Browsing Category

କନକ ଏକ୍ସକ୍ଲୁସିଭ୍

ପଙ୍କଜ୍ ମହାକୁଡ ଓ କବିତା ମହାକୁଡ ବିବାଦରେ ନୂଆ ଟ୍ୱିଷ୍ଟ: କବିତା ଓ ଝିଅଙ୍କ ସହ କରୁଛନ୍ତି ବାର୍ଥ ଡେ ସେଲିବ୍ରେସନ

ବାପାଙ୍କୁ ବଳିଯାଇଛନ୍ତି ପୁଅ । ସନାତନ ମହାକୁଡଙ୍କ ପୁଅ ପଙ୍କଜ୍ ମହାକୁଡ ଓ କବିତା ମହାକୁଡ ବିବାଦରେ ନୂଆ ଟ୍ୱିଷ୍ଟ । କନକ୍ ନ୍ୟୁଜ୍ ହାତରେ ଲାଗିଛି ପଙ୍କଜଙ୍କ ପ୍ରାଇଭେଟ୍ ପାର୍ଟିର ଏକ୍ସକ୍ଲୁସିଭ୍ ଫୁଟେଜ୍ । ପଙ୍କଜଙ୍କ ଭିଡିଓ ଟେପ୍ । ଏହି ଭିଡିଓ ଟେପ୍ ଦେଖିଲେ ପୁରା ଘଟଣାକ ବୁଝିହେବ ।…
Read More...

ସ୍ତ୍ରୀ ହେବ ସୀତା ପରି?

ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମ ଚନ୍ଦ୍ର ଙ୍କୁ ଶ୍ରେଷ୍ଠ ପୁରୁଷ ଏବଂ ସୀତାଙ୍କୁ ଶ୍ରେଷ୍ଠ ନାରୀ ବୋଲି ହିନ୍ଦୁଧର୍ମ ଗ୍ରହଣ କରିଛି । ୨୦୧୬ ମସିହାରେ ସୀତା ଭାରତୀୟ ନାରୀଙ୍କ ପାଇଁ ଏବଂ ରାମଚନ୍ଦ୍ର ଭାରତୀୟ  ପୁରୁଷଙ୍କ ପାଇଁ ଆଦର୍ଶ ହୋଇପାରିବେ କି? ଏ ପ୍ରଶ୍ନ କାହିଁକି ଉଠୁଛି , ସୀତା ସେହି…
Read More...

ସେକ୍ସ ମାଫିଆ ସୁନୀଲ ମେହେରଙ୍କ ନୂଆ ଫର୍ମୁଲା : ରାଜଧାନୀରେ ଭଡାରେ ଯୋଗାଉଛି ଗାର୍ଲଫ୍ରେଣ୍ଡ

ଭୁବନେଶ୍ୱର:ଦେହ ବଜାରରେ ନୂଆ ସ୍କିମ୍ ପେଡ୍ ଗର୍ଲଫ୍ରେଣ୍ଡ । ମାନେ ରାଜଧାନୀରେ ଭଡାରେ ମିଳୁଛି ଗର୍ଲଫ୍ରେଣ୍ଡ । ସେକ୍ସ ରାକେଟର କିଙ୍ଗପିନ୍ ସୁନିଲ ମେହେରର ଗିରଫଦାରୀ ପରେ, ପଚରାଉଚରା ବେଳେ ଏଭଳି ସ୍କିମ ବିଷୟରେ ଜାଣିବାକୁ ପାଇଛି କମିସନରେଟ ପୁଲିସ । ସେକ୍ସ ର୍ୟାକେଟର କିଙ୍ଗପିନ ସୁନିଲ ଗତ…
Read More...

ପାଜେରୋ ପଲିଟିକ୍ସ

ଗତ କିଛିଦିନ ହେଲା ପାଜେରୋ ପଲିଟିକ୍ସ କୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଭିନ୍ନ ତର୍କ, ବିତର୍କ ଓ ଚର୍ଚ୍ଚା ଚାଲିଛି ଏହି କଥାକୁ ନେଇ  । ବିଭିନ୍ନ ରାଜନୈତିକ ଦଳର ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ପାଜେରୋ ପଲିଟିକ୍ସ କୁ ନେଇ  ସବିଷେସ ଚର୍ଚ୍ଚା ଦେଖନ୍ତୁ କନକ ନ୍ୟୁଜ ର ବିଗ୍…
Read More...

ଗରିବ ହେଲେ ମଲ

ଗଲା ସପ୍ତାହେ ଧରି ପଶ୍ଚିମ ଓଡିଶା ସିଝୁଛି । ପ୍ରତିି ସହରରେ ତାପମାତ୍ରା ୪୦ ଉପରେ । ଗତକାଲି ଟିଟିଲାଗଡରେ ପାରଦ ୪୭ ଡିଗ୍ରୀ ସେଲସିୟସ୍ ଛୁଇଁ ସାରିଥିବା ବେଳେ ସମ୍ବଲପୁରର ତାପମାତ୍ରା ଥିଲା ୪୪.୮ । ଏ ସାଂଘାତିକ୍ ଖରାରେ ବୁର୍ଲା ବଡ ମେଡିକାଲ୍ରେ ପହଂଚିଥିଲା କନକ ନ୍ୟୁଜ୍ ଟିମ୍ । ଆଉ…
Read More...

