Browsing Category

ନ୍ୟୁଜ୍

କନକ ନ୍ୟୁଜ୍ ହାତରେ ଲାଗିଲା ଖଗେଶ୍ୱରଙ୍କ ଫଟୋ : ବ୍ଲାକମେଲ୍ ରାଣୀ ଅର୍ଚ୍ଚନା ନାଗଙ୍କ ସହଯୋଗୀ

କନକ ବ୍ୟୁରୋ : କନକ ନ୍ୟୁଜ୍ ହାତରେ ଲାଗିଛି ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରର ଫଟୋ । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ସହ ଖଗେଶ୍ୱର ଥିବାର ଫଟୋ ମିଳିଛି । ଜଣେ ଯୁବତୀ କରିଥିବା ଅଭିଯୋଗରେ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱରଙ୍କ ନାଁ ଉଲ୍ଲେଖ ଥିଲା । ଯୁବତୀଙ୍କ ଅଭିଯୋଗ ଆଧାରରେ…
Read More...

ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି, ମୁଖ୍ୟ ବିଚାରପତି ଜଷ୍ଟିସ ଉଦୟ ଉମେଶ…

କନକ ବ୍ୟୁରୋ : ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତ ତାଙ୍କର ଉତ୍ତରାଧିକାରୀ ଭାବେ ଜଷ୍ଟିସ ଡି,ୱାଇ ଚନ୍ଦ୍ରଚୁଡଙ୍କ ନାମ ସୁପାରିଶ କରିଛନ୍ତି । ଏହା ଯଦି ଗ୍ରହଣ କରାଯାଏ ତେବେ ନଭେମ୍ବର ୯ ତାରିଖରେ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ ସୁପ୍ରିମକୋର୍ଟର ୫୦ ତମ ମୁଖ୍ୟବିଚାରପତି…
Read More...

କାହା ଛତ୍ରଛାୟା ତଳେ ଚାଲୁଥିଲା ଅର୍ଚ୍ଚନା ନାଗର ସାମ୍ରାଜ୍ୟ ? ରାଜ୍ୟ ସରକାରଙ୍କୁ ଘେରିବା ସହ ସିବିଆଇ ତଦନ୍ତ ଦାବି କଲା…

କନକ ବ୍ୟୁରୋ : ଅର୍ଚ୍ଚନା ନାଗ ପ୍ରସଙ୍ଗରେ ବିଜେପି ସିବିଆଇ ତଦନ୍ତ ଦାବି କରିଛି । ଏହି ଘଟଣାରେ ବିଜେଡ଼ିର କେଉଁ କେଉଁ ପ୍ରଭାବଶାଳୀ ନେତା ସମ୍ପୃକ୍ତ ଅଛନ୍ତି ତାର ନିରପେକ୍ଷ ତଦନ୍ତ ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା । ତରବରିଆ ଭାବେ ଅର୍ଚ୍ଚନା ନାଗକୁ ପୋଲିସ ଗିରଫ କରିଛି । ପୋଲିସ…
Read More...

ଧାମନଗର ଉପନିର୍ବାଚନ : ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଦିବଂଗତ ବିଷ୍ଣୁସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ । ନିରାଡମ୍ବରରେ ଉପଜିଲ୍ଲାପାଳ ଅଫିସରେ ସୂରଜ ନାମାଙ୍କନ ଭରିଛନ୍ତି । ଏହି ସମୟରେ ତାଙ୍କ ସାଥିରେ ଭଉଣୀଙ୍କ କିଛି ସମର୍ଥକ ଉପସ୍ଥିତ ଥିଲେ । ନାମାଙ୍କନ…
Read More...

କ୍ୟାପିଟାଲ ହସ୍ପିଟାଲ ବାରଣ୍ଡାରେ ଆଉ ଶୋଇବେନି ରୋଗୀ : ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ ଦିଆଗଲା ୧୦୦ ବେଡ୍

କନକ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲ ବାରଣ୍ଡାରେ ଆଉ ଶୋଇବେନି ରୋଗୀ । ଏଣିକି, ବାରଣ୍ଡାରେ ଚିକିତ୍ସା ହେଲେ ବି ରୋଗୀ ବେଡ଼ ଉପରେ ଶୋଇବେ । ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ କ୍ୟାପିଟାଲ ହସ୍ପିଟାଲ ବାରଣ୍ଡାରେ ୧୦୦ଟି ରୋଗୀ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଏହି ବେଡ ଗୁଡିକୁ ହସ୍ପିଟାଲର…
Read More...

