Browsing Category

କନକ ଏକ୍ସକ୍ଲୁସିଭ୍

ପୁରୀରେ ଆହାର ଯୋଜନା ଶୁଭାରମ୍ଭ ବେଳେ ମନ୍ତ୍ରୀଙ୍କୁ କଂଗ୍ରେସର କଳାପତକା ପ୍ରଦର୍ଶନ:୪ ଗିରଫ, ୮ ଅଟକ

ପୁରୀରେ ଆହାର ଯୋଜନା ଶୁଭାରମ୍ଭକୁ କଂଗ୍ରେସର ବିରୋଧ । ମନ୍ତ୍ରୀ ସଂଜୟ ଦାସ ବର୍ମା ଓ ପ୍ରଦୀପ ମହାରଥୀ ଆହାର ଯୋଜନାର ଶୁଭାରମ୍ଭ କରିବାକୁ ଆସିଥିବା ବେଳେ କଂଗ୍ରେସ କର୍ମୀ ମାନେ ତାଙ୍କୁ  କଳା ପତକା ପ୍ରଦର୍ଶନ କରିଥିଲେ । ଏନେଇ ପୁଲିସ ୪ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ।  ଏହା ସହ ୮…
Read More...

ଦ୍ୱିତୀୟ ପର୍ଯ୍ୟାୟ ଆହାର ଯୋଜନାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ ଜବହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆହାରର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୦୦ଟି ଆହାର କେନ୍ଦ୍ରର ରାଜ୍ୟସ୍ତରୀୟ ଲୋକାର୍ପଣ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି । ଆହାର ଯୋଜନା ଲୋକପ୍ରିୟତା ହୋଇଛି ।ପ୍ରତ୍ୟେକ ଜିଲ୍ଲାର ପ୍ରମୁଖ…
Read More...

ବଢୁଛି ରମେଶ ଜେନାଙ୍କ ଅଡୁଆ, ଯୋଡି ହେଉଛି ଗୋଟିଏ ପରେ ଗୋଟିଏ ମାମଲା

ବଢୁଛି ରମେଶ ଜେନାଙ୍କ ଅଡୁଆ । ଯୋଡି ହେଉଛି ଗୋଟିଏ ପରେ ଗୋଟିଏ ମାମଲା । ନିମଖଣ୍ଡି ଓ ବୋରିଗାଁର ୪ ଏକର ଦେବୋତର ଜମି ହଡପ ନେଇ ଅଭିଯୋଗ ହୋଇଛି । ଏନେଇ ଏକ ମାମଲା ରୁଜୁ କରିଛି ପୁଲିସ । ସେପଟେ ଆଜି ସରୁଛି ରମେଶ ଜେନାଙ୍କ ରିମାଣ୍ଡ ଅବଧି । ଜମି ହଡପ ମାମଲାରେ ଗତ ୯ ତାରିଖରେ ରମେଶଙ୍କୁ ୫…
Read More...

ମାଟିର ମଣିଷ

ମଣିଷ ପାଇଁ ମାଟି କେବଳ ମାଟି ନୁହେଁ , ମା' ଟି  । ଏହି ମାଟି ଉପରେ ପାଦ ରଖି ମଣିଷ ବଡ ହୁଏ, ଏଇ ମାଟିକୁ ଆଶ୍ରା କରି ଜୀବନ ଗଢେ  । ମାଟି ଆଉ ମଣିଷର ସଂପର୍କ ଯେମିତି ପିଣ୍ଡ ଆଉ ପ୍ରାଣର ସଂପର୍କ  । ମାଟିକୁ ଗଢି ଯିଏ ଜୀବନ ଜୀବିକା ଅର୍ଜନ କରନ୍ତି , ତାଙ୍କୁ ଆମେ କୁମ୍ଭାର କିମ୍ବା କୁମ୍ଭକାର…
Read More...

ଜୀବନର କାନଭାସରେ ଦେଖନ୍ତୁ ଲୋକନୃତ୍ୟ ‘ଘୋଡାନାଚ’

ଆମ ସଂସ୍କୃତି ଏବଂ ପରମ୍ପରାରେ ଘୋଡାନାଚର ଏକ ସ୍ୱତନ୍ତ ସ୍ଥାନ ରହିଛି । ଗାଁ ମାନଙ୍କରେ କିମ୍ବା ଅନ୍ୟ କେଉଁଠାରେ ଲୋକ ନୃତ୍ୟ ଉତ୍ସବ ହେଲେ ଦେଖିବାକୁ ମିଳେ ଏହି ଘୋଡାନାଚ । କିନ୍ତୁ ସମୟ ଅନୁସାରେ ଏହି ପରମ୍ପରା ଧିରେ ଧିରେ ମିଳାଇ ଯିବାକୁ ବସିଛି  । ତେବେ ହଜି ଯାଉଥିବା ଏହି ସଂସ୍କୃତି ଓ…
Read More...

