Browsing Category

ନ୍ୟୁଜ୍

ମା’ଙ୍କୁ ମୁଖାଗ୍ନି ଦେଇପାରିଲେନି ୩ ପୁଅ । ପୁରୀ ସ୍ୱର୍ଗଦ୍ୱାରରୁ ଫେରାଇ ଦେଲେ ବାପା

କନକ ବ୍ୟୁରୋ : ଜୁଇରେ ସିନା ଶବ ଜଳିଯାଇଛି, ହେଲେ ଜୀବନ ଥିବା ବେଳେ ଏହି ଶରୀର ପାଇଥିବା ଆଘାତ କିନ୍ତୁ ଅକ୍ଷତ ଓ ଅଭୁଲା ହୋଇରହିଛି । ସବୁ ବାପା-ମା’ଙ୍କ ଆଶା ଥାଏ, ବୁଢ଼ା ବୟସରେ ପୁଅମାନେ ସାହାରା ହେବେ । ଆଖି ବୁଜିଲା ବେଳେ ଗଙ୍ଗାଜଳ ଟୋପେ ଦେଇ, ମଲା ମୁହିଁରେ ଟିକେ ନିଆଁ ଦେବେ । କିନ୍ତୁ…
Read More...

ସହରୀ ବନ୍ୟା ପରେ କଠୋର ହେଲା ବିଏମସି । ରାସ୍ତା ଖୋଳିବା ପାଇଁ ନେବାକୁ ହେବ ଅନୁମତି

କନକ ବ୍ୟୁରୋ : ନିଷ୍ପତି ହେଲା । ଆଉ ନିଷ୍ପତିର ୨୪ ଘଂଟା ଭିତରେ ଖୋଦ ଆକନ୍ସ ମୋଡର ଭୁବନେଶ୍ୱର ମହାନଗର ନିଗମ କମିଶନର । ଦୁଇଦିନର ବର୍ଷା ପରେ ବେହାଲ ହୋଇପଡିଥିଲା ରାଜଧାନୀ । ଆଉ ପାଣି ଜମିବାର ବିଭିନ୍ନ କାରଣ ମଧ୍ୟରୁ ମନଇଛା ରାସ୍ତା ଖୋଳିବା ଏକ ପ୍ରମୁଖ କାରଣ ବୋଲି ଜଣାପଡିଲା । ଆଉ ଏଭଳି…
Read More...

କମିଶନରେଟ୍ ପୋଲିସକୁ ଡକାୟତଙ୍କ ଚ୍ୟାଲେଞ୍ଜ । ଘରେ ପଶି ବାପା-ପୁଅଙ୍କୁ ବାନ୍ଧି ଖେଳାଇଲେ ଆତଙ୍କ

କନକ ବ୍ୟୁରୋ : ଘରେ ବସି ଟିଭି ଦେଖୁଥିଲେ ଘର ମାଲିକ ନିବାରଣ ପାଣି ଓ ତାଙ୍କ ପୁଅ ଶୁଭମ । ଭିଜିଲାନ୍ସ ରେଡ୍ ହେଉଛି କହି ଅଧିକାରୀଙ୍କ ପରିଚୟ ଦେଇ ଘର ଭିତରକୁ ଧସେଇ ପଶିଥିଲେ ୫ ଜଣ । କିଛି ବୁଝିବା ଆଗରୁ ମୁଣ୍ଡରେ ବନ୍ଧୁକ ଲଗାଇ ବାପ-ପୁଅଙ୍କୁ ଚୁପଚାପ ଚେୟାରରେ ବସିବାକୁ କହିଥିଲେ । ଚେୟାରରେ…
Read More...

ଓଡି଼ଶା ଗସ୍ତରେ ଆସୁଛନ୍ତି ଅମିତ୍ ଶାହା । ଜାତୀୟ ରାଜପଥ ପ୍ରକଳ୍ପର କରିବେ ଶୁଭାରମ୍ଭ । ଗୋଟିଏ ଜାଗାରେ ବସିବେ…

କନକ ବ୍ୟୁରୋ : ବିଜେଡି- ବିଜେପିର ସମ୍ପର୍କକୁ ନେଇ ସବୁଠି ଚର୍ଚ୍ଚା ହେଉଥିବାବେଳେ, ଦୁଇ ଦିନିଆ ଗସ୍ତରେ ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ସୂଚନା ଅନୁସାରେ ଶୁକ୍ରବାର ରାତି ୧୦ଟା ୪୦ରେ ଶାହା ଭୁବନେଶ୍ୱରରେ ପହଁଚିବେ । ଶନିବାର ପୂର୍ବାହ୍ନ ୧୧ଟାରେ ଜାତୀୟ ରାଜପଥ…
Read More...

ଓଡିଶାରେ କମିଲା ଅବପାତର ପ୍ରଭାବ, ଆଗାମୀ ୫ଦିନ ପର୍ଯ୍ୟନ୍ତ ଓଡିଶାରେ ବଡ ବର୍ଷାର ସମ୍ଭାବନା ନଥିବା ପାଣିପାଗ ବିଭାଗର…

କନକ ବ୍ୟୁରୋ : ଓଡିଶାରେ କମିଲା ଅବପାତର ପ୍ରଭାବ । ଅବପାତ ଦୁର୍ବଳ ହେବାରୁ ଓଡିଶାରେ ଆଜି କାଁ ଭାଁ ବର୍ଷା ହୋଇଛି । ଅବପାତଟି ଆଜି ସନ୍ଧ୍ୟା ସୁଦ୍ଧା ଆହୁରି ଦୁର୍ବଳ ହୋଇଯିବ । ଏହା ଆଜି ଉତ୍ତର-ଛତିଶଗଡ ଦେଇ ଗତି କରୁଛି । ଏହା ପ୍ରଭାବରେ ଛତିଶଗଡରେ ବର୍ଷା ଜାରି ରିହଛି । କେତେକ ଜିଲ୍ଲାକୁ…
Read More...