ଅର୍ଚ୍ଚନା ନାଗଙ୍କ ସହ ବିଜେଡି ନେତା : ସାମ୍ନାକୁ ଆସିଲା ଏକାଠି ବସି ଖାଇବାର ଫଟୋ

କନକ ବ୍ୟୁରୋ : ଏହାରି ଭିତରେ ଆଉ ଏକ ଫଟୋ ଏବେ ସାମ୍ନାକୁ ଆସିଛି । ଏଥିରେ ବ୍ଲାକମେଲ୍ କୁଇନ୍ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ରହିଛନ୍ତି । ଏମାନଙ୍କ ସହ ଅଛନ୍ତି କଳାହାଣ୍ଡିର ଦୁଇ ଜଣ ନେତା । ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ ଓ ପୂର୍ବତନ ଯୁବ ବିଜେଡି ସଭାପତି ପ୍ରମୋଦ…
Read More...

ସ୍ୱିସ୍ ବ୍ୟାଙ୍କ ସେୟାର କଲା ଚତୁର୍ଥ ତାଲିକା । ସାମ୍ନାକୁ ଆସିବ କାହା ନାଁ?

କନକ ବ୍ୟୁରୋ: ପୁଣିଥରେ ସ୍ୱିସ୍ ବ୍ୟାଙ୍କ ଜାରି କରିଛି ଭାରତୀୟ ଖାତାଧାରକଙ୍କ ତାଲିକା । ଭାରତର ସ୍ୱଚାଳିତ ସୂଚନା ବିନିୟମ (annual automatic information exchange ) ନିୟମ ଅନୁସାରେ ସ୍ୱିସ୍ ବ୍ୟାଙ୍କ ଭାରତ ସରକାରଙ୍କୁ ଏହି ତାଲିକା ଜାରି କରିଛି । ଏଥିରେ ଭାରତୀୟ ନାଗରିକ ଓ କିଛି…
Read More...

କେନାଲରେ ଭାସିଯାଇ ନିଖୋଜ ଥିବା ଯୁବକ ଉଦ୍ଧାର : ଗତକାଲି ରାତିରେ ଗୋଡ ଖସିଯିବାରୁ କେନାଲରେ ଭାସି ଯାଇଥିଲେ

କନକ ବ୍ୟୁରୋ : ଉଦ୍ଧାର ହେଲା କେନାଲରେ ଭାସିଯାଇଥିବା ଯୁବକଙ୍କ ମୃତଦେହ । କଟକ ଅନ୍ଦରପୁରରେ ଘଟିଛି ଏହି ଅଭାବନୀୟ ଘଟଣା । ଅନ୍ଦରପୁର କେନାଲ ପାଖରେ ଯାଉଥିବା ବେଳେ ଯୁବକଙ୍କ ଗୋଡ ଖସିଯିବାରୁ ସେ କେନାଲରେ ପଡିଯାଇଥିଲେ । ଘଟଣା ସ୍ଥଳରେ ଓଡ୍ରାଫ ଟିମ୍ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ…
Read More...

କୁଆଡେ ଗଲେ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ? ଯୁବତୀଙ୍କ ଏତଲାରେ ରହିଛି ସହଯୋଗୀଙ୍କ ନାଁ

କନକ ବ୍ୟୁରୋ : ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । କନକ ନ୍ୟୁଜ୍ ହାତରେ ଲାଗିଛି ଜଣେ ଯୁବତୀ ଥାନାରେ କରିଥିବା ଏଫ୍ଆଇଆରର ଏକ ଅଂଶ । ଏଥିରେ ଯୁବତୀ ଜଣଙ୍କ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱରଙ୍କ ନାଁ ଉଲ୍ଲେଖ କରିଛନ୍ତି । ଯୁବତୀଙ୍କ…
Read More...

୮୦ ବର୍ଷରେ ପାଦ ଦେଲେ ବିଗ୍ ବି : ବିଳମ୍ବିତ ରାତିରେ ଶୁଭେଚ୍ଛା ଜଣାଇବା ପାଇଁ ଘର ବାହାରେ ପ୍ରଶଂସକଙ୍କ ଜମିଲା ଭିଡ

କନକ ବ୍ୟୁରୋ : ୮୦ ବର୍ଷରେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ । ଆଜି ଏହି ବୟସରେ ଏବେ ବି ସେ କୋଟି କୋଟି ଦର୍ଶକଙ୍କ ଆଇକନ ପାଲଟିଛନ୍ତି । ୧୯୩ରୁ ଅଧିକ ଫିଲ୍ମରେ କାମ କରିଥିବା ଏହି ମହାନାୟକ ଅନେକ ଟିଭି ଶୋ ଓ ମ୍ୟୁଜିକ ଆଲବମରେ ମଧ୍ୟ ନିଜର ଛାପ ଛାଡିଛନ୍ତି । ଅମିତାଭଙ୍କ ଟିଭି ଶୋ ‘କୌନ…
Read More...