Browsing Category

ସ୍ପେଶାଲ୍ ରିପୋର୍ଟ

ଏମିତି ପୁଅକୁ ଧିକ୍ ! ମଦ ପିଇବା ପାଇଁ ଟଙ୍କା ନଦେବାରୁ ବାପା ମା’ଙ୍କ ଉପରେ ସଇତାନ୍ ପୁଅର ଜୁଲୁମ୍, ଥାନାରେ ମାମଲା…

ମଦ ଏପରି ଏକ ଜିନିଷ ଥରେ ମଣିଷର ଅଭ୍ୟାସ ପାଲଟିଗଲେ ତାହା ସହଜରେ ଛାଡି ହୁଏ ନାହିଁ । ଲୋକେ ମଦ ପିଇ ନିଶା ଅବସ୍ଥାରେ ଅନେକ ଅପରାଧ କରିଥାନ୍ତି । ମଦ ପିଇଲା ପରେ ଅଜାଣତରେ କଣ ଘଟିଯାଏ ତାହା କାହାରିକୁ ଜଣା ପଡେନାହିଁ । ଏଥିସବୁ ମଧ୍ୟରେ ବେଳେ ବେଳେ ଲୋକେ ନିଶା ପାଇଁ ଏପରି କିଛି କରି ବସନ୍ତି…
Read More...

ଏଲଆଇସିରେ ପଲିସି କରିଛନ୍ତିି କି ? ତେବେ କମ୍ପାନୀ ଆପଣଙ୍କୁ ଦେଉଛି ବଡ ସୁଯୋଗ,ହାତଛଡା କଲେ ହଇରାଣରେ ପଡିପାରନ୍ତି ।

ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) ନିଜ ଗ୍ରାହକଙ୍କୁ ଏକ ଖାସ୍ ସୁବିଧା ଦେଇଛି । ଯଦି ଆପଣ ମଧ୍ୟ ଏଲଆଇସିରେ ପଲିସି କରିଛନ୍ତି ଏବଂ ବିଭିନ୍ନ ସମସ୍ୟାରେ ବ୍ୟସ୍ତ ଅଛନ୍ତି ତେବେ ବିଳମ୍ବ ନକରି ଶୀଘ୍ର ହିଁ ଏହି ସୁବିଧାର ଲାଭ ଉଠାନ୍ତୁ । କୌଣସି କାରଣରୁ ବନ୍ଦ ପଡିଥିବା ବୀମା ପଲିସିକୁ ଗ୍ରାହକ…
Read More...

୨୦୦୦ ଟଙ୍କିଆ ନୋଟ୍ ଛାପିବା ପାଇଁ ସରକାରଙ୍କୁ ଖର୍ଚ୍ଚ କରିବାକୁ ପଡୁଥିଲା ୪.୧୮ ଟଙ୍କା ! ଜାଣନ୍ତୁ ଅନ୍ୟ ନୋଟ୍ ପାଇଁ…

ଭାରତ ସରକାର ୫୦୦,୨୦୦,୫୦,୧୦ ଟଙ୍କିଆ ନୋଟରେ ଅଙ୍କୁଶ ଲଗାଇବା ପରେ ଭାରତ ବଜାରକୁ ୨୦୦୦,୫୦୦,୨୦୦,୫୦ ଏବଂ ୧୦ ଟଙ୍କିଆ ନୂଆ ନୋଟ୍ ଆସିଥିଲା । ଶୁଣିବାକୁ ମିଳୁଛି ଯେ ନୂଆ ନୋଟ୍ ଆସିବା ଏବଂ ପୁରୁଣା ନୋଟ୍ ବନ୍ଦ ହେବା ପଛରେ ବହୁତ ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଆସନ୍ତୁ ଜାଣିବା ଗୋଟିଏ ନୂଆ…
Read More...

