Browsing Category

କନକ ଏକ୍ସକ୍ଲୁସିଭ୍

ମସାଲା ସମ୍ରାଟ : ଶରତ କୁମାର ସାହୁ

ଆମର ଆଜିର ବିଜନେସ୍ ଲିଡରଙ୍କ ଜୀବନରେ ଖେଳର ବିଶେଷ ମହତ୍ୱ ରହିଛି  । ୫ ବର୍ଷ ଧରି ସେ ଓଡିଶା କବଡି ଟିମର କ୍ୟାପଟେନ୍ ଥିଲେ  । ଆଉ ଏବେ ସେ ଓଡିଶା କବଡି ଆସୋସିଏସନର ପ୍ରେସିଡେଂଟ ଅଛନ୍ତି  । ଯେମିତି ଆମ ବିଜନେସ୍ ଲିଡରଙ୍କ ଜୀବନରେ ଖେଳର ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ରହିଛି , ଠିକ୍ ସେମିତି…
Read More...

ଦିନକ ଭିତରେ ୨ ଥର ସିବିଆଇରେ ହାଜର ହେଲେ ଯୁବ କଂଗ୍ରେସ ସଭାପତି

ଦିନକ ଭିତରେ ୨ ଥର ସିବିଆଇରେ ହାଜର ହେଲେ ଯୁବ କଂଗ୍ରେସ ସଭାପତି । ଚିଟଫଣ୍ଡ ଲିଙ୍କରେ ରଜତ ଚୌଧରୁୀଙ୍କୁ ଜେରା କରୁଛି ସିବିଆଇ । ଚିଟଫଣ୍ଡ ଲିଙ୍କ ନେଇ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀଙ୍କୁ ପାଖାପାଖି ୩ଘଂଟା ଧରି ଜେରା କରିଥିଲା ସିବିଆଇ । ଅର୍ଥତତ୍ୱ ଟିଚଫଣ୍ଡ ଠକେଇ ମାମଲାରେ ରଜତ…
Read More...

ସୁନୀଲର ବିଜନେସ୍ ମଡ୍ୟୁଲ

ସୁନୀଲ ମେହେର ଗିରଫ ହେବା ପରେ ଦେହ ବଜାରର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । କନକ ନ୍ୟୁଜ୍ରେ ଜଣେ ପେଡ୍ ଗର୍ଲଫ୍ରେଣ୍ଡ କାଲି ମୁହଁ ଖୋଲିବା ପରେ ଆଜି ପୁଣି ସାମ୍ନାକୁ ଆସିଛି ଆଉ ଏକ ଆଶ୍ଚର୍ଯ୍ୟକର କଥା । ଦେହ ବଜାରର ବିଜନେସ୍ ସ୍କିମ । କେମିତି ଚାଲିଥିଲା ଏହି ସ୍କିମ୍ । କନକ…
Read More...

ୟୁଜର୍ସ ଫି ଆଦାୟକୁ ବିଜେପିର ବିରୋଧ: ବିଏମସି କାର୍ଯ୍ୟାଳୟରେ ଭଙ୍ଗାରୁଜା

ବିଏମସିର ୟୁଜର୍ସ ଫି ଆଦାୟକୁ ବିରୋଧ କରୁଛି ବିଜେପି । ଆଜି ବିଏମସି ଅଫିସ ଘେରାଉ ବେଳେ ପୁଲିସ- ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ତେବେ ଘେରାଉ ବେଳେ ବିଏମସି  କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କଲା ବେଳେ, ବିଜେପି କର୍ମୀ ଏବଂ ପୁଲିସଙ୍କ ମଧ୍ୟରେ ମୁହାଁମୁହିଁ…
Read More...

କାଲିଠାରୁ ଖରାଛୁଟି ଘୋଷଣା କଲେ ସରକାର,ରଜ ପରେ ଖୋଲିବ ସ୍କୁଲ

କାଲିଠାରୁ ଖରାଛୁଟି ଘୋଷଣା କଲେ ସରକାର । ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଆଗୁଆ ବନ୍ଦ ହେଲା ସ୍କୁଲ । ଏସ୍ଆରସି ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ରଜ ପରେ ଖୋଲିବ ସ୍କୁଲ । ପୂର୍ବରୁ ୨୬ ଯାଏଁ ସ୍କୁଲ ଗୁଡିକ ଛୁଟି ଘୋଷଣା ହୋଇଥିଲା । ପ୍ରବଳ ଖରା ଯୋଗୁଁ ପ୍ରଥମେ ସକାଳୁଆ ସ୍କୁଲ କରାଯାଇଥିଲା ।…
Read More...

