Browsing Category

ରାଜନୀତି

ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ବାତ୍ୟା ‘ଫୋନି’ ପାଇଁ ପାଟକୁରା ନିର୍ବାଚନ ତାରିଖ…

କନକ ବ୍ୟୁରୋ: ପାଟକୁରା ନିର୍ବାଚନ ତାରିଖ ଘୁଞ୍ଚାଇବା ନେଇ ଭାରତୀୟ ନିର୍ବାଚନ କମିଶନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଅରୋରାଙ୍କୁ ଭେଟି ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ । ନିର୍ବାଚନ କମିଶନଙ୍କୁ ଭେଟିବା ପରେ ନବୀନ କହିଛନ୍ତି କି,…
Read More...

ବିମାନବନ୍ଦରରେ ଭେଟ ହୋଇଗଲେ ନବୀନ-ଧର୍ମେନ୍ଦ୍ର । କିଛି ମୁହୂର୍ତ୍ତର ଦେଖା ଚାହାଁ, ଦେଲେ ସୌହାର୍ଦ୍ଦ୍ୟପୂର୍ଣ୍ଣ…

କନକ ବ୍ୟୁରୋ: ୧୯ ମହାଯୁଦ୍ଧ ଶେଷ ଲଢ଼େଇର ଦିନକ ପରେ ଦେଖିବାକୁ ମିଳିଛି ବିରଳ ଦୃଶ୍ୟ । ଦିଲ୍ଲୀ ବିମାନବନ୍ଦରରେ ରାଜ୍ୟର ଦୁଇ ହେଭିୱେଟ୍ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ଦେଢ଼ ମାସ ଧରି…
Read More...

ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ । ୧୦ ଲକ୍ଷ ଟଙ୍କା ନଦେଲେ ହତ୍ୟା କରିବାକୁ ହ୍ୱାଟ୍ସଆପରେ ଆସିଲା ମେସେଜ୍, ପୁରୀଘାଟ…

କନକ ବ୍ୟୁରୋ : କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ । ହ୍ୱାଟ୍ସଆପ ମେସେଜରେ ଅନୁଭବ ମହାନ୍ତି କେହି ଅଜଣା ବ୍ୟକ୍ତି ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ବାଲିଘାଟ ଥାନାରେ ଏତଲା ଦେଇଛନ୍ତି ଅନୁଭବ ମହାନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ, ମେସେଜରେ କେହି…
Read More...

ପାଟକୁରା ନିର୍ବାଚନୀ ପାଇଁ ପ୍ରସ୍ତୁତି । ନାମାଙ୍କନ ପତ୍ର ଦାଖଲ କଲେ ସାବିତ୍ରୀ ଅଗ୍ରୱାଲ, ମୈଦାନରେ ବିରୋଧୀ ପ୍ରସ୍ତୁତ…

କନକ ବ୍ୟୁରୋ: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେଡି ବିଧାୟିକା ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ । ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସାବିତ୍ରୀ । ତେବେ ବେଦପ୍ରକାଶଙ୍କ ଦେହାନ୍ତ ପରେ ଆସନ୍ତା ୧୯ ତାରିଖକୁ ପାଟକୁରା…
Read More...

ଚୂଡାନ୍ତ ମତଦାନ ପରେ ଫଳାଫଳକୁ ନେଇ ରାଜନୈତିକ ଦଳଙ୍କ ଆକଳନ। ଜାଣନ୍ତୁ ରାଜ୍ୟର ତିିନି ପ୍ରମୁଖ ଦଳକୁ କେତେ ମିଳିବ ଭୋଟ୍?

କନକ ବ୍ୟୁରୋ: ସରିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏଥି ସହ ଶେଷ ହୋଇଛି ରାଜ୍ୟର ୨୧ ଲୋକସଭା ଓ ୧୪୬ ବିଧାନସଭା ଆସନ ଲାଗି ମତଦାନ। ଚୂଡ଼ାନ୍ତ ମତଦାନ ପରେ ରାଜନୈତିକ ଦଳମାନେ ଫଳାଫଳ ଆକଳନ କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଲା, ରାଜ୍ୟର ତିନି ପ୍ରମୁଖ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବେ ବୋଲି…
Read More...

