Browsing Category

ନ୍ୟୁଜ୍

ଦିଲ୍ଲୀରେ ବଢିଲା ବାୟୁ ପ୍ରଦୂଷଣ : କଟକଣା ସତ୍ତ୍ୱେ ବାଣଫୁଟାଇବା ଯୋଗୁଁ ୧୦ ଗୁଣା ବଢିଲା ପ୍ରଦୂଷଣ

କନକ ବ୍ୟୁରୋ : ଦିଲ୍ଲୀରେ ବଢିଲା ବାୟୁ ପ୍ରଦୂଷଣ । କଟକଣା ସତ୍ତ୍ୱେ ବାଣ ଫୁଟାଇବା ଯୋଗୁଁ ୧୦ ଗୁଣା ବଢିଲା ପ୍ରଦୂଷଣର ମାତ୍ରା । ସକାଳୁ ସକାଳୁ ଦିଲ୍ଲୀ ଏନସିଆର ଅଂଚଳ ଧୂଆଁ ଧୂଆଁ ସ୍ଥିତି ଦେଖିବାକୁ ମିଳିଛି । ସକାଳର ଏୟାର କ୍ୱାଲିଟି ଇଣ୍ଡେକ୍ସ ଅନୁସାରେ ୩୪୨ରେ ପ୍ରଦୂଷଣ ସ୍ତର ପହଞ୍ଚିଛି ।…
Read More...

ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ : ଅପରାହ୍ଣରେ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଦେଖାଯିବ; ଜ୍ୟୋତିଷ ଶାସ୍ତ୍ର…

କନକ ବ୍ୟୁରୋ : ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । ଅପରାହ୍ନରେ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ । ଓଡିଶାରେ ଆଜି ଅପରାହ୍ନ ୪ଟା ୫୫ ମିନିଟରେ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । ଭୁବନେଶ୍ୱରରେ ଅପରାହ୍ଣ ୪ଟା ୫୭ ମିନିଟରେ ଦୃଶ୍ୟମାନ ହେବ । ରାଜଧାନୀରେ କେବଳ ୨୦ ମିନିଟ ପାଇଁ…
Read More...

ମାଓବାଦୀଙ୍କ ଲଙ୍କାକାଣ୍ଡ : ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଘରୁ ଡାକିନେଇ ହତ୍ୟା ସନ୍ଦେହ

କନକ ବ୍ୟୁରୋ : କନ୍ଧମାଳ ବାଲିଗୁଡ଼ା ଥାନା ଅଞ୍ଚଳରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଘରୁ ଡାକିନେଇ ହତ୍ୟା କରିଥିବା ସନ୍ଦେହ । ଘଟଣାସ୍ଥଳରେ ମାଓ ପୋଷ୍ଟର ଲଗିଥିବା ଦେଖିବାକୁ ମିଳିଛି । ମୃତକ ଜଣକ ହେଲେ ଟିକରବାଜୁ ଗାଁର ନୀଳକଣ୍ଠ ମଲ୍ଲିକ । ଗତ ସପ୍ତାହରେ…
Read More...

ଧାମନଗର ଉପନିର୍ବାଚନ ପାଇଁ ଚଳଚଞ୍ଚଳ ଭଦ୍ରକ ଜିଲ୍ଲା : ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ପ୍ରାର୍ଥୀଙ୍କ ପୟାସ, କାଲିଠୁ…

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ଚଳଚଞ୍ଚଳ ଭଦ୍ରକ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳ ଦଳ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ ପ୍ରଚାର ଚଳାଇଛନ୍ତି । ଆସନ୍ତକାଲିଠୁ ପ୍ରଚାର ଜୋରଦାର କରିବାକୁ ଯୋଜନା କରିଛି ବିଜେପି । ବିଜେପିର ୩ଜଣ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ଅଶ୍ୱୀନୀ…
Read More...

ବାଣ ଫୁଟି କଟକ ନୟାସଡ଼କରେ ଅଗ୍ନିକାଣ୍ଡ : ହୁ ହୁ ହୋଇ ଜଳିଗଲା ଦୋକାନ

କନକ ବ୍ୟୁରୋ : ବାଣ ଫୁଟାଇବା ବେଳେ ଅଘଟଣ । କଟକ ନୟାସଡକରେ ଅଗ୍ନିକାଣ୍ଡ । ଏକ ଦୋକାନରେ ଲାଗିଗଲା ନିଆଁ । ହୁତୁ ହୁତୁ ହୋଇ ଦୋକାନ ଛାତ ଉପରେ ନିଆଁ ଲାଗିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ରହିଛି । ନିଆଁ ଝୁଲ ଖସି ପଡିବା ପରେ ଛାତ ଉପରେ ଥିବା…
Read More...

