Browsing Category

ଜୀବନଚର୍ଯ୍ୟା

ଅଧିକ ସମୟ ଧରି କମ୍ପ୍ୟୁଟର କିମ୍ବା ଲାପଟପ୍ ସାମ୍ନାରେ ବସି କାମ କରୁଛନ୍ତି କି ? ଜାଣନ୍ତୁ କିଭଳି ଆପଣଙ୍କ ଆଖିକୁ ରଖିବେ…

ଆଖି ହେଉଛି ମଣିଷ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ସାହାଯ୍ୟରେ ଆମେ ସଂସାରର ସୌନ୍ଦର୍ୟ୍ୟକୁ ଉପଭୋଗ ମଧ୍ୟ କରପାରୁ। ସେଥିପାଇଁ ଶରୀରରକୁ ସୁସ୍ଥ ରଖିବା ସହ ଆଖିର ଯତ୍ନ ମଧ୍ୟ ନେବା ଦରକାର । ଆଜିକାଲି କମ ସମୟ ମଧ୍ୟରେ ଅଧିକ କାମ କରିବା ପାଇଁ ଲୋକମାନେ ଲାପଟପ୍ ଏବଂ କମ୍ପ୍ୟୁଟର…
Read More...

ମୌସୁମୀରେ ଥଣ୍ଡା ଦାଉରୁ ଛୋଟ ପିଲାଙ୍କ କିଭଳି ସୁରକ୍ଷା କରିବେ ? ଜାଣନ୍ତୁ ! 

ବର୍ଷକ ବାର ମାସ ଛଅ ଋତୁ । ତେବେ ଏହି ଛଅଋତୁ ମଧ୍ୟରେ ବର୍ଷାଋତୁ ପୂର୍ବରୁ ଆସିଯାଏ ମୌସୁମୀ । ଧରାପୃଷ୍ଠକୁ ମୌସୁମୀ ଆସିବାର ଖୁସି ଯେତିକି ଥାଏ ଶରୀରରେ ମଧ୍ୟ ଏହାର ପ୍ରଭାବ ପଡିଥାଏ । ତେବେ ଛୋଟଣ ଛୁଆଙ୍କୁ ଉପରେ ଏହାର ଅଧିକ ପ୍ରଭାବ ପଡିଥାଏ । ଛୁଆମାନଙ୍କର ଦେହପା’ ପ୍ରତି ଧ୍ୟାନ ଦିଆନ ଗଲେ…
Read More...

ଯେକୈାଣସି କୀଟ କାମୁଡିଲେ ବା ଦଂଶନ କଲେ ଆପଣାନ୍ତୁ ଏହି ଘରୋଇ ଉପାୟ

ଗ୍ରୀଷ୍ମ ଋତୁ ହେଉ ବା ବର୍ଷା ଋତୁ, ଏହି ଦୁଇଟି ଋତୁରେ କୀଟପତଙ୍ଗ କାମୁଡିବାର ସମ୍ଭାବନା ଅଧିକ ଥାଏ । ଏହା ହେଉଛି ପ୍ରକୃତ ସମୟ ଯେତେବେଳେ ଆମକୁ ସୁରକ୍ଷିତ ରହିବା ପାଇଁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡେ । କୀଟ ଦଂଶନ ଦ୍ୱାରା ଆମ ଶରୀରରେ ଜଳାପୋଡା ତଥା ବିଭିନ୍ନ ପ୍ରତିକ୍ରିୟା ସୃଷ୍ଟି…
Read More...

