Browsing Category

ନ୍ୟୁଜ୍

ଜଗତସିଂହପୁର ନିର୍ମାଣଧିନ ସେତୁ ନିକଟରେ ବୋମା ବିସ୍ଫୋରଣ

ଜଗତସିଂହପୁର : ଜଗତସିଂହପୁର ବିରିଡି ଥାନା ଅନ୍ତର୍ଗତ କାହାଳିଆପୁର ଠାରେ ନିର୍ମାଣଧିନ ସେତୁ ନିକଟରେ ଅଘଟଣ । କଲଭର୍ଟ କାମ ଚାଲିଥିବା ବେଳେବୋମା ବିସ୍ଫୋରଣ ହୋଇଛି । ଏଥିରେ ଜଣେ ମହିଳା ଶ୍ରମିକ ଆହତ ହୋଇଛନ୍ତି । ତେବେ ପ୍ରଥମେ ଆହତ ଶ୍ରମିକଙ୍କୁ ଜଗତସିଂହପୁର ଡାକ୍ତରଖାନାରେ ଭର୍ତି…
Read More...

ପୁଣି ଫେରିଲା ତାତି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୁଣି ଫେରିଲା ତାତିି । ଆଜିଠାରୁ ଆଭ୍ୟନ୍ତରିଣ ଓଡିଶାରେ ତାପମାତ୍ରା ବଢ଼ିବାର ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ସମଗ୍ର ରାଜ୍ୟରେ ୫ ଦିନ ଯାଏଁ ହିଟ୍ ୱେଭ୍ ଆଲର୍ଟ ଜାରି କରାଯାଇଛି । ଆଜି ଓ ଆସନ୍ତାକାଲି ୨ ଦିନ ଯାଏଁ ଆଭ୍ୟନ୍ତରୀଣ…
Read More...

ନୂଆପଡା ଏସପିଙ୍କ ଗଙ୍ଗାଜଲ ଷ୍ଟାଇଲ୍

ନୂଆପଡା: ନୂଆପଡା ଏସପିଙ୍କ ଗଙ୍ଗାଜଲ ଷ୍ଟାଇଲ । ପୁଲିସ ଉପରେ ଲୋକଙ୍କ ବିଶ୍ୱାସ ବଢାଇବାକୁ ଜନ ସଂପର୍କ ଶିବିର । ମାଓ ଅଧ୍ୟୁଷିତ ଇଲାକାରେ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ସହ, ସମସ୍ୟାର ସମାଧାନ ପାଇଁ ଦେଲେ ଅଭୟ ବାଣୀ । ମାଓବାଦୀ ବିଚାରରେ ପ୍ରଭାବିତ ନହୋଇ ପୁଲିସର ନିକଟତର ହେବାକୁ ଦେଲେ…
Read More...

ଅସ୍ତରଙ୍ଗ ବାଜପୁର ଗାଁରେ ଗୋଷ୍ଠୀ ସଂଘର୍ଷ

ଅସ୍ତରଙ୍ଗ: ଅସ୍ତରଙ୍ଗ ବାଜପୁର ଗାଁରେ ଗୋଷ୍ଠୀ ସଂଘର୍ଷ । ଭୁଜାଲି ଆକ୍ରମଣରେ ଉଭୟ ଗୋଷ୍ଠୀର ୪ ଜଣ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି । ଉତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି । ଘଟଣାରେ…
Read More...

ଧଉଳିରେ ଟୁରିଷ୍ଟ ବସ୍ ଦୁର୍ଘଟଣା ଗ୍ରସ୍ତ : ଅଳ୍ପକେ ବର୍ତିଲେ ୫୫ ଜଣ ପର୍ଯ୍ୟଟକ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଧଉଳି ଶାନ୍ତିସ୍ତୁପରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ଟୁରିଷ୍ଟ ବସ୍ । କୋଲକାତାରୁ ଆସୁଥିବା ଏକ ବସ୍ ଭାରସ୍ୟାମ ହରାଇ ପାହାଡକଡ ରାସ୍ତାରେ ଥିବା ପାଚେରୀରେ ପିଟି ହୋଇଛି । ଫଳରେ ବସ୍ ଟି ଝୁଲନ୍ତା ଅବସ୍ଥାରେ ରହିଛି । ଅଳ୍ପକେ ବର୍ତି ଯାଇଛନ୍ତି ଯାତ୍ରୀ ।…
Read More...