ବାଣ ଫୁଟାଇବା ବେଳେ ଅଘଟଣ : ଜଣେ ମୃତ, ୩ ଗୁରୁତର

କନକ ବ୍ୟୁରୋ : ଦୀପାବଳିରେ ଅଘଟଣ । ବାଣ ବିସ୍ଫୋରଣରେ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି । ଢେଙ୍କାନାଳ କାମାକ୍ଷାନଗର ବଡସୁଆଁଳ ଗାଁରେ ବାଣ ଫୁଟାଇବା ବେଳେ ବିସ୍ଫୋରଣ ହୋଇଥିଲା । ମୋଟ୍ ୪ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆହତଙ୍କୁ ପ୍ରଥମେ…
Read More...

ଧୁମଧାମରେ ଶେଷ ହେଲା ଆଲୋକର ପର୍ବ ଦୀପାବଳି : ଦୁଇ ବର୍ଷ ପରେ ବିନା କଟକଣାରେ ବାଣ ଫୁଟାଇ ଉତ୍ସବ ମନାଇଲେ ଦେଶବାସୀ

କନକ ବ୍ୟୁରୋ : ଶେଷ ହୋଇଛି ଆଲୋକର ପର୍ବ ଦୀପାବଳି । ଦିର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ମନଭରି ବାଣ ଫୁଟାଇ ଉତ୍ସବ ପାଳନ କରିଛି ସାରା ଦେଶ । ଗାଁଠୁ ସହର ସବୁଠି ଆଲୋକରେ ସଜେଇ ହୋଇଛି ଘରଠୁ ବଡ ବଡ ଅଟାଳୀଳା । ଆଉ ପିତୃପୁରୁଷଙ୍କୁ ପିଣ୍ଡ ଦେଇଛନ୍ତି ଲୋକେ । ସବୁଠି ଲୋକେ ଧୁମଧାମରେ ଉତ୍ସବ…
Read More...

ଆଜି ସୂର୍ଯ୍ୟପରାଗ : ସୂର୍ଯ୍ୟ ଉଦୟ ପୂର୍ବରୁ ପାକ ନିଷେଧ, ଦେବନୀତି ବନ୍ଦ

କନକ ବ୍ୟୁରୋ : ଆଜି ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । ମଙ୍ଗଳବାର ଅପରାହ୍ନରେ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ । ଓଡିଶାରେ କେବଳ ୨୦ ମିନିଟ ପାଇଁ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । ଏହାକୁ ଖାଲି ଆଖିରେ ନଦେଖିବାକୁ ବୈଜ୍ଞାନିକ ମତ ଦେଇଛନ୍ତି । ତେବେ ଏହି ସୂର୍ଯ୍ୟ ପରାଗ…
Read More...

ଦୀପାବଳିରେ ପୁରୀରେ ଅଘଟଣ : ଗୁଳି ମାଡରେ ଜଣେ ଯୁବକଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ : ଦୀପାବଳିରେ ପୁରୀ ଘଟିଛି ଅଘଟଣ । ପୁରୀ ଚନ୍ଦନପୁର ଥାନା ଥେଂଟପୁର ଭାର୍ଗବୀ ହାଇସ୍କୁଲ ନିକଟରେ ଗୁଳିକାଣ୍ଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ପୁରୀ ସଦର ହସ୍ପିଟାଲରେ ଚିକିତ୍ସା କରାଯାଇଛି । ମୃତକ ଜଣକ ହେଉଛନ୍ତି…
Read More...

ବାଂଲାଦେଶରେ ଲ୍ୟାଣ୍ଡଫଲ କଲା ବାତ୍ୟା ‘ସିତ୍ରାଙ୍ଗ୍’ : ପ୍ରବଳ ବର୍ଷା, ପବନ ଯୋଗୁଁ ୫ ଜଣଙ୍କର ମୃତ୍ୟୁ,…

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସିତ୍ରାଙ୍ଗ୍ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ବାଂଲାଦେଶରେ ସ୍ଥଳଭାଗ ଛୁଇଁଛି । ବାତ୍ୟା ଯୋଗୁଁ ପ୍ରବଳ ପବନ ବର୍ଷାରେ ବାଂଲାଦେଶରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କିଛି ଲୋକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନିରାପଦ…
Read More...