Browsing Category

ନ୍ୟୁଜ୍

ଚମ ଧୁଡୁଧୁଡୁ ହେଲାଣି, କିନ୍ତୁ ଚୁଟି ଧଳା ହେଇନି । ବୁଢୀ ମାଉସୀ ମୁଣ୍ଡରେ ଏ ବୟସରେ ବି କଳା ମଚମଚ ଚୁଟି ।

କନକ ବ୍ୟୁରୋ: ୮୨ ବର୍ଷରେ ପାଚିନି ଚୁଟି । ସୁନ୍ଦରୀ ମାଉସୀର କେଶ କାହାଣୀ । ନାଁ ଯେମିତି, କେଶ ସେମିତି... ଚମ ଧୁଡୁଧୁଡୁ ହୋଇଗଲାଣି, ପାଟି ପାକୁଆ ହୋଇଗଲାଣି । ବୟସ ବି ଗଡିଗଲାଣି । ହେଲେ ଏବେ ବି ବୁଢୀ ମାଉସୀ ମୁଣ୍ଡରେ କଳା ମଚମଚ ଚୁଟି । ଯବାନ ବୟସରେ ଯେମିତି କେଶ କଳା ଥିଲା ସେମିତି ଏବେ…
Read More...

ମହିଳା ପ୍ରିମିୟର ଲିଗର ହେଲା ଟିମ୍ ଘୋଷଣା, ଜାଣନ୍ତୁ କେଉଁ ଟିମକୁ କିଏ କିଣିଲା

କନକ ବ୍ୟୁରୋ : ପୁରୁଷ ଆଇପିଏଲ କ୍ରିକେଟ ମ୍ୟାଚର ଲୋକପ୍ରିୟତାକୁ ନଜରରେ ରଖି ବିସିସିଆଇ ତରଫରୁ ଆୟୋଜିତ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗ । ଏନେଇ ବିସିସିଆଇ ତରଫରୁ ଟିମ୍ ନିଲାମ କରାଯାଇଛି । ଏନେଇ ମୋଟ ୪୬୬୯.୯୯ କୋଟି ଟଙ୍କାର ନିଲାମ ଡକାଯାଇଥିବା କଥା କୁହାଯାଇଛି । ବିସିସିଆଇ ତରଫରୁ…
Read More...

ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନର ଶୁଭାରମ୍ଭ । ବିଭିନ୍ନ ରାଜ୍ୟର ତୀର୍ଥସ୍ଥାନ ଓ ଐତିହ୍ୟସ୍ଥଳୀ ବୁଲିବେ ୫୨୮ ପର୍ଯ୍ୟଟକ ।

କନକ ବ୍ୟୁରୋ : ଗଡିଲା ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍ । ଆଇଆରସିଟିସି ପକ୍ଷରୁ ଏହି ଟ୍ରେନର ଶୁଭାରମ୍ଭ ହୋଇଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ ଓ ଜି.କିଷନ ରେଡ୍ଡୀଙ୍କ ଉପସ୍ଥିତିରେ ଏହି ଟ୍ରେନର ଶୁଭାରମ୍ଭ ହୋଇଛି । ନୂଆଦିଲ୍ଲୀରୁ ଏହି ଟ୍ରେନ ବାହାରି ଉତର…
Read More...

ପ୍ରମାଣ ଅଭାବରୁ ଗୁଜରାଟ ଦଙ୍ଗାର ୨୨ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ୨ ଶିଶୁ ସମେତ ୨୨ଜଣଙ୍କୁ ହତ୍ୟା କରି…

କନକ ବ୍ୟୁରୋ : ଗୁଜରାଟ ଦଙ୍ଗାକୁ ନେଇ ବିବିସି ପ୍ରସ୍ତୁତ କରିଥିବା ଡକ୍ୟୁମେଣ୍ଟାରୀ ଏବେ ଭାରତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ବେଳେ ଏହି ଦଙ୍ଗାକୁ ନେଇ ପୁଣି ଆସିଛି ଏକ ବଡ ଖବର । ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ଗୁଜରାଟର ଏକ ଅଦାଲତ ୨୨ଜଣଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି ।…
Read More...

କିଏ ବୁଝିବ ଦିବ୍ୟାଙ୍ଗ ଦମ୍ପତିଙ୍କ ଦୁଃଖ? ୩ ବର୍ଷ ଝିଅର ଆଖିରେ କ୍ୟାନ୍ସର ଭଳି ରୋଗ । ସାହାଯ୍ୟ ଖୋଜୁଛନ୍ତି ଦିବ୍ୟାଙ୍ଗ…

କନକ ବ୍ୟୁରୋ: ଏ ଦୃଷ୍ଟିହୀନ ଜୀବନରେ ଖାଲି ଦୁଃଖ ଆଉ ଦୁଃଖ । କେତେଦିନ ବା ସେ ଏଇ ଦୁନିଆକୁ ଭଲ ସେ ଦେଖିଛି । କେତେ ବା ତା ବୟସ ହେଇଛି । ଏ କଅଁଳ ବୟସରୁ ଦୃଷ୍ଟିଶକ୍ତି ହରେଇଛି ଏ ୩ ବର୍ଷର କୁନି ଝିଅ । ବାପା ଆଉ ମାଆ ଦୁହେଁ ଜନ୍ମରୁ ଦୃଷ୍ଟିହୀନ । ଭାବିଥିଲେ ଝିଅ ଆଖିରେ ସେ ଦୁନିଆ ଦେଖିବେ ।…
Read More...

