Browsing Category

ସ୍ପେଶାଲ୍ ରିପୋର୍ଟ

ମହିଳାଙ୍କ ଠାରୁ ୨୦ ହଜାର ଟଙ୍କାର ବଟୁଆ ଚାମ୍ପିନେଲା ଚିଲ ! ଝିଅର ବିବାହ ପାଇଁ ସଞ୍ଚିିଥିଲେ ଟଙ୍କା

ବୁଧବାନାରେ ଗୁରୁବାର ଦିନ ଏକ ଅଦ୍ଭୁତ ଘଟଣା ଘଟିଛି । ଜଣେ ମହିଳାଙ୍କ ହାତରୁ ଏକ ଚିଲ ଟଙ୍କାର ବଟୁଆ ଛାମ୍ପି ନେଇଯାଇଛି । ମହିଳା କହିଛନ୍ତି କି ବଟୁଆରେ ୨୦ ହଜାର ଟଙ୍କା ଥିଲା । ବଟୁୁଆ ଯିବା ପରେ ମହିଳା ଜଣକ କାନ୍ଦି କାନ୍ଦି ଅବସ୍ଥା ଖରାପ କରି ଦେଇଛନ୍ତିି । ଲୋକମାନେ ଚିଲର ପିଛା କରିଥିଲେ…
Read More...

ଏମିତି ଜୀବନ : ବିଶ୍ୱକପ୍ ଖେଳାଳି ଚରାଉଛନ୍ତି ମଇଁଷି !

ସମୟ ଓ ପରିସ୍ଥିତି ମଣିଷକୁ କେଉଁଠି ଠିଆ କରାଇଦିଏ । ତାହା କହିବା ବଡ ମୁସ୍କିଲ୍ । ତାର ଜ୍ୱଳନ୍ତ ଉଦାହରଣ ଭାଲାଜି ଡୋମୋର । ଜଣେ ଦୃଷ୍ଟିହୀନ କ୍ରିକେଟର । ବିଶ୍ୱକପରେ ଦେଶର ପ୍ରତିନିଧିତ୍ୱ କରିବା ଯେକୈାଣସି କ୍ରିକେଟର ପାଇଁ ଏକ ସ୍ୱପ୍ନ ଭଳି । ଆଉ ଏମିତି ସୁଯୋଗ ମିଳିଥିଲା ଦୃଷ୍ଟିହୀନ…
Read More...

କଳି କାଳର ସାବିତ୍ରୀ ! ରାଜ ରାସ୍ତାରେ ଗୋଡାଇ ଗୋଡାଇ ସ୍ୱାମୀଙ୍କୁ ଚପଲରେ ପିଟିଲା ସ୍ତ୍ରୀ

ମଧ୍ୟ ପ୍ରଦେଶର ଗ୍ୱାଲିଅର ସହରରେ ଏକ ଦଂପତିଙ୍କ ମଧ୍ୟରେ ଦେଖାଦେଇଥିଲା ଘମାଘୋଟ ଲଢେଇ । ଆଉ ଏହି ଲଢେଇ ପହଂଚି ଯାଇଥିଲା ଚରମ ସୀମାରେ । ଆପଣ ଜାଣିଲେ ଚକିତ ହେବେ କି ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ଚପଲରେ ପିଟିଥିଲେ । ଆଉ ଯାହାର ଦୃଶ୍ୟ ରାସ୍ତାରେ ଲାଗିଥିବା…
Read More...

ଆଇଫୋନ୍-୭ ପ୍ଲସରେ ନିଆଁ ! ଯାହାର ଭିଡିଓ ସୋସିଆଲ ମିଡିଆରେ ହେଲା ଭାଇରାଲ

ସାମସଙ୍ଗ ଗ୍ୟାଲାକ୍ସି ନୋଟ୍ ୭ର ନାଁ ଶୁଣିବା କ୍ଷଣି ଲୋକେ ଭୟଭୀତ ହେବା ଆରମ୍ଭ କରିଦେଲେଣି । ତେବେ କରିବେ ନାହିଁ ବି କାହିଁକି ! କାରଣ ନିକଟରେ ଏହି ମୋବାଇଲକୁ ନେଇ ଅନେକ ପ୍ରକାର ଖବର ତଥା କେଉଁଠି ମୋବାଇଲରେ ଆପେ ଆପେ ନିଆଁ ଲାଗି ଗଲାଣି ତ ଆଉ ପୁଣି କେଉଁଠି ବିସ୍ଫୋରଣ ହେଲାଣି ଆଦି ଖବର…
Read More...

ଅଳ୍ପକେ ବର୍ତ୍ତିଲା ଜୀବନ ! ଆଗ୍ନେୟଗିରି ଜ୍ୱାଳାମୁଖରୁ ଭୋଲକାନୋଲୋଜିିଷ୍ଟ ହେଲେ ଉଦ୍ଧାର

ଜଣେ ଭୋଲକାନୋଲୋଜିଷ୍ଟ ଓ ତାଙ୍କ ଗାଇଡ୍ ଅଳ୍ପକେ ବଂଚିଯାଇଛନ୍ତି ମୃତ୍ୟୁ ମୁଖରୁ । ସକ୍ରିୟ ଲାଭା କବଳରୁ ସେମାନଙ୍କୁ ଉଦ୍ଧାର କରିଛନ୍ତି ଫାୟାରମ୍ୟାନ୍ । ଡେଲି ମେଲରେ ପ୍ରକାଶିତ ଏ ଖବରକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ , ଆର୍ଜେଣ୍ଟିନାର ୬୦ ବର୍ଷିୟ ରୋଡୋଲ୍ଫ…
Read More...

