Browsing Category

ଜୀବନଚର୍ଯ୍ୟା

ଡାଇବେଟିସ୍ ରୋଗୀ ମିଠା ଖାଇ ନପାରିବାକୁ ନେଇ ଚିନ୍ତିତ କି ? ତେବେ ଆପଣଙ୍କ ପାଇଁ ଅଛି ବିକଳ୍ପ, ମିଠା ବଦଳରେ ଖାଇପାରିବେ…

ଆପଣ ଯଦି ମଧୁମେହ ରୋଗରେ ପୀଡ଼ିତ ଅଛନ୍ତି, ତା’ହେଲେ ଆପଣଙ୍କୁ କେତେକ ପ୍ରସଙ୍ଗରେ ବିଶେଷ ଧ୍ୟାନ ଦେବାକୁ ପଡିବ । ବେଶି ମିଠା ଖାଇବା ଦ୍ୱାରା ବ୍ଲଡ୍ ସୁଗାର ଅଧିକ ହୋଇଯାଏ । ଫଳରେ ଏହା ଶରୀରର ଅଙ୍ଗକୁ ନଷ୍ଟ କରିବାରେ ପ୍ରଭାବ ପକାଇଥାଏ । ସେଥିପାଇଁ ମିଠା ବଦଳରେ ଆମେ ଡ୍ରାଏ ଫ୍ରୁଟସ ମଧ୍ୟ…
Read More...

ଜାମୁକୋଳି ଖାଇବା ପରେ ଏହାର ମଞ୍ଜିକୁ ଫୋପାଡିବାର ଭୁଲ୍ କରନ୍ତୁ ନାହିଁ ! ମହୋଷଧି ସାବ୍ୟସ୍ତ ହୋଇପାରେ ।

ଜାମୁକୋଳି ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ଏହା ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ମଧ୍ୟ ସ୍ୱାସ୍ଥ୍ୟକର । କିନ୍ତୁ ଆପଣ ଜାଣିଛନ୍ତି କି? ଜାମୁକୋଳି ଭଳି ତା’ର ମଞ୍ଜି ମଧ୍ୟ ଶରୀର ପାଇଁ କେତେ ଲାଭଦାୟକ? ଭିଟାମିନ୍ ଏ ଏବଂ ସିରେ ଭରପୂର ଥିବା ଜାମୁକୋଳିର ମଞ୍ଜି…
Read More...

ବାସି ରୁଟିରେ ରହିଛି ଅନେକ ଫାଇଦା : ଡାଇବେଟିସ୍ ସହିତ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାକୁ କରେ ଦୂର

ପ୍ରତିଦିନ ଅନେକ ଖାଦ୍ୟ ନଷ୍ଟ ହୋଇଥାଏ। ଏପରି କି ଅନେକ ଖାଦ୍ୟକୁ ଆମେ ନଖାଇ ପାରି ରଖି ତା’ପର ଦିନ ପାଇଁ ରଖି ଦେଇଥାଉ। ଯାହାକି ବାସି ହୋଇଯାଇଥାଏ। ତେବେ ଏହି ବାସି ଖାଦ୍ୟ ଖାଇବା ଉପଯୋଗୀ ନୁହେଁ ବୋଲି ଆମେ ବାରବୁଲା କୁକୁର, ଗାଈ ଆଦିଙ୍କୁ ଦେଇଥାଉ। କିନ୍ତୁ ଏହି ବାସି ଖାଦ୍ୟକୁ ବି ଖାଦ୍ୟ…
Read More...

ଡାଇବେଟିସ୍ ରୋଗୀଙ୍କ ପାଇଁ ଖୁସି ଖବର : ଆସୁଛି ଇନସୁଲିନ୍ ବଟିକା, ଇଂଜେକ୍ସନ ଫୋଡିଲେ ହେଉଥିବା ଯନ୍ତ୍ରଣାରୁ ମିଳିବ…

ସାରା ଦୁନିଆରେ ପାଖାପାଖି ୪ କୋଟି ଲୋକ ଟାଇପ୍ -୧ ଡାଇବେଟିସ୍ ରେ ପୀଡିତ ଅଛନ୍ତି ଏବଂ ଏମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀଙ୍କୁ ପ୍ରତିଦିନ , ଦିନକୁ ୨ ଥର ଇନସୁଲିନ୍ ଇଂଜେକ୍ସନ ନେବାକୁ ପଡେ । କାହିଁକିନା ସେମାନେ ତାଙ୍କର ବ୍ଲଡ ସୁଗର ଲେଭେଲ୍ କୁ ନିୟନ୍ତ୍ରଣରେ ରଖିପାରିବେ । କିନ୍ତୁ…
Read More...

ଅଧିକାଂଶ ମହିଳାମାନେ କାହିଁକି ମେଦବହୁଳତାର ଶିକାର ହୁଅନ୍ତି ! ଜାଣିଛନ୍ତି କି ?

ଓଡ଼ିଆରେ ଏକ ଢ଼ଗ ଅଛି, ଚିନ୍ତା ଖାଏ ଗଣ୍ଡି। ଅର୍ଥାତ ଚିନ୍ତାଗ୍ରସ୍ତ ଲୋକର ଶରୀର କ୍ଷୀଣକାୟ ହୋଇପଡ଼େ। କିନ୍ତୁ ନିକଟରେ ଏକ ଅନୁସନ୍ଧାନରୁ ଜଣାଯାଇଛି, ମାତ୍ରାଧିକ ମାନସିକ ଚାପ ଏବଂ ନକରାତ୍ମକ ଭାବନା ଦେଇ ଗତି କରୁଥିବା ମହିଳାମାନଙ୍କ ଠାରେ ଅପେକ୍ଷାକୃତ ଅଧିକ ମୋଟାପଣ ଦେଖା ଦେଇଥାଏ। ଏହି…
Read More...

