Browsing Category

ମନୋରଞ୍ଜନ

ହାଏରେ ପ୍ରେମ ! ବିଗବସ୍ ଘରେ ଭଜନ ସମ୍ରାଟ ଅନୁପ ଜଲୋଟାଙ୍କୁ ସମସ୍ତଙ୍କ ସାମ୍ମାରେ କିସ୍ କଲେ ଗାର୍ଲଫ୍ରେଣ୍ଡ ଜସଲିନ୍,…

ଟିଭି ଦୁନିଆର ସବୁଠାରୁ କଣ୍ଟ୍ରୋଭର୍ସିଆଲ ଶୋ’ର ୧୨ ତମ ସିଜିନ ଆରମ୍ଭ ହୋଇଯାଇଛି । ଚଳିତ ସିଜିନରେ ପ୍ରଥମଥର ପାଇଁ ପ୍ରତିଯୋଗୀ ମାନେ ଯୋଡି ଏବଂ ସିଙ୍ଗଲରେ ଭାଗ ନେଇଛନ୍ତି । ଏହି ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ଭଜନ ସମ୍ରାଟ ଅନୁପ ଜଲୋଟା ଏବଂ ତାଙ୍କ ପ୍ରେମିକା ଜସଲିନ ମଥାରୁ ପ୍ରଥମ ଦିନରୁ…
Read More...

ଭର୍ସିଆନ୍ ଅଭିନେତା ନାନା ପାଟେକରଙ୍କ ଉପରେ ଅଶାଳୀନ ମନ୍ତବ୍ୟ କରି ଅଡୁଆରେ ଏହି ଅଭିନେତ୍ରୀ ! ନାନାଙ୍କ ଚରିତ୍ରକୁ ନେଇ…

ଅଭିନେତ୍ରୀ ତନୁଶ୍ରୀ ଦତ୍ତା ୨୦୦୮ରେ ଅଭିଯୋଗ କରିଥିଲେ ଯେ ଅଭିନେତା ନାନା ପାଟେକରଙ୍କ ଉପରେ ‘ହର୍ଣ୍ଣ ଓକେ ପ୍ଲିଜ’ର ସୁଟିଂ ସମୟରେ ତାଙ୍କ ସହିତ ର୍ଦୁବ୍ୟବହାର କରିଥିଲେ । ତନୁଶ୍ରୀ କହିଥିଲେ ଯେ କଣ୍ଟ୍ରାକ୍ଟ ଅନୁସାରେ ଫିଲ୍ମରେ ତାଙ୍କର ଏକ ଆଇଟମ ନମ୍ବର କରିବାର ଥିଲା କିନ୍ତୁ ନାନା ପାଟେକର…
Read More...

ବିବାହ ବନ୍ଧନରେ ବାନ୍ଧି ହେବେ ବ୍ୟାଡମିଂଟନ ତାରକା ସାଇନା ନେହୱାଲ : ଡିସେମ୍ବର ୧୬ରେ ପି. କଶ୍ୟପଙ୍କ ସହ ପଡିବ…

ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଭାରତୀୟ ବ୍ୟାଡମିଂଟନ ତାରକା ସାଇନା ନେହୱାଲ । ନିଜର ସାଥୀ ତଥା ବ୍ୟାଡମିଟନ ପ୍ଲେୟାର ପିକଶ୍ୟପଙ୍କ ହାତ ଧରିବାକୁ ଯାଉଛନ୍ତି ସାଇନା । ଆସନ୍ତା ଡିସେମ୍ବର ୧୬ ତାରିଖରେ ଦୁହେଁ ବିବାହ କରିବେ ବୋଲି ତାରିଖ ଧାର୍ଯ୍ୟ ହୋଇଛି । ତେବେ ସାଇନା ତାଙ୍କ…
Read More...

ପୁଣି ମନ ଜିଣିଲା କନିକା କପୁରଙ୍କ ଗାୟିକୀ : ଆସିଲା ଡ୍ୟାନ୍ସ ସଙ୍ଗ ଚିଟର୍ ମୋହନ୍ । ୟୁଟ୍ୟୁବରେ ବଢିଲା ଦର୍ଶକଙ୍କ…

ବେବି ଡଲ୍ ଗୀତ ଗାଇ ଚହଳ ସୃଷ୍ଟି କରିଥିବା ବଲିଉଡ୍ କଣ୍ଠଶିଳ୍ପୀ କନିକା କପୁର, କମବ୍ୟାକ୍ ଆଉ ଏକ ଧମାକେଦାର୍ ଗୀତ ସହିତ । ଏହି ଗୀତର ଟାଇଟଲ୍ ରହିଛି ‘ଚିଟର୍ ମୋହନ୍’ । ଗୀତ ଜରିଆରେ ପୁଣିଥରେ ନିଜ ଫ୍ୟାନମାନଙ୍କୁ ଏଂଟରଟେନ୍ କରିବା ପାଇଁ ଚେଷ୍ଟା କରିଛନ୍ତି କନିକା । ପୁଣିଥରେ…
Read More...

ଧୂମଧାମରେ ସରିଲା ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ଲାଡଲୀ ଈଶା ଆମ୍ବାନୀଙ୍କ ନିର୍ବନ୍ଧ : ଇଟାଲୀରେ ୩ଦିନ ଧରି ଚାଲିଲା…

ଧୂମଧାମରେ ଶେଷ ହେଲା ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ଲାଡଲୀ ଈଶା ଆମ୍ବାନୀ ଓ ଆନନ୍ଦ ପିରାମଲଙ୍କ ଗ୍ରାଣ୍ଡ ଏନଗେଜମେଂଟ ସେରିମନି । ଇଟାଲୀରେ ୩ଦିନ ଧରି ଚାଲିଥିଲା ଏହି ଏନଗେଜମେଂଟ ପାର୍ଟି ।  ଆମ୍ବାନୀ ପରିବାର ସହ ଭାରତରୁ ଅନେକ ଅତିଥି ଇଟାଲୀ ଯାଇଥିଲେ । କିଛି ବଲିଉଡ ଷ୍ଟାର ମଧ୍ୟ ଆସିଥିଲେ…
Read More...