ଗଂଜାମ ଜିଲ୍ଲା ଆସ୍କାରେ ଆଦିବାସୀ ନେତାଙ୍କୁ ହତ୍ୟା

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍: ଗଂଜାମ ଜିଲ୍ଲା ଆସ୍କାରେ ଆଦିବାସୀ ନେତାଙ୍କୁ ହତ୍ୟା । ବଡଗଡ ଥାନା ଅନ୍ତର୍ଗତ କୁମାରବନ୍ଧ ଗାଁରେ ଆଦିବାସୀ ନେତା ତଥା ଲୋକ ସଂଗ୍ରାମ ମଂଚର ଜିଲ୍ଲା ସଭାପତି ଏଡୁଙ୍ଗୁ ଗମାଙ୍ଗୋଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କେହି ତାଙ୍କ ଗଳାକାଟି ହତ୍ୟା…
Read More...

ମହାକାଶ ବିଜ୍ଞାନ ଇତିହାସରେ ପ୍ରତିଷ୍ଠା ହେଲା ଆଉଏକ ମାଇଲଖୁଂଟ : ଆରଏଲଭି ଅବତାରର ସଫଳ ପରୀକ୍ଷଣ

ମହାକାଶ ବିଜ୍ଞାନ ଇତିହାସରେ ଆଉଏକ ମାଇଲଖୁଂଟ ଅତିକ୍ରମ କଲା ଭାରତ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆଜି ପୁନଃ ବ୍ୟବହାର ଉପଯୋଗୀ ସ୍ପେଶ ସଟଲ- ଅବତାରର ସଫଳ ପରୀକ୍ଷଣ ହୋଇଛି । ପ୍ରଥମଥର ଲାଗି ମହାକାଶରେ ଉପଗ୍ରହ ଛାଡିବା ପରେ ପୃଥିବୀ ପୃଷ୍ଠକୁ ଫେରିଆସିଛି…
Read More...

ବ୍ରହ୍ମପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ଆଣ୍ଡଲାକୁ ଏନକାଉଂଟର

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍: ବ୍ରହ୍ମପୁରରେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୁଲିସର ଏନକାଉଂଟର । ଗୋଳନ୍ଥରା ତାମଡା ଘାଟିରେ ସୁବାସ ନାୟକ ଓରଫ ଆଣ୍ଡଲାକୁ ଏନକାଉଂଟର କରିଛି ବ୍ରହ୍ମପୁର ପୁଲିସ । ତାର ବାମ ଗୋଡରେ ଗୋଟିଏ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ବ୍ରହ୍ମପୁର ଏମକେସିଜି…
Read More...

ଟୋଲ୍ ଫି ଆଦାୟକୁ ନେଇ ରାଜ୍ୟ ସରକାର ଓ ବସ୍ ମାଲିକ ସଂଘ ମୁହାଁମୁହିଁ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଟୋଲ୍ ଫି ଆଦାୟକୁ ନେଇ ରାଜ୍ୟ ସରକାର ଓ ବସ୍ ମାଲିକ ସଂଘ ମୁହାଁମୁହିଁ ହୋଇଛନ୍ତି। ପରୋକ୍ଷରେ ଯାତ୍ରୀମାନଙ୍କଠାରୁ ଟୋଲ ଫି ଆଦାୟକୁ ବିରୋଧ କରିଛି ବସ୍ ମାଲିକ ସଂଘ । ପ୍ରତିବାଦରେ ବସ୍ ଚଳାଚଳ ବନ୍ଦ କରିବ ବୋଲି ଚେତାବନୀ ଦେଇଛି । ସରକାର ରାଜ୍ୟରେ ଥିବା…
Read More...

କୋଣାର୍କରେ ଲାଗୁ ହେଲା ବର୍ଦ୍ଧିତ ପ୍ରବେଶ ଶୁଳ୍କ

କୋଣାର୍କ: ଆଜିଠାରୁ କୋଣାର୍କରେ ଲାଗୁ ହେଲା ବର୍ଦ୍ଧିତ ପ୍ରବେଶ ଶୁଳ୍କ । ଏଣିକି ଭିତରକୁ ଯିବା ଲାଗି ପର୍ଯ୍ୟଟକଙ୍କୁ ଦେବାକୁ ପଡିବ ଅଧିକ ଫି । ସାଧାରଣ ଲୋକଙ୍କ ପାଇଁ ପ୍ରବେଶ ଶୁଳ୍କ ୩୦ ଟଂକା ରଖାଯାଇଛି । ସେହିପରି ବିଦେଶୀଙ୍କ ପାଇଁ ୫ ଶହ ଟଂକା ରଖାଯାଇଛି । ପୂର୍ବରୁ ସାଧାରଣ ଲୋକଙ୍କ ପାଇଁ…
Read More...