Browsing Category

ରଣଭୂମୀ – 2019

ଧର୍ମଗଡ଼ରେ ଗୋଳମାଳିଆ ସ୍ଥିତି ! ତିନି ଦଳର ଆଶାୟୀ ଅନେକ, ‘ଗଡ଼’ର ଦାୟିତ୍ୱ ପାଇଁ କାହାକୁ ବାଛିବେ ଦଳର ସୁପ୍ରିମୋ ।

କନକ ବ୍ୟୁରୋ: ନିର୍ବାଚନ ଯେତେ ପାଖେଇ ଆସୁଛି କଳାହାଣ୍ଡି ଜିଲ୍ଲାରେ ରାଜନୀତି ସରଗରମ ସେତେ ଜୋର ହେବାରେ ଲାଗିଛି । କାରଣ ଧର୍ମଗଡ ବିଧାନସଭା ଆସନରେ ସବୁ ଦଳର ଏକାଧିକ ଆଶାୟୀ ସାମ୍ନାକୁ ଆସିଲେଣି। ଆଉ ସବୁଠାରୁ ବଡ଼ କଥା ହେଲା ଯେ ସବୁ ଦଳରେ ଏବେ ଗୋଷ୍ଠୀ କନ୍ଦଳ ଓ ବିଦ୍ରୋହର ସ୍ୱର ଉଠିବାରେ…
Read More...

ଛନକା ଭରୁଛି  ଚମ୍ପୁଆ ରାଜନୀତି ! ଧନୀ ପ୍ରାର୍ଥୀଙ୍କ ଛାତି ଧଡ଼ଧଡ଼, ସମୀକରଣରେ କାହା ସ୍ଥିତି କ’ଣ ହେବ ?

କନକ ବ୍ୟୁରୋ: କିଏ ମାରିବ ଚମ୍ପୁଆ ବାଜି ! ରାଜ୍ୟର ଅନ୍ୟତମ ଧନୀ ବିଧାନସଭା କ୍ଷେତ୍ରର ଆଖ୍ୟା ପାଇଥିବା ଚମ୍ପୁଆ ନିର୍ବାଚନମଣ୍ତଳୀକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । କାରଣ ଚମ୍ପୁଆ ଭୋଟର ଏଥର କାହାକୁ ବାଛିବ ବିଧାୟକ ତାକୁ ନେଇ ରୋମାଞ୍ଚ ବଢ଼ିବାରେ ଲାଗିଛି । କାରଣ…
Read More...

ବଢୁଛି କେନ୍ଦୁଝର ସସପେନ୍ସ ! ବିଜେଡିର ଆଶାୟୀ ଅନେକ । ଦ୍ୱନ୍ଦରେ ବିଜେପି, ପ୍ରାର୍ଥୀ ଖୋଜୁଛି କଂଗ୍ରେସ ।

କନକ ବ୍ୟୁରୋ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର ବଳ କଷାକଷି ଚାଲିଛି । ଯାହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଲାଣି । ଏହାରି ମଧ୍ୟରେ କେନ୍ଦୁଝର ଲୋକସଭା ଆସନରେ ରାଜନୀତି ରୋଚକ ମୋଡ଼ ନେଲାଣି । କାରଣ ଲଗାତାର ଦୁଇଥର ଏହି ଆସନ ଅକ୍ତିଆର କରିଥିଲେ…
Read More...

ମୟୂରଭଞ୍ଜ ପାଇଁ ମହାମନ୍ତ୍ରଣା,ପୁରୁଣା ଯିବେ ନୂଆ ଆସିବେ । ମେଣ୍ଟ ଭରସାରେ କଂଗ୍ରେସ, ବିଜେପି ପାଇଁ ଦିଲ୍ଲୀରୁ…

କନକ ବ୍ୟୁରୋ : ମୟୂରଭଞ୍ଜରେ ହେବ ମହାଲଢେଇ । ମୟୂରଭଞ୍ଜ ଲୋକସଭା ଆସନର ସ୍ଥିତି ଧିରେଧିରେ ସ୍ପଷ୍ଟ ହେବାରେ ଲାଗିଛି। ଏଥର ତ୍ରିମୁଖୀ ଲଢ଼େଇରେ ୪ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ତାକତ ଦେଖାଇବେ। ନୂଆ ଚେହେରା ଓ ନୂଆ ରାଜନୈତିକ ସମୀକରଣ ସହିତ ସବୁ ରାଜନୈତିକ ଦଳ ଆଗକୁ ବଢିବା ଆରମ୍ଭ…
Read More...

କୋରାପୁଟ କୁରୁକ୍ଷେତ୍ରରେ କାହାର ହେବ ରାଜତିଳକ ? ପର ଶିବିରର ସୈନିକ ସାଜିବେ କି ଟ୍ରମ୍ପକାର୍ଡ ?

କନକ ବ୍ୟୁରୋ : କୋରାପୁଟବାସୀଙ୍କ ପାଇଁ ଦିଲ୍ଲୀ ଦରବାରରେ କିଏ ଉଠାଇବ ସ୍ୱର । କାହାକୁ ଭରସା କରିବେ କୋରାପୁଟବାସୀ । ନିର୍ବାଚନ ଯେତିକି ପାଖେଇ ଆସୁଛି କୋରାପୁଟ ଲୋକସଭା ଆସନକୁ ନେଇ ଚର୍ଚ୍ଚା ସେତିକି ବଢିବାରେ ଲାଗିଛି । ସ୍ୱାଧୀନତା ପରେ ପରେ କଂଗ୍ରେସର ଗଡ ଭାବେ ପରିଚିତ ହୋଇ ଆସୁଥିବା…
Read More...

