Browsing Category

ରାଜନୀତି

ଘୋଡ଼ା ବେପାର ପ୍ରୟାସ କରୁଛି କି ବିଜେପି ? ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କହିଲେ, ଟଙ୍କା ଓ ପଦବୀ ଲୋଭୀ ନୁହଁନ୍ତ କଂଗ୍ରେସ…

କନକ ବ୍ୟୁରୋ : ଘୋଡ଼ା ବେପାର ପାଇଁ ଅଯଥା ପ୍ରୟାସ କରୁଛି ବିଜେପି । ହେଲେ ବିଜେପିର ଷଡ଼ଯନ୍ତ୍ର ସଫଳ ହେବନି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ବିଜେପି ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି । କମଲନାଥ ସରକାରକୁ ଭାଙ୍ଗିବା ପାଇଁ ବିଜେପି ଘୋଡ଼ା ବେପାର ପ୍ରୟାସ କରୁଛି ବୋଲି…
Read More...

ଆଉ ଦିନକ ପରେ ୧୯ ଯୁଦ୍ଧର ହେବ ମହାନିର୍ଣ୍ଣୟ । ଏକଜିଟ୍ ପୋଲର ରିପୋର୍ଟ ପରେ ଦ୍ୱନ୍ଦ୍ୱରେ ନେତା, କେତେ ସତ ହେବ ବୁଥ୍…

କନକ ବ୍ୟୁରୋ : ୧୯ ଯୁଦ୍ଧର ଲଢେଇ ଶେଷ ହୋଇସାରିଛି ଆଉ ଏକଜିଟ୍ ପୋଲର ରିପୋର୍ଟ ମଧ୍ୟ ଆସିସାରିଛି । ଆଉ ମାତ୍ର ୨୪ ଘଣ୍ଟାର ଅପେକ୍ଷା । ଯେଉଁ ମୁହୂର୍ତ୍ତକୁ ଅପେକ୍ଷା କରି ରହିଛନ୍ତି ସାରା ଭାରତବାସୀ । ୨୦୧୯ ନିର୍ବାଚନ ପାଇଁ ଫଳାଫଳ ଆସିବ ଆଉ ସ୍ପଷ୍ଟ ହୋଇଯିବ, ଦେଶରେ କିଏ ଗଢିବ ସରକାର । ଆଉ…
Read More...

ରେଜଲ୍ଟ ପୂର୍ବରୁ ରାଜନୀତି ! ‘ଫୋନି’ ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର, ଫଳାଫଳ ପୂର୍ବରୁ…

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଥିବା ଆର୍ଟିକିଲ, ଯାହା ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ହୋଇଛି । ଯାହା ଫଳାଫଳ ପୂର୍ବରୁ ପଲିଟିକ୍ସର ପାରଦ ବଢ଼ାଇଛି । ଏହାର ଶୀର୍ଷକ ରହିଛି- ଫୋନିର ମୁକାବିଲା ଦିଗରେ ଓଡ଼ିଶା, ଏକ ପ୍ରଶଂନୀୟ କାର୍ଯ୍ୟ କରିଛି ଏବଂ କେନ୍ଦ୍ର ଓ…
Read More...

ଫଳାଫଳ ଆସିନି ହେଲେ ବିରୋଧୀଙ୍କୁ ଘାରିଲାଣି ଇଭିଏମ୍ ଭୟ । ନିର୍ବାଚନ କମିଶନଙ୍କୁ ଭେଟିଲେ ବିରୋଧୀ ମେଣ୍ଟର ୨୨ ଦଳର…

କନକ ବ୍ୟୁରୋ: ନିର୍ବାଚନ ଫଳାଫଳ ଆସିନି ହେଲେ ବିରୋଧୀଙ୍କୁ ଘାରିଲାଣି ଇଭିଏମ୍ ଭୟ । ଦିଲ୍ଲୀରେ ମେଳି ବାନ୍ଧିଲେଣି ନେତା । କଂଗ୍ରେସ, ଏସପି, ବିଏସପି ଏବଂ ଟିଡିପି ସମେତ ୨୨ଟି ରାଜନୈତିକ ଦଳ ଆଜି ଏକାଠି ହୋଇ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି । ପ୍ରସଙ୍ଗ ହେଉଛି ଇଭିଏମ୍ । ଗଣତି ସମୟରେ…
Read More...

