Browsing Category

ମନୋରଞ୍ଜନ

ସୁପରଷ୍ଟାରଙ୍କ ପରିଚୟକୁ ନେଇ ଉଠିଲା ପ୍ରଶ୍ନ ? ମେଡିକାଲ ରିପୋର୍ଟ ଆସିବା ପରେ ମଧ୍ୟ ଫଳ ଶୂନ୍ୟ

ସାଉଥ ସୁପରଷ୍ଟାର ଧନୁଷଙ୍କୁ ନିଜ ସନ୍ତାନ ବୋଲି ଦାବି କରୁଥିବା ଏକ ଦଂପତି ମାଡ୍ରାସ ହାଇ କୋର୍ଟରେ ଏକ ମାମଲା ଦାୟର କରିଥିଲେ । ଯାହା ଏବେ ଏକ ନୂଆ ମୋଡ ନେଇଛି । ଧନୁଷଙ୍କ ମେଡିକାଲ ରିପୋର୍ଟ ମୁତାବକ, ତାଙ୍କ କାନ୍ଧରେ ଥିବା କଳା ଜାଇଟିକୁ ସର୍ଜରୀ କରି ନଷ୍ଟ କରିଦିଆ ଯାଇଥାଏ ପାରେ । ତେବେ…
Read More...

କିଙ୍ଗ ଖାନ ରଖିଲେ ଲେଡି ବଡିଗାର୍ଡ ! ଜାଣନ୍ତୁ ଏହାର ରହସ୍ୟ

ଶାହାରୁଖ ଖାନ ବଲିଉଡର ଏମିତି ଜଣେ ସୁପରଷ୍ଟାର ଯାହାର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ଯେଉଁଠିି କି ବି ସେ ଯାଆନ୍ତି ଫ୍ୟାନମାନେ ତାଙ୍କର ଦିୱାନା ହୋଇଯାଆନ୍ତି । କେବେ କେବେ ପ୍ରଶଂସକଙ୍କ ପାଗଳାମି ଏନେ ବଢିଯାଏ ଯେ ଏହା ଶାହାରୁଖଙ୍କ ପାଇଁ କ୍ଷତିକର ସାବ୍ୟସ୍ତ ହୋଇଥାଏ । ଏପରି ପରିସ୍ଥିତିରୁ…
Read More...

“ମଣିଷକୁ ମଣିଷ ଭାବ” ! କମେଡି କିଙ୍ଗ୍ କପିଲ ଶର୍ମାଙ୍କୁ ସୁନୀଲଙ୍କ କଡା ଉତ୍ତର

କପିଲ ଶର୍ମା ଅଉ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ଚାଲିଥିବା ଲଢେଇ ପୁଣି ଏକ ବିବାଦୀୟ ମୋଡ ନେଇଛି । ଗତକାଲି କପିଲ, ସୋସିଆଲ ମିଡିଆରେ ପୋଷ୍ଟ କରି ଭୁଲ ମାଗିଥିବା ବେଳେ ଏହାର କଡା ଜବାବ ଦେଇଛନ୍ତି ସୁନୀଲ । କପିଲଙ୍କ ହସ ହସ ଚେହେରା ପଛରେ ଥିବା ଭିନ୍ନ ଏକ ମୁଖାକୁ ସେ ସାମ୍ନାକୁ ଆଣିଛନ୍ତି ।…
Read More...

‘ମୁଁ ତୁମକୁ ପ୍ରେମ କଲି, ତୁମେ ମୋତେ ବ୍ୟବହାର କଲ’! କରିଶ୍ମାଙ୍କ ଉପରେ ବର୍ଷିଲେ ଉପେନ୍

‘ନଚ୍ ବଲିୟେ’ ଯୋଡି କରିଶ୍ମା ତନ୍ନା ଏବଂ ଉପେଲ୍ ପଟେଲ ନିଜ ସଂପର୍କକୁ ନେଇ ସବୁବେଳେ ଚର୍ଚ୍ଚିତ । ବ୍ରେକ ଅପ ପରେ ପୁଣି ଉଭୟ ଏକାଠି ହେବାର ଖବର ମଧ୍ୟ ନିକଟରେ ଆସିଥିଲା । କାରଣ ଏମାନଙ୍କୁ ଏକାଠି ଲଂଚ୍ ଡେଟରେ ଦେଖିବାକୁ ମିଳିଥିଲା । କିନ୍ତୁ ଏବେ ଉପେନ୍ ଯେଉଁ ଟୁଇଟ୍ କରିଛନ୍ତି ତାକୁ…
Read More...

ରଣବୀର କପୁରଙ୍କ ସାମ୍ନାରେ ହାତ ଯୋଡିଲେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍ !

ବଲିଉଡର ଚକଲେଟ ହୀରୋ ରଣବୀର କପୁର ନିକଟରେ ଏକ ପୁରସ୍କାର ବିତରଣୀ ଉତ୍ସବରେ ସାମିଲ ହେବା ପାଇଁ ଦୁବାଇ ଯାଇଥିଲେ । ସେଠାରେ ତାଙ୍କର ଦେଖା ହୋଇଥିଲା ପାକିସ୍ତାନୀ ଅଭିନେତ୍ରୀ ତଥା “ରଇସ” ସିନେମାର ନାୟିକା ମାହିରା ଖାନଙ୍କ ସହ । ଖବର ଅନୁସାରେ ଏହି ଆୱାର୍ଡ ସେରିମନିରେ ରଣବୀର ଓ ମାହିରା ଖାନ…
Read More...

