Browsing Category

ନ୍ୟୁଜ୍

ନବୀନଙ୍କୁ ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ : କହିଲେ, ରାଜ୍ୟରେ ସ୍ଥିତି ବେହାଲ

ବାଲେଶ୍ୱର : ବାଲେଶ୍ୱର ବିକାଶ ଉତ୍ସବରେ ଲୋକଙ୍କ ଉଦେଶ୍ୟରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସବୁ ଥର ଭଳି ଏଥିରେ ଓଡିଆ ଭାଷାରେ ଅଭିଭାଷଣ ଆରମ୍ଭ କରିଛନ୍ତି ମୋଦି । ଓଡିଆ ଭାଷାରେ ଲୋକଙ୍କୁ ସମ୍ବୋଧିତ କରିବା ସହ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇ ପ୍ରଧାନମନ୍ତ୍ରୀ ଉଦବୋଧନ…
Read More...

ମେଡିକାଲ ଭିତରେ ଦମକଳ

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକ ବଡ ମେଡିକାଲରେ ପ୍ରତିଷ୍ଠା ହେବ ଅଗ୍ନିଶମ କେନ୍ଦ୍ର । ହୃଦରୋଗ ବିଭାଗରେ ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗକୁ ଏଭଳି କଡା ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ଆଜି କଟକ ବଡ ମେଡିକାଲର ହୃଗରୋଗ ବିଭାଗରେ ନିଆଁ ଲାଗିବା ଘଟଣାରେ ୪ ବରିଷ୍ଠ ଅଧିକାରୀ ହାଇକୋର୍ଟରେ…
Read More...

ଚାଲିଛି ମୁଖ୍ୟମନ୍ତ୍ରୀଙ୍କ ୪ଟି ବିଭାଗର ରିପୋର୍ଟ କାର୍ଡ ତର୍ଜମା

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଚାଲିଛି ମୁଖ୍ୟମନ୍ତ୍ରୀଙ୍କ ୪ଟି ବିଭାଗର ରିପୋର୍ଟ କାର୍ଡ ତର୍ଜମା । ଆଜି ଏହି ପ୍ରକ୍ରିୟାରେ ୪ଟି ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଶିଳ୍ପ ବିଭାଗର ସମୀକ୍ଷା…
Read More...

ଆଜିଠାରୁ ଆରମ୍ଭ ମାଟ୍ରିକ ସପ୍ଲିମେଂଟାରୀ ପରୀକ୍ଷା

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଂଟାରୀ ପରୀକ୍ଷା । ଚଳିତ ବର୍ଷ ରାଜ୍ୟରେ ପ୍ରାୟ ୧୧ହଜାର ୬୨୦ ପରୀକ୍ଷାର୍ଥୀ ୪୫ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିଲା । ତେବେ ପ୍ରଥମ ଦିନରେ ଛାତ୍ରଛାତ୍ରୀ…
Read More...

ପଥରରେ ଛେଚି ଦୁଇ ଭାଇଙ୍କୁ ନିର୍ମମ ହତ୍ୟା

ଖୋର୍ଦ୍ଧା : ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କାଇପଦର ଟାଙ୍ଗେଣୀ ପାହାଡ଼ ନିକଟରେ ପଥରରେ ଛେଚି ଦୁଇ ଭାଇଙ୍କୁ ହତ୍ୟା । ମୃତ ଦୁଇ ଭାଇ ହେଲେ କାଇପଦର ପାଲାସାହିର ବୋଖାରୀ ସାମନ୍ତସିଂହାର ଓ ଶ୍ୱେତ ସାମନ୍ତସିଂହାର । ଦୀର୍ଘ ଦିନ ଧରି ଖୋର୍ଦ୍ଧା ଅଂଚଳରେ ଖଣି ନିଲାମ ବନ୍ଦ ଥିବା ବେଳେ, କାଇପଦର ଓ…
Read More...

