ପପୁଙ୍କ ପାଇଁ ପରୀକ୍ଷା ! ଜେଲରୁ ଫେରିଲା ପରେ ରହିବ ବି ଲୋକପ୍ରିୟତା ?

21

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ହାସ୍ୟ ଅଭିନେତା ପପୁ ପମ୍ ପମ୍ ଏବେ ଜେଲରେ । ଆସନ୍ତା ୪ ତାରିଖରେ ହେବ ଜାମିନ ଆବେଦନ ଉପରେ ଶୁଣାଣୀ । ସେପଟେ ପପୁଙ୍କୁ ନେଇ ଫିଲ୍ମ ତିଆରି କରୁଥିବା ପ୍ରଯୋଜକ ଏବେ ଚିନ୍ତାରେ । କାରଣ ଜେଲରୁ ବାହାରିବା ପରେ ପପୁଙ୍କ କ୍ରେଜ୍ ରହିବ କି ନାହିଁ ତାହା ଏବେଠୁ କହିବା ମୁସ୍କିଲ୍ । ହୁଏତ ପପୁଙ୍କ ଭଳି ବଲିଉଡର ଅନେକ କଳାକାର ବିବାଦରେ ଛନ୍ଦି ହୋଇଛନ୍ତି ପୁଣି ଜେଲରୁ ଫେରିବା ପରେ ନିଜ ଲୋକପ୍ରିୟତା ବଜାୟ ରଖିଛନ୍ତି । ଦେଖନ୍ତୁ ଏହି  ରିପୋର୍ଟ :