Browsing Category

ଜୀବନଚର୍ଯ୍ୟା

ବଜାରକୁ ଆସିଲା ବିଷ କଦଳୀ ! ଖାଇବା ମାତ୍ରକେ ପେଟରେ ଆରମ୍ଭ ହୋଇଯାଉଛି ଅସହ୍ୟ ଯନ୍ତ୍ରଣା,ଏଭଳି ଜାଣନ୍ତୁ ଆପଣ କିଣିଥିବା…

ଯଦି ଆପଣ କଦଳୀ ଖାଇବାକୁ ବେଶି ପସନ୍ଦ କରନ୍ତି ତେବେ ଟିକିଏ ସତର୍କ ରୁହନ୍ତୁ । ନଚେତ୍ କୌଣସି ବି ବଡ ରୋଗର ଶିକାର ହୋଇପାରନ୍ତି । ବିଶ୍ୱାସ ହେଉନି ନା ତେବେ ପଢନ୍ତୁ କେତେ ବଡ ବିପଦରେ ପଡିପାରନ୍ତି ଆପଣ । ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ, କଂଚା ଆମ୍ବ ଏବଂ କଦଳୀକୁ ପଚାଇବା…
Read More...

କଙ୍କଡାବିଛା କାମୁଡିଲେ କିଭଳି କରିବେ ପ୍ରାଥମିକ ଚିକିତ୍ସା ଜାଣିରଖନ୍ତୁ! ଘରୋଇ ଉପାୟରେ ମଧ୍ୟ ଜୀବନ ଯିବାରୁ…

ଭୀଷଣ ଗରମ ଦାଉରୁ ଆଶ୍ୱସ୍ତି ପାଇବା ପାଇଁ ମାଟି ତଳେ ଥିବା କ୍ଷତିକାରକ ତଥା ବିଷାକ୍ତ ଜୀବ ବାହାରକୁ ବାହାରିଆସନ୍ତି ଏବଂ ଘର ଭିତରକୁ ପ୍ରବେଶ କରିଥାନ୍ତି । ଉଦାହରଣ ସାପ, କଙ୍କଡାବିଛା, ଚମ୍ପେଇନେଳି ଇତ୍ୟାଦି । ତେବେ ଏହି ସବୁ ବିଷଧର ଜୀବ ଘର ଭିତରକୁ ପସିଗଲେ କେଉଁ ମୁହୂର୍ତ୍ତରେ ଯେ ଜୀବନ…
Read More...

ମଧୂମେହ ରୋଗୀଙ୍କ ପାଇଁ ରାମବାଣ ସଦୃଶ କାମ କରେ ଅଙ୍ଗୁର ! ଜାଣନ୍ତୁ ଆଉ କେଉଁ କେଉଁ ରୋଗକୁ ଦୂରେଇବାରେ ଏହି ଫଳ ସାହାଯ୍ୟ…

ଦୈନନ୍ଦିନ ଜୀବନରେ ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାର ଫଳ ଖାଇଥାଉ । ସେଥିମଧ୍ୟରୁ ଅଙ୍ଗୁର ଏକ ସ୍ୱତନ୍ତ୍ର ଫଳ ଅଟେ । ସାଧାରଣ ଭାବେ ଦୁଇ ପ୍ରକାର ଅଙ୍ଗୁର ବଜାରରେ ମିଳିଥାଏ । ଅଙ୍ଗୁରକୁ ଶୁଖାଇ ଏକ ବିଶେଷ ପ୍ରକ୍ରିୟାରେ କିସମିସ ପ୍ରସ୍ତୁତ କରାଯାଇଥାଏ । ଅଙ୍ଗୁରରେ ପର୍ୟ୍ୟାପ୍ତ…
Read More...

