Browsing Category

ନ୍ୟୁଜ୍

ଆତଙ୍କ ସୃଷ୍ଟି କଲା ଚୋର । ସାରା ରାତି ଉଜାଗର ରହିଲେ ଗ୍ରାମବାସୀ ।

କନକ ବ୍ୟୁରୋ: ନିଦ ହଜାଇଲେ ଚୋର । ରାତି ଅନିଦ୍ରା ହୋଇ ଗାଁ ଜଗୁଛନ୍ତି ଗ୍ରାମବାସୀ । ଏଭଳି ଖବର ଆସିଛି କଟକ ନିଆଳି ଥାନା ମାଧବ ପଞ୍ଚାୟତର ତାମ୍ପଦା ଗାଁରୁ । ଗାଁରେ ଏବେ ଆତଙ୍କ ଖେଳାଇଛନ୍ତି ଚୋର । ଘରେ ପଶି କଳାକନା ବୁଲାଉଛନ୍ତି ଚୋର । ମୋବାଇଲ, ଲାପଟପ, ବାଇକ, ସାଇକେଲ, ସୁନା ଜିନିଷ ଆଦି…
Read More...

ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ଷ୍ଟିଲ୍ ସିଟି ରାଉରକେଲା । ଶେଷ ପର୍ଯ୍ୟାୟରେ ବିମାନ ବନ୍ଦରର ସମ୍ପ୍ରସାରଣ କାମ ।

କନକ ବ୍ୟୁରୋ: ଆସନ୍ତାବର୍ଷ ଜାନୁଆରୀରେ ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହେବାକୁ ଯାଉଛି ଏଫଆଇଏଚ୍ ପୁରୁଷ ହକି ବିଶ୍ୱକପ । ପ୍ରଥମଥର ରାଉରକେଲାରେ ହକି ମହାକୁମ୍ଭ ହେଉଥିବାରୁ ସହର ଏବେ ଚଳଚଞ୍ଚଳ ହୋଇଉଠିଛି । ପ୍ରାୟ ୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେଉଥିବା ରାଉରକେଲା ବିମାନବନ୍ଦର…
Read More...

ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭୟଭୀତ ଥାଏ କି ପାକିସ୍ତାନ? ଟିମ୍ ଇଣ୍ଡିଆର ଅଧିନାୟକଙ୍କୁ ଆଉଟ କରିବାକୁ ପାକିସ୍ତାନରୁ…

କନକ ବ୍ୟୁରୋ : ଅକ୍ଟୋବର ୨୩ । ମେଲବୋର୍ଣ୍ଣ ମୈଦାନରେ ମୁହାଁମୁହିଁ ହେବେ ବିଶ୍ୱ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ । ଯେଉଁ ହାଇଭୋଲଟେଜ ଓ ରୋମାଞ୍ଚକର ମୁକାବିଲା ଦେଖିବାକୁ ବିଶ୍ୱର କ୍ରିକେଟପ୍ରେମୀ ଚାହିଁ ରହିଛନ୍ତି । ଯେହେତୁ ଗତ ଟି-୨୦ ବିଶ୍ୱକପରେ ପାକିସ୍ତାନ…
Read More...

ଚୋରା ମଦକୁ ବିରୋଧ କରି ତାତିଲେ ଗ୍ରାମବାସୀ । ଭାଙ୍ଗିଦେଲେ ବେପାରୀଙ୍କ ଘର ସହ ଶହ ଶହ ମଦ ବୋତଲ ।

କନକ ବ୍ୟୁରୋ: ଚୋରା ମଦକୁ ବିରୋଧ କରି ତାତିଲେ ଗ୍ରାମବାସୀ । ଭାଙ୍ଗିଲେ ବେପାରୀଙ୍କ ଘର ସହ ଶହ ଶହ ମଦ ବୋତଲ । ଏଭଳି ଘଟଣା ଦେଖିବାକୁ ମିଳିଛି ବିଞ୍ଝାରପୁର ଥାନା ଆଉଁରୀ ପଞ୍ଚାୟତ ଢ଼ିହକୁଳା ଗାଁରେ । ଦୀର୍ଘ ଦିନ ଧରି ଏଠାରେ ମଦ କାରବାର ଚାଲୁଥିବାରୁ ସ୍ଥାନୀୟ ମହିଳା ପ୍ରତିବାଦ କରି ଆସୁଥିଲେ…
Read More...

ନିଖୋଜ ନାଟକ ରଚି ଫେରାର୍ ହୋଇଥିବା ସ୍ୱାମୀ ଧରାପଡ଼ିଲା । ଦୁଇ ଦୁଇଟି ବିବାହ କରିଥିବା ଆଠଗଡ଼ର ସଂଜୟ ପ୍ରଧାନଙ୍କୁ ଗିରଫ…

କନକ ବ୍ୟୁରୋ: ଦୁଇ ଦୁଇଟି ବିବାହ କରିଥିଲେ । ଏହାକୁ ଲୁଚାଇବାକୁ ଯାଇ ଫେରାର୍ ହୋଇଯାଇଥିଲେ । ଆଉ ପରେ ଏହାକୁ ଦେଇଥିଲେ ନିଖୋଜର ରୂପ । ଏମିତି ୫ ବର୍ଷ ଧରି ଲୁଚକାଳି ଖେଳିବା ପରେ ଶେଷରେ ପୋଲିସ୍ ହାତରେ ଧରାପଡ଼ିଛି ଧୋକାବାଜ ସ୍ୱାମୀ । କଟକ ଜିଲ୍ଲା ଆଠଗଡ଼ରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଘଟଣା ।…
Read More...

