Browsing Category

ସ୍ପେଶାଲ୍ ରିପୋର୍ଟ

ଭୂତର ଅଜବ ଇଚ୍ଛା ; ଲୋକେ ଦେଉଛନ୍ତି ମଦ ,ସିଗାରେଟ ଓ ପାଣି ବୋତଲ !

ଦୁନିଆ ଯେତେ ଆଗେଇଲେ ବି ଭୂତ ପ୍ରେତର ଭୟ ଓ ବିଶ୍ୱାସ ମଣିଷ ମନରୁ ଏବେବି ଯାଇନି । କେଉଁଠି ନା କେଉଁଠି ଭୂତର କାଣ୍ଡକୁ ନେଇ ରୋଚକ ଖବର ସବୁ ଶୁଣିବାକୁ ମିଳୁଛି । ଏବେ ଅମର ଉଜାଲାରେ ପ୍ରକାଶିତ ଏମିତି ଏକ ଖବର ଖୁବ୍ ଚର୍ଚ୍ଚାରେ । ଏକ ଭୂତକୁ ଶାନ୍ତ କରିବାକୁ ଲୋକେ ଦେଉଛନ୍ତି ମଦ,ସିଗାରେଟ୍ ଓ…
Read More...

ଜମା କମିଲେ ଜରିମାନା : ଆକାଉଂଟରେ ସର୍ବନିମ୍ନ ଟଙ୍କା ଜମା ନେଇ ଏସବିଆଇ ଗାଇଡ ଲାଇନ

କନକ ବ୍ୟୁରୋ : ଏଣିକି ଏସବିଆଇ ଖାତାରେ ସର୍ବନିମ୍ନ ଜମା ନରଖିଲେ ଦେବାକୁ ପଡିବ ଜରିମାନା । ଭାରତୀୟ ଷ୍ଟେଟ ବ୍ୟାଙ୍କ ସର୍ବନିମ୍ନ ଜମାକୁ ନେଇ କଠୋର ହୋଇଛି । ଯେଉଁ ଗ୍ରାହକମାନେ ସେମାନଙ୍କ ସଂଚୟ ଖାତାରେ ମାସିକ ହାରାହାରି ଜମା ନରଖିବେ ସେମାନଙ୍କଠାରୁ ବ୍ୟାଙ୍କ ଜରିମାନା ଆଦାୟ କରିବ ।…
Read More...

ଆପଣ ଜାଣନ୍ତି କି ପାର୍ଲେ-ଜି ବିସ୍କୁଟ୍ ପ୍ୟାକେଟ୍ ଉପରେ ଥିବା ଫଟୋଟି କାହାର ?

ଆଜି କାଲି ବଜାରରେ ବିଭିନ୍ନ ସ୍ୱାଦର ଏବଂ ବିଭିନ୍ନ ବ୍ରାଣ୍ଡର ବିସ୍କୁଟ୍ ଉପଲବ୍ଧ । ଯାହାକୁ ଲୋକେ ପସନ୍ଦ କରିବା ସହ ନିଜ ଦୈନିକ ଟିଫିନରେ ମଧ୍ୟ ଗ୍ରହଣ କରିଥାନ୍ତି । ତେବେ ଏସମସ୍ତ ବିସ୍କୁଟ ମଧ୍ୟରେ ଆପଣ ପାର୍ଲେ-ଜି ବିସ୍କୁଟ ମଧ୍ୟ ବ୍ୟବହାର କରୁଥିବେ । କିନ୍ତୁ କେବେ ଆପଣ ଚିନ୍ତା…
Read More...

ସମାଲୋଚନା ସାଜିଲା ବରଦାନ ! ପତଳା ହେବାକୁ କଲେ ଅସ୍ତ୍ରୋପଚାର

ଦୌଲତାରାମ ଗୋଗୱାତ୍ ନାମକ ମଧ୍ୟପ୍ରଦେଶର ଜଣେ ପୁଲିସ ଅଧିକାରୀଙ୍କୁ ବରଦାନ ଭଳି ମନେହୋଇଛି ସମାଲୋଚନା । ସେ ଅତ୍ୟଧିକ ପୋଟା ହୋଇଥିବାରୁ ବିଭିନ୍ନ ମହଲରୁ ହୋଇଥିଲା ସମାଲୋଚନା । ପାଖାପାଖି ୧୮୦ କେଜିର ଓଜନ ହୋଇଥିବା ଦୌଲତାରାମଙ୍କ ମୋଟାପଣକୁ ଟ୍ୱିଟ୍ କରି ଭାଇରାଲ କରିଥିଲେ ଜଣାଶୁଣା ଲେଖିକା…
Read More...

ମାଟ୍ରିକ୍ ପରୀକ୍ଷା ଦେଲା ମାଙ୍କେଡିଆ ଝିଅ ମୋନିକା : ଜନଜାତିର ପ୍ରଥମ ବୋର୍ଡ ପରୀକ୍ଷାର୍ଥୀ

କନକ ବ୍ୟୁରୋ : ପ୍ରଥମ ମାଙ୍କଡିଆ ଝିଅ ଦେଉଛି ମାଟ୍ରିକ ପରୀକ୍ଷା । ମାଙ୍କଡିଆ ଜନଜାତିର ଝିଅର ନାଁ ମୋନିକା । ଯାଜପୁର ଜିଲ୍ଲା ମାଙ୍କଡ଼ିଆ ବସ୍ତିରେ ବାସ କରନ୍ତି ମୋନିକା । ଏହି ଆଦିବାସୀ ଝିଅ ତାଙ୍କ ଜନଜାତିର ପ୍ରଥମ ଝିଅ ଭାବେ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ଯାହା ସେ ଅଂଚଳରେ ବେଶ୍…
Read More...