ଅଧିକ ଲୁଣ ଖାଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ, ନହେଲେ ଭୋଗିପାରନ୍ତି ଏହି ସବୁ ଅସୁବିଧା

ଏକ ହସିପିଟାଲରୁ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ, ଭୋଜନରେ ଲୁଣ(ସୋଡିୟମ)ର ଅତ୍ୟଧିକ ସେବନ କରିବା ଦ୍ୱାରା ମୃତ୍ୟୁର ଆଶଙ୍କା ବଢ଼ିପାରେ । ଗବେଷକ ନେନସୀ କୁକ୍ କହିଛନ୍ତି କି ଶରୀରରେ ସୋଡିୟମର ମାତ୍ରା ମାପିବା ବହୁତ କଠିନ । କାହିଁକିନା ଏହା ଲୁଚି କି ଥାଏ ଏବଂ ଆପଣଙ୍କୁ ଜଣାପଡେନି…
Read More...

ସୁସ୍ଥ ନୁହେଁ ବରଂ ମୃତ୍ୟୁ ସୁନିଶ୍ଚିତ ! ସାମ୍ନାକୁ ଆସିଲା ବିଶେଷଜ୍ଞଙ୍କ ସାଂଘାତିକ ତଥ୍ୟ, ଜାଣନ୍ତୁ କେଉଁ କେଉଁ ଔଷଧ…

ଅଧିକାଂଶ ସମୟରେ ଗ୍ୟାସ ଜନିତ ସମସ୍ୟାରେ ଅତିଷ୍ଟ ହୋଇ ଲୋକେ ଅନେକ ଔଷଧ ଖାଇପକାନ୍ତି । ଆଉ ଧିରେ ଧିରେ ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଏ ଏବଂ ଶେଷରେ ଏହା ଏକ ବିରାଟ ସମସ୍ୟା ସୃଷ୍ଟି କରିଦିଏ । ଏପରିକି କିଛି ଲୋକଙ୍କର ଏଥିପାଇଁ ଲିଭର ବି ଫେଲ ହୋଇଯାଏ । ଯାହାଦ୍ୱାରା ମୃତ୍ୟୁ ସୁନିଶ୍ଚିତ ।…
Read More...

ଭୋଜନ ପରେ ପେଟରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? କ’ଣ ହୋଇପାରେ ଏହାର କାରଣ ଜାଣିରଖନ୍ତୁ । 

ବେଳେବେଳେ ଦେଖାଯାଇଥାଏ କି ଆପଣ ନିଜର ଭୋଜନ ସାରିଲା ପରେ , କହିଥାନ୍ତି ପେଟରେ ଯନ୍ତ୍ରଣା ଅନୁଭବ ହେଉଛି । ଭୋଜନ କରିବା ପରେ ଏଭଳି ସମସ୍ୟା ଦେଖାଦେଲେ ଏହାକୁ ଡାଇସେସିଆ କହନ୍ତି । ଯାହା ଖାଦ୍ୟ ହଜମ ନହେବା କାରଣରୁ ହୋଇଥାଏ । ଏହା ଦ୍ୱାରା ପେଟରେ ବହୁତ ଯନ୍ତ୍ରଣା ଅନୁଭବ ହୋଇଥାଏ । ଆଉ ପେଟ…
Read More...

ଓଜନ ବଢିବାକୁ ନେଇ ଚିନ୍ତାରେ ଅଛନ୍ତି କି ? କରନ୍ତୁ ଏହି କାମ, ନିୟନ୍ତ୍ରଣକୁ ଆସିବ ଓଜନ ।

ମୋଟାପଣ ଆଜିକାଲି ସମସ୍ତଙ୍କ ପାଇଁ ଏକ ସମସ୍ୟା ପାଲଟି ଗଲାଣି । ଅଧିକାଂଶ ଲୋକ କମ ଖାଇ ମଧ୍ୟ ମୋଟାପଣର ଶିକାର ହେଉଛନ୍ତି । ଏଥିପାଇଁ ଲୋକମାନେ ଖାଦ୍ୟପେୟରେ ନିୟନ୍ତ୍ରଣ କରି ମଧ୍ୟ ସେମାନଙ୍କୁ କୌଣସି ସୁଫଳ ମିଳୁ ନାହିଁ । କିନ୍ତୁ ଏହାର ପ୍ରକୃତ କାରଣ ହେଉଛି ଜଙ୍କ ଫୁଡ଼୍ । ଘର ତିଆରି ଖାଦ୍ୟ ନ…
Read More...

