Browsing Category

ନ୍ୟୁଜ୍

ବୈତରଣୀ ବନ୍ୟା ଜଳରେ ଭଦ୍ରକ ବନ୍ତରେ ଭାଙ୍ଗିଲା ଘର: ଘରେ ପାଣି ପଶିଯିବାରୁ ବାହାରି ଆସିଥିଲେ ପରିବାର ଲୋକ

କନକ ବ୍ୟୁରୋ: ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲହଡି ଭାଙ୍ଗୁଛି ବୈତରଣୀ ନଦୀ ଜଳ । ନଦୀରେ ଜଳସ୍ତର ବଢିବାରୁ ଗାଁ ଗଣ୍ଡାରେ ପଶିଛି ବନ୍ୟାଜଳ । ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ପାଣି ଘେରରେ ଥିବା ଘର କିଭଳି ଧସି ଯାଉଛି । ଘରର ମାଲିକ ଅଂଟାଏ ପାଣିରେ ଠିଆ ହୋଇଛନ୍ତି । ଘରେ ପାଣି…
Read More...

ବୌଦ୍ଧରେ ବନ୍ୟା ବିଭିଷିକା: ବନ୍ୟା ବେଳେ ଜ୍ୱରରେ ପୀଡିତ କୁନି ଝିଅ, ଚିକିତ୍ସା ପାଇଁ ଦେଶୀ ଡଙ୍ଗାରେ ନଦୀ ପାରି କରାଇଲେ…

କନକ ବ୍ୟୁରୋ: ବୌଦ୍ଧରେ ବନ୍ୟା ସ୍ଥିତି । ଚାରିଆଡେ ଖାଲି ପାଣି ଆଉ ପାଣି । ଚାଷ ଜମି କେଉଁଠି, ରାସ୍ତା କେଉଁଠି ଜଣାପଡୁନାହିଁ । ଏହାରି ଭିତରେ ଏକ ଚିତ୍ର ଆମ ନଜରକୁ ଆସିଛି । ଯାହା ଆପଣଙ୍କ ଚିନ୍ତାରେ ପକାଇ ଦେବ । ବନ୍ୟା ଯୋଗୁଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ୨୦ରୁ ଉର୍ଦ୍ଧ୍ୱ ଗାଁକୁ…
Read More...

 ୧୮ ଦିନ ବନ୍ଦ ରହିବା ପରେ ଖୋଲିଲା ମାର୍କେଟ ବିଲଡିଂ, ୧୦୦ କୋଟି ଟଙ୍କା କ୍ଷତି ହୋଇଥିବା ଆକଳନ

କନକ ବ୍ୟୁରୋ : ୧୮ ଦିନ ପରେ ଖୋଲିଲା ରାଜଧାନୀର ମାର୍କେଟ ବିଲଡିଂ । ମାର୍କେଟ ବିଲଡିଂ ଖୋଲିଥିବା ନେଇ ସେଣ୍ଟ୍ରାଲ ମାର୍କେଟ୍ ଆସୋସିଏସନର ସାମ୍ବାଦିକ ସମ୍ମିଳନୀ । ସାମ୍ବାଦିକ ସମ୍ମିଳନୀରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ତରଫରୁ ୧୮ ଦିନ ମାର୍କେଟ ବିଲଡିଂ ବନ୍ଦ ରହିବାକୁ ଦୁଃଖଦାୟକ ବୋଲି…
Read More...