କିଏ ହେବ ସୁନ୍ଦର‘ଗଡ’ର ସମ୍ରାଟ? ପ୍ରଥମ ଥର ପାଇଁ ଶଙ୍ଖ ବାଜିବ ନା ଭାଙ୍ଗି ପଡିଥିବା ହାତ ପୁଣି ଉଠିବ ନା ପଞ୍ଚାୟତ…

କନକ ବ୍ୟୁରୋ : କିଏ ହେବ ସୁନ୍ଦରଗଡର ସମ୍ରାଟ? କାହାକୁ ନିଜର ବିଧାୟକ ଭାବେ ବାଛିବେ ସୁନ୍ଦରଗଡବାସୀ । କଂଗ୍ରେସ ଗଡରେ ଏଣ୍ଟ୍ରି ମାରିବ କି ବିଜେଡି । ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା । ଖାସକରି କଂଗ୍ରେସ ଶିବିରରୁ ଲମ୍ଫ ମାରି ସବୁଜ ଗଡରେ ପୂର୍ବତନ ବିଧାୟକ ଯୋଗେଶ…
Read More...

ଫୋକସ୍ ୨୦୧୯ ! କେବଳ କଂଗ୍ରେସ-ବିଜେପି ଫାଇଟ୍ ନୁହେଁ, ୨୨୧ ଲୋକସଭା ଆସନରେ ହେବାକୁ ଯାଉଛି ତ୍ରିମୁଖୀ ଲଢେଇ । 

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ସେତିକି ଉଷ୍ମତା ବୃଦ୍ଧି ପାଉଛି । କେଉଁ ରଣନୀତି ନେଇ ରାଜନୀତି ମଇଦାନକୁ ଓହ୍ଲାଇବେ, ସେନେଇ ଅଙ୍କ କଷୁଛନ୍ତି ସମସ୍ତ ଦଳ । ତେବେ ଚଳିତ ନିର୍ବାଚନରେ ଦେଶରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା…
Read More...

କୋରେଇକୁ ନେଇ କନଫ୍ୟୁଜନ? ୩ ଦଳରେ ନେତା ମାଳମାଳ, କାହା ଉପରେ ଭରସା କରିବ ଦଳ?

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ତାତି ବଢିଲାଣି, ଆଉ ଏହାସହ ଆଶାୟୀଙ୍କ ମନରେ ଛନକା ମଧ୍ୟ ପଶିଲାଣି । ଦଳୀୟ ସୁପ୍ରିମୋ କାହାକୁ ଟିକେଟ ଦେବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଲାଇମଲାଇଟକୁ ଆସିଛି ଉପକୂଳ ଓଡିଶାର ଆଉ ଏକ ହାଇଭୋଲଟେଜ ବିଧାନସଭା ନିର୍ବାଚନମଣ୍ଡଳୀ କୋରେଇ ।…
Read More...

ସସପେନ୍ସ ବଢ଼ାଉଛି ପିପିଲି ପଲିଟିକ୍ସ ! ବଦଳିଯିବ କି ବିଜେଡି ପ୍ରାର୍ଥୀ ? ବିଜେପି-କଂଗ୍ରେସ ଆଶାୟୀଙ୍କୁ ନେଇ ଦ୍ୱନ୍ଦରେ…

କନକ ବ୍ୟୁରୋ: ଆଗାମୀ ନିର୍ବାଚନ ନେଇ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି । ଆଉ ଏହାରି ମଧ୍ୟରେ ସସପେନ୍ସ ବଢ଼ାଉଛି ପୁରୀ ଲୋକସଭା କ୍ଷେତ୍ର । କାରଣ ଲଗାତାର ୬ଥର ବିଧାୟକ ପ୍ରଦୀପ ମହାରଥୀଙ୍କ ପାଇଁ ଚଳିତ ନିର୍ବାଚନ କିଛି ନୂଆ ମୋଡ଼ ନେଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।…
Read More...

କିଏ ପିନ୍ଧିବ ରାଜନଗରର ରାଜମୁକୁଟ ? ବିଜେଡି ଓ ବିଜେପିରୁ ଅଧ ଡଜେନ ଆଶାୟୀ, କଂଗ୍ରେସରୁ ଜଣେ । କାହାକୁ ବାଛିବେ ଭୋଟର?

କନକ ବ୍ୟୁରୋ : ଓଡିଶା ରାଜନୀତିର ଏକ ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ରାଜନଗର । ଯେତେବେଳେ ସାରା ରାଜ୍ୟରେ ବିଜୁ ପଟ୍ଟନାୟକଙ୍କ ଠାରୁ ମୁହଁ ଫେରାଇ ନେଇଥିଲା ସେତେବେଳେ ବିଜୁ ବାବୁଙ୍କୁ ଆପଣାଇ ନେବା ସହ ରାଜନୈତିକ ଜୀବନ୍ୟାସ ଦେଇଥିଲା ରାଜନଗର । ସେବେଠାରୁ ଓଡିଶା ରାଜନୀତିରେ ରାଜନଗର…
Read More...