Browsing Category

ସ୍ପେଶାଲ୍ ରିପୋର୍ଟ

ସୀମାରେ ଅପରାଧକୁ ରୋକିବା ପାଇଁ ଭାରତ-ଭୂଟାନ ବଢାଇବେ ସହଯୋଗର ହାତ ! ଦୁଇ ରାଷ୍ଟ୍ର ମଧ୍ୟରେ ହେବ ଆଲୋଚନା ।

କ୍ରାଇମବ୍ରାଞ୍ଚ ଅଫ୍ ଇଣ୍ଡିଆ (ସିବିଆଇ) ପକ୍ଷରୁ କୁହାଯାଇଛି ଯେ, ଭାରତ ଏବଂ ଭୁଟାନ ସୀମାରେ ଉଭୟ ପକ୍ଷରୁ ହେଉଥିବା ଆର୍ଥିକ ଏବଂ ପରମ୍ପରାଗତ ଅପରାଧକୁ ରୋକିବା ପାଇଁ ଏବଂ ପଳାତକମାନଙ୍କୁ ଧରିବା ପାଇଁ ଉଭୟ ରାଷ୍ଟ୍ର ମଧ୍ୟରେ ସହଯୋଗ ବଢୁଛି । ଭାରତ ଏବଂ ଭୂଟାନ ମଧ୍ୟରେ ପାଖାପାଖି ୬୯୯…
Read More...

ବହୁ ପ୍ରାଚୀନ କାଳରୁ ଚାଲିଆସିଛି ଭ୍ରଷ୍ଟାଚାରର ପରମ୍ପରା ! ଦ୍ୱାଦଶ ଶତାବ୍ଦୀର ଶିଳାଲେଖରେ ହୋଇଛି ବର୍ଣ୍ଣତ ।

ଭାରତରେ ଦୁର୍ନୀତି ତଥା ଭ୍ରଷ୍ଟାଚାରର ପ୍ରଚଳନ ପ୍ରାଚୀନ କାଳରୁ ଚାଲିଆସୁଛି । ଏ କଥା ଆମେ କହୁନୁ ପ୍ରାଚୀନ ଶିଳାଲେଖକୁ ଯଦି ଦେଖିବେ ଆପଣ ମଧ୍ୟ ଠିକ୍ ଏହିଭଳି କଥା କହିବେ । ବିହାର ରାଜ୍ୟର ରୋହତାସଠାରେ ତାରାଚଣ୍ଡି ଶିଳାଲେଖରେ ଲାଞ୍ଚ ଏବଂ ଦୁର୍ନୀତି ନେବା ପରମ୍ପରା କଥା ଉଲ୍ଲେଖ ରହିଛି ।…
Read More...

ମାଙ୍କଡ ଉପଦ୍ରବରୁ ରକ୍ଷା ପାଇବା ପାଇଁ କୃଷକଙ୍କ ନୂଆ ଉପାୟ : ଭାଙ୍ଗ ଖୁଆଇ ମାଙ୍କଡଙ୍କୁ ଘଉଡାଉଛନ୍ତି ଚାଷୀ

ଦେଶର ଅଧିକାଂଶ ଜିଲ୍ଲାରେ ମାଙ୍କଡ ଆତଙ୍କ ଦ୍ୱାରା କୃଷକମାନେ ଚାଷ କରିବା ଛାଡିଦେଇଛନ୍ତି । ଏମିତିରେ ସୀତାପୁରର ଏକ କୃଷକ ମାଙ୍କଡଙ୍କ ଉପଦ୍ରବରୁ ମୁକ୍ତି ପାଇବା ପାଇଁ ଭାଙ୍ଗ ଖୁଆଇ ଘଉଡାଇବାର ଉପାୟ କରିଛନ୍ତି । ସୀତାପୁର ଜିଲ୍ଲା ମୁଖ୍ୟାଳୟ ଠାରୁ ୫୫ କିମି ଦୂର ବେହଟା ବିକାଶ ଖଣ୍ଡର…
Read More...

ଏହି ସ୍ଥାନରେ ଲାଗିଥାଏ ଟଙ୍କାର ବଜାର । ରାସ୍ତା ଠାରୁ ଆରମ୍ଭ କରି ଗଳିକନ୍ଦି ସବୁଠି ବିକ୍ରି ହୋଇଥାଏ ଗଦା ଗଦା ନୋଟ୍ ।

ଆପଣ ଟଙ୍କାର ନୋଟ ତ ଦେଖିଥିବେ କିନ୍ତୁ କେବେ ନୋଟର ବଜାର ଦେଖିଛନ୍ତି କି । ଯେଉଁଠାରେ କିଲୋଗ୍ରାମ ହିସାବରେ ବିକ୍ରି କରାଯାଇଥାଏ ଟଙ୍କା । ତେବେ ଆମେ ଆପଣଙ୍କୁ ଆଜି ଏମିତି ଏକ ସ୍ଥାନ ବିଷୟରେ କହୁଛୁ ଯେଉଁଠାରେ ଖୋଲା ଆକାଶ ତଳେ ଦେଶର କରେନ୍ସି ବିକ୍ରି କରାଯାଇଥାଏ । ସବୁ ଦେଶ ଗୁଡିକରେ…
Read More...

ଗୁରୁପ୍ରିୟା ସେତୁର ଗୁରୁତ୍ୱ ଓ ଇତିହାସ ! ଜାଣନ୍ତୁ କେତେ ମାସରେ ଶେଷ ହେଲା ସେତୁର ନିର୍ମାଣ କାର୍ଯ୍ୟ ?

