Browsing Category

ସ୍ପେଶାଲ୍ ରିପୋର୍ଟ

ଆକାଶରେ ଆଠ ଘଣ୍ଟା ! ୧୫ ବର୍ଷ ପରେ ପଦାକୁ ଆସିଲା ୱାଲ୍ଡ ଟ୍ରେଡ୍ ସେଂଟର୍ ଆକ୍ରମଣର ଚାଂଚଲ୍ୟକର ତଥ୍ୟ

୯/୧୧ ଆତଙ୍କବାଦୀ ଆକ୍ରମଣକୁ ପୁରିଛି ୧୫ ବର୍ଷ । ଆମେରିକାର ନ୍ୟୁୟର୍କ ସହରରେ ଥିବା ୱାଲ୍ଡ ଟ୍ରେଡ୍ ସେଂଟର ଉପରେ ସେପ୍ଟେମ୍ବର ୧୧, ୨୦୦୧ରେ ହୋଇଥିଲା ଆତ୍ମଘାତୀ ହମଲା । ଏହି ଘଟଣା ସାରା ଦୁନିଆକୁ ଦୋହଲାଇ ଦେଇଥିଲା । ତେବେ ଘଟଣାଦିନ କଣ ଥିଲା ହ୍ୱାଇଟ୍ ହାଉସର ସ୍ଥିତି, କେଉଁଠି ଥିଲେ…
Read More...

୨୦ହଜାର କି.ମି ଅତିକ୍ରମ କଲା ଚାଇନାର ବୁଲେଟ୍ ଟ୍ରେନ୍

ବିଶ୍ୱରେ ଚାଇନା ଏମିତି ଏକ ଦେଶ ଯିଏକି ସବୁବେଳେ ନୂଆ ନୂଆ ଜିନିଷ ଆବିଷ୍କାର କରି ଚର୍ଚ୍ଚା ସାଉଁଟି ଥାଏ କେତେବେଳେ କାଚର ପୋଲ ତିଆରି କରି କେତେବେଳେ ବରଫର ଘର କରି ବିଶ୍ୱରେ ନିଜର କରିସ୍ମା ଦେଖେଇଥାଏ। ଏବେ ଚାଇନାର ଦୀର୍ଘ ଯୋଜନା ସଫଳ ହୋଇଛି । ୨୦ ହଜାର କିଲୋମିଟରର ଦୀର୍ଘ ବୁଲେଟ ଟ୍ରେନ୍…
Read More...

ରିଓ ପାରାଅଲିମ୍ପିକ୍ସରେ ଦିବ୍ୟାଙ୍ଗ ଦେବେନ୍ଦ୍ର : ଗୋଟେ ହାତ ହରାଇବି ବି ସେ ବିଜେତା

ଦୃଢ ଇଚ୍ଛା ଶକ୍ତି ଦ୍ୱାରା ମଣିଷ କଣ ନକରିପାରେ ତାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଦେବେନ୍ଦ୍ର ଝାଝାରିଆ । ଗୋଟେ ହାତ ହରାଇ ବି ସେ ହରାଇ ନାହାଁନ୍ତି ଆଶା ଓ ବିଶ୍ୱାସ । ଜୀବନରେ ଗୋଟିଏ ପରେ ଗୋଟିଏ ସଫଳତା ସାଉଁଟି ଚାଲିଛନ୍ତି । ରିଓ ଡି ଜେନେରିଓରେ ଆୟୋଜିତ ଅଲିମ୍ପିକ୍ସ ଖେଳ ପରେ ଏବେ…
Read More...

ଡେୟାରଡେଭିଲ ମୋଟର ସାଇକେଲ ରାଇଡିଂରେ ଭାରତୀୟ ଯବାନଙ୍କ ବିଶ୍ୱ ରେକର୍ଡ

ଭାରତୀୟ ସେନାର ଦୁଇ ଯବାନଙ୍କ ଅଦ୍ଭୂତ ସଫଳତାରେ ଉତ୍ସାହିତ ସାରା ଦେଶ । ଗତ ଶନିବାର ନିଜର ସ୍ୱକୈାଶଳର କରିସ୍ମା ଦେଖେଇ କରିଛନ୍ତି ବିଶ୍ୱ ରେକର୍ଡ । ମୋଟର ସାଇକେଲର ସିଟ୍ ଓ ହାଣ୍ଡଲ ବାରରେ ଅଧିକ ସମୟ ସବାର ହୋଇ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ଭାରତୀୟ ଆର୍ମିର ଡେୟାର ଡେଭିଲ୍ସ ସିଗନାଲ କୋର…
Read More...

୯ ବର୍ଷର ମୁସ୍କାନ ଚଳାଉଛି ଲାଇବ୍ରେରୀ

ଯେଉଁ ବୟସରେ ପିଲାମାନେ ମାତିଥାନ୍ତି ଖେଳ କୁଦରେ । ପାଠପଢା ପାଇଁ ଅନେକ ବାହାନା ବନେଇଥାନ୍ତି । ସେହି ଖେଳକୁଦ ବୟସରେ କିନ୍ତୁ ମୁସ୍କାନ କରିଛି ଏକ ଉତ୍ସାହଜନକ କାମ । ତୃତୀୟ ଶ୍ରେଣୀରେ ପଢୁଥିବା ଭୋପାଳର ଏହି ୯ ବର୍ଷର ଝିଅ ନିଜ ଉଦ୍ୟମରେ ଚଳାଉଛି ଏକ ଲାଇବ୍ରେରୀ । ମୁସ୍କାନ ମନରେ ଏ ଅଦ୍ଭୂତ…
Read More...