ଶୋଇଲାବେଳେ ଘୁଙ୍ଗୁଡି ମାରିବା ସମସ୍ୟା ଦେଖାଯାଉଛି କି ? ଚିନ୍ତା କରନ୍ତୁ ନାହିଁ ଘରୋଇ ଉପଚାର ମାଧ୍ୟମରେ ଏହି ସମସ୍ୟାରୁ…

ଶୋଇବା ସମୟରେ ଘୁଙ୍ଗୁଡି ମାରିବା ଅନେକ ଲୋକଙ୍କ ଅଭ୍ୟାସ । ଏଥିପାଇଁ ବେଳେ ବେଳେ  ଲଜ୍ଜିତ ମଧ୍ୟ ହେବାକୁ ପଡିଥାଏ । କାରଣ ଘୁଙ୍ଗୁଡି ମାରିଲେ ପାଖରେ ଶୋଇଥିବା ସାଥୀ ବିରକ୍ତ ହୋଇଥାନ୍ତି । ତେବେ ଏଥିପାଇଁ ଚିନ୍ତା କରନ୍ତୁ ନାହିଁ । ଆପଣ ନିଜ ରୋଷେଇ ଘରେ ଥିବା ସାମଗ୍ରୀକୁ ଔଷଧ ଭାବରେ ବ୍ୟବହାର…
Read More...

ଔଷଧ ଓ ଅସ୍ତ୍ରୋପଚାର ବିନା ଭଲ ହେବ କିଡ଼ନୀ ଷ୍ଟୋନ ! ଆପଣାନ୍ତୁ କିଛି ଘରୋଇ ଉପଚାର

ଆଜିକାଲି କିଡ଼ନୀରେ ଷ୍ଟୋନ ହେବା ଏକ ସାଧାରଣ କଥା ହୋଇଗଲାଣି । ଠିକ୍ ସମୟରେ ଉଚିତ୍ ଖାଦ୍ୟ ନ ଖାଉଥିବାରୁ ଅଧିକାଂଶ ଲୋକଙ୍କ କିଡ଼ନୀରେ ଷ୍ଟୋନ ହେଉଥିବାର ଦେଖିବାକୁ ମିଳିଛି । ଓଜନ ବଢ଼ିବା, ଥାଇରଏଡ଼୍,ଡ଼ିହାଇଡ୍ରେସନ ଏବଂ ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଷ୍ଟୋନର ସମସ୍ୟା ଦେଖା ଯାଇଥାଏ…
Read More...

ରାତିରେ ପାଠ ପଢିବା ଏବଂ ଅନ୍ୟାନ୍ୟ କାମ କରିବାକୁ ଭଲ ପାଆନ୍ତି କି ! ଆପଣାନ୍ତୁ ଏହି ଟିପ୍ସ, ଆସିବନି ନିଦ ।

ଯଦି ଆପଣ ସକାଳେ ନିଜ ପାଠପଢା କିମ୍ବା କୌଣସି ଅନ୍ୟାନ୍ୟ କାମ କରିପାରୁନାହାନ୍ତି ତେବେ ଆପଣ ରାତିରେ ମଧ୍ୟ ତାହା କରିପାରିବେ । ଏପରିକି ରାତିରେ ମଧ୍ୟ ଭଲ ଭାବରେ ପାଠ ପଢିପାରିବେ । ତେବେ ରାତିରେ ପାଠ ପଢିବା ଏଥିପାଇଁ ଭଲ ହୋଇଥାଏ କାରଣ ଆପଣଙ୍କ ପାଖରେ କୌଣସି କାମ କରିବାକୁ ନଥାଏ । ତେଣୁ ଆପଣ…
Read More...