ମଣିଷ ପାଇଁ ମାଟି କେବଳ ମାଟି ନୁହେଁ , ମା' ଟି । ଏହି ମାଟି ଉପରେ ପାଦ ରଖି ମଣିଷ ବଡ ହୁଏ, ଏଇ ମାଟିକୁ ଆଶ୍ରା କରି ଜୀବନ ଗଢେ । ମାଟି ଆଉ ମଣିଷର ସଂପର୍କ ଯେମିତି ପିଣ୍ଡ ଆଉ ପ୍ରାଣର ସଂପର୍କ । ମାଟିକୁ ଗଢି ଯିଏ ଜୀବନ ଜୀବିକା ଅର୍ଜନ କରନ୍ତି , ତାଙ୍କୁ ଆମେ କୁମ୍ଭାର କିମ୍ବା କୁମ୍ଭକାର ବୋଲି କହିଥାଉ । ତେବେ ମାଟିକୁ ନେଇ ବଂଚୁଥିବା ମଣିଷର ଚିତ୍ର ଆଜି ଜୀବନର କାନଭାସରେ ।
ମାଟିର ମଣିଷ
/kanak/media/post_attachments/wp-content/uploads/2016/04/c-u-e-cy-h.jpg)