ଦାଢିଆ ମହିଳାଙ୍କ ବିଶ୍ୱ ରେକର୍ଡ : ଅଜବ ନୁହେଁ ସତ

ଇଣ୍ଡିଆନ ଅରିଜିନ୍- ଇଂଲଣ୍ଡର ମହିଳା ହରନାମ କୈାରଙ୍କୁ ବିଶ୍ୱର ଦାଢି ଥିବା ମହିଳା ଭାବେ ଗିନିସ ବୁକ୍ ଅଫ୍ ୱର୍ଲ୍ଡ ରେକର୍ଡସରେ ସ୍ଥାନ ଦିଆଯାଇଛି । କମ୍ ବୟସରେ ଏହି ଟାଇଟଲ ହାସଲ କରିବାରେ ହରନାମ ହେଉଛନ୍ତି ପ୍ରଥମ ମହିଳା । ହରନାମଙ୍କ ବୟସ ଏବେ ୨୪ ବର୍ଷ ଏବଂ ତାଙ୍କ ଦାଢସ ପ୍ରାୟ ୬ ଇଂଚ…
Read More...

ଅଫେରା ବାଟରେ ଚାଲିଗଲା ମିନାକ୍ଷୀ : କାନ୍ଥ ପଡି ମୃତ୍ୟୁ ପରେ ପରିବାରରେ ଶୋକାକୁଳ ପରିବେଶ

କନକ ବ୍ୟୁରୋ : ସ୍କୁଲକୁ ଯାଇ ଆଉ ଫେରିନି ମିନାକ୍ଷୀ । ଚାଲିଯାଇଛି ଅଫେରା ବାଟରେ । ଭଙ୍ଗା କାନ୍ଥତଳେ ଚାପିହୋଇ ଯାଇଛି ଜୀବନ । ବହି ଥାକରେ ସେମିତି ସଜଡା ହୋଇ ରହିଛି ବହି, ଖାତା । ଦଉଡିରେ ଝୁଲି ରହିଛି ବି ପିନ୍ଧା ପୋଷାକ । ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ପରିବାର ଲୋକ…
Read More...

ବିଶ୍ୱ ରେକର୍ଡ କରିବା ନିଶାରେ ମୋନିକା : ବିଶ୍ୱର ଫାଟେଷ୍ଟ ୱିମେନ ହେବା ଲକ୍ଷ୍ୟ

ବିଶ୍ୱରେ ଅନେକ ଲୋକ ଅଛନ୍ତି ଯେଉଁମାନେ ବିଶ୍ୱ ରେକର୍ଡ କରିବା ପାଇଁ ଅଜବ ଅଜବ କାର୍ଯ୍ୟ କରିଥାନ୍ତି ଏବଂ ଭିନ୍ନ ଭିନ୍ନ ତରିକା ମଧ୍ୟ ଆପଣେଇଥାନ୍ତି । ଏମିତି ଜଣେ ହେଲେ ମୋନିକା ରିଲେ । ଜଣେ ୟୁଏସ ମହିଳା । ବିଶ୍ୱ ରେକର୍ଡ କରିବାର ନିଶା ଘାରିଛି ମନରେ । ଏଥିପାଇଁ ସେ ନିଜ ଶରୀରର ଓଜନ…
Read More...

ଛତିଶଗଡର ପୂର୍ବତନ ବିଜେପି ବିଧାୟକ ମନ୍ତୁରାମ ପାୱାରଙ୍କ ପୁଅର ଗୁଣ୍ଡାଗିରି : କ୍ୟାମେରାରେ କଏଦ ହେଲା ଭିଡିଓ

କନକ ବ୍ୟୁରୋ : ଛତିଶଗଡର ପୂର୍ବତନ ବିଧାୟକ ଓ ବିବାଦିତ ବିଜେପି ନେତା ମନ୍ତୁରାମ ପାୱାରଙ୍କ ପୁଅର ଗୁଣ୍ଡାଗିରିର ଭିିଡିଓ ଭାଇରାଲ ହୋଇଛି । ଭିଡିଓରେ ମନ୍ତୁରାମଙ୍କ ପୁଅ ଓ ତାଙ୍କର କେତେକ ସାଥୀ ଜଣେ ଯୁବକକୁ ନିସ୍ତୁକ ମାଡ ମାରୁଛନ୍ତି । ଏହି ଭିଡିଓଟି ଅଗଷ୍ଟ ୧୫ ତାରିଖର ବୋଲି ଜଣାପଡିଛି। ଏହି…
Read More...

ସ୍ତ୍ରୀ ସାଧିଲା ଦାଉ : ମୁକ୍ତି ପାଇଁ ବ୍ୟାଙ୍କ୍ ଲୁଟର ଡ୍ରାମା କରି ସ୍ୱାମୀ ଗଲା ଜେଲ୍

ସ୍ତ୍ରୀ ସାଧିଲା ଦାଉ । ସ୍ୱାମୀ ମୁଣ୍ଡରେ ପଡିଲା ଚଡକ । ଘରେ ରହିବାଠାରୁ ଜେଲ୍ ଜୀବନ ସୁଖମୟ ବୋଲି ସ୍ୱାମୀ ଭାବିଲେ । ଆଉ ଶେଷରେ ଜେଲ୍ ଯିବାର ବାଟ ବାଛିନେଲେ । ଡେକାନ୍ କ୍ରୋନିକଲରେ ପ୍ରକାଶିତ ଖବର ଅନୁସାରେ ଆମେରିକାର ୭୦ ବର୍ଷୀୟ ଲରେନ୍ସ ଜନଙ୍କୁ ତାଙ୍କ ସ୍ତ୍ରୀ ସବୁବେଳେ ହଇରାଣ କରୁଥିଲେ…
Read More...