ବିଶ୍ୱରେ ଦିନକୁ ଦିନ ବଢୁଛି ତାପମାତ୍ରା । ଜାଣନ୍ତୁ ଗ୍ଲୋବାଲ ୱାର୍ମିଂ ଦ୍ୱାରା ଜୀବଜନ୍ତୁଙ୍କ ଉପରେ କ’ଣ ପଡୁଛି ପ୍ରଭାବ…

କନକ ବ୍ୟୁରୋ : ଦିନକୁ ଦିନ ବିଶ୍ବ ଉତପ୍ତ ହେବାରେ ଲାଗିଛି , ଯାହାକୁ ବୈଜ୍ଞାନିକ ମାନେ ଗ୍ଲୋବାଲ ୱାର୍ମିଂ ବୋଲି କହୁଛନ୍ତି , ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ ଜଳବାୟୁ ପରିବର୍ତ୍ତନ ପଶୁମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି। ସିଏବିଆଇ ନାମକ ଏକ ଅନ୍ତର୍ଜାତୀୟ ସଂସ୍ଥା ଦ୍ଵାରା ହୋଇଥିବା ଏକ…
Read More...

ଡକାୟତଙ୍କ ଆତଙ୍କରାଜ, ଅନ୍ଧାରରେ ପୋଲିସ: ଭୁବନେଶ୍ୱର ନନ୍ଦନ ବିହାର ଅଂଚଳରେ ଘରେ ପଶି ଡକାୟିତ

କନକ ବ୍ୟୁରୋ: ଡକାୟତଙ୍କ ଆତଙ୍କରାଜ, ଅନ୍ଧାରରେ ପୋଲିସ । ନିଜ ଘରେ ସୁରକ୍ଷିତ ନାହାନ୍ତି ରାଜଧାନୀବାସୀ । ଘରକୁ ଫଶି ଲୁଟ୍ କରିଛନ୍ତି ଡକାୟତ । ଭୁବନେଶ୍ୱର ନନ୍ଦନ ବିହାର ଅଂଚଳରେ ଘରେ ପଶି ଡକାୟିତ । ମୁଣ୍ଡରେ ବନ୍ଧୁକ ଲଗାଇ ବାପ-ପୁଅଙ୍କୁ ବାନ୍ଧିଦେଇ ଲୁଟ୍ କରିଛନ୍ତି ଡକାୟତ । ୩ଲକ୍ଷ ଟଙ୍କା…
Read More...

ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା: ମୁଣ୍ଡଳୀରେ ବଢ଼ୁଛି ଜଳସ୍ତର, ପ୍ରବାହିତ ହେଉଛି ୯ଲକ୍ଷରୁ ଅଧିକ କ୍ୟୁସେକ୍ ବନ୍ୟା…

କନକ ବ୍ୟୁରୋ: ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା । ମୁଣ୍ଡଳୀରେ ବଢ଼ୁଛି ଜଳସ୍ତର, ପ୍ରବାହିତ ହେଉଛି ୯ଲକ୍ଷରୁ ଅଧିକ କ୍ୟୁସେକ୍ ବନ୍ୟା ଜଳ । ମୁଣ୍ଡଳୀଠାରେ ୯ଲକ୍ଷ ୧୦ ହଜାର ୮୨୫କ୍ୟୁସେକ ଜଳ ପ୍ରବାହିତ ହେଉଛି । ବଡ଼ମୂଳରେ ୮ଲକ୍ଷ ୬୫ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରାକୁଦରେ ମଧ୍ୟ…
Read More...

କାହିଁକି ପାକିସ୍ତାନ ନିଜ ପରମାଣୁ ନୀତିରେ କରୁଛି ଅଦଳବଦଳ ? ଭାରତ ଉପରେ କଣ ପଡ଼ିବ ପ୍ରଭାବ ?

କନକ ବ୍ୟୁରୋ : ପାକିସ୍ତାନ ତା ପରମାଣୁ ନୀତିରେ ଏକ ବଡ଼ ଧରଣର ଅଦଳବଦଳ କରିଛି । ଏବେ ପାକିସ୍ତାନ ଟେକ୍ଟିକାଲ ୱିପନ୍ ଅର୍ଥ ଛୋଟ ଛୋଟ ପରମାଣୁ ବୋମା ଓ ପରମାଣୁ ଲ୍ୟାଣ୍ଡମାଇନ ତିଆରି କରିବା ଉପରେ ଜୋର ଦେଉଛି । ତା ବ୍ୟତୀତ ସେ ନିଜର ନିଉକ୍ଲିଅର ଟ୍ରାୟାଡକୁ ବି ସଶକ୍ତ କରିବାକୁ ଲାଗିଛି । ଗତ ୨୪…
Read More...