ଭାରତୀୟ ବଜାରରେ ମିଳୁଥିବା ଲୁଣରେ ମିଶୁଛି କି ମାଇକ୍ରୋପ୍ଲାଷ୍ଟିକ୍?

କନକ ବ୍ୟୁରୋ : ଭାରତରେ ବର୍ତ୍ତମାନ ସମୟରେ ଗୋଟିଏ ପରେ ଗୋଟିଏ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ହେଉଥିବା ଦେଖାଯାଉଛି । ତେବେ ନିକଟରେ ଭାରତରେ ବିକ୍ରୟ ହେଉଥିବା ଅଧିକାଂଶ ଖାଇବା ଲୁଣରେ ମିଶିଛି ପ୍ରଦୂଷିତ ସମୁଦ୍ର ପାଣିରେ ଥିବା ମାଇକ୍ରୋପ୍ଲାଷ୍ଟିକ୍। ଏ କଥା ଜାଣିବାକୁ ପାଇଛନ୍ତି ଇଣ୍ଡିଆନ୍…
Read More...

ମାତ୍ର ୮ ଟଙ୍କାରେ ବଦଳିଯାଇପାରେ ଆପଣଙ୍କ ଭାଗ୍ୟ ! ସ୍ୱଳ୍ପ ନିବେଶ କରି ପାଆନ୍ତୁ ଅନେକ ସୁବିଧା, ମାତ୍ର ୮ ଟଙ୍କା…

ଯଦି ଆପଣଙ୍କର ଏସବିଆଇରେ ଆକାଉଂଟ ରହିଛି ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ହୋଇପାରେ । କାରଣ ନିକଟରେ ଏସବିଆଇ ଏଭଳି ଏକ ଯୋଜନା ଆରମ୍ଭ କରିଛି, ଯେଉଁଥିରେ ଆପଣ ମାତ୍ର ୮ ଟଙ୍କା ନିବେଶ କରି ସାରା ଜୀବନ ଚିନ୍ତା ମୁକ୍ତ ହୋଇପାରିବେ । ତେବେ ଏହା କିଭଳି ସମ୍ଭବ ଆସନ୍ତୁ ଜାଣିବା…
Read More...

ପକେଟରେ ରଖାଯାଉଥିବା ନୋଟରୁ ମାରାତ୍ମକ ଯକ୍ଷ୍ମା ରୋଗ ହେଉଛି କି? ତେବେ ଏନେଇ ଅର୍ଥ ଓ ବିଜ୍ଞାନ ମନ୍ତ୍ରଣାଳୟ ପାଖରେ…

କନକ ବ୍ୟୁରୋ : ସ୍ୱାସ୍ଥ୍ୟ ସମ୍ପର୍କରେ କିଛି ତଥ୍ୟ ଆସିଲେ ସାଧାରଣ ଭାବରେ ଲୋକମାନେ ଧ୍ୟାନର ସହ ଶୁଣନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ନିକଟକୁ ଏକ ଚିଠି ଯାଇଥିଲା ଓ ସେଥିରେ ଲେଖାଯାଇଥିଲା ଯେ, ପକେଟରେ ଥିବା ଟଙ୍କା କାରଣରୁ ଟି.ବି ଭଳି ରୋଗ…
Read More...

ଗ୍ୟାସ୍ ଲିକ୍ ହେଲେ ଫୋନକୁ ଆସିବ କଲ୍, ସର୍ଟସର୍କିଟ୍ ହେଲେ ବିଦ୍ୟୁତ ସରବରାହ ବନ୍ଦ ହେବା ସହ ବାଜି ଉଠିବ ସାଇରନ୍ :…

