କନ୍ଧମାଳରୁ ଯାଜପୁର : ଦୁଇଟି ରାସ୍ତା ଗୋଟିଏ କାହାଣୀ

16

କନକ ବ୍ୟୁରୋ : କନ୍ଧମାଳର ଗୁମୁଡୁମାହା ଓ ଯାଜପୁରର ନଗଡା । ଦୁଇଟି ରାସ୍ତା, ଗୋଟିଏ କାହାଣୀ । ଗୋଟିଏ ଅଂଚଳ ଗୁଳିକାଣ୍ଡ ପରେ ଚର୍ଚ୍ଚାକୁ ଆସିଛି ଆଉ ଅନ୍ୟଟି, ଶିଶୁ ମୃତ୍ୟୁ ପାଇଁ । ହେଲେ ଏହି ଦୁଇଟି ଗାଁ ପଛରେ ରହିଛି ଗୋଟିଏ କାହାଣୀ । କାରଣ ଗାଁକୁ ରାସ୍ତା ନାହିଁ, ପଡିଛି ମୃତ୍ୟୁର ସେତୁ । ଦେଖନ୍ତê ଏହି ରିପୋର୍ଟ ।