Browsing Category

ରାଜନୀତି

ଏକଜିଟ ପୋଲକୁ ନେଇ ପ୍ରତିକ୍ରିୟା ରଖିଲେ ପିସିସି ସଭାପତି। ନିଂରଜନ କହିଲେ, ‘ବିଶ୍ୱାସଯୋଗ୍ୟ ନୁହେଁ ଏକଜିଟ ପୋଲ’,…

କନକ ବ୍ୟୁରୋ: ଏକଜିଟ ପୋଲ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଏହାକୁ ବିଶ୍ୱାସଯୋଗ୍ୟ କହିହେବନାହିଁ । ବିଧାନସଭାରେ ଆମେ ୨୦ରୁ ୩୦ ଆସନ ପାଇବୁ ବୋଲି ଆକଳନ କରିଥିଲୁ । ରାଜ୍ୟରେ ବିଜେପି କ୍ଷମତାକୁ ଆସିପାରିବନି ବୋଲି ଦୃଢୋକ୍ତି କରିଛନ୍ତି ନିରଞ୍ଜନ । କଂଗ୍ରେସ ଛିଡିବା ପାଇଁ…
Read More...

ବିରୋଧୀଙ୍କୁ ଏକଜୁଟ କରିବାକୁ ରଣନୀତି : ମୋର୍ଚ୍ଚାର ମୁଖ୍ୟ ନାୟକ ଚନ୍ଦ୍ରବାବୁ ନାଇଡ଼ୁ, ଆଜି ମମତାଙ୍କୁ ସାକ୍ଷାତ କରିବେ…

କନକ ବ୍ୟୁରୋ : ୨୦୧୯ରେ ସରକାର ଗଢ଼ିବା ପାଇଁ ବିରୋଧୀଙ୍କ ଜୋରଦାର ପ୍ରୟାସ । ଲୋକସଭା ନିର୍ବାଚନ ଶେଷ ହେବା ପରେ ବିରୋଧୀ ଦଳ ଗୁଡ଼ିକ ଏକାଠି ହୋଇ ମୋଦିଙ୍କୁ ପରାଜିତ କରିବା ପାଇଁ ଚକ୍ରବ୍ୟୁହ ରଚୁଛନ୍ତି । ଏହି କ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ବିରୋଧୀ ନେତାଙ୍କ ସହ…
Read More...

ରାଜ୍ୟରେ ବଦଳିବ କଂଗ୍ରେସର ଇତିହାସ! ସିଟ୍ ହରାଇବା ସହ ବିରୋଧୀ ଦଳ ପଦ ହରାଇପାରେ ଦେଶର ସବୁଠୁ ପୁରୁଣା ଦଳ,ବୁଥ୍ ବାହୁଡା…

କନକ ବ୍ୟୁରୋ : ବଦଳିପାରେ ରାଜ୍ୟ ରାଜନୀତିର ଇତିହାସ । ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲରେ ଏଭଳି ସଂକେତ ମିଳିଛି । ୨୦୧୯ ନିର୍ବାଚନ ଫଳାଫଳ ରାଜ୍ୟରେ ଅନେକ ନୂଆ ରେକର୍ଡ ସୃଷ୍ଟି କରିପାରେ ଓ ଅନେକ ରେକର୍ଡ ଭାଙ୍ଗିପାରେ ମଧ୍ୟ । ଏକଜିଟ୍ ପୋଲ ଅନୁଯାୟୀ, ରାଜ୍ୟ ରାଜନୀତିରେ ବଦଳିପାରେ…
Read More...