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଏଥର ଗୃହ ସରଗରମ ହେବା ସମ୍ଭାବନା ରହିଛି । କାରଣ ଶାସକ ଦଳକୁ ଘେରିବା ପାଇଁ ବିରୋଧୀଙ୍କ ପାଖରେ ଅନେକ ପ୍ରସଙ୍ଗ ରହିଛି । ବିଶେଷ କରି ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ପାଜେରୋ ବିବାଦ ଗୃହକୁ ଆଚ୍ଛାଦିତ କରି ରଖିବ…
Read More...

ବ୍ଲକଗ୍ରାଂଟ ଉଚ୍ଛେଦ ନେଇ ସଚିବାଳୟରେ ଆଲୋଚନା ଶେଷ, ୭ ଦିନ ସମୟ ନେଲେ ସରକାର

ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀସ୍ତରୀୟ ବୈଠକ ଶେଷ । ବ୍ଲକ ଗ୍ରାଂଟ୍ ଅଧ୍ୟାପକଙ୍କ ୪ ଦଫା ଦାବି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଉଚ୍ଚ ଶିକ୍ଷା…
Read More...

ଚର୍ଚ୍ଚିତ ସ୍କିମ ପେଡ ଗର୍ଲଫ୍ରେଣ୍ଡର କାହାଣୀ

ସୁନିଲ ମେହେରର ଚର୍ଚ୍ଚିତ ସ୍କିମ ପେଡ ଗର୍ଲ ଫ୍ରେଣ୍ଡର ପୁରା କାହାଣୀ ସାମ୍ନାକୁ ଆସିଛି । ସମସ୍ତଙ୍କ ଅଗୋଚରରେ ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ଏହି କଳାକାହାଣୀର ଚେର ବହୁତ ଦୂରକୁ ମାଡିଯାଇଛି ö ନିରୀହ ଯୁବତୀ ମାନଙ୍କୁ ଚାକିରି ଦେବାର ଲୋଭ ଦେଖାଇ ଏକ ଏଭଳି କାମରେ ତାଙ୍କୁ ନିୟୋଜିତ…
Read More...

ସୁକିର୍ତୀ ପଟ୍ଟନାୟକ : ପ୍ରତିଷ୍ଠାତା, ଇଣ୍ଡଲଜ ସେଲୁନ

ବ୍ୟୁଟି ଜଗତରେ ସୃଷ୍ଟି କରିଛନ୍ତି ସେ ନିଜର ଏକ ବ୍ରାଣ୍ଡ । ଲଣ୍ଡନର ଆଇଟି ସେକ୍ଟରରେ କାମ କରୁଥିବା ସୁକିର୍ତୀ ଙ୍କର ସବୁବେଳେ ବ୍ୟୁଟି ଓ ମେକପର ଜ୍ଞାନ କୌଶଳ ଶିଖିବାର ଆଗ୍ରହ ଥିଲା । ଭାରତ ଏବଂ ବିଦେଶର ବିଭିନ୍ନ ଅନୁଷ୍ଠାନରେ ଟ୍ରେନିଂ ନେବା ପରେ ୨୦୧୦ ରେ ସେ ଭୁବନେଶ୍ୱରରେ ଖୋଲିଥିଲେ…
Read More...

ମାଗଣା ପାଣିର କଂଟ୍ରୋଲ ଦୋକାନ

ପାଣି ପାଇଁ ଖୋଲିଛି କଂଟ୍ରୋଲ ଦୋକାନ । ଡିଲର୍ ସାଜିଛନ୍ତି ଗାଁ ମୁଖିଆ । ପାଣି ସମସ୍ୟାର କରୁଣ ସ୍ଥିତି । ଆଉ କେଉଁଠି ପୁଣି ପାଣି ପାଇଁ ଚାରିଆଡେ ହାହାକାର । ତାତି ବଢ଼ିବା ସାଙ୍ଗକୁ ଉକ୍ରଟ ହେଉଛି ଜଳ ସଂକଟ । ଠିକ୍ କଂଟ୍ରୋଲ ଦୋକାନ ଭଳି ଦୃଶ୍ୟ । ପାଣି ପାଇଁ ପ୍ରସ୍ତୁତ ହୋଇଛି ତାଲିକା ।…
Read More...