Browsing Category

ସ୍ପେଶାଲ୍ ରିପୋର୍ଟ

ଅପଡେଟ୍ ହେଉନି ସଂସ୍କୃତି ବିଭାଗ ୱେବସାଇଟ୍ । ହୋମପେଜରେ ରହୁଛି ପୁରୁଣା ତଥ୍ୟ । କନକ ନ୍ୟୁଜ ୱେବ ଏକ୍ସକ୍ଲ୍ୟୁସିଭ

କନକ ବ୍ୟୁରୋ: ଅପଡେଟ ହେଉନି ରାଜ୍ୟ ସଂସ୍କୃତି ବିଭାଗର ୱେବସାଇଟ । ନୂଆ ତଥ୍ୟ ଦେବା ବଦଳରେ ପ୍ରଦାନ କରୁଛି ପୁରୁଣା ତଥ୍ୟ । ବିଭାଗୀୟ କୌଣସି ସୂଚନା ପାଇଁ ୱେବସାଇଟକୁ ଲଗଇନ କରୁଥିବା ଲୋକଙ୍କୁ ଯାହା ବିଭ୍ରାନ୍ତ କରୁଛି । ସଂସ୍କୃତିର ରାଜ୍ୟ ଓଡିଶା । ଯାହାର କଳା, ସାହିତ୍ୟ, ସଂସ୍କୃତି ବେଶ…
Read More...

ପିଲାଙ୍କୁ ଅନ୍ଧ ଭଳି ଭଲ ପାଇ ଭୁଲ କରନି । ଜାଣନ୍ତୁ କାହିଁକି ଏମିତି କହିଲେ ବିଜୟପଥ ସିଂଘାନିଆ

କନକ ବ୍ୟୁରୋ: ପିଲାଙ୍କୁ ସ୍ନେହ କରିବା ଓ ଭଲପାଇବା ଠିକ କିନ୍ତୁ ସେମାନଙ୍କୁ ଅନ୍ଧଭଳି ଭଲ ପାଇବା ଭୁଲ ହୋଇପାରେ । ସାରାଦେଶର ପିତାମାତାଙ୍କ ପାଇଁ ଏଭଳି ସନ୍ଦେଶ ଦେଇଛନ୍ତି ଅବସରପ୍ରାପ୍ତ ଟାଇକୁନ ବିଜୟପଥ ସିଂଘାନିଆ । ହେଲେ କାହିଁକି ଏମିତି କହିଲେ ସେ, ଜାଣିବା ପାଇଁ ପଢ଼ନ୍ତୁ ଏହି ରିପୋର୍ଟ ।…
Read More...

ସାର୍ବଜାନୀନ ହେଲା ରୋହିତ ବେମୁଲା ଆତ୍ମହତ୍ୟା ରିପୋର୍ଟ । ମନ୍ତ୍ରୀଙ୍କୁ ମିଳିଲା କ୍ଲିନଚିଟ, ଭୁଲ କାହାରି ନାହିଁ

କନକ ବ୍ୟୁରୋ: ଆସିଲା ମେଧାବୀ ଛାତ୍ର ରୋହିତ ବେମୁଲା ଆତ୍ମହତ୍ୟାର ତଦନ୍ତ ରିପୋର୍ଟ । ଜଷ୍ଟିସ ଅଶୋକ କୁମାର ରୂପନୱାଲଙ୍କ ଦ୍ୱାରା କରାଯାଇଥିବା ଏହି ତଦନ୍ତ ରିପୋର୍ଟକୁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସାର୍ବଜାନୀନ କରାଯାଇଛି । ଯେଉଁଥିରେ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ଦିଗକୁ ସାମ୍ନାକୁ…
Read More...