ଦେଶର ମୁଡ଼୍ ଜାଣିବା ପରେ ଚିନ୍ତିତ ବିରୋଧୀ ! ବୁଥ୍ ବାହୁଡ଼ା ମତ ଯୋଗୁଁ ଟେନସନରେ ବସପା ସୁପ୍ରିମୋ ମାୟାବତୀ, ମହାଯୁଦ୍ଧର…

କନକ ବ୍ୟୁରୋ : ଲୋକସଭା ନିର୍ବାଚନର ସମସ୍ତ ପର୍ଯ୍ୟାୟ ମତଦାନ ଶେଷ ହେବାପରେ ଗତକାଲି ଏକଜିଟ୍ ପୋଲ୍ ସାମ୍ନାକୁ ଆସିଛି । ଅଳ୍ପ ବହୁତେ ଦେଶର ମୁଡ଼ ସ୍ପଷ୍ଟ ହୋଇଛି । ପୁଣି ଥରେ ଦିଲ୍ଲୀରେ ରାଜମୁକୁଟ ପିନ୍ଧିବ ବିଜେପି । ଅବକି ବାର ଫିର ସେ ମୋଦି ସରକାର । ବିଜେପିର ଏହି ସ୍ଲୋଗାନ ବୋଧହୁଏ ସତ…
Read More...

ମହାପରୀକ୍ଷାରେ ମନ୍ତ୍ରୀଙ୍କ ରେଜଲ୍ଟ । କିଏ ପାସ୍ , କିଏ ଫେଲ? ମନ୍ତ୍ରୀଙ୍କୁ ନେଇ କଣ କହୁଛି ବୁଥ୍ ବାହୁଡା ମତ

କନକ ବ୍ୟୁରୋ : ରାଜ୍ୟରେ ନବୀନ,କେନ୍ଦ୍ରରେ ମୋଦି । ୨୦୧୯ ନିର୍ବାଚନ ଫଳାଫଳ ବାହାରିବା ସହ ଏଭଳି ଚିତ୍ର ଦେଖିବାକୁ ମିଳିପାରେ ବୋଲି ଏକଜିଟ୍ ପୋଲରେ ସାମ୍ନାକୁ ଆସିଛି । ରାଜ୍ୟରେ ବିଜେଡି ପୁଣିଥରେ ଏକାକୀ ୮୫ରୁ ୯୫ ଆସନ ଜିତିବା ସହ ସରକାର ଗଢିପାରେ ବୋଲି ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲରୁ…
Read More...

ଭୋଟ ପେଡି ଖୋଲିବା ପୂର୍ବରୁ ଏକଜିଟ୍ ପୋଲରେ ଆସିଲା ସମ୍ଭାବ୍ୟ ଫଳାଫଳ । କଣ ହେବ ୩ ସଭାପତିଙ୍କ ସ୍ଥିତି, ଜାଣନ୍ତୁ କେଉଁ…

କନକ ବ୍ୟୁରୋ : ଶେଷ ପର୍ଯ୍ୟାୟ ନିର୍ବାଚନ ଭୋଟଗ୍ରହଣ ଶେଷ ହେବା ସହ ଆସିଛି ଏକଜିଟ୍ ପୋଲ । ନେତାଙ୍କ ଭାଗ୍ୟର ପେଡି ଖୋଲିବା ପୂର୍ବରୁ ଏକଜିଟ୍ ପୋଲରେ ଆସିଛି ସମ୍ଭାବ୍ୟ ଫଳାଫଳ । ଯାହା ବଢାଇଦେଇଛି ନେତାଙ୍କ ହୃତସ୍ପନ୍ଦନ । ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ ଅନୁଯାୟୀ ଚଳିତଥର ରାଜ୍ୟରେ ବିଜେଡି…
Read More...

ଆସିଲା ବୁଥ୍ ବାହୁଡା ମତ, ଦୁଇଟି ଆସନରୁ ଜିତିପାରନ୍ତି ନବୀନ! ହିଞ୍ଜିଳି ନା ବିଜେପୁର, କେଉଁ ଆସନରୁ ପ୍ରତିନିଧିତ୍ୱ…

କନକ ବ୍ୟୁରୋ : ନିର୍ବାଚନ ଯୁଦ୍ଧ ସରିଛି, ଏକଜିଟ୍ ପୋଲ ଆସିଛି । କିଏ ଗଢିବ ସରକାର, ତାହାକୁ ନେଇ ଆସିଛି ସମ୍ଭାବ୍ୟ ଫଳାଫଳ । ଜାତୀୟ ଠାରୁ ଆରମ୍ଭ କରି ଆଞ୍ଚଳିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି ସମ୍ଭାବ୍ୟ ଫଳାଫଳର ଝଲକ । କେନ୍ଦ୍ରରେ ମୋଦି ଓ ରାଜ୍ୟରେ ନବୀନ ପୁଣିଥରେ କ୍ଷମତାକୁ ଫେରିପାରନ୍ତି…
Read More...