ମହାନଦୀରେ ଆସୁଛି ମଧ୍ୟମ ବନ୍ୟା! ୬ଟି ଜିଲ୍ଲା ଉପରେ ସତର୍କ ନଜର

କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ । ହୀରାକୁଦ ଉପର ମୁଣ୍ଡରେ ଅଧିକ ବର୍ଷା ହୋଇଥିବାରୁ ତଳିଆ ଅଂଚଳ ପ୍ରତି ବିପଦ ସୃଷ୍ଟି ହୋଇଛି । ଅପରାହ୍ଣ ୪ଟାରେ କଟକ ମୁଣ୍ଡୁଳିରେ ପ୍ରବାହିତ ହେଉଛି ୯ ଲକ୍ଷ ୧୮ ହଜାର କ୍ୟୁସେକ୍ ବନ୍ୟାଜଳ । ବିଶେଷ କରି ୬ଟି ଜିଲ୍ଲାକୁ ସତର୍କ କରାଯାଇଛି ।…
Read More...

ଜଳ ଦେଉଛି ଯନ୍ତ୍ରଣା । ୪ଦିନର ବର୍ଷାରେ ବେହାଲ ସାରା ଓଡିଶା । କେଉଁଠି ଗାଡି ଭାସୁଛି ତ କେଉଁଠି ବୁଡି ଯାଇଛି…

କନକ ବ୍ୟୁରୋ : ପାଣି ଭିତରେ ଥାଇ ଶୋଷିଲା, ଆଉ ଖାଦ୍ୟ ସାମଗ୍ରୀ ଥାଇ ଭୋକିଲା ରହିବାର କଷ୍ଟ ସିଏ ବୁଝିଛି, ଯିଏ ବନ୍ୟା ବିପର୍ଯ୍ୟୟକୁ ଅତିନିକଟରକୁ ଦେଖିଛି । ତାହା ହୋଇନଥିଲେ, କାହାକୁ ବା’ ଭଲ ଲାଗେ, ରାସ୍ତାକଡ଼ରେ ଯାଯାବରଙ୍କ ଭଳି ଦୁଇ ଓଳି ଖାଇବାକୁ । ଭୋକରେ ଯେତେବେଳେ ପେଟ ପୋଡ଼ି ଯାଉଛି,…
Read More...

ପାଣିରେ ବୁଡିଛି ଧାମନଗର ବ୍ଲକ ମୁସ୍ତଫାପୁର ପଞ୍ଚାୟତ: ଘରେ ପାଣି ପଶିଯିବାରୁ ରୋଷେଇ ବାସ ବନ୍ଦ

କନକ ବ୍ୟୁରୋ: ଗାଁରେ ପଶିଯାଇଛି ବନ୍ୟାଜଳ । ଘରେ ରହିବା ସମ୍ଭବ ହେଉନାହିଁ । ଚାରିଆଡେ ପାଣି ଜମି ରହିଛି । ଲୋକମାନେ ପାଣିରେ ପଶି ଯିବା ଆସିବା କରୁଛନ୍ତି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ମୁସ୍ତଫାପୁର ପଂଚାୟତ । ପୁରା ପଂଚାୟତଟି ପାଣି ଘେରରେ ରହିଛି । ଘରେ ପାଣି ପଶିଯାଇଛି । ଲୋକମାନେ କଲବଲ…
Read More...

ବନ୍ୟା ପାଣିରେ ବୁଡିଲା ପନିପରିବା ଚାଷ: କେନ୍ଦୁଝର ଆନନ୍ଦପୁରରେ ଆଗୁଆ କଖାରୁ ତୋଳି ଦେଲେ ଚାଷୀ

କନକ ବ୍ୟୁରୋ: ଚାଷୀଙ୍କ ପାଇଁ କାଳ ସାଜିଲା ଲଘୁଚାପ ବର୍ଷା । ଲଗାଣ ବର୍ଷା ପରେ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଚାରିଆଡେ ପାଣି ପଶିଯାଇଛି । ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଯଦିଓ ବଡ ବନ୍ୟାର ଆଶଙ୍କା ନାହିଁ । ତେବେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବାର…
Read More...

ପାଣି ଘେରରେ ବାଲେଶ୍ୱର ସୋର ବ୍ଲକର ବହୁ ଗାଁ: ଘରେ ପାଣି, ବାହାରେ ପାଣି । ଦିନ ବିତିଲା, କେମିତି କଟିବ ରାତି

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲାରେ ବର୍ଷା କମିଥିଲେ ବି ଅନେକ ଅଂଚଳ ଜଳମଗ୍ନ ହୋଇରହିଛି । ଯଦିଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନି ହେଲେ ତଳିଆ ଅଂଚଳରେ ପାଣି ପଶିଯାଇଛି । ବୁଢାବଳଙ୍ଗ ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବୁଢାବଳଙ୍ଗ ସମେତ ସୁବର୍ଣ୍ଣରେଖାର ଜଳସ୍ତର କ୍ରମଶ…
Read More...