Browsing Category

ସ୍ପେଶାଲ୍ ରିପୋର୍ଟ

ଏଠାରେ ଏକେ-୪୭ର ଦାମ୍ ସ୍ମାର୍ଟଫୋନର ମୂଲ୍ୟ ସହ ସମାନ୍ ! ଜାଣନ୍ତୁ କେଉଁଠି ରହିଛି ଏହି ବନ୍ଧୁକ ବଜାର । 

ବିଶ୍ୱରେ ଏପରି ଏକ ଦେଶ ରହିଛି ଯେଉଁଠାରେ ଏକେ-୪୭ର ମୂଲ୍ୟ ମୋବାଇଲ ଫୋନର ମୂଲ୍ୟ ଠାରୁ ବି କମ୍ ରହିଛି । ସାଧାରଣତଃ ଅନ୍ୟାନ୍ୟ ଦେଶରେ ନିଜର ସୁରକ୍ଷା ପାଇଁ ଏକ ବନ୍ଧୁକ କିଣିବାକୁ ହେଲେ ତା ପାଇଁ ଲାଇସେନ୍ସ ଏବଂ ୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । କିନ୍ତୁ ବିଶ୍ୱରେ ଏପରି ଏକ…
Read More...

ଆପଣ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପାଖରୁ ଦେଖିବାକୁ ଚାହାଁନ୍ତି କି ? ମାତ୍ର ୫ ଟଙ୍କା ବ୍ୟୟରେ ସିଧାସଳଖ…

କ’ଣ ଆପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫେସ୍ ଟୁ ଫେସ୍ ମିଶିବାକୁ ଚାହାନ୍ତି ? ଯଦି ଆପଣଙ୍କ ଯବାବ୍ ହଁ ତେବେ ଆପଣଙ୍କ ଜିଜ୍ଞାସା ସମ୍ଭବ ହୋଇପାରିବ ଏବଂ ଏଥିରେ ଖର୍ଚ୍ଚ ମାତ୍ର ୫ ଟଙ୍କା ହେବ । ଏହାପରେ ଆପଣଙ୍କୁ ନମୋ ଟି ସାର୍ଟ ଏବଂ ଏକ କଫି ମଗ୍ ମଧ୍ୟ ଦିଆଯିବ । ୧…
Read More...

୧୨୦ କି.ମି ଯାତ୍ରା କରି ଭୋଟ୍ ଦେବାକୁ ଗଲେ ! ନିର୍ବାଚନ ସମୟରେ ପୁଅ ଜନ୍ମ ହେଲା ବୋଲି ନାଁ ରଖିଲେ ମତଦାନ ।

ମଧ୍ୟପ୍ରଦେଶରେ ବୁଧବାର ନିର୍ବାଚନ ଥିଲା । ଭୋଟ୍ ଦେବା ପାଇଁ ଲୋକଙ୍କ ଭିଡ ମଧ୍ୟ ଲାଗିଥିଲା । ତେବେ ଲାଇନରେ ସନ୍ତୋଷ ନାମକ ଜଣେ ବ୍ୟକ୍ତି ବ୍ୟତିବ୍ୟସ୍ତ ହୋଇ ବାରମ୍ବାର ଘଣ୍ଟା ଦେଖୁଥିଲେ । ଲୋକମାନେ ବ୍ୟକ୍ତିଙ୍କୁ ଦେଖି ଭୋଟ୍ ଦେବା ପାଇଁ ଉତ୍ସାହିତ ଥିବେ ବୋଲି ଅନୁମାନ କଲେ । କିନ୍ତୁ…
Read More...

ମହଙ୍ଗା ପଡିଲା ଚୁଟି ରଙ୍ଗ କରିବା : ଦୁଇଗୁଣା ବଢ଼ିଗଲା ମୁଣ୍ଡର ଆକାର 

ପ୍ୟାରିସର ୧୯ ବର୍ଷୀୟ ଏଷ୍ଟିଲ ଲୋକାଲ ସୁପରମାର୍କେଟରୁ ଚୁଟି ରଙ୍ଗ କରିବା ପାଇଁ ଡାଇ କିଣିଲେ । ଡାଇ ପ୍ୟାକେଟରେ ଦିଆଯାଇଥିବା ଷ୍ଟେପ୍ସ ମୁତାବକ ହିଁ ଏଷ୍ଟିଲ ଡାଇକୁ ଗୋଳି ମୁଣ୍ଡରେ ଲଗାଇଲେ । ଡାଇ କରିବାର କିଛି ସମୟ ପରେ ଏଷ୍ଟିଲଙ୍କୁ ଶ୍ୱାସ ନେବାରେ ଅସୁବିଧା ହେଲା ଓ ମୁଣ୍ଡ କୁଣ୍ଡେଇ ହେଲା…
Read More...

ବୟସ ମାତ୍ର ୬, କିନ୍ତୁ ତାଙ୍କ ବାଇକ୍ ଚାଳନା ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ ! ବିଶ୍ୱ ଚାମ୍ପିୟନସିପ୍ ଯିବେ ବିରାଜ ।

ବାଇକକୁ ଟିକେ ସ୍ପିଡରେ ଚଲାଇବା ପାଇଁ ସମସ୍ତେ ଭଲ ପାଇଥାନ୍ତି । ଆପଣ ମଧ୍ୟ ରାସ୍ତାରେ ଗଲାବେଳେ ଅନେକ ବାଇକ ଚାଳକ ଗାଡିକୁ ସ୍ପିଡରେ ଚଳାଉଥିବାର ଆପଣ ଦେଖିଥିବେ । କିନ୍ତୁ କେବେ କୌଣସି ଛୋଟ ପିଲା ସ୍ପିଡରେ ବାଇକ ଚଲାଉଥିବାର ଦେଖିଛନ୍ତି କି । ତାହା ପୁଣି ମାତ୍ର ୬ ବର୍ଷରେ ଜଣେ କୁନି ପୁଅ ।…
Read More...