ସରିଲା ୧୯ ଯୁଦ୍ଧ, ଆସିଲା ଏକଜିଟ୍ ପୋଲ୍ । ଜାଣନ୍ତୁ, ରାଜ୍ୟର କେଉଁ ଲୋକସଭା ଓ ବିଧାନସଭା କ୍ଷେତ୍ରରେ ହୋଇପାରେ କଡ଼ା…

କନକ ବ୍ୟୁରୋ: ୨୩ ପରୀକ୍ଷା ଫଳ ପୂର୍ବରୁ ଆସିଲା ସମ୍ବାଦ-କନକ ନ୍ୟୁଜର ଏକଜିଟ୍ ପୋଲ୍ ରିପୋର୍ଟ । ଆଉ ରାଜ୍ୟର ୨୧ଟି ଲୋକସଭା ଓ ୧୪୬ଟି ବିଧାନସଭା କ୍ଷେତ୍ରକୁ ନେଇ ମତାଦାତାଙ୍କ ମୁଡ୍ ପରଖିଲା ସମ୍ବାଦ-କନକ ନ୍ୟୁଜ୍ । ୨୩ ରେ ମତଗଣନା ହେବା ପୂର୍ବରୁ ଆଜି ଆସିଥିବା ଏକଜିଟ୍ ପୋଲ୍ ରିପୋର୍ଟରେ କେଉଁ…
Read More...

ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ ରିପୋର୍ଟ । ବିରୋଧୀ ଦଳ ଆସନରେ ବସିପାରେ ବିଜେପି, ୩ ନମ୍ବର ସ୍ଥାନକୁ ଖସିପାରେ…

କନକ ବ୍ୟୁରୋ : ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ ଅନୁଯାୟୀ ବିଜେଡି ପୁଣିଥର ସରକାର ଗଢିପାରେ । ୮୫ରୁ ୯୫ ଆସନ ସହ ଏକାକୀ ସରକାର ଗଢିପାରେ ବିଜେଡି । ତେବେ ଏକଜିଟ୍ ପୋଲ ଅନୁଯାୟୀ, ଚଳିତଥର କଂଗ୍ରେସକୁ ପଛରେ ପକାଇ ବିରୋଧୀ ଦଳ ଆସନରେ ବସିପାରେ ବିଜେପି । ମୋଟ ୨୪ରୁ ୩୫ଟି ଆସନରେ ବିଜେପି…
Read More...

ପୁଣି ମୋଦି ବନିବେ ପ୍ରଧାନମନ୍ତ୍ରୀ ? ପ୍ରାୟ ସମସ୍ତ ଏକଜିଟ୍ ପୋଲରେ ବିଜେପିକୁ ମିଳିଲା ବହୁମତ ।

କନକ ବ୍ୟୁରୋ : ସମସ୍ତଙ୍କ ଉତ୍କଣ୍ଠା ଉପରୁ ପରଦା ହଟାଇ, କୋଟି କୋଟି ଭାରତୀୟଙ୍କୁ ପ୍ରଭାବିତ କରି, ଏବଂ ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ରର, ସବୁଠାରୁ ବଡ ଯୁଦ୍ଧରେ ବିଜୟୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ଦେଶର ଅନେକ ଟିଭି ଚ୍ୟାନେଲ ଓ ସର୍ଭେକ୍ଷଣ ସଂସ୍ଥା ଯେଉଁ ଏକଜିଟ୍ ପୋଲ୍ କରିଛନ୍ତି,…
Read More...