Browsing Category

ସ୍ପେଶାଲ୍ ରିପୋର୍ଟ

୩୫ ବର୍ଷ ତଳର ପୁରୁଣା ଜୋତା କିନ୍ତୁ ଦାମ୍ ହେଉଛି ସାଢ଼େ ୪ କୋଟି । ସୁନା କି ରୂପା ନୁହେଁ ଆପଣ ପିନ୍ଧୁଥିବା ସାଧାରଣ…

କନକ ବ୍ୟୁରୋ : ଜୋତାର ଦାମ ୪ କୋଟି ୬୦ ଲକ୍ଷ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ହୁଏତ ଆପଣଙ୍କୁ ବିଶ୍ୱାସ ହେଉନଥିବ ତଥାପି ଏହି ଘଟଣା ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି । ଜୋତାର ମୂଲ୍ୟ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଓ ଚକିତ ହୋଇଛନ୍ତି । କାରଣ ଏମିତି ଏ ଜୋତାରେ…
Read More...

ଶୂନରୁ ଶ୍ରେଷ୍ଠ ଧୋନି : ରାଞ୍ଚିର ଛୋଟ ସହରରୁ ଛକା, ଚୌକାର ଛତ୍ରପତି ହେବାର ଯାତ୍ରା । ଶୂନରୁ କ୍ୟାରିୟର ଆରମ୍ଭ…

କନକ ବ୍ୟୁରୋ: ଅବ ରାଜା କା ବେଟା ରାଜା ନେହିଁ ବନେଗା, ଅବ୍ ରାଜା ୱହି ବନେଗା ଜୋ ହକଦାର ହୋଗା... ସିନେମା ସୁପର ୩୦ର ଏହି ଡାଇଲଗ ଧୋନୀଙ୍କ କ୍ରିକେଟ କ୍ୟାରିୟର ସହ ଜଡିତ କହିଲେ ଅତ୍ୟୁକ୍ତି ହେବନି । କାରଣ ଶୂନର କ୍ୟାରିୟର ଆରମ୍ଭ କରିଥିବା ଧୋନୀ ଯେ ବିଶ୍ୱର ବେଷ୍ଟ ମ୍ୟାଚ୍ ଫିନିସର ବନିବେ…
Read More...

ଅଭାବ ପାଇଁ ଅସମ୍ଭବ ଥିଲା ଆଇଏଏସ ସ୍ୱପ୍ନ । ବହି ନଥିବାରୁ ପ୍ରସ୍ତୁତି ପାଇଁ ସୋନୁଙ୍କୁ ସାହାଯ୍ୟ ମାଗିଲେ ଛାତ୍ର ।…

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ସୋନୁ ସୁଦ । ଅଭାବୀ ଛାତ୍ରର ଆଇଏଏସ ସ୍ୱପ୍ନ ପୂରଣ କରିବାକୁ ଆଗେଇ ଆସିଲେ ସୋନୁ । ବିଭିନ୍ନ ସମୟରେ ଲୋକଙ୍କ ସମସ୍ୟାର ସମାଧାନ କରି ହୃଦୟ ଜିଣୁଥିବା ସୋନୁ ଏବେ ଆଉ ଏକ ମନଜିଣା କାମ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ୟୁପିଏସସି ପରୀକ୍ଷା ପ୍ରସ୍ତୁତି ପାଇଁ…
Read More...