ଗୁଳି କିମ୍ବା ଗାଳି ନୁହେଁ, କେବଳ ଆଲିଙ୍ଗନ କରି କାଶ୍ମୀର ସମସ୍ୟାର ସମାଧାନ ସମ୍ଭବ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସ୍ୱାଧିନତାର ୭୦ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଚତୁର୍ଥ ଥର ପାଇଁ ଅଭିଭାଷଣ ଦେଇଛନ୍ତି । ସେ ଏଥିରେ ୧୨୦କୋଟିରୁ ଉର୍ଦ୍ଧ ଭାରତୀୟମାନଙ୍କୁ ନୂତନ ଭାରତ ଗଠନକୁ ନେଇ ସଂଙ୍କଳ୍ପ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ନିକଟରେ ୟୁପିର ଗୋରଖପୁରରେ…
Read More...

ମୃତ୍ୟୁର ଖେଳ ‘ବ୍ଲୁ ହ୍ୱେଲ୍ ଚ୍ୟାଲେଞ୍ଜ୍’ ଉପରେ ରୋକ୍ ଲଗାଇଲେ ସରକାର ! ସମସ୍ତ ସୋସିଆଲ୍ ମିଡିଆକୁ ଦେଲେ କଡା…

କନକ ବ୍ୟୁରୋ : ଖୁନୀ ଖେଳ ବ୍ଲୁ ହ୍ୱେଲ୍ ଗେମ୍ ଉପରେ ରୋକ୍ ଲଗାଇଲେ ସରକାର । ଗୁଗୁଲ୍ ,ଫେସବୁକ୍ , ହ୍ୱାଟସଆପ୍, ଇନଷ୍ଟାଗ୍ରାମ୍ , ମାଇକ୍ରୋସଫ୍ଟ ଇଣ୍ଡିଆ, ୟାହୁ ଇଣ୍ଡିଆକୁ ଏହି ଗେମ୍ ଏବଂ ଏହି ପ୍ରକାର ଅନ୍ୟ ଗେମର ଲିଙ୍କ୍ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏହା ସହ ଯଦି କେହି…
Read More...

ଏବେ ନିଜ ଭାଷା କହି ଗୁଗୁଲରେ କରନ୍ତୁ ସର୍ଚ୍ଚ ! ଯୋଡ଼ି ହେଲା ୮ଟି ଭାରତୀୟ ଭାଷା

ପ୍ରସିଦ୍ଧ ଟେକ୍ନୋଲୋଜି କମ୍ପାନି ଗୁୁଗଲର ଭଏସ ସର୍ଚ୍ଚ ଫିଚରରେ ସାମିଲ ହେଲା ୮ଟି ଭାରତୀୟ ଭାଷା । ନିଜର ଭଏସ ସର୍ଚ୍ଚ ଫିଚରରେ ବଙ୍ଗାଳୀ, ମାଲାୟଲମ ଓ ତାମିଲ ଭାଷା ସମେତ ୮ଟି ଭାରତୀୟ ଭାଷାକୁ ସାମିଲ କରିଛି ଗୁଗୁଲ । ଏହି ଭାଷାରେ କିଛି ବି ଶବ୍ଦ କହି ଆପଣ ଅନଲାଇନ ବିଷୟବସ୍ତୁ ସର୍ଚ୍ଚ…
Read More...

୭୦ ଟଙ୍କାରେ ବର୍ଷେ ପାଇଁ ଅସୀମିତ ଡାଟା ! ସ୍ୱାଧୀନତା ଦିବସ ଉପଲକ୍ଷେ ରିଲାଏନ୍ସର ଦମଦାର୍ ଅଫର୍

କନକ ବ୍ୟୁରୋ : ସ୍ୱାଧୀନତାର ୭୦ବର୍ଷ ପୂର୍ତ୍ତି ଅବସରରେ ଗ୍ରାହକଙ୍କ ପାଇଁ ଦମଦାର ଅଫର୍ ଆଣିଛି ରିଲାଏନ୍ସ  । ଅନୀଲ୍ ଅମ୍ବାନୀଙ୍କ ପରିଚାଳିତ ଏହି ଆରକମ୍ ମାତ୍ର ୭୦ଟଙ୍କାରେ ଏକ ବର୍ଷ ପାଇଁ ପ୍ରଦାନ କରିଛି ଅସୀମିତ ଡାଟା  । ଏହି ପ୍ଲାନର ନାଁ ହେଉଛି ‘ଡାଟା କି ଆଜାଦି’  । ଏହି ପ୍ଲାନ୍‌…
Read More...

