ମୀରା ରାଜପୁତଙ୍କ “ନାରୀବାଦ” ଉପରେ ବୟାନକୁ ନେଇ ସାମ୍ନାକୁ ଆସିଲେ ସହପାଠୀ ! ଖୋଲିଲେ କଲେଜ ଦିନର ସବୁ ପୋଲ୍

104

ମୀରା ରାଜପୁତ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ଫେମିନିଜମ ବା “ନାରୀବାଦ” ଉପରେ ଲମ୍ବା ଚଉଡା ବୟାନ ଦେଇଥିଲେ । ସେ ନିଜ ଛୁଆକୁ ଛାଡି କ୍ୟାରିୟରକୁ ଗୁରୁତ୍ୱ ଦେଉଥିବା ମହିଳାମାନଙ୍କୁ ତୀର୍ଯ୍ୟକ ଟିପ୍ପ୍ପଣୀ ଦେଇଥିଲେ । ଏବେ ମୀରାଙ୍କ ଏପରି ବୟାନ ପରେ ତାଙ୍କର କଲେଜ ଦିନର ଜଣେ ସହପାଠୀ ତାଙ୍କୁ ଚିଠି ଦେଇ ବହୁତ କଥା ଶୁଣାଇଛନ୍ତି ଓ ମୀରାଙ୍କ ଏପରି କଥାକୁ ବିରୋଧ ମଧ୍ୟ କରିଛନ୍ତି ।

ମୀରାଙ୍କ ବନ୍ଧୁ ଜଣକ ମୀରାଙ୍କ କଲେଜ ଦିନର ପୋଲ ଖୋଲିଛନ୍ତି । ସେ କହିଛନ୍ତି ଏମିତ ଏକ ଝିଅ ନାରୀବାଦ ଉପରେ ଭାଷଣ ଦେଉଛି ଯିଏ କଲେଜ ସମୟରୁ ହିିଁ ଅନ୍ୟର ପୋଷାକ ଦେଖି ସେ ଜଜ କରନ୍ତି । ନାରୀବାଦ ଉପରେ କିଛି କହିବା ତାଙ୍କୁ ଶୋଭା ପାଉନି ବୋଲି ମଧ୍ୟ କହିଛନ୍ତି ।