ପିପିଇ କିଟ କାଢିଲେ ନର୍ସ, କର୍ତ୍ତବ୍ୟ ଝାଳରେ ଭର୍ତି ହୋଇଗଲା ବାଲ୍ଟି। ସେବିକାଙ୍କ ସେବା ମନୋଭାବକୁ ସତ ସତ ପ୍ରଣାମ

କନକ ବ୍ୟୁରୋ : କରୋନା ଯୋଦ୍ଧା । ହୁଏତ ଏ ଶଦ୍ଦ ସହ ଆପଣ ବହୁତ ଦିନ ହେଲାଣି ପରିଚିତ ହୋଇଗଲେଣି । ପ୍ରତ୍ୟେକ ଦିନ ସକାଳୁ ସଂଜ ପର୍ଯ୍ୟନ୍ତ ଏହି ଶଦ୍ଦ ଶୁଣିବାକୁ ମିଳିଛୁ । କେବେ ଥରେ ଚିନ୍ତା କରିଛନ୍ତି କି କାହାକୁ ଯୋଦ୍ଧା କୁହାଯାଏ? କାହିଁକି ଏମାନଙ୍କୁ ଯୋଦ୍ଧାର ଆଖ୍ୟା ଦିଆଯାଇଛି ? କେବଳ…
Read More...

ଇଂରେଜଙ୍କ ଭଳି କରୋନାକୁ ତଡିବା, ମହାମାରୀକୁ ହରାଇ ମୁହଁରେ ପୁଣି ହସ ଫୁଟାଇବା । ଆସନ୍ତୁ ସଂକ୍ରମଣ ରୋକିବାକୁ…

କନକ ବ୍ୟୁରୋ: ଆଜି ଭାରତ ଛାତିରେ ଉଡିଲା ତ୍ରିରଙ୍ଗା । ସ୍ୱାଧୀନ ଆକାଶରେ ଖେଳିଗଲା ଗୌରବର ଗୀତ । ଆଉ ଜାତୀୟ ସଙ୍ଗୀତରେ ବିଭୋର ହେଲା ସାରା ଦେଶ । ଗୀତ ଗାଇବା ବେଳେ ଦେହ ଶୀତେଇ ଉଠିଲା, ଛାତି ଫୁଲି ଉଠିଲା, ମାଟି ମାଆର ଛାତି ଉପରେ ଫର ଫର ଉଡୁଥିବା ବିଜୟର ଧ୍ୱଜାକୁ ସାଲ୍ୟୁଟ୍ ମାରିଲା ବେଳେ…
Read More...

ପରିବାର ପୋଷିବାକୁ ହାତ ପତାଇ ଭିକ ମାଗୁଥିଲା କୁନି ପୁଅ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆଗେଇ ଆସିଲେ ଅଭିନେତା…

କନକ ବ୍ୟୁରୋ: ଚକ ଚାଲିବ, ପରିବାର ଚଳିବ । ଛୁଞ୍ଚି ସୂତାରେ ଲୁଗା ସିଲେଇ ହେବା ପରି ସଜାଡି ଯିବ ଅସଜଡା ଘର । ଆଉ ଦୂରେଇ ଯିବ ପରିବାର ସବୁ ଦୁଃଖ, ସବୁ କଷ୍ଟ । ଭାଇ ଆଉ ଘର ଘର ବୁଲି ଭିକ ମାଗିବନି କି ମାଆର ଚିକିତ୍ସା ପାଇଁ ପରପାଖରେ ହାତ ପାତିବନି । କାରଣ ଭୋକ ବିରୁଧରେ ସେ ନିଜ ଲଢିବ,…
Read More...

ବର୍ଷେ ପରେ ୯ ବର୍ଷର ଦୁଷ୍କର୍ମ ପୀଡ଼ିତାକୁ ମିଳିଲା ନ୍ୟାୟ : ନବବଧୂ ଭଳି ସଜେଇ ହେଲା ଥାନା । ବାଣ ଫୁଟିଲା , ମିଠେଇ…

୧୯୪୭ ମସିହାରେ ଦେଶ ଅବଶ୍ୟ ସ୍ୱାଧୀନତା ପ୍ରାପ୍ତ କରିଥିଲା , କିନ୍ତୁ ଆଜିର ଦିନରେ ବି ଜଣେ ଝିଅ ରାସ୍ତାରେ ନିରାପଦରେ ରହିପାରୁନି । କେତେବେଳେ ଅଭଦ୍ର କମେଣ୍ଟ୍ ତ ଆଉ କେତେବେଳେ ଅସଦାଚରଣ , ଆକଟ କଲେ ଦୁଷ୍କର୍ମର ଶିକାର । ଏଭଳି ଅନେକ ଅସାମାଜିକ ପଥ ଦେଇ ଗତି କରେ ଜଣେ ନାରୀ । ଅନେକ ସମୟରେ…
Read More...

