Browsing Category

ସ୍ପେଶାଲ୍ ରିପୋର୍ଟ

ଅଲନାଭରର ଯମୁନାମଣୀ : ପିଲାଙ୍କୁ ପଢାଇବାକୁ ପ୍ରତିଦିନ ଯାଆସ କରନ୍ତି ୨୦କିମି

ଓଡିଶାର ଯମୁନାମଣୀଙ୍କ କଥା ଆପଣ ଶୁଣିଥିବେ । ଯାହାଙ୍କ ସେବା ମନବୃତିକୁ ଦେଖି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ମୁଣ୍ଡ ନୁଆଁଇ ଥିଲେ । ସେମିତି ଜଣେ ଯମୁନାମଣୀଙ୍କ କାହାଣୀ ଆସିଛି ଅଲନାଭରରୁ । ଶିକ୍ଷୟତ୍ରୀ ସୁମିତ୍ରା କୋଲୁରୁ । ଘରଠାରୁ ୧୦କିଲୋମିଟର ଦୂରରେ ତାଙ୍କ ସ୍କୁଲ । ହେଲେ କେବେ…
Read More...

ଅଟୋ ଭିତରେ ଆଠଦିନର ଶିଶୁ

ରବିବାର ସଂଧ୍ୟାରେ ମୁମ୍ବାଇର ଘଟିଥିବା ଏକ ଅଦଭୁତ ଘଟଣାକୁ ନେଇ ଏବେ ଚର୍ଚ୍ଚା । ଜଣେ ଅଟୋ ଡ୍ରାଇଭର କପଡାରେ ଗୁଡାଇ ହୋଇଥିବା ଆଠ ଦିନର ଗୋଟେ ନିଷ୍ପାପ ଛୋଟ ଶିଶୁକୁ ନିଜ ରିକ୍ସାରୁ ପାଇଥିଲେ। ସେହି ଛୋଟ ଶିଶୁଟିକୁ ପ୍ରଥମେ ମାନିକପୁର ପୁଲିସ ଷ୍ଟେସନ ଏବଂ ତାପରେ ତାକୁ ଶତାବ୍ଦୀ ହସ୍ପିଟାଲକୁ…
Read More...

ଖାନ୍ ପରିବାରରେ ଗଣେଶ ଚତୁର୍ଥୀ ସେଲିବ୍ରେସନ : ସଲମାନଙ୍କ ଭଣଜା ଅହିଲ ପାଇଁ ସ୍ୱତନ୍ତ୍ର

ସମସ୍ତେ କାଣନ୍ତି ଗଣେଶ ଚତୁର୍ଥୀ ସେଲିବ୍ରେସନ ଏକ ନିଆରା ପରଂପରା ଖାନ ପରିବାରରେ । ପ୍ରତିବର୍ଷ ପରି ଏଥରକ ମଧ୍ୟ ବଲିଉଡ ସୁପରଷ୍ଟାର ସଲମାନଙ୍କ ବାନ୍ଦ୍ରାସ୍ଥିିତ ଗାଲାକ୍ସି ଆପାର୍ଟମେଂଟରେ ଧୂମଧାମରେ ପାଳନ ହୋଇଛି ଗଣେଶ ପୂଜା । ଘରେ ଭଗବାନ ଗଣେଶଙ୍କ ମୂର୍ତି ଆଣି ବନ୍ଧୁ ପରିଜନଙ୍କୁ ଡାକି…
Read More...

ରାଜସ୍ଥାନର ‘ସଂସାର’ ରାଜ୍ : ଯେଉଁଠି ବାପା ହେବାକୁ ସ୍ୱାମୀ କରେ ଦ୍ୱିତୀୟ ବିବାହ

ଏକ ଅଜବ ପରମ୍ପରା ଯାହା ଦୃଷ୍ଟି ଆକର୍ଷଣ କରିଛି ସମଗ୍ର ଭାରତର । ରାଜସ୍ଥାନର ବାଡ଼ମେର ଅଚଂଳର ଏକ ଗାଁ ଯେଉଁଠି ବର୍ଷ ବର୍ଷ ଧରି ଦେଖିବାକୁ ମିଳୁଛି ଭିନ୍ନ ଏକ ପରମ୍ପରା । ଏଠାରେ ପ୍ରତ୍ୟେକ ପୁରୁଷଙ୍କୁ ଦ୍ୱିତୀୟ ବିବାହ କରିବାକୁ ହୁଏ । ଏହାର କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ । ୭୦ ପରିବାର…
Read More...

ମହିଳାଙ୍କୁ ଆତଙ୍କିତ କରୁଛି ବଲିଉଡ ଫିଲ୍ମର ଗଙ୍ଗାଜଲ୍

ଗଂଜାମ ଗାଙ୍ଗପୁରରେ ନାବାଳିକାଙ୍କ ଉପରେ ଏସିଡ୍ ଫିଙ୍ଗିଲା ବିଫଳ ପ୍ରେମିକ। ସେପଟେ ଫୁଲବାଣୀରେ ସ୍ତ୍ରୀ ଉପରେ ସନ୍ଦେହ କରି ଏସିଡ୍ ଢାଳିଲା ସ୍ୱାମୀ । ସପ୍ତାହକ ମଧ୍ୟରେ ଦୁଇ ଦୁଇଟି ଘଟଣା । ତେବେ ସବୁ କଟକଣା ସତ୍ୱେ କେମିତି ବଜାରରେ ଖୋଲାଖୋଲି ମିଳୁଛି ଏହି ତରଳ ନିଆଁ । ଆକ୍ରମଣକାରୀ ଏସିଡ…
Read More...