ବିଶୃଙ୍ଖଳା ମଧ୍ୟରେ ଶେଷ ହେଲା ନିର୍ବାଚନ: ରାଜ୍ୟରେ ୬୮% ମତଦାନ, ଇଭିଏମରେ କଏଦ ହେଲା ୩୮୮ ପ୍ରାର୍ଥୀଙ୍କ ଭାଗ୍ୟ

କନକ ବ୍ୟୁରୋ: ଇଭିଏମରେ ବ୍ୟାପକ ତ୍ରୁଟି, ଏକାଧିକ ସ୍ଥାନରେ ବୁଥ୍ ରିଗିଂ ଅଭିଯୋଗ, ଗଣ୍ଡଗୋଳ ଓ ହିଂସାକାଣ୍ଡ ସହିତ ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶଷ ହୋଇଛି। ପ୍ରଚଣ୍ଡ ତାତି ସତ୍ତ୍ବେ ସନ୍ଧ୍ୟା ୭ଟା ସୁଦ୍ଧା ୬୭.୫% ମତଦାତା ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇ ତାଙ୍କର ନିଷ୍ପତ୍ତି…
Read More...

ମୋଦି, ଶାହା, ରାହୁଲଙ୍କ ବିରୋଧରେ ଆସିଥିବା ସମସ୍ତ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ମାମଲାର ଶୁଣାଣି ଆଜି! ଆଜି…

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ଏକ ପରୀକ୍ଷାର ଦିନ । କାରଣ ନିର୍ବାଚନ କମିଶନରେ ଆଜି ଏହି ଦୁଇ ନେତାଙ୍କ ଆଚରଣବିଧି ଉଲଂଘନ ନେଇ କରାଯିବ ଶୁଣାଣି । ସୂଚନା ଅନୁସାରେ ଗତ ଅପ୍ରେଲ ୧ ତାରିଖରେ ୱାର୍ଧାରେ ମୋଦୀ ଦେଇଥିବା ଭାଷଣ ବିରୋଧରେ…
Read More...

ଓଡିଶା ବିଧାନସଭାର ପ୍ରଥମ ମହିଳା ମନ୍ତ୍ରୀ । ରାଜ୍ୟର ସ୍ୱାସ୍ଥ୍ୟ ରାଜମାତାଙ୍କ ହାତରେ ।

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ଓଡ଼ିଶାର ନିର୍ବାଚନ ରାଜନୀତିରେ ମହିଳାଙ୍କର ଭୂମିକା ସଦାବେଳେ ଗୁରୁତ୍ଵପୂର୍ଣ୍ଣ ରହିଆସିଛି । ସ୍ୱାଧୀନତା ପୂର୍ବରୁ ୬୦ ଜଣିଆ ଓଡ଼ିଶା ବିଧାନସଭାରେ ମହିଳାଙ୍କ ପାଇଁ ଦୁଇଟି ଆସନ ସଂରକ୍ଷିତ ଥିଲା । ବ୍ରହ୍ମପୁର ମହିଳା ଆସନରୁ ଜିଣି ଏ. ଲକ୍ଷ୍ମୀବାଈ ରାଜ୍ୟର…
Read More...

ଟିକେଟ୍ ପାଇବା ପରେ ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଲେ ସାବିତ୍ରୀ । କହିଲେ, ସ୍ୱାମୀଙ୍କ ଅଧୁରା ସ୍ୱପ୍ନ କରିବି ପୂରଣ । 

କନକ ବ୍ୟୁରୋ : ମେ ୧୯ ତାରିଖରେ ମହାଲଢେଇ । କୁହାଯାଉଛି ଗତ ବିଜେପୁର ନିର୍ବାଚନ ସମୟରେ, ରାଜ୍ୟରେ ଯେଉଁ ରାଜନୈତିକ ଚିତ୍ର ସାମ୍ନାକୁ ଆସିଥିଲା, ପୁଣି ଥରେ ତା’ର ପୁନରାବୃର୍ତ୍ତି ହେବାକୁ ଯାଉଛି । କାରଣ ଆଜି ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ତେଣୁ ନିର୍ବାଚନ ସମୟରେ…
Read More...

ପାଟକୁରାରେ ବିଜେଡିର ବିଜେପୁର ଫର୍ମୁଲା ! ମଇଦାନକୁ ଓହ୍ଲାଇଲେ ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ, ସିଧାସଳଖ…

କନକ ବ୍ୟୁରୋ : ଆଜି ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆସନ୍ତା ମେ ମାସ ୧୯ ତାରିଖରେ ପାଟକୁରା ନିର୍ବାଚନ ମଣ୍ଡଳୀରେ ପଡିବ ଭୋଟ୍ । ମଇଦାନରେ ଅଛନ୍ତି ତିନି ହେଭିୱେଟ୍ ପ୍ରାର୍ଥୀ । ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ମଇଦାନରେ ଲଢୁଥିବା ବେଳେ ଜୟନ୍ତ…
Read More...