସ୍ମାର୍ଟଫୋନର ବ୍ୟବହାର ଦିନକୁ ଦିନ ବଢିଚାଲିଛି । ଅଧିକାଂଶ ଯୁବବର୍ଗଙ୍କ ହାତରେ ଏବେ ସ୍ମାର୍ଟଫୋନ ଦେଖିବାକୁ ମିଳୁଛି । ଲୋକମାନଙ୍କ ହାତରେ ଥିବା ପ୍ରାୟ ୭୦ ପ୍ରତିଶତ ସ୍ମାର୍ଟଫୋନ ହେଉଛି ଆଣ୍ଡ୍ରଏଡ ପରିଚାଳିତ । କିନ୍ତୁ ଆପଣଙ୍କର ସ୍ମାର୍ଟଫୋନର ସୁରକ୍ଷା ବିଷୟରେ କେବେ ଚିନ୍ତା କରିଛନ୍ତି ?…
Read More...

ଏୟାରପୋର୍ଟରେ ଚେକିଂ ବେଳେ ବ୍ୟାଗରୁ କାଢିବାକୁ ପଡିବନି ଲାପଟପ୍ ! ବିମାନବନ୍ଦର ଗୁଡିକରେ ଲାଗିବ ୩ଡି ସ୍କାନର ।

ବିମାନ ଯାତ୍ରୀମାନଙ୍କୁ ନିରାପତ୍ତା ଯାଞ୍ଚ ବେଳେ ବ୍ୟାଗ୍ ଭିତରୁ ଲାପଟପ୍ କିମ୍ବା ତରଳ ପଦାର୍ଥଗୁଡ଼ିକୁ ବାହାରକୁ କାଢ଼ିବାକୁ ପଡ଼ିବନି । ବିଶ୍ୱର ବ୍ୟସ୍ତବହୁଳ ବିମାନବନ୍ଦରଗୁଡ଼ିକରେ ଏବେ ୩ଡି ସ୍କାନର୍ ଜରିଆରେ ନିରାପତ୍ତା ଯାଞ୍ଚ କରାଯାଉଛି । ସେହି ସ୍କାନରରେ ବ୍ୟାଗ୍ ଭିତରେ ଥିବା ସବୁ ପ୍ରକାର…
Read More...

ବିଶ୍ୱରେ ସର୍ବାଧିକ ବ୍ୟବହାର ହେଉଥିବା ଔଷଧ ! ଜାଣନ୍ତୁ କଣ ରହିଛି ଏହାର ଉପକାରିତା ଏବଂ ଅପକାରିତା ।

ଭାରତ ସମେତ ବିଶ୍ୱର ଅନ୍ୟାନ୍ୟ ଦେଶରେ ବିଭିନ୍ନ ପ୍ରକାରର ଔଷଧର ବ୍ୟବହାର କରାଯାଇଥାଏ । କିନ୍ତୁ ସେଥି ମଧ୍ୟରୁ ଏପରି ଅନେକ ଔଷଧ ଅଛି ଯାହା ଲୋକ ମାନେ ଅଧିକ ବ୍ୟବହାର କରିଥାନ୍ତି । ତେବେ ଆସନ୍ତୁ ଜାଣିବା ବିଶ୍ୱସ୍ତରରେ ଏବେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଔଷଧ କଣ । ସୂଚନା ଅନୁଯାୟୀ,…
Read More...

ମଙ୍ଗଳ ଗ୍ରହରେ ମିଳିଲା ଜଳର ସନ୍ଧାନ । ମଙ୍ଗଳରେ ହ୍ରଦର ଆବିଷ୍କାର କଲେ ଗବେଷକ, ବଢିଲା ଜୀବଜଗତ ଥିବାର ଆଶା ।

ଆମର ପଡୋଶୀ ଗ୍ରହ ମଙ୍ଗଳରେ ପାଣି ଥିବାର ସମ୍ଭାବନା ବଢିଯାଇଛି । ନିକଟରେ ଏହି ଗ୍ରହରେ ଏକ ଭୂତଳ ହ୍ରଦ ଥିବାର ପ୍ରମାଣ ମିଳିଛି । ଇଟାଲୀ ଓ ଆମେରିକାର ଏକ ଅନ୍ତର୍ଜାତୀୟ ଗବେଷକଦଳ ଏ ସଂପର୍କରେ ବୁଧବାରଦିନ ପ୍ରକାଶ କରିଛନ୍ତି । ଏହି ଆବିଷ୍କାର ସମ୍ପର୍କରେ ୟୁଏସ ଜର୍ନାଲ ଅନ ସାଇନ୍ସରେ ଏକ…
Read More...

ଗାଇକୁ ମିଳିବ ଜାତୀୟମାତା ଅଧିକାର ! ଭିଡତନ୍ତ୍ରକୁ ରୋକିବା ପାଇଁ ପ୍ରୟାସ, ସ୍ୱର ଉଠାଇଲେ ଆରଏସଏସ ଭାଜପା ନେତା ।

ଗୋମାଂସ ଖାଇବା ବନ୍ଦ କରାଯାଉ ଏବଂ ଗାଇକୁ ଜାତୀୟ ମାତାର ଅଧିକାର ଦିଆଯାଉ ବୋଲି ଆରଏସଏସ ଏବଂ ଭାଜପାର କେତେକ ନେତା ଦାବି କରିଛନ୍ତି । ଗାଇ ତସ୍କରି କରୁଥିବା ସମୟରେ ଅପରାଧିକୁ ଭିଡତନ୍ତ୍ର ପିଟି ପିଟି ହତ୍ୟା କରିବା ପରେ ପୂନର୍ବାର ଏହି ଘଟଣା ନହେବା ପାଇଁ ଆରଏସଏସ ଏପରି ଏକ ଦାବି ଉପସ୍ଥାପନା…
Read More...

