Browsing Category

ନ୍ୟୁଜ୍

ନିବେଶକଙ୍କୁ ଭେଟୁଛନ୍ତି ନବୀନ : ସଫ୍ଟୱୟାର କମ୍ପାନୀ ମାଇକ୍ରୋସଫ୍ଟର ଓ ଭାରତ ବାୟୋଟେକ କମ୍ପାନୀ ମୁଖ୍ୟଙ୍କୁ ଭେଟିଲେ…

କନକ ବ୍ୟୁରୋ : ନିବେଶକଙ୍କୁ ଭେଟୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇନଭେଷ୍ଟର ମିଟସରେ ଯୋଗ ଦେବାକୁ ହାଇଦ୍ରାବାଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ କମ୍ପାନୀର ପ୍ରମୁଖ ଅଧିକାରୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଆଲୋଚନା କରୁଛନ୍ତି । Glad to meet Shri Rajiv Kumar,…
Read More...

ଧାମନଗର ଉପନିର୍ବାଚନ : ଷ୍ଟାର କ୍ୟାମ୍ପେନର ତାଲିକା ଜାରି କଲେ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ

କନକ ବ୍ୟୁରୋ : ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ନାହିଁ କହି ବିଜେଡିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ସ୍ୱାଧୀନ ପାର୍ଥୀ ରାଜେନ୍ଦ୍ର ଦାସ । ଏହା ପରେ ଷ୍ଟାର ପ୍ରଚାରକ ତାଲିକା ଜାରି କରି ଧାମନଗର ରାଜନୀତିକୁ ଆହୁରି ସରଗରମ କରିଛନ୍ତି । ରାଜୁ ଦାସଙ୍କ ଷ୍ଟାର ପ୍ରଚାରକ ତାଲିକାରେ କେହି ବଡ଼…
Read More...

ମା’ ଗର୍ଭ ବି ଅସୁରକ୍ଷିତ! ବାୟୁ ପ୍ରଦୂଷଣ ଯୋଗୁ ପ୍ରଭାବିତ ହେଉଛନ୍ତି ଜନ୍ମ ନନେଇଥିବା ଶିଶୁ 

କନକ ବ୍ୟୁରୋ: ଗବେଷଣାରୁ ଆସିଛି ସାଙ୍ଘାତିକ ତଥ୍ୟ । ପ୍ରଦୂଷଣ ଯୋଗୁ ଜନ୍ମ ହୋଇନଥିବା ଶିଶୁ ମଧ୍ୟ ବର୍ତ୍ତମାନ ଅସୁରକ୍ଷିତ । ଗର୍ଭରେ ବଢୁଥିବା ଶିଶୁ ବି ବର୍ତ୍ତମାନ ପ୍ରଦୂଷଣ ଦ୍ୱାରା ପ୍ରଭାବିତ ହେଉଛନ୍ତି । ଏହାର ସବୁଠାରୁ ଅଧିକ ପ୍ରଭାବ ଯକୃତ, ଫୁସଫୁସ ଏବଂ ମସ୍ତିଷ୍କ ଉପରେ ପଡୁଛି ।…
Read More...

ବଣ୍ଡାଘାଟିର ପାଠୁଆ ଝିଅ : ବିକାଶଠାରୁ ବହୁ ଦୂରରେ ଥିବା ଗାଁରୁ ବାହାରି ପାଠପଢି ଜିଲ୍ଲା ଟପ୍ପର; ରମାଦେବୀରେ ପଢୁଛନ୍ତି…

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି । ଏବେ ମଧ୍ୟ ବିକାଶଠାରୁ ବହୁ ଦୂରରେ । କିନ୍ତୁ ଏଠିକାର ଛାତ୍ରୀ ଏବେ ରାଜଧାନୀରେ ପାଠ ପଢୁଛନ୍ତି । ମାଲକାନଗିରି ମୁଦୁଲିପଡା ପଡେଇଗୁଡା ଗାଁର ଝିଅ କରମା ମୁଦୁଲି ଏବେ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ । ଯୁକ୍ତ ଦୁଇ ପରୀକ୍ଷାରେ କରମା…
Read More...

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ, ସୋନିଆ-ମନମୋହନ ଦେଲେ ଭୋଟ।

କନକ ବ୍ୟୁରୋ: ୨୨ବର୍ଷ ପରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ସକାଳ ୧୦ଟାରୁ ଭୋଟିଂ ଆରମ୍ଭ ହୋଇସାରିଛି । ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହିତ କାର୍ଯ୍ୟକାରୀ କମିଟିର ୭୫ ସଦସ୍ୟ…
Read More...

