Browsing Category

ମନୋରଞ୍ଜନ

ତାଇୱାନରେ ଧୁମ୍ ମଚାଉଛି ବାହୁବଳୀ-୨ ! ଜାଣନ୍ତୁ ପ୍ରଥମ ସପ୍ତାହରେ କେତେ କଲା ଆୟ

ଗୋଟିଏ ପରେ ଗୋଟିଏ ରେକର୍ଡ ନିଜ ନାଁରେ କରିଚାଲିଛି ବ୍ଲକବଷ୍ଟର୍ ସିନେମା ବାହୁବଳୀ- ୨ । ଆଉ ଏବେ ମାହିଷ୍ମତୀ ପ୍ରେମରେ ପଡିଛି ତାଇୱାନ୍ । ଭାରତରେ ସମସ୍ତ ରେକର୍ଡ ଭାଙ୍ଗିବା ପରେ ଏବେ ତାଇୱାନରେ ଧୁମ୍ ମଚାଉଛି ସୁପରହିଟ୍ ସିନେମା ‘ବାହୁବଳୀ-୨’ । ସିନେମାଟି ପ୍ରଥମ ସପ୍ତାହରେ ପ୍ରାୟ…
Read More...

ରଣବୀରଙ୍କୁ ମିଳିଗଲା ନୂଆ ପ୍ରେମ ! କିଏ ସେହି ପ୍ରେମିକା ଯାହାକୁ ଦେଖି ବ୍ୟସ୍ତ କ୍ୟାଟ୍ରିନା

ଚକଲେଟ୍ ବୟ ରଣବୀର୍ କପୁର୍ ସର୍ବଦା ନିଜ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚିତ । ଦୀପିକାଙ୍କଠାରୁ ନେଇ କ୍ୟାଟ୍ରିନା , ରଣବୀରଙ୍କ ପ୍ରେମିକାଙ୍କ ତାଲିକା ଖୁବ୍ ଲମ୍ବା । ତେବେ କିଛି ଦିନ ତଳେ ଖବର ଆସିଥିଲା ଯେ ରଣବୀର୍ ନିଜ ବାପା ମା’ଙ୍କ ପସନ୍ଦରେ ବିବାହ କରିବେ । ଆଉ ଏଥିପାଇଁ ମା’ ନିତୁ ସିଂ…
Read More...

ଆମୀରଙ୍କ ସ୍ଥାନରେ ସଂଜୟ ! ରାକେଶ ଶର୍ମାଙ୍କ ଜୀବନୀକୁ ନେଇ ଫିଲ୍ମ ‘ ସାରେ ଜହାଁ ସେ ଆଚ୍ଛା’

ବଲିଉଡରେ ଏହା ନୂଆ କଥା ନୁହେଁ କି କୈାଣସି ଫିଲ୍ମ ଲାଗି ପ୍ରଥମେ ଜଣେ ନାୟକଙ୍କୁ ଚୟନ କରାଯାଇଥିବ ଏବଂ ପରେ ଆଉ ଜଣଙ୍କୁ ତାଙ୍କ ସ୍ଥାନରେ ନିଆଯିବ । ପୁନଶ୍ଚ ଏପରି ଘଟଣା ନିକଟରେ ଘଟିଛି । ପ୍ରଥମେ ଫିଲ୍ମ ଲାଗି ଆମୀର ଖାଁଙ୍କୁ ଚୟନ କରାଯାଇଥିଲା । କିନ୍ତୁ ଏବେ ତାଙ୍କୁ ଆଉଟ୍ କରାଯାଇ ତାଙ୍କ…
Read More...

‘ଫୋବିଆ ୨’ ରେ ନଜର ଆସିବେନି ରାଧିକା ଆପ୍ତେ !

ରାଧିକା ଆପ୍ତେଙ୍କୁ ମୁଖ୍ୟ ଭୂମିକାରେ ନେଇ ଗତବର୍ଷ ରିଲିଜ୍ ହୋଇଥିଲା ଫିଲ୍ମ ‘ଫୋବିଆ’ । ଫିଲ୍ମଟି ବିଶେଷ ସଫଳତା ପାଇନଥିଲେ ମଧ୍ୟ ଏହାର କାହାଣୀ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା । ତେଣୁ ପ୍ରଯୋଜକ ବିକି ରଜାନୀ ଫିଲ୍ମର ସିକ୍ୱେଲ ତଥା ‘ଫୋବିଆ ୨’ ନିର୍ମାଣ କରିବା ପାଇଁ ଯୋଜନା କରୁଛନ୍ତି ।…
Read More...

ଟ୍ୱିଟର ପରେ ଏବେ ଫେସବୁକରେ ରାମ ଗୋପାଳ ! ଅନୁରାଗ କଶ୍ୟପଙ୍କ ସହ ରାମୁଙ୍କ ଫଟୋ ଭାଇରାଲ୍

ବଲିଉଡ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ଦୀର୍ଘ ସମୟ ଧରି ବକ୍ସ ଅଫିସରେ ନିଜର କମାଲ ନ ଦେଖାଇଥିଲେ ବି ସୋସିଆଲ ମିଡିଆରେ କିନ୍ତୁ ଖୁବ୍ ଚର୍ଚ୍ଚାରେ । ପ୍ରଥମେ ଟ୍ୱିଟରରକୁ ନେଇ ବିବାଦରେ ଥିଲେ ରାମୁ । ଏହାକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଥିଲା । କିନ୍ତୁ ‘ସରକାର-୩’ଫିଲ୍ମର ରିଲିଜ ପୂର୍ବରୁ…
Read More...