ଗୁଗୁଲର ବଡ ନିଷ୍ପତ୍ତି: ଏହି ସ୍ମାର୍ଟ ଫୋନରେ ମିଳିବନି ପ୍ଲେ ଷ୍ଟୋର

କନକ ବ୍ୟୁରୋ: ସାମ୍ନାକୁ ଆସିଛି ଗୁଗୁଲର ନୂଆ ନିଷ୍ପତ୍ତି । ଏହାପରେ କିଛି ଆଣ୍ଡ୍ରୋଏଡ ଫୋନରୁ ପ୍ଲେଷ୍ଟୋରକୁ ହଟାଯିବ । ଏହାର କାରଣ ହେଉଛି ଗୁଗୁଲ ଦିନକୁ ଦିନ ପୁରୁଣା ହୋଇଆସୁଥିବା ଆଣ୍ଡ୍ରୋଏଡ ଫୋନରୁ ନିଜ ସପୋର୍ଟକୁ ରିମୁଭ କରିଥାଏ । ଚଳିତ ମାସ ଆରମ୍ଭରେ ଗୁଗୁଲ ଆଣ୍ଡ୍ରୋଏଡ ୪.୪…
Read More...

ସେପ୍ଟେମ୍ବର ମାସରେ ଲଞ୍ଚ୍ ହେବାକୁ ଯାଉଛି ଆଇଫୋନ ୧୫ ପ୍ରୋ ଓ ଆଇଫୋନ ୧୫ ପ୍ରୋ ମ୍ୟାକ୍ସ, ଜାଣନ୍ତୁ ଏହି ଦୁଇଟି ଫୋନରେ…

କନକ ବ୍ୟୁରୋ : ଆଇଫୋନ୍ ୧୪ ପ୍ରୋ ସିରିଜ୍ ପରି, ‘ଆଇଫୋନ୍ ୧୫ ପ୍ରୋ’ରେ କିଛି ନୂତନ ବୈଶିଷ୍ଟ୍ୟ ରହିଛି ଯାହା ତାକୁ ଏକ ସ୍ୱତନ୍ତ୍ର ପରିଚୟ ଦେବ ବୋଲି ଆପଲ୍ କର୍ତ୍ତୃପକ୍ଷ ଦାବି କରିଛନ୍ତି । ଯାହା ଦାମିକା ଆଇଫୋନ୍ ୧୪ସିରିଜରେ ମଧ୍ୟ ମିଳୁନାହିଁ ଜ୍ଝ ଏହାର ୮ଟି ନୂଆ ଫିଚର ଯାହା ସେପ୍ଟେମ୍ବରରେ…
Read More...

ମୁଁ ୪୫ ବର୍ଷ ହେଲାଣି ବିବାହ କଲିଣି, ଏବେ କାହା ଉପରେ ରାଗ ଆସୁନି । ଜଗଦୀପ ଧନଖଡଙ୍କ କଥା ଶୁଣି ହାସ୍ୟରୋଳରେ ଫାଟି…

କନକ ବ୍ୟୁରୋ : ହୋ ହଲ୍ଲା, ହଟ୍ଟଗୋଳ ଭିତରେ ଚାଲିଛି ସଂସଦର ମୌସୁମୀ ଅଧିବେଶନ । ଲୋକସଭାରେ ଦିଲ୍ଲୀ ବିଧେୟକକୁ ନେଇ ସରକାରଙ୍କୁ ବିରୋଧୀ ଘେରିଥିବା ବେଳେ ରାଜ୍ୟସଭାରେ ସ୍ୱାଭାବିକ ଭାବେ ଚାଲିଛି । ତେବେ ରାଜ୍ୟସଭାରେ ଆଜି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ରାଜ୍ୟସଭାରେ ବିରୋଧୀ ଦଳ ନେତା…
Read More...