ଘୋଷଣା ହେଲା ବୀରତା ପୁରସ୍କାର ! ଚେତନ ଚିତାଙ୍କୁ କିର୍ତ୍ତୀ ଚକ୍ର ସହ ୧୧୨ ଯବାନଙ୍କୁ ମିଳିଲା ମେଡାଲ୍

କନକ ବ୍ୟୁରୋ : ସମଗ୍ର ଦେଶ ପାଳନ କରୁଛି ୭୧ତମ ସ୍ୱାଧୀନତା ଦିବସ । ଆଉ ଏହି ଅବସରରେ ଘୋଷଣା ହୋଇଛି ସମ୍ମାନଜନକ ବୀରତା ପୁରସ୍କାର । ସୀମାରେ ନିଜର ଅଦମ୍ୟ ସାହସ ପ୍ରଦର୍ଶନ କରିଥିବା ୧୧୨ ଜଣ ସୈନିକଙ୍କ ନାଁ ଏଥିରେ ସାମିଲ୍ ଅଛି । ଏହି ବୀର ଯବାନଙ୍କ ମଧ୍ୟରେ ଅଛନ୍ତି ଚେତନ୍ ଚିତା ଯିଏ ଜମ୍ମୁ…
Read More...

ସ୍ୱାଧୀନତା ଆନ୍ଦୋଳନର ସ୍ୱର୍ଣ୍ଣିମ ଇତିହାସ !

ଦୀର୍ଘ ୨୦୦ ବର୍ଷ ଧରି ବ୍ରିଟିସ୍ ଶାସନ ଚକ ତଳେ ପେଶି ହେଉଥିବା ଦେଶବାସୀ ଆଜି ଦିନରେ ସ୍ୱାଧୀନତାର ସ୍ୱାଦ ଚାଖିଥିଲେ । ୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତ ବର୍ଷର ଇତିହାସ ସବୁଦିନ ପାଇଁ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ । ୧୯୪୭ ଅଗଷ୍ଟ ୧୩-୧୪ ତାରିଖ ମଧ୍ୟ ରାତ୍ରରେ ଭାରତ ବିଦେଶୀ…
Read More...

ରାତି ପାହିଲେ ସ୍ୱାଧୀନତା ଦିବସ ! ଜାଣନ୍ତୁ କାହିଁକି ଲାଲ୍ କିଲ୍ଲା ବିନା ଅଧୁରା ଏହି ଉତ୍ସବ . .

ରାତି ପାହିଲେ ସ୍ୱାଧୀନତା ଦିବସ । ଏକ ବନ୍ଧନ ମୁକ୍ତ ଯାତ୍ରାର ନାଁ ହେଉଛି ସ୍ୱାଧୀନତା । ଏକ ମୁକ୍ତ ଉଡାଣର ନାଁ ହେଉଛି ସ୍ୱାଧୀନତା । ହେଲେ ବିନା ଲାଲ୍ କିଲ୍ଲାରେ ସ୍ୱାଧୀନତାର ଏହି ଦିନକୁ ପାଳନ କରିବା ସମ୍ଭବ ନୁହେଁ । ପ୍ରତିବର୍ଷ ଅଗଷ୍ଟ ୧୫ରେ ଏହି ଲାଲ୍ କିଲ୍ଲାରେ ପ୍ରଧାନମନ୍ତ୍ରୀ…
Read More...