ଅନିଦ୍ରା ସମସ୍ୟା ଦୂର କରିବା ପାଇଁ ପିଅନ୍ତୁ ଏହି ଜୁସ୍

ସନ୍ଥ ଦଲାଇ ଲାମାଙ୍କ ଅନୁସାରେ, ‘ଉତ୍ତମ ନିଦ୍ରା ହେଉଛି ଜଣେ ବ୍ୟକ୍ତି ପାଇଁ ସବୁଠାରୁ ଭଲ ଧ୍ୟାନ’। ଜଣେ ବ୍ୟକ୍ତିକୁ ଯଦି ଠିକ୍ ଭାବେ ନିଦ୍ରା ହେଉଛି ତେବେ ଆମେ ନିଶ୍ଚିତ ହୋଇଯିବା ଉଚିତ ଯେ ବ୍ୟକ୍ତି ଜଣକ ସଂପୂର୍ଣ୍ଣ ସୁସ୍ଥ। ମନେରଖନ୍ତୁ ଉତ୍ତମ ନିଦ୍ରା ଅର୍ଥାତ୍ ଅତିରିକ୍ତ ନିଦ ନୁହେଁ।…
Read More...

ତରଭୁଜ ମଞ୍ଜିରୁ ମିଳିଥାଏ ଅନେକ ଉପକାରିତା ! ଡାଇବେଟିସ୍ ନିୟନ୍ତ୍ରଣ କରିବା ସହ ହ୍ରାସ କରିଥାଏ ଓଜନ, ଜାଣନ୍ତୁ କିପରି…

ଖରାଦିନେ ତରଭୁଜ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଏହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀର ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ । ଏଥିରେ ୯୨ପ୍ରତିଶତ ପାଣି ଥିବାରୁ ଖରାଦିନେ ଏହାକୁ ଖାଇଲେ ଶରୀରରେ ଜଳୀୟଅଂଶ ଠିକ୍ ଭାବରେ ରହିଥାଏ । ତେବେ ତରଭୁଜ ଖାଇଲେ ଶରୀରକୁ କ’ଣ ଲାଭ ମିଳିଥାଏ…
Read More...

ଆଲୁମିନିୟମ ଫଏଲରେ ପ୍ୟାକ୍ ହୋଇଥିବା ଖାଦ୍ୟ ଖାଉଛନ୍ତି କି ? ତେବେ ସାବଧାନ ! ହୋଇପାରେ ସାଂଘାତିକ ରୋଗ ।

ଆଧୁନିକରଣ ଯୁଗରେ ଲୋକମାନେ ବହୁତ ଫେସନପ୍ରିୟ ହୋଇଗଲେଣି । ଲୋକମାନେ କେବଳ ଷ୍ଟାଇଲ ପାଇଁ ସୁନ୍ଦର ସୁନ୍ଦର ପୋଷାକ ପିନ୍ଧନ୍ତିନାହିଁ ପୋଷାକ ପିନ୍ଧିବା ସହ ଖାଦ୍ୟ ପେୟରେ ମଧ୍ୟ ଷ୍ଟାଇଲକୁ ଦେଖିଥାନ୍ତି । ଯାହାର ପ୍ରକୋପ ଏବେ ଲୋକଙ୍କ ଶରୀର ଉପରେ ପଡୁଛି । ଏହିଭଳି ଫ୍ୟାସନ ପାଇଁ ଖାସକରି ଝିଅ…
Read More...

ଯଦି ଶରୀରରେ ଦେଖାଦେଉଛି ଏହି ଗୋଟିଏ ଲକ୍ଷଣ । ତେବେ ଜାଣି ନିଅନ୍ତୁ ଫେଲ୍ ହୋଇପାରେ ଆପଣଙ୍କ କିଡନୀ

ମଣିଷ ଶରୀରରେ କିଡନୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କିଡନୀ ରକ୍ତକୁ ପରିଷ୍କାର କରି ଶରୀରରୁ ସମସ୍ତ ହାନିକାରକ ପଦାର୍ଥକୁ ବାହାର କରିବାରେ ସହାୟତା କରିଥାଏ । ମଣିଷ ଶରୀରରେ ଦୁଇଟି ଲେଖାଏଁ କିଡନୀ ରହିଛି । କୁହାଯାଏ, ଜଣେ ବ୍ୟକ୍ତି ଗୋଟିଏ କିଡନୀରେ ବି ଜୀବିତ ରହିପାରେ । କିନ୍ତୁ…
Read More...

