Browsing Category

ଜୀବନଚର୍ଯ୍ୟା

ସହରରେ ବଢୁଛି ଡେଙ୍ଗୁ ଭୟ । ଉପଶମ ପାଇଁ ସହଜ ଘରୋଇ ଉପଚାର ।

କନକ ବ୍ୟୁରୋ: ଡେଙ୍ଗୁ ଏପରି ଜ୍ୱର ଯାହାର ଚିକତ୍ସା ୨୪ ଘଣ୍ଟା ମଧ୍ୟରେ ଆରମ୍ଭ ନହେଲେ ଏହା ଘାତକ ହୋଇପାରେ । ଡେଙ୍ଗୁ ହେଲେ ଲାଲ ରକ୍ତ କଣିକା ବା ପ୍ଳେଟଲେଟ୍ସ ସଂଖ୍ୟା ଦ୍ରୁତ ଗତିରେ କମିଯାଏ । ରକ୍ତରେ ଏକ ଲକ୍ଷ ପର୍ଯ୍ୟନ୍ତ ପ୍ଲେଟଲେଟ୍ସ ଥିଲେ ରୋଗୀର ଶାରୀରିକ ଅବସ୍ଥା ଠିକ୍ ରହିଥାଏ । ।…
Read More...

କେଶ ଝଡ଼ିବାକୁ ନେଇ ଚିନ୍ତିତ କି ? ଜାଣନ୍ତୁ କିଛି ଘରୋଇ ଉପଚାର ବିଷୟରେ

କନକ ବ୍ୟୁରୋ : ଏବେ ପ୍ରାୟ ସମସ୍ତଙ୍କର କେଶ ଝଡ଼ିବା ସମସ୍ୟା ଦେଖା ଦେଲାଣି । କେବଳ ଝଡ଼ିବା ନୁହେଁ ବରଂ କେଶ ପତଳା ହେବା ସହ ଅକାଳରେ ପାଚି ଯାଉଛି । ଏ ସବୁ ସମସ୍ୟା ଏତେ ଜୋର୍‌ରେ ବଢ଼ି ଚାଲୁଛି, ଯାହାର ସମାଧାନ ଅତି କଷ୍ଟକର ମନେ ହେଉଛି । ଏ ସମସ୍ୟାର ମୁଖ୍ୟ କାରଣ ହେଲା – ପ୍ରଦୂଷଣ,…
Read More...

ସାରା ରାତି ପାଣିରେ ଭିଜେଇ ରଖନ୍ତୁ କଳା ଚଣା ଓ ସକାଳୁ ଉଠି ଖାଆନ୍ତୁ । କିଛି ଦିନ ପରେ ସ୍ୱାସ୍ଥ୍ୟ ଉପରେ ଫରକ୍…

ଆମ ସମସ୍ତଙ୍କ ଘରେ ବର୍ଷ ବର୍ଷରୁ କଳାଚଣାର ବ୍ୟବହାର ହେଉଛି । ଏହି ଚଣାକୁ ପାଣିରେ ଭିଜେଇ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ ହିତକର ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ ସକାଳ ଜଳଖିଆରେ ପ୍ରତିଦିନ ମୁଠାଏ କଳାଚଣା ଖାଇଲେ ସ୍ୱାସ୍ଥ୍ୟ ପ୍ରତି ଏହା ମହୌଷଧି ଭଳି କାମ କରେ । ତେବେ ଏହାର…
Read More...

ଥାଇରଏଡରୁ ସହଜରେ ମୁକ୍ତି ପାଆନ୍ତୁ  । ଆପଣାନ୍ତୁ ଏହି ଘରୋଇ ଉପଚାର ।

କନକ ବ୍ୟୁରୋ: ଆଜିକାଲି ମହିଳାମାନଙ୍କ ଠାରେ ଥାଇରଏଡ ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଦେଉଛି । ଆଜିକାର ଜୀବନ ଶୈଳୀ ଏହାର ମୁଖ୍ୟ କାରଣ ପାଲଟିଥିବାବେଳେ ଏଥିରୁ ମୁକ୍ତି ପାଇଁ ଅନେକ ମୂଲ୍ୟରେ ଡାକ୍ତରୀ ଚିକିତ୍ସା କରି ଖର୍ଚ୍ଚାନ୍ତ ହେବାକୁ ପଡୁଛି । ତେବେ ଏହି ସମସ୍ୟାର ପ୍ରାଥମିକ ଅବସ୍ଥାରେ ଯଦି…
Read More...

ଶୀତଦିନରେ ଶିଶୁଙ୍କ ରୋଗ ଓ ଲକ୍ଷଣ : ଜାଣନ୍ତୁ କେମିତି ରଖିବେ ସୁରକ୍ଷିତ ?

କନକ ବ୍ୟୁରୋ : କରୋନା ସଂକ୍ରମଣର ହାର ଟିକିଏ ହ୍ରାସ ପାଇବା ଦ୍ବାରା ଆମେ କିଛିଟା ଆଶ୍ବସ୍ତ ହୋଇଛୁ ସତ ହେଲେ ଶୀତର ପ୍ରକୋପ ଆମକୁ କିଛିଟା ସମସ୍ୟାରେ ପକାଇଛି । ଶୀତ ଋତୁ ସମୟରେ ଶିଶୁମାନଙ୍କ କ୍ଷେତ୍ରରେ କିଛି ରୋଗ ପ୍ରମୁଖ ସମସ୍ୟା ରୂପେ ଦେଖାଯାଏ । ଏହି ସମୟରେ ସାଧାରଣ ଥଣ୍ଡା-କାଶ,…
Read More...

