Browsing Category

ରାଜନୀତି

ଦେଶରେ କୌଣସି ସ୍ଥାନରେ କଂଗ୍ରେସ ସହ ମେଣ୍ଟ କରିବନି ବସପା ! ନିର୍ବାଚନ ପୂର୍ବରୁ ସ୍ପଷ୍ଟ କଲେ ମାୟାବତୀ

କନକ ବ୍ୟୁରୋ : କଂଗ୍ରେସ ସହ ମେଂଟ କରିବ ନାହିଁ ବସପା । ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମାୟାବତୀ ଏନେଇ ଆଜି ସ୍ପଷ୍ଟ କରିଛନ୍ତି । ଉତ୍ତରପ୍ରଦେଶରେ କଂଗ୍ରେସ ସହ ମେଂଟ ହେବନାହିଁ । କେବଳ ୟୁପିରେ ନୁହେଁ ସାରା ଦେଶରେ କୌଣସି ବି ସ୍ଥାନରେ କଂଗ୍ରେସ ସହ ମେଂଟ କରିବ ନାହିଁ ବସପା । ସେ…
Read More...

ପାଟକୁରାରେ କାହାର ପତିଆରା କେତେ? ଦେଢ ଦଶନ୍ଧି ଧରି ବିଜୟ ବାନା ଉଡାଇ ଆସୁଛି ବିଜେଡି, ଖାତା ଖୋଲିବାକୁ ବିଜେପିର…

କନକ ବ୍ୟୁରୋ : ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି, ଏବେ କେବଳ ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା । କେଉଁ ଦଳ କାହାକୁ ପ୍ରାର୍ଥୀ କରୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । ଏସବୁ ଭିତରେ ରାଜ୍ୟ ରାଜନୀତିର ଏକ ଚର୍ଚ୍ଚିତ ଆସନ ଭାବେ ପରିଚିତ ପାଟକୁରାର ପଲିଟିକ୍ସକୁ ନେଇ ଜୋରଦାର ଚର୍ଚ୍ଚା…
Read More...

ଗୁଜରାଟରେ ପ୍ରିୟଙ୍କା ଗାନ୍ଧୀଙ୍କ ରଣହୁଙ୍କାର ! ଚଳିତ ନିର୍ବାଚନରେ ଆମର ବିଜୟ ସୁନିଶ୍ଚିତ କହିଲେ କଂଗ୍ରେସ ମହାସଚିବ

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ନିର୍ବାଚନ ତାରିଖ ଘୋଷଣା ପରଠାରୁ ରାଜନୈତିକ ଦଳ ଗୁଡ଼ିକ ନିଜ ନିଜର ରଣନୀତି ଉପରେ କାମ କରିବା ଆରମ୍ଭ କରିଛନ୍ତି । ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସ ଏଥର ଗଡ଼ ହାସଲ କରିବ ବୋଲି ସୁନିଶ୍ଚିତ କରିଛି । ମୋଦିଙ୍କୁ ଗାଦିଚ୍ୟୁତ…
Read More...

ନିର୍ବାଚନକୁ ଦୃଷ୍ଟିରେ କଂଗ୍ରେସର ଗୋଟିଚାଳନା ! ୧୮୦ଟି ରାଲିରେ ଯୋଗଦେଇ ଲୋକଙ୍କ ନିକଟତର ହେବେ କଂଗ୍ରେସ ଅଧ୍ୟକ୍ଷ

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ସେତିକି ଉଷ୍ମତା ବୃଦ୍ଧି ପାଉଛି । ବିଶେଷ କରି ନିର୍ବାଚନରେ କ'ଣ ରହିବ ରଣନୀତି, ସେନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ୨୦୧୯ ନିର୍ବାଚନରେ ବିଜେପିକୁ ମାତ ଦେବାପାଇଁ ରାଜନୈତିକ ଗୋଟିଚାଳନା କରୁଛି…
Read More...

ପଦ୍ମପୁରରେ ସମ୍ମାନର ଲଢ଼େଇ । ବିଜେଡି ପାଇଁ ବଡ଼ ଆହ୍ୱାନ, କାହାକୁ ବାଛିବ କଂଗ୍ରେସ ? ‘ପଦ୍ମ’କୁ ସଜୀବ ରଖିବାକୁ ପୁଣି…

କନକ ବ୍ୟୁରୋ: ବାଜିରେ ଲାଗିଛି ପଦ୍ମପୁର । ବିଜେପି ପାଇଁ ସମ୍ମାନର ଲଢ଼େଇ ହୋଇଥିବାରୁ ଶାସକ ବିଜେଡି ପାଇଁ ଏହା ଆହ୍ୱାନ ଭରା ହୋଇଛି । କାରଣ ୨୦୧୪ ନିର୍ବାଚନ ପରେ ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପୁର ଏବଂ ପଦ୍ମପୁରରେ ବିଜେଡି ଅସଫଳ ରହିଥିଲା। କିନ୍ତୁ ଉପନିର୍ବାଚନ ପରେ…
Read More...