ଅଫିସରେ ବସି କାମ କରୁଥିବା ଲୋକଙ୍କ ପାଇଁ ନିଆରା ଯୋଗ : ପିଠି ଓ ଅଣ୍ଟା ବ୍ୟଥା କରିବ ଦୂର

ଅଫିସରେ ଘଣ୍ଟା ଘଣ୍ଟା ବସି କାମ କରିବା ଦ୍ୱାରା ମନ ଓ ଶରୀର ପ୍ରଭାବିତ ହୋଇଥାଏ । ଆୟୁଷ ମନ୍ତ୍ରଣାଳୟର ଅଫିସିଆଲ ୱେବସାଇଟ୍ ମୁତାବକ ଶରୀରର ଭିନ୍ନ ଭିନ୍ନ ଭାଗରେ ବ୍ୟଥା ହୋଇଥାଏ । ଚିନ୍ତା ଏବଂ ଅବସାଦ ବି ବଢ଼ିଯାଏ । ଏମିତିରେ ଡେସ୍କଟପ୍ ଯୋଗ ରାମ ବାଣ ଚିକିତ୍ସା । ଆପଣ ଆପଣଙ୍କ କାମ ମଝିରେ…
Read More...

କିଡନୀ ଖରାପ ହେବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ : ଜାଣନ୍ତୁ କିଡନୀ ଖରାପ ହେବା ପୂର୍ବର ଏହି ୫ଟି ଲକ୍ଷଣ

ଶରୀରର ଏକ ଗୁରୁତ୍ୱପୁର୍ଣ୍ଣ ଅଂଶ ହେଉଛି କିଡ଼ନୀ । କିଡ଼ନୀ ରକ୍ତକୁ ସଫା ରଖିବା ସହ ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହାର କରିଥାଏ । ମଣିଷ ଶରୀରରେ ଦୁଇଟି କିଡ଼ନୀ ଥିବା ବେଳେ ଗୋଟିଏ ବି ଖରାପ ହେଲେ ଏହାର ପ୍ରଭାବ ପୂରା ଶରୀର ଉପରେ ପଡ଼ିଥାଏ । କିଡ଼ନୀ ଖରାପ ହେବା ପୂର୍ବରୁ କିଛି ଲକ୍ଷଣ…
Read More...

ବ୍ୟବହୃତ ‘ସାନିଟାରୀ ପ୍ୟାଡ’ ଠାରୁ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଆସିଯାଇଛି ଏକ ବିକଳ୍ପ : ବ୍ୟବହୃତ…

ବ୍ୟବହାର କରିବା ପରେ ସାନିଟାରୀ ପ୍ୟାଡର କ’ଣ ହୁଏ ? ସାନିଟାରୀ ପ୍ୟାଡ୍ କୁ ନଷ୍ଟ ହେଉନଥିବା ଜିନିଷରେ ଗଣା ହୁଏ ଏବଂ ସେଥିପାଇଁ ତାହାକୁ ସୁରକ୍ଷିତ ଭାବେ ନଷ୍ଟ କରିବା ସବୁବେଳେ ଏକ ବଡ ଚ୍ୟାଲେଂଜ ରହିଛି । ନାଗପୁର ସ୍ଥିତ ଜାତୀୟ ପରିବେଶ ଅନୁସନ୍ଧାନ ସଂସ୍ଥା ‘ନିରୀ’ ର ନେତୃତ୍ୱରେ ଏହାର…
Read More...