ଘରେ ସର୍ଟସର୍କିଟ୍‌ କି ଗ୍ୟାସ୍‌ ଲିକ୍‌ ହେଲେ ଆଉ ଭୟ ନାହିଁ। ଯଦି ଆପଣଙ୍କ ଅନୁପସ୍ଥିତିରେ ଘରେ କିମ୍ବା ସୋ ରୁମ୍‌ରେ ନିଆଁ ଲାଗି ଯାଉଛି ତାହାଲେ ଆପଣଙ୍କ ମୋବାଇଲକୁ ଆପେଆପେ କଲ୍‌ ଆସିବ। ବିଦ୍ୟୁତ ସଂଯୋଗ ବି ସେଇକ୍ଷଣି ବିଚ୍ଛିନ୍ନ ହୋଇଯିବା ସହ ସାଇରନ୍‌ ବାଜି ଉଠିବ। ଯେପର୍ଯ୍ୟନ୍ତ ଅଘଟଣ…
Read More...

ସମୁଦ୍ରରେ ଲିନ ହେବ ବ୍ୟାଙ୍କକ୍ ! ଆସିବ ପ୍ରଳୟଙ୍କାରୀ ବିପଦ ।

ସଂପ୍ରତି ଜଳବାୟୁ ପରିବର୍ତ୍ତନକୁ ନେଇ ସାରା ବିଶ୍ୱ ଚିନ୍ତାରେ। ଦିନକୁ ଦିନ ଏହା ଭୟଙ୍କର ସ୍ଥିତି ଆଡ଼କୁ ଗତି କରୁଛି। ଏହାର ପ୍ରଭାବରେ କିଛି ନା କିଛି ବଡ଼ ଅଘଟଣ ଘଟିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଥାଇଲାଣ୍ଡର ରାଜଧାନୀ ତଥା ପର୍ୟ୍ୟଟକଙ୍କ ପ୍ରିୟ ଗନ୍ତବ୍ୟସ୍ଥଳ ବ୍ୟାଙ୍କକ୍ ପାଇଁ ଏକ…
Read More...

ଅଦ୍ଭୁଦ ବାଳକ! ହାତଗୋଡ ମିଶାଇ ଶରୀରରେ ରହିଛି ମୋଟ ୨୪ ଟି ଅଙ୍ଗୁଳି ।

ଉତ୍ତର ପ୍ରଦେଶ ଅନ୍ତର୍ଗତ ବାରବାଙ୍କିରେ ଗୋଟାଏ ବାଳକ ହାତରେ ୧୨ଟି ଓ ଗୋଡ଼ରେ ୧୨ଟି ଆଙ୍ଗୁଠି ଥିବାରୁ ତାର ଦିନ ଭଲରେ କଟୁନାହିଁ। ପିତାମାତାଙ୍କ କହିବାନୁସାର,ଜଣେ ତାନ୍ତ୍ରିକଙ୍କ ପରାମର୍ଶ କ୍ରମେ ଆତ୍ମୀୟ ସ୍ୱଜନମାନେ ତାକୁ ମାରି ଦେବାକୁ ଚାହୁଁଛନ୍ତି। ଏଭଳି ଶାରୀରିକ ବିକୃତି ଥିବା ପିଲାକୁ…
Read More...

ଆଧାର କାର୍ଡର ତଥ୍ୟକୁ କିପରି ରଖିବେ ସୁରକ୍ଷିତ ? ଜାଣନ୍ତୁ କିଛି ସରଳ ଉପାୟ

ଆଧାର କାର୍ଡର ସୁରକ୍ଷାକୁ ନେଇ ଏବେ ଅଧିକାଂଶ ଲୋକ ଚିନ୍ତିତ । ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସୁପ୍ରିମକୋର୍ଟରେ ଆଧାର କାର୍ଡର ସୁରକ୍ଷାକୁ ନେଇ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ତେବେ ୟୁଆଇଡିଏଆଇ ସ୍ୱଷ୍ଟ କରିଛି ଯେ, ଆଧାର କାର୍ଡରେ ଥିବା ସମସ୍ତ ତଥ୍ୟ ସୁରକ୍ଷିତ ରହିଛି…
Read More...