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ : ୨୦ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

କନକ ବ୍ୟୁରୋ : ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ ପୂର୍ବ ଓ ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ…
Read More...

ଜେଲରେ ରହିବେ ଅର୍ଚ୍ଚନା ନାଗ : ଜାମିନ୍ ଖାରଜ କଲେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ

କନକ ବ୍ୟୁରୋ : ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗଙ୍କ ଜାମିନ୍ ଖାରଜ । ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ଜାମିନ ଖାରଜ କରିଛନ୍ତି । ଅର୍ଚ୍ଚନାଙ୍କ ସହ କିଛି ପ୍ରତିଷ୍ଠିତ ବ୍ୟକ୍ତି, ରାଜନେତା, ଶିଳ୍ପପତିଙ୍କ ସମ୍ପର୍କ ଥିବା କୁହାଯାଉଥିବା ବେଳେ ପୁଲିସର ଜେରାକୁ ନେଇ ପ୍ରଶ୍ନ ଉଠିଛି । ବ୍ଲାକମେଲିଂ…
Read More...

କୋଟିଆ ହାତେଇବା ପାଇଁ ଆନ୍ଧ୍ରର ଆଉ ଏକ ନୂଆ ଚାଲ : ଗିରିଜନ ସମବାୟ ଜରିଆରେ ସୁଲଭ ମୂଲ୍ୟରେ ଲୋକଙ୍କୁ ବାଣ୍ଟୁଛି…

କନକ ବ୍ୟୁରୋ : କୋଟିଆବାସୀଙ୍କୁ ହାତେଇବାକୁ ଆନ୍ଧ୍ରର ଆଉ ଏକ ନୂଆ ଚାଲ । ଗରିବ ଲୋକଙ୍କ ଟାର୍ଗେଟ କରି ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଛି ଆନ୍ଧ୍ର । ଗିରଜନ ସମବାୟ ସମିତି ଜରିଆରେ ଲୋକଙ୍କୁ ମଟର, ସାବୁନ୍, ସାମ୍ପୋ, ପାମ୍ ଅଏଲ, ଦିଆସିଲି ଓ ହଳଦୀ ଗୁଣ୍ଡ ବଣ୍ଟନ କରୁଛି । ଆନ୍ଧ୍ରର…
Read More...

ହାଇକମାଣ୍ଡ ବାଛୁଚି କଂଗ୍ରେସ : ସାରା ଦେଶର ପିସିସି କାର୍ଯ୍ୟାଳୟରେ ଚାଲିଛି ମତଦାନ

କନକ ବ୍ୟୁରୋ : ହାଇକମାଣ୍ଡ ବାଛୁଚି କଂଗ୍ରେସ । ସାରା ଦେଶର ପିସିସି କାର୍ଯ୍ୟାଳୟରେ ଚାଲିଛି ମତଦାନ । ଦାର୍ଘ ୨୪ ବର୍ଷ ପରେ କଂଗ୍ରେସକୁ ମିଳିବ ଅଣଗାନ୍ଧୀ ଅଧ୍ୟକ୍ଷ । ମଲ୍ଲିକାର୍ଜୁନ ଖଡଗେ ଓ ଶଶି ଥରୁରଙ୍କ ମଧ୍ୟରେ ମୁକାବିଲା । ଅପରାହ୍ନ ୪ଟା ଯାଏଁ ଚାଲିବ ଭୋଟ ଗ୍ରହଣ । ଗାନ୍ଧୀ ପରିବାର…
Read More...

କଟକରେ ତାଲିବାନୀ ଶାସନର ଦୃଶ୍ୟ : ଗଞ୍ଜେଇ ଟଙ୍କା ପାଇଁ ଯୁବକଙ୍କୁ ଗାଡ଼ି ପଛରେ ବାନ୍ଧି ୨କିମି ଦୌଡ଼ାଇଲେ ଦୁର୍ବୃତ୍ତ

କନକ ବ୍ୟୁରୋ : କଟକ ସହରରେ ତାଲିବାନୀ ଶାସନର ନଗ୍ନ ନମୂନା । ଉଦ୍ଧାର ଟଙ୍କା ନଫେରାଇବାରୁ ଯୁବକଙ୍କୁ ୨ କିଲୋମିଟର ସ୍କୁଟି ପଛରେ ବାନ୍ଧି ଦୌଡ଼ାଇଲେ କଟକର ୨ଜଣ ଯୁବକ । ଏହି ଘଟଣାକୁ ପ୍ରତିରୋଧ କରିବାରୁ ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଥିଲେ ଦୁର୍ବୃତ୍ତ । ସୂଚନାମୁତାବକ ଗଞ୍ଜେଇ…
Read More...