ସ୍ୱାମୀ ହେଲା ସଇତାନ୍

ସ୍ୱାମୀ ହେଲା ସଇତାନ୍ । ସ୍ତ୍ରୀକୁ ହତ୍ୟାକରି କଟା ହାତ ନେଇ ଫେରାର ହୋଇଯାଇଛି ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ସଦର ଅନ୍ତର୍ଗତ ଅରଡ ଗାଁରେ । ଯେଉଁଠି ଏକ ଘରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତହେଦ ଉଦ୍ଧାର କରିଛି ପୁଲିସ । ମହିଳାଙ୍କ ହାତ ଦୁଇଟି କଟା ଯାଇଥିବା ବେଳେ ତାଙ୍କ ଦେହର…
Read More...

ବାହୁବଳୀ ବିଧାୟକଙ୍କ ଏୟାର କଣ୍ଡିସନ ଗୁହାଳ

କେନ୍ଦୁଝରର ବାହୁବଳି ତଥା ବିତଶାଳୀ ବିଧାୟକ ସନାତନ ମହାକୁଡଙ୍କ ଗୁହାଳରେ ଏସି । ଅଶ୍ଚର୍ଯ୍ୟ ଲାଗିଲେ ବି ସତ । ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ଏସି ଓ କୁଲର ଲାଗିଛି ସନାତନ ମହାକୁଡଙ୍କ ଗୁହାଳ ଘରେ । ଖରା ତାତିରେ  ସିଝୁଛି ସାରା ଓଡିଶା । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ତ୍ରାହିତ୍ରାହି…
Read More...

ବାହୁବଳୀ ନେତାଙ୍କ ରାଜପ୍ରାସାଦରେ ଚାଲିଲା ବୁଲଡୋଜର

କେନ୍ଦୁଝରରେ ଆରମ୍ଭ ହୋଇଛି ବାହୁବଳି ବିଧାୟକ ସନାତନ ମହାକୁଡଙ୍କ ଜବର ଦଖଲଉଚ୍ଛେଦ । ୨୫ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ବେଆଇନ ଭାବେ ତିଆରି ହୋଇଥିବା ପାଚେରିକୁ ଭାଙ୍ଗିବା ଆରମ୍ଭ କରିଛି ପ୍ରଶାସନ । ପାଚେରୀକୁ ଲାଗି ୫୦୦ ମିଟର ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । ୨ ଜଣ ଏଡିଏମ, ଏସପି…
Read More...

ହ୍ୟାକ ଘଟଣା ସାମନାକୁ ଆସିବା ପରେ ବନ୍ଦ ହେଲା ଓଏସଏସସି ୱେବସାଇଟ

ଭୁବନେଶ୍ୱର:ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ୱେବସାଇଟ ହ୍ୟାକ ଘଟଣାର ହେବ ତଦନ୍ତ । କ୍ରାଇମବ୍ରାଂଚ ସାଇବର ସେଲରେ ମାମଲା ରୁଜୁ କରାଯିବ । ଷ୍ଟେଟ ଡାଟା ସେଂଟରୁ ତଥ୍ୟ ମିିଳିବା ପରେ ମାମଲା ରୁଜୁ କରାଯିବ ବୋଲି ଓଏସଏସସି ଅଧ୍ୟକ୍ଷ ସୂଚନା ଦେଇଛନ୍ତି । କେତେ ପ୍ରତିଶତ ଡାଟା ନଷ୍ଟ  ହୋଇଛି ସେ…
Read More...

ସୁଶାନ୍ତ ଖୁଂଟିଆ : ଡିପେଣ୍ଡବଲ୍ ଅଗ୍ରି ସର୍ଭିସେସ୍ ପ୍ରା. ଲିମିଟିଡେର ମ୍ୟାନେଜିଂ ଡିରେକ୍ଟର

ଆଇଆଇଏମ୍ ଅହମ୍ମଦାବାଦରୁ ଅଗ୍ରି ବିଜ୍ନେସ୍ ମ୍ୟାନେଜମେଂଟରେ ପୋଷ୍ଟ ଗ୍ରାଜୁଏସନ କରିବା ପରେ ସେ  ଦୀର୍ଘ ୮ ବର୍ଷ ଧରି କର୍ପୋରେଟ ସେକ୍ଟର୍ରେ କାମ କରିଥିଲେ  । ହେଲେ ତାଙ୍କ ମନ ବୁଝି ନଥିଲା । କାରଣ ସ୍ୱପ୍ନ ଥିଲା ଓଡିଶାର କୃଷକ ମାନଙ୍କୁ ଗୋଟିଏ ମଡେଲ ଫାର୍ମି ପ୍ରେଜେକ୍ଟ ତିଆରି କରି ଦେଖାଇବେ…
Read More...