ଚଳନ୍ତା ଟ୍ରେନରୁ ଖସିପଡୁଥିଲେ ମହିଳା ! ପୋଲିସବାବୁ ଦେଖାଇଲେ ସାହସିକତା, ନିଜ ଜୀବନ ବାଜି ଲଗାଇ ବଞ୍ଚାଇଲେ ମହିଳାଙ୍କ…

ମୁମ୍ବାଇଠାରେ ପ୍ରାୟ ୨୦ ବର୍ଷ ମଧ୍ୟରେ ଅନେକ ଜୀବନ କେବଳ ଯତ୍ନହୀନତା ଓ ଖାମଖିଆଲି ହେତୁ ଯାଇଛି । ଏଥିମଧ୍ୟରୁ ଅଧିକାଂଶ ଜୀବନ ରେଳ ଧାରଣାରେ ଯାଇଥିବା ଦେଖିବାକୁ ମିଳିଛି । ୨୦୧୭ରେ ଏକ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସେହି ବର୍ଷ ପ୍ରାୟ ୩,୨୦୨ ଯାତ୍ରୀ ରେଳଧାରଣାରେ ନିଜ ଜୀବନ ହରାଇଛନ୍ତି…
Read More...

ଆକାଶ ମାର୍ଗରୁ ପହଞ୍ଚିବ ଡାକ୍ତରୀ ସୁବିଧା ! ଏଣିକି ଡ୍ରୋନ ଯୋଗାଇଦେବ ଔଷଧ, ବ୍ଲଡ ରିପୋର୍ଟ ଭଳି ଅନ୍ୟାନ ସୁବିଧା ।

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ହେଲ୍ଥ ହାଇଦ୍ରାବାଦ (ଆଇଆଇପିଏଚ-ଏଚ)ର ବିଶେଷଜ୍ଞ ମାନେ ଡ୍ରୋନ ବିତରଣ ପ୍ରଣାଳି ଉପରେ କାମ କରୁଛନ୍ତି । ସଡକ ଦ୍ୱାରା ଯାତାୟତ ହେଉଥିବା ବାହନ ମାନଙ୍କ ଠାରୁ ଏହି ପ୍ରଣାଳି ଅଧିକ ପ୍ରଭାବଶାଳି ହେବାର ସମ୍ଭାବନା ରହିଛି । ଆଇଆଇପିଏଚ-ଏଚ ସହାୟକ ପ୍ରଫେସର ଏବଂ…
Read More...

ମୋବାଇଲ ଭଳି ବିଜୁଳି ମିଟର କରିବ କାମ ! ରିଚାର୍ଜ କଲେ ଜଳିବ, ସରିଗଲେ କଟିଯିବ ।

ଦେଶରେ ବିଜୁଳି ବିଲକୁ ନେଇ ଅନେକ ସମସ୍ୟା ଦେଖିବାକୁ ମିଳିଛି । ଅନେକ ଥର ଏପରି ଦେଖାଦେଇଛି କି, ଠିକ ସମୟରେ ବିଜୁଳି ବିଲ ପୈଠ କରିନପାରିଲେ ତାପର ମାସରେ ଅଧିକ ଟଙ୍କାର ବିଲ ଆସିଥାଏ । କାରଣ ବିଳମ୍ବରେ ବିଲ ପୈଠ କରିଲେ ଉକ୍ତ ବିଲ ଉପରେ ଫାଇନ ଲାଗିଥାଏ । ତେଣୁ ଯେତେ ଅସୁବିଧାରେ ଥିଲେ ମଧ୍ୟ…
Read More...

ଟିକେଟ୍ କ୍ୟାନସଲକୁ ନେଇ ବଡ ତଥ୍ୟ ! ଜାଣନ୍ତୁ କେତେବେଳେ ଟ୍ରେନ ଟିକେଟ୍ କ୍ୟାନସଲ କଲେ ମିଳିନଥାଏ କୌଣସି ଟଙ୍କା ।

ଏମିତି ଅନେକ ଥର ହୋଇଥାଏ, ଯେତେବେଳେ ଆପଣ ଟ୍ରେନରେ କୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଦେଇଥାନ୍ତି । କିନ୍ତୁ ଅନ୍ତିମ ସମୟରେ ଆପଣଙ୍କର ପ୍ଲାନ କ୍ୟାନସଲ ହୋଇଯାଇଥାଏ । ତେବେ ରେଳଯାତ୍ରୀଙ୍କ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥାଏ ଯେ, ଟିକେଟ କ୍ୟାନସଲ…
Read More...

ସଡକରେ ବୁଲୁଛନ୍ତି ଯମରାଜା : ବିନା ହେଲମେଟ୍ ରେ ଥିବା ଲୋକଙ୍କୁ ଦେଉଛନ୍ତି ଶାସ୍ତି

ପଶ୍ଚିମବଙ୍ଗର ସାଗର ଓ ଗଙ୍ଗାନଗରରେ ପୁଲିସ୍ ବିନା ହେଲମେଟ୍ ରେ ବାଇକ ଚଲାଉଥିବା ଲୋକଙ୍କୁ ବୁଝାଇବା ପାଇଁ ଯମରାଜାଙ୍କ ସହାୟତା ନେବା ଆରମ୍ଭ କରିଦେଇଛନ୍ତି । ପୁଲିସ୍ ନାଟ୍ୟ କଳାକାରଙ୍କୁ ଯମରାଜାଙ୍କ ବେଶରେ ପ୍ରସ୍ତୁତ କରି ନିଜ ସାଙ୍ଗରେ ନେଇ ବୁଲୁଛନ୍ତି ଓ ହେଲମେଟ୍ ଲଗାଇ ନଥିବା…
Read More...