Browsing Category

ମନୋରଞ୍ଜନ

ଆଜି ପରଦାକୁ ଆସୁଛି ସିନେମା ‘ଫୋର୍ସ ୨’ ଓ ‘ତୁମ ବିନ ୨’

ଆଜି ପରଦାକୁ ଆସୁଛି ଆକ୍ସନ ସିନେମା ‘ଫୋର୍ସ ୨' । ଏହି ସିନେମାରେ ଆକ୍ସନ ଷ୍ଟାର ଜନ ଆବ୍ରାହମଙ୍କ ଦମଦାର ଅଭିନୟ ସାଙ୍ଗକୁ ରହିଛି ଶତ୍ରୁଘ୍ନ ତନୟା ସୋନାକ୍ଷୀ ସିହ୍ନାଙ୍କ ଭରପୁର ଆକ୍ସନ । ସିନେମା ଦର୍ଶକଙ୍କ ମହଲରେ ଆଦୃତ ହେବ ବୋଲି ବେଶ୍ ଅଶାବାଦୀ ଅଛନ୍ତି ନିର୍ଦ୍ଦେଶକ ଅଭିନୟ ଦେଓଲ ।…
Read More...

ଚଳିତ ମାସ ୩୦ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବେ ୟୁବି ଓ ହେଜଲ୍

କ୍ରିକେଟ୍‌ ଖେଳାଳି ଯୁବରାଜ ସିଂହ ଓ ବଲିଉଡର ହେଜଲ୍ କିଚଙ୍କ ପ୍ରେମକାହାଣୀ ଏବେ ବିବାହର ମୋଡରେ ଆସି ପହଂଚିଛି । ଏହି ଦୁଇ ପ୍ରେମୀଯୁଗଳ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଚଳିତ ମାସ ୩୦ ତାରିଖରେ ଭଭୟ ବିବାହ କରିବାକୁ ଯାଉଛନ୍ତି । ଏହି ପ୍ରେମୀଯୁଗଳ ଥରେ ନୁହେଁ ଦୁଇଥର ବିବାହ…
Read More...

ଆରମ୍ଭ ହେଲା ‘ପଦ୍ମାବତୀ’ର ଗୀତ ସୁଟିଂ : ଘୁମର ନାଚିଲେ ଦୀପିକା

ମୁମ୍ବାଇର ମେହେବୁବ ଷ୍ଟୁଡିଓରେ ଦୀପିକା ପାଦୁକୋନଙ୍କ ଆଗାମୀ ସିନେମା ପଦ୍ମାବତୀର ଏକ ଗୀତର ସୁଟିଂ ଆରମ୍ଭ ହୋଇ ଯାଇଛି । ଷ୍ଟୁଡିଓରେ ଏଇ ଗୀତର ସୁଟିଂ ପାଇଁ ଏକ ସେଟ ତିଆରି ହୋଇଛି । ଏହା ଏକ ରାଜସ୍ଥାନୀ ଗୀତ ବୋଲି ଜଣାପଡିଛି ଏବଂ ଗୀତର ବୋଲ ହେଉଛି ଘୁମର । ଏଇ ଗୀତରେ କେବଳ ଦୀପିକା ହିଁ ନଜର…
Read More...

ଫିଲ୍ମ ‘ ବ୍ୟୁଟି ଏଣ୍ଡ ଦ ବିଷ୍ଟ ’ଟ୍ରେଲରର ରେକର୍ଡ

ଏମ୍ମା ୱାଟସନ ଅଭିନୀତ ଫିଲ୍ମ ‘ ବ୍ୟୁଟି ଏଣ୍ଡ ଦ ବିଷ୍ଟ ’ର ଟ୍ରେଲର ରିଲିଜର ୨୪ ଘଂଟା ଭିତରେ କରିଛି ରେକର୍ଡ । ସବୁଠୁ ଅଧିକଥର ଦେଖିବାର ରେକର୍ଡ କରିଛି ଏହି ଫିଲ୍ମ । ଡିଜିନର ସୂଚନା ଅନୁସାରେ , ଏହି ଟ୍ରେଲର ସୋସିଆଲ ମିଡିଆ ପ୍ଲାଟଫର୍ମରେ ସାରା ବିଶ୍ୱରେ ୧୨.୭୬ କୋଟି ଥର ଦେଖାଯାଇଛି ।…
Read More...

ସାମ୍ନାକୁ ଆସିଲା ରଜନୀକାନ୍ତଙ୍କ ଆଗାମୀ ସିନେମା ‘୨.୦’ ର ପ୍ରଥମ ଲୁକ୍

ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ସିନେମା ‘୨.୦’ ର ପ୍ରଥମ ଲୁକ ସାମ୍ନାକୁ ଆସି ଯାଇଛି । ଏଇ ସିନେମାର ପୋଷ୍ଟରକୁ ରଜନୀକାନ୍ତ ଓ ଅକ୍ଷୟ କୁମାର ଟ୍ୱିଟ କରିଛନ୍ତି । ଏହି ସିନେମାରେ ଅକ୍ଷୟ କୁମାର ଭିଲେନ ଚରିତ୍ରରେ ଅଭିନୟ କରୁଛନ୍ତି । ସୂଚନାରୁ ଜଣାପଡିଛି ସିନେମାର ପ୍ରଥମ ଭିଡିଓ ଲୁକକୁ ୨୦…
Read More...

