Browsing Category

ସ୍ପେଶାଲ୍ ରିପୋର୍ଟ

୨୫୧ ଟଙ୍କିଆ ସ୍ମାର୍ଟଫୋନର ଅଫର ଦାତା ହେଲେ ଗିରଫ ! ଉପଭୋକ୍ତାଙ୍କୁ ଠକୁଥିବାର ରହିଛି ଅଭିଯୋଗ

ମାତ୍ର ୨୫୧ ଟଙ୍କାରେ ଲୋକମାନଙ୍କୁ ଫ୍ରିଡମ ତଥା ସ୍ମାର୍ଟଫୋନ ଦେବାକୁ ପ୍ରତିଶ୍ରୁତି ଦେଇଥିବା କଂପାନୀ ରିଙ୍ଗିଗ୍ ବେଲ୍ସର ମାଲିକ ମୋହିତ ଗୋୟଲଙ୍କୁ ଗିରଫ କରିଛି ପୋଲିସ । ସୂଚନା ମୁତାବକ, ମୋହିତ ଗୋୟଲଙ୍କୁ ୟୁପିର ଗାଜିୟାବାଦରୁ ଗିରଫ ପୋଲିସ କରିଛି । ମୋହିତ ଶସ୍ତାରେ ମୋବାଇଲ ଫୋନ…
Read More...

ପାଣି ବୋତଲର ଏମଆରପି ଠାରୁ ଅଧିକା ଟଙ୍କା ମାଗୁଥିଲେ ତେବେ ଏଠାରେ କରନ୍ତୁ ଅଭିଯୋଗ ! ମିଳିବ ୨ ହଜାର ଟଙ୍କା

ସାଧାରଣତଃ ଆପଣ ନିଜେ ଅଙ୍ଗେ ଲିଭେଇ ଥିବେ କି ଯେତେବେଳେ ଆପଣ ଷ୍ଟେସନ କିମ୍ବା କୌଣସି ରେଷ୍ଟୁରାଂଟରେ ପାଣି କିଣିଥାନ୍ତି, ସେତେବେଳେ ପାଣି ବୋତଲର ଏମଆରପି ମୂଲ୍ୟଠାରୁ ଅଧିକ ଟଙ୍କା ଦେବାକୁ ପଡିଥାଏ । ଏକଥା ଜାଣି ମଧ୍ୟ କି ଦୋକାନୀଟି ଏହାର ମୂଲ୍ୟଠାରୁ ଅଧିକ ଟଙ୍କା ନେଉଛି । ଆପଣ ଜାଣିଲେ…
Read More...

ହାତୀ ବଜାଉଛି ମାଉଥ୍ ଅର୍ଗାନ୍ : ସୋସିଆଲରେ ଭାଇରାଲ ଭିଡିଓ

ହାତୀମାନେ ଅନେକ କାମ କରିଥାନ୍ତି । ଆପଣ ସର୍କସରେ ହାତୀମାନେ ବିଭିନ୍ନ କଳାକ୍ରୀଡା ଦେଖାଇବାର ଦେଖିଥିବେ । କିନ୍ତୁ ତାମିଲନାଡୁର ତୁଥୁକୁଡି ଜିଲ୍ଲାରେ ଏକ ହାତୀ ଖୁବ୍ ପ୍ରଶଂସାର ପାତ୍ର ସାଜିଛି । ମାଉଥ୍ ଅର୍ଗାନ ବଜାଇ କରୁଛି ସମସ୍ତଙ୍କୁ ଚକିତ । ୧୧ ବର୍ଷର ଏହି ଲକ୍ଷ୍ମୀ ନାମକ ହାତୀକୁ…
Read More...

ବାପା କଲା ଭୁଲ, ଶିଶୁକୁ ମିଳିଲା ସଜା : ସୁନ୍ଦରଗଡରେ ଅଭାବନୀୟ ଘଟଣା

କନକ ବ୍ୟୁରୋ : ଦୋଷ ନକରି ଦଣ୍ଡ । ସଜା କାଟୁଛି ଶିଶୁ । ହାଜତ ଭିତରେ ଏକ ବର୍ଷର ଶିଶୁ କନ୍ୟା । ଛୁଆ ସହ ମାଆକୁ ଧରି ଆଣିଛି ବନ ବିଭାଗ ଅଧିକାରୀ । ସୁନ୍ଦରଗଡ ସଦର ଫରେଷ୍ଟ ରେଂଜର ହାଜତ ଭିତରେ ଏହି ଶିଶୁ କନ୍ୟାଟିକୁ ବନ୍ଦୀ କରିନେଇଛି ବନବିଭାଗ । ସୁନ୍ଦରଗଡର ଭବାନୀପୁର ଅଂଚଳରେ ଏକ ବାରହା…
Read More...

ଦିଲ୍ଲୀର ଏକ ନାମକରା ହୋଟେଲରେ ଗୋଡରେ ଦଳା ଯାଏ ଅଟା ! ଭିଡିଓ ଭାଇରାଲ ହେବା ପରେ ନିଆଗଲା କାର୍ଯ୍ୟାନୁଷ୍ଠାନ

ସୋସିଆଲ ମିଡିଆରେ କିଛି ଦିନ ହେଲା ଏକ ଭିଡିଓ ଭାଇରାଲ ହୋଇଥିବାର ଦେଖିବାକୁ ମିଳିଛି । ଯେଉଁଥିରେ ଏକ ହୋଟେଲର କର୍ମଚାରୀ ଅଟାକୁ ତାର ଗୋଡ ସାହାର୍ଯ୍ୟରେ ଦଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏହି ଭିଡିଓଟି ଦିଲ୍ଲୀରେ ଥିବା ଏକ ନାମକରା ହୋଟେଲ ତଥା କାକେ ଦା ନାମକ ହୋଟେଲର ବୋଲି…
Read More...

