ସେ ଚାହିଁଥିଲେ ଓଡିଶାର ବିଭିନ୍ନ ବଡ ବଡ ହସ୍ସ୍ପିଟାଲ ସହ ଜଡିତ ହୋଇ ଜଣେ ପ୍ରସିଦ୍ଧ ଡାକ୍ତର ହିସାବରେ ଖ୍ୟାତି ଅର୍ଜନ କରି ପାରିଥାନ୍ତେ । କିନ୍ତୁ ସେ ଜାଣିଥିଲେ ଓଡିଶାରେ ଗୋଟେ ନ୍ୟୁରୋ ଓ ଟ୍ରମା ସେଂଟରର ଅବଶ୍ୟକତା ଅଛି । ଆଉ ସେଥିପାଇଁ ସେ ନିଜ ସ୍ୱାମୀ ଡ଼ଃ ସୁବ୍ରତ ଜେନାଙ୍କ ସପୋର୍ଟରେ ଆରମ୍ଭ କଲେ ଗୋଟେ ନୂଆ ଅଧ୍ୟାୟ । ଯାହାର ନାଁ ହେଲା ଅଶ୍ୱିନୀ ହସସ୍ପିଟାଲର । ଆଉ ଆଜିର ବିଜନେସ୍ ଲିଡର୍ସରେ ଜାଣିବା ଓଡିଶାର ପ୍ରଥମ ନୁ୍ୟରୋ ଓ ଟ୍ରମା ସେଂଟର ପ୍ରତିଷ୍ଠା କରିଥିବା ଡ଼ଃ ମାୟା ଗନ୍ତାୟତଙ୍କୁ ।
ଡ଼ଃ ମାୟା ଗନ୍ତାୟତ : ଓଡିଶାର ପ୍ରଥମ ନ୍ୟୁରୋ ଓ ଟ୍ରମା ସେଂଟର ଅଶ୍ୱିନୀ ହସସ୍ପିଟାଲର ପ୍ରତିଷ୍ଠାତା
/kanak/media/post_attachments/wp-content/uploads/2016/04/w-c-d-m-dz-iw-g-e-c-e-i-u-c-i-ue-g-ji-u-f-e-z-z.jpg)