୨୦୧୮ରେ ପରଦାକୁ ଆସିବ ସଂଜୟଙ୍କ ବାୟୋପିକ୍

ବଲିଉଡର ମୁନ୍ନାଭାଇ ଭାବେ ଜଣାଯାଉଥିବା ସଂଜୟଦତ୍ତଙ୍କ ବାୟୋପିକକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି । ରଣବୀର କପୁର ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ଅନ୍ୟାନ୍ୟ ଭୂମିକାରେ ଦିୟା ମିର୍ଜା,ମନିଷା କୋଇରାଲା , ପରେଶ ରାୱଲ , ସୋନମ କପୁର , କରିସ୍ମା ତନ୍ନା ଦେଖାଦେବେ ।…
Read More...

ହାଉସଫୁଲ୍ ୪ରେ ରହିବେନି ଅକ୍ଷୟ ! ଦର୍ଶକ ନିରାଶ

ବଲିଉଡର ଅନ୍ୟତମ ହିଟ୍ ସିରିଜ ହେଉଛି ସାଜିଦ୍ ଖାଁଙ୍କ ନିର୍ଦ୍ଦେଶନାରେ ନିର୍ମିିତ ହେଉଥିବା ‘ହାଉସଫୁଲ୍’ । ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ତିନୋଟି ସଂସ୍କରଣ ରିଲିଜ ହୋଇସାରିଛି । ଆଉ ଏହି ତିନୋଟି ଯାକରେ ଖିଲାଡି ମାଷ୍ଟର ଅକ୍ଷୟ କୁମାରଙ୍କ ରହିଛି ପ୍ରମୂଖ ଭୂମିକା । ଏହାକୁ ନେଇ ବି-ଟାଉନରେ…
Read More...

ବଲିଉଡ଼୍ ଅଭିନେତ୍ରୀ ସେଲିନା ଜେଟଲୀଙ୍କ ପିତାଙ୍କ ନିଧନ ! ଦୁବାଇରୁ ଇନ୍ଦୋର ଫେରିଲେ ଅଭିନେତ୍ରୀ

ବଲିଉଡ଼ ଅଭିନେତ୍ରୀ ସେଲିନା ଜେଟଲୀଙ୍କ ପିତାଙ୍କର ନିଧନ ହୋଇଯାଇଛି । ଅନେକ ସମୟ ଧରି ସେ ରୋଗଗ୍ରସ୍ତ ଥିଲେ । ତେବେ ରବିବାର ତାଙ୍କ ପିତା ବିକେ ଜେଟଲୀଙ୍କର ପରଲୋକ ହୋଇଛି । ସେଲିନା ଏବେ ଗର୍ଭବତୀ ଥିଲେ ହେଁ ପିତାଙ୍କର ନିଧନ ଖବର ଶୁଣି ଦୁବାଇରୁ ଇନ୍ଦୋର ଆସିଥିବା ସୂଚନା ମିଳିଛି । ଗର୍ଭବତୀ…
Read More...

ସ୍ୱାମୀଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଲେ ବଲିଉଡ଼୍ ଅଭିନେତ୍ରୀ ମନ୍ଦାନା କରିମି !

ସ୍ୱାମୀଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଲେ ମଡେଲ ତଥା ବଲିଉଡ଼୍ ଅଭିନେତ୍ରୀ ମନ୍ଦାନା କରିମି । ପୂର୍ବତନ ‘ବିଗ୍ ବସ୍’ ପ୍ରତିଯୋଗୀ ମନ୍ଦାନା, ସ୍ୱାମୀ ଗୌରବ ଗୁପ୍ତାଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି । ବ୍ୟବସାୟୀ ଗୌରବ ଗୁପ୍ତାଙ୍କୁ ଗତ ଜାନୁଆରୀରେ ବିବାହ କରିଥିଲେ ମନ୍ଦାନା କରିମି…
Read More...

କେଉଁଠି ଅଛନ୍ତିି ‘ଇଣ୍ଡିଆନ୍ ଆଇଡଲ୍’ର ବିଜେତା ! ଜାଣନ୍ତୁ କିଏ ଚଢିଲେ ସଫଳତାର ସିଡି ଆଉ କିଏ ହୋଇଗଲେ ଅତୀତ

ରିୟଲିଟି ସୋ’ . . .କାହାକୁ ସଫଳତାର ଶୀର୍ଷରେ ପହଂଚାଇ ଦେଇଥାଏ ତ ଆଉ କେହି ସମୟ ସହ ହୋଇଯାଏ ଅତୀତ । ସେମିତି ଏକ ଲୋକପ୍ରିୟ ରିୟଲିଟି ସୋ’ ହେଉଛି ‘ଇଣ୍ଡିଆନ୍ ଆଇଡଲ୍’ । ‘ଇଣ୍ଡିଆନ୍ ଆଇଡଲ୍’ ଆରମ୍ଭ ହେବା ସହ ଆରମ୍ଭ ହୋଇଥିଲା ରିୟଲିଟି ସୋ’ର ଏକ ନୂଆ ଦୂନିଆ । ଆଉ ଏଥିରେ ଭାଗ ନେଇଥିବା…
Read More...