ଭୋଟ୍ ଗଣତି ପୂର୍ବରୁ ସମର୍ଥନ ନେଇ ଜବାବ୍ ରଖିଲା ବିଜେଡି । କହିଲା, ଓଡ଼ିଶାର ସ୍ୱାର୍ଥକୁ ଯିଏ ଦେଖିବ, ତାକୁ ବିଜେଡି…

କନକ ବ୍ୟୁରୋ: ଏକଜିଟ୍ ପୋଲର ଆକଳନ ଅନୁସାରେ କେନ୍ଦ୍ରରେ ସରକାର କରିବ ଏନଡିଏ । ଯଦି ଏନଡିଏକୁ ପୂର୍ଣ୍ଣ ବହୁମତ ନମିଳେ , ତେବେ ଦରକାର ପଡିବ ବିଜେଡି ଭଳି ଆଂଚଳିକ ଦଳର ସମର୍ଥନ । ତେବେ ଏପରି ସ୍ଥିତିରେ ବିଜେଡିର ଆଭିମୁଖ୍ୟ କଣ ରହିବ ତା ଉପରେ କେନ୍ଦ୍ରୀୟ ନେତାଙ୍କ ନଜର ରହିଛି । ଆଉ ବିଜେଡିର…
Read More...

୨୦୧୯ରେ ରାଜ୍ୟ ରାଜନୀତି ଦେଖିବ ନୂଆ ଟ୍ରେଣ୍ଡ! ଲୋକସଭା ଏବଂ ବିଧାନସଭା ପାଇଁ ଅଲଗା ଅଲଗା ପଡ଼ିଲା ଭୋଟ

କନକ ବ୍ୟୁରୋ: ସମ୍ବାଦ ଓ କନକ ନ୍ୟୁଜର ଏଗଜିଟ୍ ପୋଲ ଆକଳନ ନେଇ ସାରା ଓଡିଶାରେ ଆଲୋଚନା ସରଗରମ ଚାଲିଛି । ରାଜ୍ୟରେ ବିଜେଡି ଏବଂ କେନ୍ଦ୍ରରେ ବିଜେପି ପାଇଁ ଅଲଗା ଅଲଗା ଭୋଟ୍ ପଡିଛି ବୋଲି, ଏକଜିଟ୍ ପୋଲ ଦର୍ଶାଉଛି । ତେବେ ରାଜନୈତିକ ସମୀକ୍ଷକଙ୍କ କହିବା କଥା ହେଉଛି, ଓଡିଶାରେ ଏହି ଟ୍ରେଣ୍ଡ…
Read More...

ଗଡୁଛି ସମୟ, ବଢୁଛି ନେତାଙ୍କ ହାର୍ଟବିଟ୍ । ଆଉ ମାତ୍ର ୪୮ ଘଣ୍ଟାର ସମୟ, ୧୯ ଯୁଦ୍ଧର ହେବ ମହାନିର୍ଣ୍ଣୟ ।

କନକ ବ୍ୟୁରୋ : ୧୯ ଯୁଦ୍ଧର ଲଢେଇ ଶେଷ ହୋଇସାରିଛି ଆଉ ଏକଜିଟ୍ ପୋଲ୍ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିସାରିଛି । ୨୦୧୯ ନିର୍ବାଚନ ଫଳାଫଳ ଆସିବାକୁ ଆଉ ମାତ୍ର ୪୮ ଘଣ୍ଟାର ସମୟ ଥିବା ବେଳେ ରାଜନୀତି ମଧ୍ୟ ସରଗରମ ରହିଛି । ସମୟର କଣ୍ଟା ଯେତିକି ଆଗକୁ ବଢୁଛି, ନେତାଙ୍କ ହୃତସ୍ପନ୍ଦନ ମଧ୍ୟ ସେତିକି…
Read More...