ଏଟିଏମରୁ ବାହାରୁଛି ନକଲି ୨ହଜାର ଟଙ୍କିଆ ନୋଟ୍ ! ଏହାକୁ ନେଇ ଚର୍ଚ୍ଚା

ରାଜଧାନୀ ଦିଲ୍ଲୀରେ ଏବେ ନକଲି ୨ହଜାର ଟଙ୍କିଆ ନୋଟକୁ ନେଇ ଚର୍ଚ୍ଚା । ଦିଲ୍ଲୀର ସଙ୍ଗମ ବିହାରର ରୋହିତଙ୍କ ସହ ଘଟିଛି ଏମିତି ଏକ ଘଟଣା । ସେ ଏସବିଆଇର ଏକ ଏଟିଏମରୁ ୮ହଜାର ଟଙ୍କା ଉଠାଇବାକୁ ଯାଇଥିଲେ । ଏଟିଏମ୍ ମେସିନରୁ ୨-୨ ହଜାଉରର ୪ଟି ନୋଟ୍ ବାହାରିଲା । ଏହି ନୋଟକୁ ଦେଖି ଆଶ୍ଚର୍ଯ୍ୟ…
Read More...

ରିୟଲ ଲାଇଫର ବଜରଙ୍ଗୀ ଭାଇଜାନ୍ ! ଭଉଣୀର ଇଚ୍ଛା ପୂରଣ କରି ଲାଭ କଲେ ‘ବେଷ୍ଟ ଡାଡି’ର ଆଖ୍ୟା

ସିନେମା ‘ବଜରଙ୍ଗୀ ଭାଇଜାନ୍’ ଭଳି ଏକ ରିୟଲ କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମାତ୍ର ସିନେମା ଭଳି ଏ ଭାଇ ଜଣଙ୍କୁ କୌଣସି ସୀମାପାର ହେବାକୁ ପଡି ନାହିଁ କି କାହା ସହ ଲଢିବାକୁ ମଧ୍ୟ ପଡିନାହିଁ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏ ଭାଇ ଜଣକ ଭଉଣୀର ମୁହଁରେ ଟିକେ ହସ ଦେଖିବା…
Read More...

କଙ୍କାଳ ସହ ରହୁଥିବା ଯୁବକର ସନ୍ଦେହ ଜନକ ମୃତ୍ୟୁ ! ଦୀର୍ଘ ୬ ମାସ ଧରି ରହୁଥିଲା ବଡ ଭଉଣୀ ସମେତ ୨ଟି କୁକୁରଙ୍କର…

କଥାଟା ହୁଏତ ଆପଣଙ୍କୁ ମିଛ ଲାଗୁ ଥାଇପାରେ । ମାତ୍ର ବାସ୍ତବରେ ଏହା ସତ୍ୟ ଅଟେ । ତେବେ ଏହି ଘଟଣାଟି କୌଣସି ଉପାନ୍ତ ଅଂଚଳରେ ଘଟି ନାହିଁ ବରଂ କଲିକତାର ଏକ ବ୍ୟସ୍ତ ବହୁଳ ଇଲାକାରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ସୂଚନା ମୁତାବକ, ବଡ ଭଉଣୀର କଙ୍କାଳ, ଦେହାବଶେଷ ଓ ଦୁଇ କୁକୁରଙ୍କ ସହ ଘର…
Read More...

କିଭଳି ହେଲା କିନ୍ନରଙ୍କ ଉତ୍ପତି ! ଜାଣନ୍ତୁ ଏହାର ରହସ୍ୟମୟ କାହାଣୀ

ସାଧାରଣତଃ ଆପଣ କିନ୍ନରଙ୍କ ସପର୍କରେ ଜାଣିଥିବେ । ତେବେ ମନୁଷ୍ୟଙ୍କ ପରି କିନ୍ନରମାନେ ମଧ୍ୟ ୨ ପ୍ରଜାତିର । ଗୋଟିଏ ହେଲା କିନ୍ନ-ପୁରୁଷ ଏବଂ ଅନ୍ୟଟି ହେଲା କିନ୍ନ-ପୁରୁଷି । ତେବେ ଏମାନଙ୍କର ଉତ୍ପତି କିପରି ଆଉ କେଉଁ କାରଣରୁ ହୋଇଥିଲା ଆଜି ଆମେ ସେ ସଂପର୍କରେ ଜଣାଇବୁ । ଅନେକ ବର୍ଷ ପୂର୍ବେ…
Read More...

ଟୟଲେଟ୍ ପାଲଟିଲା ଦୋକାନ ! ମଧ୍ୟପ୍ରଦେଶରେ ସ୍ୱଚ୍ଛ ଭାରତ ଅଭିଯାନକୁ ଆଖିଠାର

ସ୍ୱଚ୍ଛତାକୁ ନେଇ ମୋଦି ସରକାର ସାରା ଦେଶରେ ସଚେତନତା ସୃଷ୍ଟି କରୁଥିବାବେଳେ ସ୍ୱଚ୍ଛ ଭାରତ ଅଭିଯାନ ଏହାର ଏକ ଅଂଶ । ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ପ୍ରତ୍ୟେକ ପରିବାର ପାଇଁ ସରକାରଙ୍କ ତରଫରୁ ଶୌଚାଳୟ ନିର୍ମାଣ କରାଯାଉଛି । ମାତ୍ର ମଧ୍ୟପ୍ରଦେଶରେ ସ୍ୱଚ୍ଛ ଭାରତ ଅଭିଯାନକୁ ନେଇ ଏକ ମଜାଦାର…
Read More...