ଦୀପିକା କ୍ୟାଟ୍ରିନାଙ୍କ ତୁଳନାରେ ଭଲ ଅଭିନେତ୍ରୀ କହିଲେ କରୀନା କପୁର

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରୀନା କପୁର ତାଙ୍କର ସିଧାସଳଖ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥା'ନ୍ତି । କୈାଣସି କଥାକୁ ବୁଲେଇ ବଙ୍କେଇ ନକହି ସିଧା ସିଧା କଥା କହିବା ପାଇଁ ସେ ପସନ୍ଦ କରନ୍ତି । ନିକଟରେ କରୀନା କପୁର ନେହା ଧୂପିଆଙ୍କ ଏକ ଚାଟ ସୋ'ରେ ଯୋଗ ଦେଇଥିଲେ । ସେଠାରେ ନେହା…
Read More...

ପୁଣି ଏକାଠି ହେବେ ସଲମାନ୍ ଓ କ୍ୟାଟ୍ରିନା

ପୁଣି ଚର୍ଚ୍ଚାରେ ସଲମାନ୍ ଓ କ୍ୟାଟ୍ରିନା । କାରଣ ଦୀର୍ଘ ଦିନ ପରେ ଏକାଠି ହେବାକୁ ଯାଉଛନ୍ତି ଏହି ଯୋଡି । ତେବେ ରିୟଲ୍ ଲାଇଫରେ ନୁହେଁ ବରଂ କରନ୍ ଜୋହରଙ୍କ ଲୋକପ୍ରିୟ ଚାଟ୍ ସୋ’ ‘କଫି ୱିଥ୍ କରନ୍’ରେ । ଶୁଣିବାକୁ ମିଳିଛି କରନ୍ ଏନେଇ ଉଭୟଙ୍କୁ ପ୍ରସ୍ତାବ ଦେଇ ସାରିଛନ୍ତି । ଆଉ ଖୁବ୍ ଶୀଘ୍ର…
Read More...

‘ମୁଁ କେମିତି ହେଲି ବାଦଶାହା’! ଶାହାରୁଖ୍ କହିଲେ ନିଜ କ୍ୟାରିୟରର ରହସ୍ୟ

ବଲିଉଡ୍ କିଙ୍ଗ୍ ଶାହାରୁଖ ଖାନ୍ କରିଛନ୍ତି ଏକ ବଡ ଖୁଲାସା । କାହା ପାଇଁ ସେ ଆଜି ବଲିଉଡର ବାଦଶାହା ହୋଇଛନ୍ତି ସେ ନେଇ ମୁହଁ ଖୋଲିଛନ୍ତି । ଜାଣି ଆଶ୍ଚଯ୍ୟ ହେବେ ଏହି ସଫଳ ନାୟକଙ୍କ ପଛରେ ଅଛନ୍ତି ଜଣେ ବିଫଳ ଅଭିନେତା । ଟେଲି ସୋ’ ‘ୟାରୋଁ କି ବାରାତ୍’ କରିଆରେ ନିଜ ସଫଳତାର ଶ୍ରେୟ ଅଭିନେତା…
Read More...

ସ୍ୱପ୍ନରେ ଲାଗିଲା ଡେଣା ! ପାଇଲଟ୍ ହେଲେ ଅଭିନେତ୍ରୀ ଗୁଲ୍ ପନାଙ୍ଗ୍

ପ୍ରଥମେ ମଡେଲିଂ, ତାପରେ ଅଭିନୟ ଓ ରାଜନୀତି । ଏସବୁ କ୍ଷେତ୍ରରେ ନାଁ କମାଇ ସାରିବା ପରେ ଏବେ ଆଉ ଏକ ସଫଳତା ହାତେଇଛନ୍ତି ବଲିଉଡ୍ ଅଭିନେତ୍ରୀ ଗୁଲ୍ ପନାଙ୍ଗ୍ । କମର୍ସିଆଲ୍ ପାଇଲଟ ହେବାର ଲାଇସେନ୍ସ ହାସଲ୍ କରିଛନ୍ତି ଏହି ପୂର୍ବତନ ମିସ୍ ଇଣ୍ଡିଆ । ବର୍ତ୍ତମାନେ ସେ ଅଫିସିଆଲି ବ୍ୟକ୍ତିଗତ…
Read More...

ଅକ୍ଷୟ କୁମାରଙ୍କ ପତ୍ନୀ ହେବେ ମଧୁରିମା ତୁଲୀ !

ଦକ୍ଷିଣ ଭାରତୀୟ ସିନେମାର ଅଭିନେତ୍ରୀ ମଧୁରିମା ତୁଲୀ "ବେବି' ସିନେମା ପରେ ପୁଣି ଥରେ ଅକ୍ଷୟ କୁମାରଙ୍କ ସହ ବଡ ପରଦାରେ ନଜର ଆସିପାରନ୍ତି ବୋଲି ସୂଚନା ମିଳିଛି । ଅକ୍ଷୟ କୁମାରଙ୍କ ଆଗାମୀ ସିନେମା ‘ନାମ ଶବାନା’ ରେ ମଧୁରିମା ତାଙ୍କ ପତ୍ନୀ ଭୁମିକାରେ ଅଭିନୟ କରିବେ । ଏହା ପୁର୍ବରୁ ଅକ୍ଷୟ…
Read More...