ମହାଶିବରାତ୍ରୀରେ ମହାମୂର୍ତୀର ଲୋକାର୍ପିତ : ୧୧୨ଫୁଟ ଉଚ୍ଚର ଶିବ ମୂର୍ତୀକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

କନକ ବ୍ୟୁରୋ : ମହାଶିବରାତ୍ରୀରେ ମହାମୂର୍ତୀର ଲୋକାର୍ପିତ । ୧୧୨ଫୁଟ ଉଚ୍ଚର ବିଶାଳକାୟ ଶିବ ମୂର୍ତୀକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଏମ୍ବାଟୁର ନିକଟରେ ସ୍ଥାପନ ହୋଇଥିବା ଏହି ପ୍ରତିମାର ଲୋକାର୍ପଣ କରିଛନ୍ତି ମୋଦି । ଏହି ପ୍ରତିମା ନିର୍ମାଣ ପାଇଁ ଦୀର୍ଘ ୮…
Read More...

ଦେଢ ମାସର ଶିଶୁକୁ ଧରି ଛୁ ମାରିଲା ମାଙ୍କଡ ! ଲୋକଙ୍କ ପାଟି ଶୁଣି ଫୋପାଡି ଦେଇଗଲା ପଡୋଶୀଙ୍କ ଛାତରେ

ଘର ଭିତରେ ଶୋଇଥିବା ଏକ ଦେଢ ମାସର ଶିଶୁକୁ ନେଇ ଛୁ ମାରିଲା ମାଙ୍କଡ । ଏପରି ଅଭାବନୀୟ ଘଟଣା ଘଟିଛି ମଥୁରାର ସୁନ୍ଦରବନ କଲୋନୀରେ । ଶିଶୁର ପିତା ଦୀନେଶ କୁମାରଙ୍କ କହିବା ଅନୁସାର ସେ କାମ ପାଇଁ ବାହାରକୁ ଯାଇଥିଲେ ଏବଂ ତାଙ୍କ ସ୍ତ୍ରୀ ଶିଶୁକୁ ଘରେ ଶୁଆଇ ଘରକାମ କରିବାରେ ବ୍ୟସ୍ତ ଥିଲେ । ଏହି…
Read More...

ବିଧାୟକ ସାଜିଲେ ଡାକ୍ତର ! ଗର୍ଭବତୀ ମହିଳାଙ୍କ କଲେ ଅସ୍ତ୍ରୋପଚାର

ଅନେକ ସମୟରେ ଆପଣ ଅନେକ ଲୋକଙ୍କର ମହତ କାମ ବିଷୟରେ ଶୁଣିଥିବେ । ଯେଉଁମାନେ କିଛି ଭିନ୍ନ କାର୍ଯ୍ୟ କରି ସମାଜରେ ପ୍ରଶଂସିତ ହୋଇଥାନ୍ତି । ଏମିତି ଜଣେ ହେଲେ ମିଜୋରାମର ବିଧାୟକ କେ. ବେଇଚୁଆ । ଚାରିଆଡୁ ଏବେ ତାଙ୍କୁ ମିଳିଛି ଖୁବ୍ ତାରିଫ୍ । ଇଣ୍ଡିଆ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ,…
Read More...

ଟଙ୍କା ମୋହରେ ସ୍ତ୍ରୀର ଗଣଦୁଷ୍କର୍ମ ଅଭିଯୋଗ ଆଣିଲା ସ୍ୱାମୀ ! ପୋଲିସର ଯାଞ୍ଚ ପରେ ଯୁବକ ଏବେ ଜେଲରେ

କଥାରେ ଅଛି ରକ୍ଷକ ଯଦି ରକ୍ଷକ ସାଜେ ଆପଣ ଦୋଷ ଦେବେ କାହାକୁ । ମିରଟର ଦୌରାଲା ଥାନାରେ ଏପରି ଏକ ଭୟଙ୍କର ତଥା ନିନ୍ଦନୀୟ ଘଟଣାର ଅଭିଯୋଗ ଆସିଛି । ଏହି ଅଞ୍ଚଳର ଜଣେ ଭିକ ମାଗୁଥିବା ମହିଳା ଚଳନ୍ତା କାରରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏହି ମାମଲାର…
Read More...

୨୫୧ ଟଙ୍କିଆ ସ୍ମାର୍ଟଫୋନର ଅଫର ଦାତା ହେଲେ ଗିରଫ ! ଉପଭୋକ୍ତାଙ୍କୁ ଠକୁଥିବାର ରହିଛି ଅଭିଯୋଗ

ମାତ୍ର ୨୫୧ ଟଙ୍କାରେ ଲୋକମାନଙ୍କୁ ଫ୍ରିଡମ ତଥା ସ୍ମାର୍ଟଫୋନ ଦେବାକୁ ପ୍ରତିଶ୍ରୁତି ଦେଇଥିବା କଂପାନୀ ରିଙ୍ଗିଗ୍ ବେଲ୍ସର ମାଲିକ ମୋହିତ ଗୋୟଲଙ୍କୁ ଗିରଫ କରିଛି ପୋଲିସ । ସୂଚନା ମୁତାବକ, ମୋହିତ ଗୋୟଲଙ୍କୁ ୟୁପିର ଗାଜିୟାବାଦରୁ ଗିରଫ ପୋଲିସ କରିଛି । ମୋହିତ ଶସ୍ତାରେ ମୋବାଇଲ ଫୋନ…
Read More...