ଅସ୍ଥିର ସୁରକ୍ଷା କିପରି କରିବେ . . . . .

92

• ନିଜର ଓଜନ ନିୟନ୍ତ୍ରଣ ରଖନ୍ତୁ । ଏହାଦ୍ୱାରା ଆଣ୍ଠୁ ଓ ପାଦ ଉପରେ ଶରୀରର ଚାପ ପଡିବା ନାହିଁ । ଗଣ୍ଠି ପ୍ରଭାବିତ ହେବ ନାହିଁ  ।

• ଚା’, କଫି , ମୃଦୁପାନୀୟ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ତେଣୁ ଏସବୁରୁ ଦୂରେଇ ରୁହନ୍ତୁ । ଏହାସହ ନିଶା ସେବନରୁ ନିଜକୁ ଦୂରେଇ ରଖନ୍ତୁ ।

• ଲୁଣ ଖାଇବା କମାନ୍ତୁ, ପ୍ୟାକେଟ ଆଚାର ଓ ଅଧିକ ଲୁଣଯୁକ୍ତ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ ।

• ଗଣ୍ଠି ସମସ୍ୟ ଥିଲେ ବ୍ୟାୟାମ କରନ୍ତୁ । ସନ୍ତରଣ ଓ ସାଇକେଲ ଚାଳନା ଦ୍ୱାରା ଏସବୁରୁ ଲାଭ ମିଳେ ।

• ଭିଟାମିନ ଡି ଅସ୍ଥିକୁ ସୁସ୍ତ ରଖେ ଓ ମଜଭୁତ କରାଏ । ସୂର୍ଯ୍ୟକିରଣ ଏହାର ଏକ ଉତ୍ସ । ଏଥିପାଇଁ ଭିଟାମିନ ଓ କ୍ୟାଲସିୟମଯୁକ୍ତ ଖାଧ୍ୟ ଖାଆନ୍ତୁ ।