ମାନବିକତାର ମିଶାଲ୍ ଦେଲେ ଦୁବାଇର କ୍ରାଉନ୍ ପ୍ରିନ୍ସ : ପାରା ପରିବାର ପାଇଁ ପରିତ୍ୟାଗ କଲେ ପ୍ରିୟ ଗାଡ଼ି । ସଲାମ୍ କଲା…

ଦୁବାଇର କ୍ରାଉନ୍ ପ୍ରିନ୍ସ ଶେଖ୍ ହମଦନ୍ ବିନ୍ ସାହିଦ୍ ଅଲ୍ ମକତୁମ୍ (ଫଜା) ଏବେ ସୋସିଆଲ୍ ମିଡ଼ିଆରେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଚର୍ଚ୍ଚାର କାରଣ ବି ଖୁବ୍ ହୃଦୟସ୍ପର୍ଶୀ । ପ୍ରିନ୍ସ ଫଜା ନିଜର ବିଳାସପୂର୍ଣ୍ଣ ପ୍ରିୟ ଏସୟୁଭି କାରକୁ ପରିତ୍ୟାଗ କରିଛନ୍ତି । ଆଉ ପରିତ୍ୟାଗର କାରଣ ହେଉଛି…
Read More...

ପ୍ରତିବର୍ଷ ଏହି ଦିନରେ ତିନୋଟି ରଙ୍ଗରେ ରଂଜିତ ହୋଇଥାଏ ଲାଲ୍ କିଲ୍ଲା : ଜାଣନ୍ତୁ ଲାଲ୍ କିଲ୍ଲାରେ ସ୍ୱାଧୀନତା ଦିବସ…

ଏକ ବନ୍ଧନ ମୁକ୍ତ ଯାତ୍ରାର ନାଁ ହେଉଛି ସ୍ୱାଧୀନତା । ଏକ ମୁକ୍ତ ଉଡାଣର ନାଁ ହେଉଛି ସ୍ୱାଧୀନତା । ହେଲେ ବିନା ଲାଲ୍ କିଲ୍ଲାରେ ସ୍ୱାଧୀନତାର ଏହି ଦିନକୁ ପାଳନ କରିବା ସମ୍ଭବ ନୁହେଁ । ପ୍ରତିବର୍ଷ ଅଗଷ୍ଟ ୧୫ରେ ଏହି ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି । ଏହି…
Read More...

କଟକର କୁନି କଳାକାରଙ୍କ ବିସ୍ମୟକ ଚିତ୍ରାଙ୍କନ । ବିନା ତାଲିମରେ ମୋବାଇଲ୍ ଓ ଫଟୋ ଦେଖି ସୁନ୍ଦର ସୁନ୍ଦର ଚିତ୍ର…

କନକ ବ୍ୟୁରୋ: କୁନି କଳାକାରଙ୍କ ବିସ୍ମୟକର ଚିତ୍ରାଙ୍କନ । ବୟସ ମାତ୍ର ୧୪, ତାଙ୍କ ହାତ ଅଙ୍କା ଛବି ଯିଏ ଦେଖିଲା ସିଏ ପ୍ରଶଂସା କରୁଛି । ବାଲେଶ୍ୱର ଜିଲ୍ଲା ଚମ୍ପେଶ୍ୱରର ଅଭିଲିପ୍ସାଙ୍କ କଳାକୃତି ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି । ମୋବାଇଲରେ ଫଟୋ ଦେଖି ମାତ୍ର କେଇ ମିନିଟରେ କାଗଜରେ…
Read More...