ସେବା ନୁହେଁ ପୂଜା ! ଏକ କୁନିପୁଅର କାହାଣୀ

ସେବା , ତ୍ୟାଗ ଏସବୁ ଅର୍ଥ ବୁଝିବାକୁ ତା ବୟସ ହୋଇନି । କାରଣ ସେ ବୁଝିଛି ମା’କୁ ସେବା ନୁହେଁ ପୂଜା କରାଯାଏ । ତେଣୁ ମରଣ ମୁହଁରୁ ମାଆକୁ ବଂଚାଇ ଆଣିବାକୁ ସେ ରାତିଦିନ ଏକ୍ କରି ଦେଇଛି । ଗଂଜାମ ଜିଲ୍ଲା ତାରକଡା ଗାଁର ପ୍ରଭାତ ମହାରଣା । ଦୁଇ ମାସ ତଳେ ପ୍ରଭାତର ମଦୁଆ ବାପା, ତାର ମାଆକୁ…
Read More...

ମା’ନା ପିଶାଚୀ : ନବଜାତ ଶିଶୁକୁ ତିନିମହଲା ଉପରୁ ଫିଙ୍ଗିଲା ଜନ୍ମକଲା ମା

 ନବଜାତ ଶିଶୁକୁ ତିନିମହଲା ଉପରୁ ଫିଙ୍ଗିଲା ମା । ହୃଦୟବିଦାରକ ଏହି ଦୃଶ୍ୟ ଏବେ ସିସିଟିଭିରେ କଏଦ ହେବା ପରେ ଉତରପ୍ରଦେଶର କନୋଜ ଜିଲ୍ଲାରେ ଚର୍ଚ୍ଚା । ଜନ୍ମର ୧୮ ଦିନ ପରେ ଡାକ୍ତରଖାନାରେ ତିନିମହଲା ଉପରୁ ଫିଙ୍ଗିଥିବା ଜଣାପଡିଛି । ମୃତ୍ୟୁକୁ ମାତ ଦେଇ ଗୁରୁତର ଅବସ୍ଥାରେ ଆହତ ଶିଶୁଟି…
Read More...

ସୁନ୍ଦରଗଡ ଜିଲ୍ଲାରେ ଭିନ୍ନ ପରମ୍ପରାରେ ନୂଆଖାଇ ପାଳନ

ସୁନ୍ଦରଗଡ : ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଯାହାକୁ ନେଇ ଚଳଚଂଚଳ ହୋଇ ପଡିଛି ପୂରପଲ୍ଲୀ । ହେଲେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାରେ ଟିକିଏ ଭିନ୍ନ ପରମ୍ପରାରେ ପାଳନ ହୁଏ ନୂଆଖାଇ । ଗୋଟିଏ ପଟେ ସାରା ପଶ୍ଚିମ ଓଡିଶା ବାସୀ ଇଷ୍ଟ ଦେବୀଙ୍କ ପାଖରେ ପହିଲି ଧାନ ଅର୍ପଣ କରୁଥାନ୍ତି ।…
Read More...

ମଣିଷପଣିଆର ମୃତ୍ୟୁ : ନବରଙ୍ଗପୁର ଡାବୁ ଗାଁରେ ୬ ବର୍ଷର ଶିଶୁକୁ ଦୁଷ୍କର୍ମ

ନବରଙ୍ଗପୁର : ପୁଣି ମଣିଷପଣିଆର ମୃତ୍ୟୁ ହୋଇଛି । କାମାନ୍ଧ ସଇତାନ ଆଗରେ ବଳି ପଡିଛି ନିରୀହ ଶିଶୁ । କହିଲା ବେଳେ ବି, ଦେହ ଶୀତେଇ ଉଠୁଛି ଏହି ଖବର । ନବରଙ୍ଗପୁର ଜିଲ୍ଲା ଡାବୁ ଗାଁ ଅଂଚଳରେ ଏକ ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଛି ୬୫ ବର୍ଷୀୟ ବୃଦ୍ଧ । ନାବାଳକ ଜଣକ ଖେଳୁଥିବା ବେଳେ…
Read More...

ପ୍ଲେନ୍ ଭିତରେ ପ୍ରେମ ପାଗଳ : ଏୟାର ହୋଷ୍ଟେସଙ୍କୁ କିସ୍ କରି ହେଲେ ଗିରଫ

ଦୁବାଇକୁ ଯାଉଥିଲା ବିମାନ। ଏଥିରେ ଯାଉଥିବା ତାଂଜାନିଆର ବିମାନ ଯାତ୍ରୀ ହଠାତ୍ ଚାହିଁଲେ ଏୟାର ହୋଷ୍ଟେସଙ୍କ ସହ ସେଲ୍ଫି ନେବାକୁ। ଆମେରିକାନ୍ ଏୟାର ହୋଷ୍ଟେସ୍ ବି ରାଜି ହୋଇଥିଲେ ସେଲ୍ଫି ପାଇଁ । କିନ୍ତୁ ଧିରେ ଧିରେ ଏହି ଯାତ୍ରୀ ଜଣକ ଟପିଯାଇଥିଲେ ସୀମା । ଏୟାର ହୋଷ୍ଟେସଙ୍କ କାନ୍ଧରେ ହାତ…
Read More...