ବାଲେଶ୍ୱରର ବିକାଶ ଉତ୍ସବରେ ନରେନ୍ଦ୍ର ମୋଦି

ବାଲେଶ୍ୱର : ବାଲେଶ୍ୱରର ବିକାଶ ଉତ୍ସବରେ ନରେନ୍ଦ୍ର ମୋଦି । ଓଡିଆରେ ଆରମ୍ଭ କଲେ ନିଜର ଅଭିଭାଷଣ । ପ୍ରବଳ ଜନସମାଗମକୁ ଦେଖି ଖୁବ୍ ପ୍ରଶଂସା କଲେ ମୋଦି । ୨ ବର୍ଷର ସରକାରଙ୍କ ଉପଲବ୍ଧିକୁ ନେଇ ଦେଲେ ହିସାବ । କହିଲେ ଦେଶକୁ ଗରୀବ ମୁକ୍ତ କରିବା ପାଇଁ ସମସ୍ତଙ୍କ ସହେଯାଗ ଜରୁରୀ । ଓଡିଶାରେ…
Read More...

ଓଡିଶାରେ ପ୍ରାକ୍ ମୌସୁମୀ ବର୍ଷା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ରାଜ୍ୟରେ ବୁଧବାର ଠାରୁ ଆରମ୍ଭ ହୋଇଯାଇଛି ପ୍ରି-ମନସୁନ୍ ଆକ୍ଟିଭିଟି ବା ପ୍ରାକ୍ ମୌସୁମୀ ବର୍ଷା । ଫଳରେ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷାପବନ ହୋଇଛି । ମୌସୁମୀ ଆଗମନର ଏହା ପ୍ରାକ୍ ସୂଚନା ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ…
Read More...

୯ ଜଣିଆ ହାତୀ ଶିକାରୀ ଦଳକୁ ଗିରଫ କରିଛି ବୌଦ୍ଧ ପୋଲିସ

ବୌଦ୍ଧ:୯ ଜଣିଆ ହାତୀ ଶିକାରୀ ଦଳକୁ ଗିରଫ କରିଛି ବୌଦ୍ଧ ପୁଲିସ । ସେମାନଙ୍କ ପାଖରୁ ୨ଟି ହାତୀ ଦାନ୍ତ ଏବଂ ୩ଟି ଦେଶୀ ବନ୍ଧୁକ ସମେତ ଏକ ଟାଙ୍ଗିଆ ଜବତ ହୋଇଛି । । ପୁରୁଣାକଟକ ଥାନା ଅନ୍ତର୍ଗତ କଣ୍ଡରା, କାଚପାଜୁ ଅଂଚଳରେ ଏସଓଜି ଯବାନମାନଙ୍କ ଦ୍ୱାରା କମ୍ବିଂ ଅପରେସନ ଚାଲିଥିବାବେଳେ ଜଙ୍ଗଲରୁ…
Read More...

ପୂର୍ବତଟ ରେଳବାଇ ମୁଖ୍ୟଙ୍କ ସୂଚନା : ଭୁବନେଶ୍ୱର ପରେ ପୁରୀ ଓ କଟକ ଷ୍ଟେସନରେ କାର୍ଯ୍ୟକାରୀ ହେବ ୱାଇ ଫାଇ :

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ରଥଯାତ୍ରା ପୂର୍ବରୁ ଭୁବନେଶ୍ୱର ପରେ ପୁରୀରେ ହେବ ୱାଇଫାଇ ବ୍ୟବସ୍ଥା । ପରେ ପରେ ଡିସେମ୍ବରରେ କଟକ ଷ୍ଟେସନରେ ମଧ୍ୟ ୱାଇଫାଇ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏଭଳି ସୂଚନା ଦେଇଛନ୍ତି ପୂର୍ବତଟ ରେଳ ମହାପ୍ରବନ୍ଧକ । ଏହା ସହ ପୂର୍ବତଟ ରେଳପଥ ପକ୍ଷରୁ ୫୨ଟି…
Read More...

ଓଡିଶା ଗସ୍ତରେ ଆସୁଛନ୍ତି ମୋଦି : ବାଲେଶ୍ୱରରେ ସାଧାରଣ ସଭାରେ ଦେବେ ଉଦବୋଧନ

ବାଲେଶ୍ୱର: ଆଜି ବାଲେଶ୍ୱର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କେନ୍ଦ୍ରରେ ଏନଡିଏ ସରକାରଙ୍କ ବିକାଶ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ । ଗତ ୨ ବର୍ଷରେ ସରକାରଙ୍କ ସଫଳତା ନେଇ ସେ ଆଜିର ଏହି ସାଧାରଣ ସଭାରେ ମୋଦି ବକ୍ତବ୍ୟ ରଖିବେ । ତାଙ୍କ ସରକାରର ୨ ବର୍ଷ ପୂର୍ତି…
Read More...