ଦୁଇ ଦିନ ପରେ ଖଣ୍ଡଗିରି ମେଳା । ୩୦ ତାରିଖରୁ ଆରମ୍ଭ ହେବ ଯାତ୍ରା, ହେଲେ ବିଏମସି କୋଭିଡ କଟକଣାକୁ ନେଇ ଉଠିଲା ପ୍ରଶ୍ନ…

କନକ ବ୍ୟୁରୋ: ଆସନ୍ତା ୨୮ ତାରିଖରୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା । ୩୦ ତାରିଖରୁ ଆରମ୍ଭ ହେବ ଯାତ୍ରା । ଦୁଇ ବର୍ଷର କରୋନା କଟକଣା ପରେ ଆରମ୍ଭ ହେବାକୁ ଯାଉଛି ଯାତ୍ରା ମହାକୁମ୍ଭ । ହେଲେ ଖଣ୍ଡଗିରି ଯାତ୍ରାକୁ ନେଇ ବିଏମସି ପକ୍ଷରୁ ଜାରି ହୋଇଥିବା ଏସଓପିକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।…
Read More...

ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨୧ଜଣ ପୁଲିସ ଓ ପ୍ରତିରକ୍ଷା କର୍ମଚାରୀଙ୍କୁ ମିଳିବ ପଦକ । ଜାଣନ୍ତୁ, ସେମାନେ…

କନକ ବ୍ୟୁରୋ : ୨୦୨୩ ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ପାଇଁ ପ୍ରମୋଦ କୁମାର ଦଳାଇଙ୍କୁ, ଭଲ୍ୟୁଣ୍ଟର୍‌ (ସିଡି) ‘ରାଷ୍ଟ୍ରପତିଙ୍କ ହୋମଗାର୍ଡ’ ମେଡାଲ୍‌’ ଓ ‘ସିଭିଲ୍‌ ଡିଫେନ୍ସ ମେଡାଲ୍‌’ ପାଇଁ ମନୋନୀତ କରାଯାଇଛି। ସେହିପରି, ଉଲ୍ଲେଖନୀୟ ସେବା ପାଇଁ ‘ହୋମଗାର୍ଡ ଓ…
Read More...

ଶୂନ୍ୟରେ ଉଡ଼ିବ ସେନା । ଦୁର୍ଗମ ଅଞ୍ଚଳରେ ଜ୍ୟାଟପେକ୍ ସୁଟ୍ ପିନ୍ଧି ଶତ୍ରୁଙ୍କୁ ଦମନ କରିବ ଭାରତୀୟ ସେନା ।

କନକ ବ୍ୟୁରୋ: ହାଇଟେକ ହେବ ଇଣ୍ଡିଆନ୍ ଆର୍ମିର ଯୁଦ୍ଧ ଲଢିବାର କ୍ଷମତା । ଆଉ ଶୂନ୍ୟରେ ଉଡିବ ସେନା । ଦୁର୍ଗମ ଅଞ୍ଚଳରେ ପ୍ରବେଶ କରି ଶତ୍ରୁକୁ ଦମନ କରିବେ ଭାରତୀୟ ସେନା । ଆଇରନ ମ୍ୟାନ୍ ଭଳି ଆକାଶରେ ଉଡିବେ ଆମ ଭାରତୀୟ ସେନା । ଏପରି ଉଡିବା ପାଇଁ ଆବଶ୍ୟକ ଅତ୍ୟାଧୁନିକ ଜ୍ୟାଟପେକ୍ କିଟ୍ ।…
Read More...

ଖୋର୍ଦ୍ଧା ନାଚୁଣୀରୁ ସୁଟକେଶ ଭିତରୁ ମୃତଦେହ ମିଳିବା ଘଟଣା । ଟଙ୍କା ପାଇଁ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ…

କନକ ବ୍ୟୁରୋ: ଖୋର୍ଦ୍ଧା ନାଚୁଣୀରେ ଚାଞ୍ଚଲ୍ୟକର ଓ ଜଘନ୍ୟ ହତ୍ୟାକାଣ୍ଡ ଘଟଣାରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ମୃତ ମନୋରଞ୍ଜନଙ୍କ ବାପା ଗଙ୍ଗାଧର ମହାପାତ୍ର ଆଣିଛନ୍ତି ସାଂଘାତିକ ଅଭିଯୋଗ । ଅର୍ଥଲୋଭ ଓ ପରକୀୟା ପ୍ରୀତି ପାଇଁ ବୋହୂ ନିଲି ଦାସ ତାଙ୍କ ପୁଅକୁ ହତ୍ୟା କରିଥିବା ସେ ନାଚୁଣୀ…
Read More...

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ କର୍ମଚାରୀଙ୍କୁ ଚାନ୍ଦା ମାଗିଲେ ଜିଲ୍ଲାପାଳ, ବିରୋଧୀ କହିଲେ ଏହା ଲଜ୍ଜାର ଶେଷସୀମା

କନକ ବ୍ୟୁରୋ : ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଲୁଟ୍ ହେଉଛି । ଜଣେ ଜଣେ ସାଧାରଣ କର୍ମଚାରୀଙ୍କ ଘରେ ଚଢାଉ ହେଲେ ବିଡା ବିଡା ନୋଟ ଜବତ ହେଉଛି । ସରକାରଙ୍କ ଭୁଲ ପାଇଁ ବେଳେ ବେଳେ ହଜାର ହଜାର କୋଟି ଟଙ୍କା ପାଣିରେ ପଡୁଛି । କର୍ପୋରେଟ ହାଉସଗୁଡିକୁ ସରକାର ଲକ୍ଷଲକ୍ଷ କୋଟି ଟଙ୍କାର ଋଣ…
Read More...