ଫଳାଫଳ ପୂର୍ବରୁ ଗଣତନ୍ତ୍ରର ସୁରକ୍ଷା ନେଇ ପୂର୍ବତନ ରାଷ୍ଟ୍ରପତିଙ୍କ ବଡ ବୟାନ । କହିଲେ, ଜନତାଙ୍କ ଭରସା ନଭାଙ୍ଗନ୍ତୁ…

କନକ ବ୍ୟୁରୋ : ଶେଷ ହୋଇସାରିଛି ୧୯ ଯୁଦ୍ଧର ଲଢେଇ, ସାମ୍ନାକୁ ଆସିସାରିଛି ଏକଜିଟ୍ ପୋଲ୍ ରିପୋର୍ଟ । ନିର୍ବାଚନ ଫଳାଫଳ ବାହାରିବାକୁ ଆଉ ମାତ୍ର ୪୮ ଘଣ୍ଟାର ସମୟ ବାକି ରହିଛି । ସମୟର କଣ୍ଟା ଯେତିକି ଆଗଉଛି, ନେତାଙ୍କ ହୃଦସ୍ପନ୍ଦନ୍ ସେତିକି ବଢିବାରେ ଲାଗିଛି । ଆଉ ଫଳାଫଳ ଆସିବା ଆଗରୁ…
Read More...

ବିଜେପି ଦଫ୍ତରରେ ନେତାଙ୍କ ମେଳି । ଫଳାଫଳ ପୂର୍ବରୁ କ୍ଷମତା ପାଇଁ ବଡ କସରତ, ଏକାଠି ହେଉଛନ୍ତି ବିଜେପିର ତୁଙ୍ଗ ନେତା ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଫଳାଫଳକୁ ଆଉ ମାତ୍ର ୪୮ ଘଣ୍ଟାର ସମୟ ବାକି ରହିଛି । ଆଉ ଫଳାଫଳ ଆସିବା ପୂର୍ବରୁ କସରତ ଆରମ୍ଭ କରିଦେଇଛନ୍ତି ରାଜନୈତିକ ଦଳ । ଏନଡିର ସହଯୋଗୀ ଦଳ ନେତାଙ୍କ ବୈଠକ ଆଉ କିଛି ସମୟ ପରେ ବସିବ । ଏଥିପାଇଁ ବିଜେପି ଦଫ୍ତରରେ ନେତାଙ୍କ ଭିଡ ଦେଖିବାକୁ ମିଳିଲାଣି ।…
Read More...

ରାଜ୍ୟରୁ କେନ୍ଦ୍ର ସବୁଠି ଝଡ଼ ପୂର୍ବରୁ ନିରବତା ! ଦିନକ ପରେ ଇଭିଏମରୁ ୧୯ ପରୀକ୍ଷା ଫଳ ଆସିବ । ଆପଣଙ୍କ ମତରେ କିଏ ଉଠିବ…

କନକ ବ୍ୟୁରୋ: ଦିନକ ପରେ ଆସିବ ୧୯ ଯୁଦ୍ଧର ପରୀକ୍ଷା ଫଳ । ନିର୍ବାଚନ ଶେଷ ପରେ ବିଭିନ୍ନ ସର୍ଭେକ୍ଷଣ ସଂସ୍ଥା ପକ୍ଷରୁ କରାଯାଉଥିବା ଏକଜିଟ୍ ପୋଲକୁ ନେଇ ରାଜ୍ୟଠୁ କେନ୍ଦ୍ର ସବୁଠି ଯେଉଁ ଚର୍ଚ୍ଚା ହେଉଛି ଚର୍ଚ୍ଚା ତାହାର ସ୍ପଷ୍ଟ ଚିତ୍ର ଦେଖିବ ଭାରତ । କିଏ ପୁଣି କେନ୍ଦ୍ର ଆଉ କେଉଁ ରାଜ୍ୟରେ…
Read More...