ସବୁ ଅପେକ୍ଷାର ହେଲା ଅନ୍ତ ! ଭାଇରାଲ୍ ହେଲା “ଠଗ୍ସ ଅଫ୍ ହିନ୍ଦୁସ୍ତାନ”ରେ ମିଷ୍ଟର ପରଫେକ୍ଟନେସଙ୍କ ଲୁକ୍ ।

ୟଶ ରାଜ ପ୍ରଡକ୍ସନରେ ନିର୍ମିତ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ର ସମସ୍ତ କଳାକାରଙ୍କର ଲୁକ ସାମ୍ନାକୁ ଆସିଥିବା ବେଳେ ଆମିର ଖାନଙ୍କ ଲୁକକୁ ସମସ୍ତେ ଅପେକ୍ଷା କରି ରହିଥିଲେ । ଶେଷରେ ଆମିର ଖାନ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ରେ ନିଜର ଲୁକର ଖୁଲାସ କରିଛନ୍ତି ।ଏହି ମୋଶନ ପୋଷ୍ଟରକୁ ଆମିର ନିଜ…
Read More...

ଡ୍ୟାନି ଡେନଜୋଙ୍ଗପା, କଙ୍ଗନା ରାଣାୱତଙ୍କ ସମେତ ୧୨ ଜଣ ସଦସ୍ୟ ଏଫଟିଆଇଆଇକୁ ହେଲେ ମନୋନୀତ : କେନ୍ଦ୍ର ସୂଚନା ଓ…

ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ୍ ସଂସ୍ଥାନ (ଏଫଟିଆଇଆଇ)ର ସଦସ୍ୟ ଭାବେ ୧୨ ଜଣ ମନୋନୀତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଭିନେତା ଡ୍ୟାନି ଡେନଜୋଙ୍ଗପା, କଙ୍ଗନା ରାଣାୱତ୍, ଦିବ୍ୟା ଦତ୍ତା, ଅରବିନ୍ଦ ସ୍ୱାମୀ, ଗାୟକ ଅନୁପ ଜଲୋଟା, ୟେସୁଦାସ ଏବଂ ଅର୍ଚ୍ଚନା ରାକେଶ ସିଂହ ପ୍ରମୁଖ ରହିଛନ୍ତି। ନୂଆ…
Read More...

ଲୋକପ୍ରିୟ ଓଲିଉଡ୍ ପ୍ରଯୋଜକ ସୁବାତ ରାଉତଙ୍କ ପରଲୋକ ! ୬୨ ବର୍ଷ ବୟସରେ ହେଲା ପରଲୋକ

ଓଲିଉଡର ଜଣାଶୁଣା ନିର୍ମାତା ତଥା ବିତରକ ସୁବାସ ରାଉତଙ୍କର ଆଜି ଭୋର ୪ଟା ସମୟରେ କଟକର ଛତ୍ରବଜାରସ୍ଥିତ ବାସଭବନରେ ପରଲୋକ ଘଟିଯାଇଚି। ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ଶ୍ରୀ ତୁଳସୀ ପିକ୍ଚର୍ସ ବ୍ୟାନରରେ ନିର୍ମିତ ସୁପରହିଟ୍ ସିନେମା ‘ସୁନା ଚଢେଇ’ରୁ ଓଡ଼ିଆ ସିନେମା ପ୍ରଯୋଜନାରେ…
Read More...

ପୁଣି ଥରେ ହୃଦୟ ଜିତିଲେ ବଲିଉଡର ଖିଲାଡି ଅକ୍ଷୟ କୁମାର : ଏସିଡ଼ ପୀଡିତାଙ୍କୁ ସହାୟତା କଲେ ୫ ଲକ୍ଷ ଟଙ୍କା

ବଲିଉଡର ଖିଲାଡି ଅଭିନେତା ଅକ୍ଷୟ କୁମାର ସିନେମା ବ୍ୟତୀତ ଦେଶ, ସମାଜ ପାଇଁ କରାଯାଉଥିବା କାମ ପାଇଁ ମଧ୍ୟ ଖବରରେ ରହୁଛନ୍ତି । କିନ୍ତୁ ଅକ୍ଷୟ ଏହି ସମାଜସେବା କାମ ଲାଇମ୍ ଲାଇଟ୍ ରେ ଆସିବା ପାଇଁ କରନ୍ତିନି । ନିକଟରେ ଏସିଡ ପୀଡିତା ଲକ୍ଷ୍ମୀ ଅଗ୍ରୱାଲ ତାଙ୍କର ଆର୍ଥିକ ଅସୁବିଧା ବିଷୟରେ…
Read More...

ବିବାହ କରିବେ କି ଏହି ସୁନ୍ଦରୀ ଗାୟିକା ? କଥାରେ କଥାରେ ବିବାହ ଆଡକୁ ଇସାରା କଲେ ନେହା । 

ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ପୂର୍ବରୁ ତାଙ୍କର ହିମାନ୍ସ କୋହଲୀଙ୍କ ସହ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ହୋଇଥିବା ବେଳେ ହିମାନ୍ସ ତାଙ୍କର ଜଣେ ଭଲ ବନ୍ଧୁ ବୋଲି କହି ଆସୁଥିଲେ ନେହା । କିନ୍ତୁ ଏବେ ସେ…
Read More...