ଡିସେମ୍ବର ପହିଲାରୁ ଏହି ୭ ଟି କ୍ଷେତ୍ରରେ ହେବ ବଡ ପରିବର୍ତ୍ତନ ! ନିତିଦିନିଆ ଜୀବନ ଉପରେ ପଡିବ ପ୍ରଭାବ ।

୨୦୧୮ ମସିହାର ଡିସେମ୍ବର ମାସଟି ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ଆଣିବାକୁ ଯାଉଛି । ଯାହାର ସିଧାସଳଖ ପ୍ରଭାବ ନିତିଦିନିଆ ଜୀବନରେ ପଡିବ । ତେବେ ଆସନ୍ତୁ ଏଭଳି ୭ ଟି ବଡ ପରିବର୍ତ୍ତନ ଉପରେ ନଜର ପକାଇବା । ୧. ଡିସେମ୍ବର ୧ ରୁ କାମ କରିବନି ନେଟ୍ ବ୍ୟାଙ୍କିଙ୍ଗ୍ : ଭାରତୀୟ ଷ୍ଟେଟ୍…
Read More...

ଫିକ୍ସ ଡିପୋଜିଟ୍ ଉପରେ ସୁଧ ଦର ବଢାଇଲା ଏସବିଆଇ ! ଜାଣନ୍ତୁ ଆପଣଙ୍କୁ ମିଳିବ କେତେ ଫାଇଦା ।

ଫିକ୍ସ ଡିପୋଜିଟ ଉପରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସୁଧ ଦର ୦.୧୦ ପ୍ରତିଶତ ବୃଦ୍ଧି କରିଛି । ବ୍ୟାଙ୍କର ଏହି ନିଷ୍ପତ୍ତି ପରେ ସାଧାରଣ ଲୋକମାନେ ଏହାର ସିଧାସଳଖ ଫାଇଦା ପାଇପାରିବେ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ୟାଙ୍କ ନିଜ ୱେବସାଇଟରେ ସୂଚନା ଦେଇଛି, ଗ୍ରାହକଙ୍କ ପସନ୍ଦ…
Read More...

ପ୍ରଥମ ଥର ଭୋଟ୍ ଦେବାକୁ ଯାଉଛନ୍ତି କି ? ତେବେ ଏମିତି ଘରେ ବସି ତିଆରି କରନ୍ତୁ ଭୋଟର ଆଇଡି କାର୍ଡ 

୧୮ ବର୍ଷରୁ ଅଧିକ ବୟସର କୌଣସି ଭାରତୀୟ ନାଗରିକ ନିଜର ଭୋଟର କାର୍ଡ ତିଆରି କରିବା ପାଇଁ ଆବେଦନ କରିପାରିବେ । ଏମିତିରେ ଯଦି ଆପଣ ୧୮ ବର୍ଷରୁ ଅଧିକ ଅଛନ୍ତି । ଏବଂ ଏପର୍ଯ୍ୟନ୍ତ ଭୋଟର ଆଇଡି ତିଆରି ହୋଇନି । ତେବେ  ଏଥିପାଇଁ ଆପଣ ଅନଲାଇନ୍ ଆବେଦନ କରିପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ…
Read More...

ନବୀନଙ୍କ ‘କରନ-ଅର୍ଜୁନ’ ପ୍ରେମ ! ମଞ୍ଚରେ ସମ୍ମାନିତ କଲେ, ସୁପରଷ୍ଟାରଙ୍କୁ କୁଣ୍ଢାଇଲେ ।

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ଶାହରୁଖ୍ ଏବଂ ବାରବାଟୀରେ ସଲମାନ୍ । ହକି ବିଶ୍ୱକପ ୨୦୧୮ ଉଦଘାଟନୀ ସମାରୋହ ପାଇଁ ଚଳଚଞ୍ଚଳ ହୋଇଉଠିଥିଲା ଟ୍ୱିନ୍ ସିଟି । ବଲିଉଡର ଏହି ଦୁଇ ସୁପରଷ୍ଟାରଙ୍କୁ ଦେଖିବା ପାଇଁ ଜମିଥିଲା ପ୍ରବଳ ଭିଡ । ଗତ ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ କିଙ୍ଗ୍ ଖାନ୍…
Read More...

ଭୁବନେଶ୍ୱର କାନ୍ଥରେ ନିଜ ଫଟୋ ଦେଖିଲେ ବ୍ରିଟେନ ହକି ଖେଳାଳୀ ସାମାନ୍ଥା ! ଆଖିରୁ ଝରିଲା ଲୁହ, ଟ୍ୱିଟ୍ କରି ଜାହିର କଲେ…

କନକ ବ୍ୟୁରୋ : ଭୁବନେଶ୍ୱର କାନ୍ଥରେ ନିଜର ଫଟୋ ଦେଖି କାନ୍ଦି ପକାଇଲେ ବ୍ରିଟେନ ହକି ଖେଳାଳି । ପୁରୁଷ ହକି ବିଶ୍ୱକପ ପାଇଁ ରାଜଧାନୀ ସଜେଇ ହୋଇଥିବା ବେଳେ ଏଠାରେ ନିଜ ଫଟୋ ଦେଖି ଭାବବିହ୍ୱଳ ହୋଇପଡିଥିଲେ ବ୍ରିଟେନର ହକି ଖେଳାଳି ସାମାନ୍ଥା କ୍ୱେକ୍ । ଭୁବନେଶ୍ୱରରେ ଟାକ୍ସିରେ ଯାତ୍ରା…
Read More...