ମୀରା ରାଜପୁତଙ୍କ “ନାରୀବାଦ” ଉପରେ ବୟାନକୁ ନେଇ ସାମ୍ନାକୁ ଆସିଲେ ସହପାଠୀ ! ଖୋଲିଲେ କଲେଜ ଦିନର ସବୁ ପୋଲ୍

ମୀରା ରାଜପୁତ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ଫେମିନିଜମ ବା “ନାରୀବାଦ” ଉପରେ ଲମ୍ବା ଚଉଡା ବୟାନ ଦେଇଥିଲେ । ସେ ନିଜ ଛୁଆକୁ ଛାଡି କ୍ୟାରିୟରକୁ ଗୁରୁତ୍ୱ ଦେଉଥିବା ମହିଳାମାନଙ୍କୁ ତୀର୍ଯ୍ୟକ ଟିପ୍ପ୍ପଣୀ ଦେଇଥିଲେ । ଏବେ ମୀରାଙ୍କ ଏପରି ବୟାନ ପରେ ତାଙ୍କର କଲେଜ ଦିନର ଜଣେ ସହପାଠୀ…
Read More...

ଅଭିନେତ୍ରୀଙ୍କୁ ଅସଦାଚରଣ କରି ଦରମରା ହେଲେ ଯୁବକ !

ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ପଂଖୁଡି ଅବସ୍ଥି କିଛି ଦିନ ହେଲା ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ପଂଖୁଡି ଖୁବ୍ ଶୀଘ୍ର ‘କ୍ୟା କସୁର ହେଁ ଅମଲା କା’ଧାରାବାହିକରେ ନଜର ଆସିବେ । ତେବେ ଏହାର ପ୍ରମୋସନ ଅବସରରେ ପଂଖୁଡି ସମସ୍ତଙ୍କୁ ଚକିତ କରିଦେବା ଭଳି…
Read More...

ଅପେକ୍ଷାର ହେଲା ଅନ୍ତ ! ୨୦୧୮ରେ ବିବାହ କରିବେ କମେଡି କିଙ୍ଗ୍ କପିଲ ଶର୍ମା

ସବୁ ଅପେକ୍ଷାର ହେଲା ଅନ୍ତ । ୨୦୧୮ରେ ବିବାହ କରିବେ କପିଲ । ତେବେ କମେଡି କିଙ୍ଗ୍ କୁହାଯାଉଥିବା କପିଲ୍ ଶର୍ମା ଯଦିଓ ନିଜ ଶୋ’ରେ ଅନେକ ଥର ମିଛି ମିଛିକା ବିବାହ ରଚି ସାରିଛନ୍ତି । କିନ୍ତୁ ରିୟଲ ଲାଇଫରେ ମଧ୍ୟ କପିଲ ବିବାହର ଲଡୁ ଖାଇବାକୁ ଯାଉଛନ୍ତି । ଆଉ ଏନେଇ ଖୋଦ୍ କପିଲ ସୋସିଆଲ…
Read More...

କହୁ କହୁ କହିଦେଲେ ଅକ୍ଷୟ ! କହିଲେ, ପୁରୁଷମାନେ ମହିଳାଙ୍କଠାରୁ ସତର୍କ ରହିବା ଦରକାର . . .

ଦିଲ୍ଲୀରେ ନିଜର ଆଗାମୀ ସିନେମା ‘ନାମ୍ ଶବାନା’ର ପ୍ରମୋସନ କାର୍ଯ୍ୟକ୍ରମ ଅବସରରେ ବଲିଉଡର ଆକ୍ସନ ହିରୋ ଅକ୍ଷର କୁମାର ଏଭଳି ବୟାନ ଦେଇଛନ୍ତି । ତେବେ ଏହି ଅବସରରେ ଅକ୍ଷୟ ସିନେମା ସହ ଜଡିତ ଅନେକ କଥା ସାମ୍ବାଦିକମାନଙ୍କ ସହିତ ସେୟାର କରିଥିଲେ । ଯେତେବେଳେ ଅକ୍ଷରଙ୍କୁ ପଚରା ଯାଇଥିଲା, କି…
Read More...

ବଲିଉଡରେ ଓଲିଉଡ୍ କମେଡିଆନ୍ ! ହିନ୍ଦୀ ସିନେମାରେ ନଜର ଆସିବେ ପପୁ ପମପମ୍

ବଲିଉଡରେ ଓଲିଉଡ୍ କମେଡିଆନ୍ । ଖୁବଶୀଘ୍ର ଏକ ହିନ୍ଦୀ ସିନେମାରେ ନଜର ଆସିବେ ପପୁ ପମପମ୍ । ଏହି ଫିଲ୍ମଟି ଏକ କମେଡି ଫିଲ୍ମ । ଯାହାର ନିର୍ଦ୍ଦେଶନା ଦେଉଛନ୍ତି ବଲିଉଡର ନାମୀଦାମୀ ନିର୍ଦ୍ଦେଶକ ପ୍ରିୟଦର୍ଶନ । ସେପ୍ଟେମ୍ବରରେ ସିନେମାର ସୁଟିଂ ଆରମ୍ଭ ହେବ । ଏହି ସିନେମାରେ ଅଭିଷେକ ବଚ୍ଚନ…
Read More...