ଅଦ୍ଭୁତ ଆଶ୍ଚର୍ଯ୍ୟ ; କୁକୁର ନାଁରେ ଥାନାରେ ଛେଳିର ଏତଲା !

ଆପଣ ଜାଣିଥିବେ ମଣିଷମାନେ ହିଁ ଥାନା କଚେରୀ ଯାଇଥାନ୍ତି । ଦୋଷୀ ବିରୋଧରେ ଏତଲା ଦେଇଥାନ୍ତି । ହେଲେ ନଇ ଦୁନିଆ ନ୍ୟୁଜରେ ପ୍ରକାଶିତ ଏକ ଖବର ଏବେ ଖୁବ୍ ଚର୍ଚ୍ଚାରେ । ଏକ କୁକୁରର ଆକ୍ରମଣକୁ ନେଇ ଛେଳି ଥାନାରେ ଦେଇଛି ଏତଲା । ସୂଚନା ଅନୁସାରେ , ଘଟଣାଟି ଘଟିଛି , ମଧ୍ୟପ୍ରଦେଶର , ଇଟାରସିରେ…
Read More...

କୋଟିପତି ସେଲୁନବାଲା ! ୩.୨ କୋଟି ଟଙ୍କାର କାର୍ କିଣି ଚର୍ଚ୍ଚାରେ

ବେଙ୍ଗାଲୁରର ରମେଶ ବାବୁ । ଜଣେ କୋଟିପତି ସେଲୁନବାଲା ଭାବେ ଏବେ ଖୁବ୍ ଚର୍ଚ୍ଚାରେ । ସେଲୁନ୍ ବ୍ୟବସାୟକୁ ନେଇ ସେ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ୩.୨ କୋଟି ଟଙ୍କାର ମର୍ସିଡେଜ-ମେବାଚ୍ ଏସ୍ ସିକ୍ସହଣ୍ଡ୍ରେଡ୍ କାର୍ର ମାଲିକାନାକୁ ନେଇ । ଏହି ଗାଡିର ମାର୍କେଟ ପ୍ରାଇସ୍ ୨.୬କୋଟି…
Read More...

କ୍ୟାମେରାରେ କଏଦ ହେଲା ଭୂତ ! ଏକ ଶିଶୁ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ

ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆର୍ଜେଂଟିନାର ଏକ ଶିଶୁ ଡାକ୍ତରଖାନାରେ । ଯେଉଁଠାରେ ଜଣେ କାର୍ଯ୍ୟରତ ନର୍ସଙ୍କ ଅଭିଯୋଗ ରହିିଛି ସେ ଏକ ଶିଶୁର ଆତ୍ମାକୁ ବାରମ୍ବାର ଦେଖୁଥିବାର । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା ସଂପର୍କରେ । ସୂଚନା ଅନୁସାରେ, ଏହି ଡାକ୍ତରଖାନାର ଜଣେ…
Read More...

ନିଷ୍ଠୁର ମମତା ! ଏକ ଅବୋଧ ଶିଶୁ ଉପରେ ତା’ର ମାଆର ଅକଥନୀୟ ନିର୍ଯାତନା

‘ମାଆ’ ମମତାର ରୂପ ହୋଇଥାଏ । ନିଜ ପିଲାପାଇଁ ସେ କିଛି ବି କରିପାରେ । ନିଜ ଗର୍ଭରେ ୯ ମାସ ଯାଏଁ ଧାରଣ କରିଥିବା ମା କେବେ କୌଣସି ଶିଶୁକୁ କଷ୍ଟ ଦେଇ ନପାରେ । ସାଧାରଣତଃ ଆପଣମାନେ ମା’ର ଏଭଳି ରୂପ ଦେଖିଥିବେ । ମାତ୍ର ମା’ର ଯେଉଁ ରୂପ ଆଜି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ତାକୁ ଦେଖିଲେ…
Read More...

ନର୍କର କବାଟ ନା ଭବିଷ୍ୟର ଝରକା ! ସର୍ବିୟାରେ ଥିବା ଏକ ଗୁମ୍ଫାକୁ ନେଇ ଏବେ ଉଠିଛି ପ୍ରଶ୍ନ ?

ସର୍ବିୟାର ୟାନା ନଦୀ ଘାଟ ନିକଟସ୍ଥ ଏକ ଜଙ୍ଗଲ ଜମିରେ ଏକ ଗୁମ୍ଫା ରହିଛି । ପାଖାପାଖି ଗୋଟେ କିଲୋମିଟର ଲମ୍ବ, ୮୫ ମିଟର ଚଉଡା ଏବଂ ୨୮୨ ଫୁଟ୍ ଗଭୀର ବିଶିଷ୍ଟ ଏହି ଗୁମ୍ଫାଟି ବର୍ତ୍ତମାନ ‘ଆଗ୍ନେୟଗିରି ମୁଖ’ ନାମରେ ଜଣାଶୁଣା । ଯଦିଓ ଏହି ଆକଳନ ଖୁବ୍ ଶୀଘ୍ର ବଦଳି ଯିବାର ଯଥେଷ୍ଟ ସମ୍ଭାବନା…
Read More...