ମୁହଁରେ କାହିଁକି ହୁଏ ବ୍ରଣ ? କେମିତି ରୋକିବେ ବ୍ରଣ ସସମ୍ୟା?

କନକ ବ୍ୟୁରୋ : ବ୍ରଣ ହେଉଛି ଏକ ସାଧାରଣ ଚର୍ମ ରୋଗ । ଯାହାକି ଆଜିର ଦିନରେ ଉଭୟ ପୁରୁଷଙ୍କଠାରୁ ଆରମ୍ଭ କରି ମହିଳା ଆଉ ଛୋଟ ପିଲାଙ୍କ ପାଖରେ ଦେଖିବାକୁ ମିଳୁଛି । ବିଶେଷକରି ଯୁବପିଢି ମୁହଁରେ ବ୍ରଣ ସସମ୍ୟାକୁ ନେଇ ଅଧିକ ଚିନ୍ତାରେ ରହିଥାନ୍ତି । ଆଉ ବ୍ରଣରୁ ମୁକ୍ତି ପାଇବା ପାଇଁ ମୁହଁରେ…
Read More...

ଫଳ ଖାଇବାର ସମୟକୁ ଧ୍ୟାନରେ ରଖନ୍ତୁ  । କେଉଁ ସମୟରେ  ଖାଇଲେ କ୍ଷତିକାରକ ।

କନକ ବ୍ୟୁରୋ: ଫଳ ଶରୀରକୁ ସବୁଠୁ ଅଧିକ ପୋଷକ ତତ୍ତ୍ୱ ଯୋଗାଇଥାଏ । ଏହାର ସାଲାଡ ମଧ୍ୟ ସବୁଠୁ ଭଲ । ହେଲେ କେତେବେଳେ ଖାଇବେ ତାହା ଜାଣି ରଖିବା ଜରୁରୀ । ଫ୍ରୁଟ ସାଲାଡ ଖାଇବାକୁ ଅନେକ ଭଲ ପାଆନ୍ତି ହେଲେ ଏହାକୁ  ଖାଇବାର ସମୟ କିନ୍ତୁ ଗୁୁରୁତ୍ୱପୂର୍ଣ୍ଣ । ଯେମିତି କି, ଦ୍ୱିପହର ଖାଇବା…
Read More...

ଡାଇବେଟିସ୍‌ : ଦୃଷ୍ଟିହୀନତା-କିଡନୀ ନଷ୍ଟ ସହ ଏହି ୬ଟି ଅଙ୍ଗକୁ ଅଚଳ କରିଦିଏ

କନକ ବ୍ୟୁରୋ : ଡାଇବେଟିସ୍‌ ... ଏବେ କେବଳ ବୟସ୍କ ନୁହନ୍ତି, ଯୁବ ପିଢ଼ି ମଧ୍ୟ ହେଉଛନ୍ତି ଡାଇବେଟିସ୍ ରୋଗର ଶିକାର । ଯଦି ଉଚ୍ଚ ରକ୍ତ ଶର୍କରାର ଏହି ରୋଗ ଅନିୟନ୍ତ୍ରିତ ହୋଇଯାଏ, ତେବେ ଏହା ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ମୁଖକୁ ନେଇପାରେ । ଏକ ସୁସ୍ଥ ଜୀବନଶୈଳୀ ଆପଣାଇ ଡାଇବେଟିସକୁ…
Read More...

କେବଳ ସ୍ୱାଦ ପାଇଁ ନୁହେଁ ଅନେକ ରୋଗର ବଇଦ ପିଆଜ ରସ, ଜାଣନ୍ତୁ କିପରି ।

କନକ ବ୍ୟୁରୋ: ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ପିଆଜ ପ୍ରଥମେ ଆବଶ୍ୟକ ହେଉଥିବାବେଳେ ଏହାକୁ ନେଇ ଅନେକ ରୋଗର ଚିକିତ୍ସା ମଧ୍ୟ କରାଯାଏ । ପିଆଜର ରସ ଅନେକ ରୋଗ ପାଇଁ ଲାଭଦାୟୀ । ପିଆଜରୁ ଭିଟାମିନ୍ ସି, ବି-୬, ମ୍ୟାଗ୍ନେସିୟମ, ଜିଙ୍କ, କ୍ୟାଲସିୟମ୍, ସୋଡିୟମ, ପୋଟାସିୟମ ଆଦି…
Read More...

ଉଚ୍ଚ ରକ୍ତଚାପର ରାମବାଣ ଏହି ଫଳ: ତୁରନ୍ତ ମିଳିବ ଉପଶମ

କନକ ବ୍ୟୁରୋ: ବ୍ଲଡ଼ ପ୍ରେସର ବା ରକ୍ତଚାପ ଅଚାନକ ବଢିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ ଏପରି ସ୍ଥିତିରେ ତୁରନ୍ତ ରକ୍ତଚାପ ନିୟନ୍ତ୍ରଣ କରିବା ଆବଶ୍ୟକ। ଏଥିପାଇଁ ଘରୋଇ ଉପଚାର ଆପଣାଇପାରିବେ ଯାହାଦ୍ୱାରା ତୁରନ୍ତ ଆରାମ ମିଳିବ। ଆୟୁର୍ବେଦିକ ଚିକିତ୍ସକଙ୍କ ମତରେ ଅଚାନକ ବ୍ଲଡ଼ ପ୍ରେସର…
Read More...