ପୁଣି ଥରେ ଦେଶରେ ବିଜୟ ବାନା ଉଡ଼ାଇବ କି ଗେରୁଆ ଦଳ ? ୨୯ ସହଯୋଗୀ ଦଳ ସହ ହାତ ମିଳାଇବା ସହ ଜିତିଥିବା ସିଟକୁ ଛାଡ଼ିବାକୁ…

କନକ ବ୍ୟୁରୋ : ପୁଣି ଥରେ ସମଗ୍ର ଦେଶରେ ଗେରୁଆ ବାନା ଉଡ଼ାଇବାକୁ ସଜବାଜ ହେଉଛି ବିଜେପି । ବିଜେପି ପୂର୍ବ ନିର୍ବାଚନ ପରି ସଫଳତା ଦୋହରାଇବ କି ? ଚଳିତ ନିର୍ବାଚନରେ ଗେରୁଆ ଦଳ ପାଇଁ ବିରୋଧୀଙ୍କ ମହାମେଂଟ କଡ଼ା ଟକ୍କର ଦେବ । ତେବେ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିସାରିଛି ବିଜେପି । କେବଳ…
Read More...

ମୈଦାନକୁ ଓହ୍ଲାଇ ପାରନ୍ତି ଜାନକୀଙ୍କ ପୁଅ ! ଟିକେଟ ମିଳିଲେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ କହିଲେ ପୃଥ୍ୱୀବଲ୍ଲଭ…

କନକ ବ୍ୟୁରୋ : ଚଳିତ ଥର ବିଧାନସଭା ନିର୍ବାଚନ ଲଢିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ଷିୟାନ କଂଗ୍ରେସ ନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ । ଜାନକୀଙ୍କ ନିର୍ବାଚନମଣ୍ଡଳୀ ବେଗୁନିଆରୁ କଂଗ୍ରେସ ଆଶାୟୀ ଅଛନ୍ତି ପୃଥ୍ୱୀବଲ୍ଲଭ । ସେ କହିଛନ୍ତି, ଦଳ ଟିକେଟ…
Read More...

ପୁରୁଖା ନେତାଙ୍କ ଉପରେ କଂଗ୍ରେସର ଆସ୍ଥା । କୋରାପୁଟ, ବ୍ରହ୍ମପୁର ଏବଂ ବାଲେଶ୍ୱରରୁ ନୂଆ ମୁହଁ

କନକ ବ୍ୟୁରୋ: ଲୋକସଭା ଓ ବିଧାନସଭାରେ ରାଜ୍ୟର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ ଦିଲ୍ଲୀରେ କସରତ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ଯାଏଁ ବସିଥିବା ବୈଠକରେ ୭ ଲୋକସଭା ଓ ୫୦ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇଛି । ଦଳୀୟ ସୂତ୍ରରୁ…
Read More...

ଚଳିତ ନିର୍ବାଚନ ଏକାକୀ ଲଢ଼ିବ ବିଜେଡ଼ି ! ନବୀନ କହିଲେ,ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଦିଆଯିବ ଗୁରୁତ୍ୱ

କନକ ବ୍ୟୁରୋ : ସାରା ଦେଶରେ ଏବେ ନିର୍ବାଚନୀ ମାହୋଲ । ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଟିକେଟ ପାଇଁ ବିଭିନ୍ନ ଦଳ ମଧ୍ୟରେ କସରତ ଆରମ୍ଭ ହୋଇଯାଇଛି । ପ୍ରାର୍ଥୀ ତାଲିକା ଘୋଷଣା ପାଇଁ ସମସ୍ତ ରାଜନୈତିକ ଦଳଗୁଡ଼ିକ ଲାଗିପଡ଼ିଛନ୍ତି । ନିର୍ବାଚନରେ ହାରଜିତକୁ ନେଇ ଚାଲିଛି ଅଙ୍କକଷା ।…
Read More...

ପାଟଣାରେ କାହାର ପଲା ଭାରି ! ତିନି ଦଳରେ ମାଳମାଳ ଆଶାୟୀ, କାହାକୁ ମୈଦାନକୁ ଓହ୍ଲାଇବେ ଦଳୀୟ ସୁପ୍ରିମୋ?

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତି ସରଗରମ । ଏପ୍ରିଲ ୨୩ ତାରିଖରେ ହେବାକୁଥିବା ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅଧିନରେ ଥିବା ୪୨ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ । ସେଥି ମଧ୍ୟରେ ରହିଛି କେନ୍ଦୁଝର ଲୋକସଭା…
Read More...