କିନ୍ନର

ପରମ୍ପରାଗତ ଭାବରେ ଆମ ମାନସିକତା ସୀମିତ ହୋଇଯାଇଛି  । ମଣିଷ ସାଧାରଣତଃ ଦୁଇ ପ୍ରକାର, ସ୍ତ୍ରୀ ଓ ପୁରୁଷ  । କିନ୍ତୁ ସ୍ତ୍ରୀ ଓ ପୁରୁଷ ବ୍ୟତୀତ ଯେ ଆଉ କୋଟିଏ ବର୍ଗ ଅଛି ସେ କଥାକୁ ଆମେ ସହଜରେ ଗ୍ରହଣ କରିପାରି ନଥାଉ  । ଯଦିଓ ବହୁ ତର୍କ, ବିତର୍କ, ବାଦ ଓ ବିବାଦ ପରେ ଆଇନ୍ ଏହି ସତ୍ୟକୁ…
Read More...

ପଯୋଜକ ୟସ୍ ପଟ୍ଟନାୟକ

ମାୟାନଗରୀ ମୁମ୍ବାଇ  । ଏହି ମାୟାନଗରୀର ସବୁଠାରୁ ବଡ ଆଟ୍ରାକ୍ସନ୍ ହେଉଛି ବଲିଉଡ୍  । ଆଉ ଏହାର ମାୟାରେ ବାୟା ହୋଇ ସମଗ୍ର ଦେଶରୁ ହଜାର ହଜାର ଲୋକ ଆଖିରେ ଆଖିଏ ସ୍ୱପ୍ନ ନେଇ ଆସିଥାନ୍ତି ମୁମ୍ବାଇ । କିନ୍ତୁ ସେମାନଙ୍କ ମଧ୍ୟରୁ ସମସ୍ତଙ୍କ ସ୍ୱପ୍ନ ପୁରା ହୋଇ ନଥାଏ  । ହେଲେ ଆଜି ଆମର ଯିଏ…
Read More...

ଡ଼ଃ ମାୟା ଗନ୍ତାୟତ : ଓଡିଶାର ପ୍ରଥମ ନ୍ୟୁରୋ ଓ ଟ୍ରମା ସେଂଟର ଅଶ୍ୱିନୀ ହସସ୍ପିଟାଲର ପ୍ରତିଷ୍ଠାତା

ସେ ଚାହିଁଥିଲେ ଓଡିଶାର ବିଭିନ୍ନ ବଡ ବଡ ହସ୍ସ୍ପିଟାଲ ସହ ଜଡିତ ହୋଇ ଜଣେ ପ୍ରସିଦ୍ଧ ଡାକ୍ତର ହିସାବରେ ଖ୍ୟାତି ଅର୍ଜନ କରି ପାରିଥାନ୍ତେ  । କିନ୍ତୁ ସେ ଜାଣିଥିଲେ ଓଡିଶାରେ ଗୋଟେ ନ୍ୟୁରୋ ଓ ଟ୍ରମା ସେଂଟରର ଅବଶ୍ୟକତା ଅଛି  । ଆଉ ସେଥିପାଇଁ ସେ ନିଜ ସ୍ୱାମୀ ଡ଼ଃ ସୁବ୍ରତ ଜେନାଙ୍କ ସପୋର୍ଟରେ…
Read More...

ବିନା ସୁପାରିସରେ ପଦ୍ମଶ୍ରୀ

ପଶ୍ଚିମଓଡିଶାର ପ୍ରଚଣ୍ଡ କାବ୍ୟ ପ୍ରତିଭାର ଅଧିକାରୀ ହେଲେ ଲୋକକବି ହଳଧର ନାଗ୍ । କବିର ପ୍ରତିଭା ଓ କଳ୍ପନାର ଏକ ଅପୂର୍ବ ବିଭୂତିର ଅନ୍ୟନାମ କବି ହଳଧର ନାଗ୍ । ଜୀବନର ଉଚ୍ଚାନିଚା ରାସ୍ତା ଦେଇ ସେ ଆଜି ପହଂଚିଛନ୍ତି ସଫଳତାର ଶୀର୍ଷରେ । ସେଇ ପଖାଳ ଖିଆ ମଣିଷଟି ଆଜି ପଦ୍ମଶ୍ରୀ ଉପାଧିରେ…
Read More...

ରାଜନୀତିର ପାଣିକୁ ପୁଣି ଗୋଳିଆ କଲା ପ୍ରଦୀପଙ୍କ ବୟାନ

ଭୁବନେଶ୍ୱର : ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ଅର୍ଥତତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କ ପାଜେରୋ ଗିଫ୍ଟ ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି । ଗୋଟିଏ ଲୋକ ତିନିଟି କଥା । ଭିନ୍ନ ଭିନ୍ନ ଦିନରେ ଭିନ୍ନଭିନ୍ନ ବୟାନ ଦେଇଛନ୍ତି ପ୍ରଦୀପ ସେଠୀ । କେଉଁଠି କହୁଛନ୍ତି ଗାଡି ଦିଆଯାଇଥିବା କଥା ସତ । ତ ପୁଣି…
Read More...