ତମାଖୁ ଓ ସିଗାରେଟ୍ ଭଳି ଖରାପ ଅଭ୍ୟାସକୁ ନେଇ ଚିନ୍ତିତ ରହୁଛନ୍ତି କି ? ଏଭଳି ବଦଭ୍ୟାସ ଠାରୁ ଦୂରେଇ ରହିବା ପାଇଁ…

ଆଜିର ସମୟରେ ଲୋକଙ୍କୁ ନିଶା ପ୍ରତି ଆସକ୍ତି ହୋଇଯାଇଛି ଏବଂ ଦ୍ରୁତ ଗତିରେ ତାହା ବଢ଼ିବାରେ ଲାଗିଛି । ସେଥିପାଇଁ ତାଙ୍କ ଆୟୁ ବି କମି କମି ଯାଉଛି । ନିଶା କରିବା ଦ୍ୱାରା ଲୋକଙ୍କ ଠାରେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉଛି । କିନ୍ତୁ ମଣିଷ ତାକୁ ଛାଡିବାକୁ ଚାହିଁଲେ ବି…
Read More...

ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଟୁଥପେଷ୍ଟର ବ୍ୟବହାର କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ ହାନିକାରକ ହୋଇପାରେ ।

ଯୁବପିଢୀ ହୁଅନ୍ତୁ କିମ୍ବା ବୟସ୍କ ସମସ୍ତଙ୍କ ମଧ୍ୟରେ ବଡ ସମସ୍ୟା ରୂପେ ମୁଣ୍ଡ ଟେକିଛି ମୁହଁରେ ଉଠୁଥିବା ବ୍ରଣ । ତେବେ କିଛି ଲୋକ ଏହି ବ୍ରଣ ସମସ୍ୟାରୁ ମୁକ୍ତିି ପାଇବା ପାଇଁ ଯେ ଯାହା ଉପଦେଶ ଦେଲେ ତାହାକୁ ମାନି କିମ୍ବା ୟୁଟ୍ୟୁବରୁ ବିଭିନ୍ନ ଭିଡିଓ ଦେଖି ବିଭିନ୍ନ ପ୍ରକାର ଉପଚାର…
Read More...

ମୌସୁମୀରେ ଛିଙ୍କ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ… ଆପଣାନ୍ତୁ ଏହି ଘରୋଇ ଉପଚାର ।

ଧରାପୃଷ୍ଠରେ ମୌସୁମୀର ପ୍ରଭାବରୁ ଲୋକଙ୍କୁ ସଂକ୍ରମଣ ରୋଗର ଅଧିକ ଭୟ ଲାଗିଥାଏ । ତେବେ ଏଥିମଧ୍ୟରୁ ଥଣ୍ଡା ହେଉଛି ମୁଖ୍ୟ । ଥଣ୍ଡା ହେଲେ ଛିଙ୍କ ସମସ୍ୟା ହେବା ତ ସାଧାରଣ କଥା । ଥଣ୍ଡା ବା ଆଲର୍ଜି ହେଲେ ସାଧାରଣତଃ ଛିଙ୍କ ହୋଇଥାଏ । ଯଦି ଆପଣ ବି ବେଶି ଛିଙ୍କ ଦ୍ୱାରା ପୀଡ଼ିତ ତେବେ ଏଥିରୁ…
Read More...

ସାବଧାନ ! କୁକୁର ଠାରୁ ବ୍ୟାପୁଛି ଏହି ଭୟଙ୍କର ରୋଗ : ଯକୃତ ଓ ଫୁସଫୁସ୍ କୁ କରିପାରେ ଅଚଳ

କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟିରେ ଘାତକ ରୋଗ ହାଇଡେଟିଡ୍ ସିଷ୍ଟର ତିନୋଟି ରୋଗୀ ସାମନାକୁ ଆସିଛନ୍ତି । ଏହି ରୋଗ କୁକୁରଙ୍କ ସଂସ୍ପର୍ଶରେ ଆସିଲେ ବ୍ୟାପେ । ଏହି ରୋଗ ଦ୍ୱାରା ଯକୃତ ଓ ଫୁସଫୁସ୍ ରେ ଝିଲ୍ଲୀ ତିଆରି ହୋଇଯାଏ ଓ ଏହି ଝିଲ୍ଲୀ ଛିଣ୍ଡିବା ଦ୍ୱାରା ଏହି ଅଙ୍ଗ ଗୁଡିକ ଅଚଳ…
Read More...

ଅଧିକ ସମୟ ଧରି କମ୍ପ୍ୟୁଟର କିମ୍ବା ଲାପଟପ୍ ସାମ୍ନାରେ ବସି କାମ କରୁଛନ୍ତି କି ? ଜାଣନ୍ତୁ କିଭଳି ଆପଣଙ୍କ ଆଖିକୁ ରଖିବେ…

ଆଖି ହେଉଛି ମଣିଷ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ସାହାଯ୍ୟରେ ଆମେ ସଂସାରର ସୌନ୍ଦର୍ୟ୍ୟକୁ ଉପଭୋଗ ମଧ୍ୟ କରପାରୁ। ସେଥିପାଇଁ ଶରୀରରକୁ ସୁସ୍ଥ ରଖିବା ସହ ଆଖିର ଯତ୍ନ ମଧ୍ୟ ନେବା ଦରକାର । ଆଜିକାଲି କମ ସମୟ ମଧ୍ୟରେ ଅଧିକ କାମ କରିବା ପାଇଁ ଲୋକମାନେ ଲାପଟପ୍ ଏବଂ କମ୍ପ୍ୟୁଟର…
Read More...