ସମ୍ପର୍କର ସେତୁ ଗୁରୁପ୍ରିୟା । କିଛି ସମୟ ପରେ ଉଦଘାଟିତ ହେବ ବହୁ ପ୍ରତିକ୍ଷୀତ ଗୁରୁପ୍ରିୟା ସେତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ଏହି ଲୋକାର୍ପଣ ଉତ୍ସବ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ଗୁରୁପ୍ରିୟା ସେତୁର ଉଦଘାଟନ…
Read More...

ଅମର ଯବାନ ଜ୍ୟୋତିରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ! ୧୯୯୯ରେ ଷାଠିଏ ଦିନ ଯୁଦ୍ଧରେ ପାକ୍ ଅନୁପ୍ରବେଶକାରୀଙ୍କୁ ଦୃଢ ଜବାବ…

ଇତିହାସରେ ଭାରତ ଏବଂ ଭାରତୀୟଙ୍କ ପାଇଁ ଆଜି ହେଉଛି ଏକ ସୁବର୍ଣ୍ଣ ଦିବସ । ୧୯ ବର୍ଷ ପୂର୍ବେ ଆଜିର ଦିନରେ ଭାରତମାତାର ସୁପୁତ୍ର ବୀର ଯବାନ ପାକିସ୍ଥାନ ସେନାକୁ ହରାଇ କାରଗିଲ୍ ଶିଖରରେ ତ୍ରିରଙ୍ଗା ପତକାକୁ ଉଡାଇଥିଲେ । ତେଣୁ ଜୁଲାଇ ୨୬ ତାରିଖକୁ ଭାରତରେ କାରଗିଲ୍ ବିଜୟ ଦିବସ ରୂପେ ପାଳନ…
Read More...

ଗୁରୁପ୍ରିୟା ସେତୁ ନେଇ ସ୍ୱପ୍ନ ଦେଖିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ! ବାସ୍ତବତାର ରୂପ ଦେଲେ…

୧୯୮୦ ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ବିଚ୍ଛିନ୍ନାଞ୍ଚଳକୁ ଯୋଡିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ବିଚ୍ଛିନ୍ନାଞ୍ଚଳକୁ ସଡକ ପଥରେ ଯୋଡିବା ପାଇଁ ଏକ ସେତୁ ନିର୍ମାଣର ପରିକଳ୍ପନା କରାଯାଇଥିଲା । ଜାନବାଇ ଠାରେ ଏଥିପାଇଁ ୧୯୮୨ ମସିହା ବେଳକୁ ଶୁଭ ଦେଇଥିଲେ…
Read More...

ବଢୁଛି ଚିନ୍ତା, ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା ! ବଢିବ କାର ଓ ଟିଭି ଦାମ୍ ।

ତେଲ ଦରକୁ ନେଇ ଚିନ୍ତିତ ହୋଇଥିବା ଲୋକମାନଙ୍କର ସମସ୍ୟା ଆହୁରି ବଢ଼ିବ । ସେମାନଙ୍କୁ ଆହୁରି ଅନେକ ସାମଗ୍ରୀ କିଣିବା ବେଳେ ଅଧିକ ଟଙ୍କା ଗଣିବାକୁ ପଡ଼ିବ । କାର୍, ଟିଭି ଓ ଆମଦାନି ହେଉଥିବା ସବୁ ପ୍ରକାର ଉତ୍ପାଦ ପାଇଁ ଲୋକମାନଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ । ଏହାର ମୁଖ୍ୟ କାରଣ ହେଉଛି…
Read More...

ନୀଳକନ୍ଦରରେ ତିନି ଠାକୁର ! ଆଜି ରତ୍ନବେଦୀରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ, ଶୃଙ୍ଖଳିତ ସମାପନ ସହ ଇତିହାସ ରଚିଲା…

କନକ ବ୍ୟୁରୋ : ଆଜି ରତ୍ନବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଶେଷ ହୋଇଛି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା । ଦେବସ୍ନାନ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ନୀତି ନୀଳାଦ୍ରି ବିଜେ ସହ ଶେଷ ହୋଇଛି । ଏବେ ନୀଳକନ୍ଦରରେ ମହାବାହୁ । ବାହୁଡାରେ ସିଂହଦ୍ୱାରକୁ ଫେରିବା ପରେ…
Read More...

ସବୁ ବିଚ୍ଛିନ୍ନାଞ୍ଚଳର ଭାଗ୍ୟ ଫିଟାଇନି ଗୁରୁପ୍ରିୟା ! ଏବେବି ଅପହଞ୍ଚ ରହିଛି ଆହୁରି ୭ଟି ପଞ୍ଚାୟତ ।

ଗୁରୁପ୍ରିୟା ସେତୁ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ  ବିଚ୍ଛିନାଞ୍ଚଳର ସ୍ୱପ୍ନକୁ କେତେ ପୂରଣ କରିବ, ତାହାକୁ ନେଇ ଏବେ ମାନସ ମନ୍ଥନ ଆରମ୍ଭ ହୋଇଛି । ଏହି ସେତୁ ଦ୍ୱାରା ବାସ୍ତବକ୍ଷେତ୍ରରେ ୩ ଟି ପଞ୍ଚାୟତକୁ ଯୋଗାଯୋଗ ସୁଗମ ହେବ । ମାତ୍ର, ୭ ଟି ପଞ୍ଚାୟତ ପୂର୍ବଭଳି ବିଚ୍ଛିନ୍ନ ରହିବ । ଏହି…
Read More...