କୋଟିଆବାସୀଙ୍କୁ ଆକର୍ଷିତ କରିବା ପାଇଁ ଆନ୍ଧ୍ରର ନୂଆ ଚାଲ୍ । ହିତାଧିକାରୀ ପାଇଁ ଖେଳିଲା ‘ଗିରିଜନ କାର୍ଡ’

କନକ ବ୍ୟୁରୋ: କୋଟିଆ ପଞ୍ଚାୟତକୁ ଦଖଲ କରିବାକୁ ଆନ୍ଧ୍ରର ଆଉ ଏକ ଚାଲ୍ । କୋଟିଆବାସୀଙ୍କୁ ଆକର୍ଷିତ କରିବାକୁ ଆନ୍ଧ୍ର ଖେଳିଛି ‘ଗିରିଜନ କାର୍ଡ’ । ରାସନ କାର୍ଡ ପାଇଥିବା ହିତାଧିକାରୀଙ୍କୁ ସୁଲଭ ଦରରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ଏହି ଚାଲ୍ ଖେଳିଛି ଆନ୍ଧ୍ର । ନୂଆ ଆଉଟଲେଟ୍ ଖୋଲି…
Read More...

ହାଜତ ମୃତ୍ୟୁକୁ ନେଇ ଆସିଲା ତଥ୍ୟ: ରାଜ୍ୟରେ ୭ ବର୍ଷ ମଧ୍ୟରେ ୪୧ ଜଣଙ୍କର ମୃତ୍ୟୁ

କନକ ବ୍ୟୁରୋ: ପୋଲିସ ହେପାଜତରେ କଏଦୀ ମୃତ୍ୟୁକୁ ନେଇ ଆସିଲା ତଥ୍ୟ । ୨୦୧୫ରୁ ୨୦୨୨ ଜୁଲାଇ ମଧ୍ୟରେ ୪୧ ଜଣ କଏଦୀଙ୍କ ହୋଇଛି ମୃତ୍ୟୁ । ସୂଚନା ଅଧିକାର ମାଧ୍ୟମରେ ମିଳିଲା ତଥ୍ୟ । ଓଡିଶା ପୋଲିସର ଷ୍ଟେଟ୍ ହ୍ୟୁମାନ ରାଇଟ୍ସ୍ ପ୍ରୋଟେକ୍ସନ୍ ସେଲ ପ୍ରଦାନ କରିଛି ଏହି ତଥ୍ୟ । ରାଜ୍ୟର ପୋଲିସ…
Read More...

କଂଗ୍ରେସକୁ ପୁଣି ମିଳିବ ଅଣଗାନ୍ଧୀ ସଭାପତି । ୭୫ ବର୍ଷରେ କଂଗ୍ରେସ ଇତିହାସରେ ୪୧ ବର୍ଷ କ୍ଷମତାରେ ନେହେରୁ-ଗାନ୍ଧୀ…

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଶେଷ ହୋଇଛି ଭୋଟିଂ । ଆସନ୍ତା ୧୯ ତାରିଖରେ ପ୍ରକାଶ ପାଇବାକୁ ଯାଉଛି ରେଜଲ୍ଟ । ଦୀର୍ଘ ଦିନ ପରେ କଂଗ୍ରେସ ପାଇବାକୁ ଯାଉଛନ୍ତି ଅଣଗାନ୍ଧୀ ସଭାପତି । ତେବେ ମଲ୍ଲିକାର୍ଜୁନ ଖଡଗେ ଓ ଶଶୀ ଥରୁରଙ୍କ ଭିତରୁ ଜଣେ ନେତା କଂଗ୍ରେସ ସଭାପତି ହେବା…
Read More...

ବର୍ଷ ଅଧାରେ ନୂଆ ସିଲାବସ୍: ନବମ, ଦଶମ ପାଠ୍ୟକ୍ରମରେ ଯୋଡିହେଲା ନୂଆ ବିଷୟ

କନକ ବ୍ୟୁରୋ: ନବମ ଓ ଦଶମ ଶ୍ରେଣୀ ପାଠପଢା ପାଇଁ ଆସିଲା ନୂଆ ସିଲାବସ୍ । ୨୦୨୨-୨୩ ଶିକ୍ଷାବର୍ଷରେ ଲାଗୁହେବ ନୂଆ କରିକୁଲମ୍ । ନୂଆ ବ୍ୟବସ୍ଥାରେ ପଢିବେ ନବମ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ସାମ୍ବାଦିକ ସମ୍ମିଳନୀ କରି ନୂଆ ଶିକ୍ଷା ପ୍ରଣାଳୀ ବିଷୟରେ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ ।…
Read More...

ଧାମନଗର ମୈଦାନରେ ୫ ପ୍ରାର୍ଥୀ । ୪୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କଲେ କଡା କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ : ଧାମନଗର ନିର୍ବାଚନ ପାଇଁ ମୈଦାନରେ ୫ ପ୍ରାର୍ଥୀ । ମୋଟ ୬ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଜଣେ ପ୍ରାର୍ଥୀଙ୍କର ନାମାଙ୍କନପତ୍ର ଖାରଜ ହୋଇଛି । ଫଳରେ ଏବେ ଧାମନଗର ବାଜି ଜିତିବାକୁ ୫ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଜୋରଦାର ଲଢେଇ । ବିଜେଡିରୁ ଅବନ୍ତୀ ଦାସ…
Read More...